ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସ୍ୱାଧୀନତା ଦିବସ ସମ୍ବୋଧନରେ ଦେଶବାସୀଙ୍କୁ, ସାମୁହିକ ସଙ୍କଳ୍ପ ନେଇ ଏକ ‘ନ୍ୟୁ ଇଣ୍ଡିଆ’ ଅଭିଯାନରେ ଦେଶକୁ ଆଗକୁ ବଢ଼ାଇବାକୁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ,' 'ଚଲତା ହେ' ର ମାନସିକତା ଶେଷ ହୋଇଯାଇଛି ,ଆମକୁ 'ବଦଲ ସକତା ହେ' ର ମାନସିକତାକୁ ନେଇ ଚାଲିବାକୁ ପଡ଼ିବ । ଶ୍ରୀ ମୋଦୀ ବିକାଶରୁ ଏକତା ,ଆତଙ୍କବାଦରୁ ସୁରକ୍ଷା ଏବଂ କୃଷିରୁ ପ୍ରଯୁକ୍ତିବିଦ୍ୟାର ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଭିଭାଷଣ ଉପରେ ଆପଣଙ୍କ ମତ କ'ଣ ? ଆପଣଙ୍କ ମତ ରଖନ୍ତୁ । ତଳେ ଥିବା ଟିପ୍ପଣୀ ବିଭାଗରେ ଆପଣ ଆପଣଙ୍କ ବିଚାର ଅବା ମତ ଦେଇପାରିବେ ।