ଦାଦା ବାସୱାନୀ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଏବଂ ତାଙ୍କୁ ବିଶ୍ୱର ମହାନ ନେତାଙ୍କ ମଧ୍ୟରୁ ଜଣେ ବୋଲି କହିଲେ ।ଦାଦା ବାସୱାନୀ କହିଲେ ଯେ ,ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନଧନ ଯୋଜନା ,ମେକ ଇନ ଇଣ୍ଡିଆ ଏବଂ ସ୍ୱଚ୍ଛ ଭାରତ ପଦକ୍ଷେପରୁ ଲୋକମାନଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପଡୁଛି । ସେ କହିଲେ ଯେ ,ଭାରତରେ ବିଗତ 3 ବର୍ଷରେ ଅଧିକ ପରିବର୍ତନ ହୋଇଛି । ସେ ଏହା ମଧ୍ୟ କହିଲେ ଯେ ,ରାଜନୀତି ନାହିଁ ବରଂ ଉଚିତ ସମୟରେ ଉଚିତ ଶିକ୍ଷା ହିଁ ରାଷ୍ଟ୍ର ନିର୍ମାଣର ଚାବିକାଠି ଏବଂ ଆମ ସମସ୍ତଙ୍କୁ ଏକ ଏପରି ରାଷ୍ଟ୍ରର ନିର୍ମାଣ କରିବାକୁ ପ୍ରୟାସ କରିବା ଆବଶ୍ୟକ ଯେଉଁଠି ସମସ୍ତ ଭାରତୀୟଙ୍କୁ ଗର୍ବ ଅନୁଭବ ହେବ ।
''ଆମେ ଭାଗ୍ୟଶାଳୀ ଯେ ,ଭାରତର ପ୍ରଧାନମନ୍ତ୍ରୀ ରୂପେ ନରେନ୍ଦ୍ର ମୋଦୀଙ୍କ ଭଳି ଜଣେ ନେତାଙ୍କୁ ପାଇଛୁ ,ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ ଏବଂ ଗତ 3 ବର୍ଷରେ ତାଙ୍କ ଦ୍ଵାରା କରାଯାଇଥିବା କାର୍ଯ୍ୟ ପ୍ରଶଂସନୀୟ । ତାଙ୍କ ପଦକ୍ଷେପ ଯେପରି କି,ଜନଧନ ,ସ୍ୱଚ୍ଛ ଭାରତ ଏବଂ ମେକ ଇନ ଇଣ୍ଡିଆ ଯୋଜନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବାର କାମ କରିଛି ଏବଂ ଏଥିରୁ ଦେଶର ଉଜ୍ଵଳ ଭବିଷ୍ୟ ହେବ । ମୁଁ ଦେଶବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଉଛି ।'' -ଦାଦା ବାସୱାନୀ

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Three-wheeler sales in India likely to grow 6-8% in FY26, says SIAM

Media Coverage

Three-wheeler sales in India likely to grow 6-8% in FY26, says SIAM
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 26, 2025
March 26, 2025

Empowering Every Indian: PM Modi's Self-Reliance Mission