କେନ୍ଦ୍ର ଅର୍ଥମନ୍ତ୍ରୀ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଆର୍ଥିକ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ବିଭିନ୍ନ ଉପାୟଗୁଡ଼ିକର ଘୋଷଣା କରିଛନ୍ତି I ଆଜି ଯେଉଁ ପ୍ରମୁଖ କ୍ଷେତ୍ରକୁ ଆର୍ଥିକ ପ୍ରୋତ୍ସାହନ ମିଳିଛି ,ସେହା ହେଉଛି ରପ୍ତାନି ଏବଂ ହାଉସିଂ ।
Link of Final Presentation 14.09.2019 FM's Conference