ଟ୍ୱିଟରରେ ଟ୍ୱିଟର ଜବରଦସ୍ତ ପ୍ରତିକ୍ରିୟା ପ୍ରକାଶ ପାଇଥିଲା, ଯେଉଁଠାରେ ଲୋକମାନେ ତାଙ୍କୁ ସୋସିଆଲ ମିଡିଆ ନଛାଡ଼ିବାକୁ କହିଥିଲେ ।
3 ମାର୍ଚ୍ଚ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଟ୍ୱିଟକୁ ନେଇ ସନ୍ଦେହ ଦୂର କରି କହିଛନ୍ତି ଯେ, ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ମହିଳାମାନଙ୍କୁ ଦେବେ ଯାହାଙ୍କ ଜୀବନ ଏବଂ କାର୍ଯ୍ୟ ସମସ୍ତଙ୍କୁ ପ୍ରେରଣା ଯୋଗାଇବ । ସେ ମାର୍ଚ୍ଚ 8 ରବିବାର ଦିନ ଅର୍ଥାତ 'ମହିଳା ଦିବସ' ଦିନ ତାଙ୍କ ଆକାଉଣ୍ଟ ଦେବେ |
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ,ଏହି ପଦକ୍ଷେପ ମହିଳାମାନଙ୍କୁ ଲକ୍ଷ ଲକ୍ଷ ପ୍ରେରଣା ଯୋଗାଇବାରେ ସାହାଯ୍ୟ କରିବ ।
ତୁମେ ଏପରି ଜଣେ ମହିଳା, ଯାହାଙ୍କ ଜୀବନ ଏବଂ କାର୍ଯ୍ୟ ବିଶ୍ୱକୁ ପ୍ରେରଣା ଦେଇପାରେ ? ଆପଣ ଏପରି ପ୍ରେରଣାଦାୟକ ମହିଳାମାନଙ୍କୁ ଜାଣିଛନ୍ତି କି ଯେଉଁମାନେ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଛନ୍ତି? #SheInspiresUs ବ୍ୟବହାର କରି ଏହିପରି କାହାଣୀଗୁଡ଼ିକୁ ସେୟାର କରନ୍ତୁ | ଚୟନିତ ଏଣ୍ଟ୍ରିକୁ @narendramodi ର ସୋସିଆଲ ମିଡିଆ ଆକାଉଣ୍ଟକୁ ସମ୍ଭାଳିବାର ଏକ ସୁଯୋଗ ମିଳିବ !
This Sunday, thinking of giving up my social media accounts on Facebook, Twitter, Instagram & YouTube. Will keep you all posted.
— Narendra Modi (@narendramodi) March 2, 2020
This Women's Day, I will give away my social media accounts to women whose life & work inspire us. This will help them ignite motivation in millions.
— Narendra Modi (@narendramodi) March 3, 2020
Are you such a woman or do you know such inspiring women? Share such stories using #SheInspiresUs. pic.twitter.com/CnuvmFAKEu