ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମେ ମିଳିତ ଭାବେ ଆମର ୫୦ ବର୍ଷର ଭାରତ-ବାଂଲାଦେଶ ବନ୍ଧୁତ୍ୱର ପ୍ରତିଷ୍ଠାକୁ ସ୍ମରଣ ଏବଂ ପାଳନ କରୁଛୁ ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଜି ଭାରତ ଏବଂ ବାଂଲାଦେଶ ମୈତ୍ରୀ ଦିବସ ପାଳନ କରୁଛନ୍ତି । ଆମେ ମିଳିତ ଭାବରେ ଆମର ୫୦ ବର୍ଷର ବନ୍ଧୁତ୍ୱର ପ୍ରତିଷ୍ଠାକୁ ସ୍ମରଣ ଏବଂ ପାଳନ କରୁଛୁ । ମୁଁ ଏହି ସମ୍ପର୍କକୁ ଆହୁରି ଆଗକୁ ନେବା ଏବଂ ସୁଦୃଢ କରିବାପାଇଁ ମହାମହିମ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହିତ କାର୍ଯ୍ୟ ଜାରି ରଖିବି ।”
Today India and Bangladesh commemorate Maitri Diwas. We jointly recall and celebrate the foundations of our 50 years of friendship. I look forward to continue working with H.E. PM Sheikh Hasina to further expand and deepen our ties. #मैत्री_दिवस #মৈত্রী_দিবস#MaitriDiwas
— Narendra Modi (@narendramodi) December 6, 2021