ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପ୍ରତ୍ନତତ୍ୱବିତ୍ ଯଦୁବୀର ସିଂହ ରାୱତଙ୍କ ଏକ ପ୍ରକାଶିତ ଲେଖାକୁ ସେୟାର କରିଛନ୍ତି ଯେଉଁଥିରେ ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ ଦିନ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ନତାତ୍ୱିକ ସ୍ଥଳ ପାଇଁ ପ୍ରଧାନମନ୍ତ୍ରୀଙ୍କର ଦୃଷ୍ଟିକୋଣ ରହିଛି । ନିକଟରେ ଧୋଲାଭିରାଙ୍କୁ ୟୁନେସ୍କୋର ବିଶ୍ୱ ଐତିହ୍ୟ ସ୍ଥଳ ମାନ୍ୟତା ଦିଆଯାଇଥିଲା ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
ଯେତେବେଳେ ମୁଖ୍ରମନ୍ତ୍ରୀ ନରେନ୍ଦ୍ର ମୋଦି ଧୋଲାଭିରା ଆସିଥିଲେ ....
ଜଣେ ପ୍ରତ୍ନତତ୍ୱବିତ୍ ତାଙ୍କ ଅଭିଜ୍ଞତା ବାଣ୍ଟିଛନ୍ତି ଏବଂ ଧୋଲାଭିରା ଚାରିପାଖରେ ପର୍ଯ୍ୟଟନ ଅନୁକୂଳ ତଥା ପରିବେଶ ଅନୁକୂଳ ଭିତ୍ତିଭୂମି କିପରି ସୃଷ୍ଟି ହୋଇଛି ସେ ବିଷୟରେ ଲେଖିଛନ୍ତି ।
When CM @narendramodi came to Dholavira…
— PMO India (@PMOIndia) August 20, 2021
An archaeologist shares his experience and writes about how tourism friendly and environment friendly infrastructure was created around Dholavira. https://t.co/q5wP28piDr