• ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଏସୀୟ ପଡ଼ୋଶୀ ରାଷ୍ଟ୍ର ମାନଙ୍କୁ ମହାକାଶରେ ଏକ ବିଶେଷ ଉପହାର ଦେବା ପରେ ମହାକାଶ କୂଟନୀତି ଏକ ନୂତନ ସୋପାନରେ ପହଞ୍ଚିଛି ।
• ପଡ଼ୋଶୀ ରାଷ୍ଟ୍ର ଗୁଡିକୁ ବୀନା ମୂଲ୍ୟରେ ଏକ ଯୋଗାଯୋଗ ଉପଗ୍ରହ ବ୍ୟବାହାର କରିବା ଲାଗି ଦେବା ବୋଧହୁଏ ବିଶ୍ଵର ଅନ୍ୟ କୌଣସି ଠାରେ ଦେଖିବାକୁ ମିଳିନାହିଁ ।
• 2 ଟନ ଓଜନର ଏହି ଉପଗ୍ରହ ନିର୍ମାଣ ଲାଗି 3 ବର୍ଷ ଲାଗିଛି ଏବଂ ଏଥି ପାଇଁ 230 କୋଟି ଟଙ୍କା ବ୍ୟୟ କରାଯାଇଛି ।
• ସମଗ୍ର ଦକ୍ଷିଣ ଏସିଆ ଉପରେ ଏହାର ପଦଚିହ୍ନ ପରିବ୍ୟାପ୍ତ ହୋଇଛି ।
• ଦକ୍ଷିଣ ଏସିଆ ଉପଗ୍ରହରେ 12 କେୟୁ ବ୍ୟାଣ୍ଡର ଟ୍ରାନ୍ସପଣ୍ଡର ଲାଗିଛି ଯାହାକୁ ଭାରତର ପଡୋଶୀମାନେ ଯୋଗାଯୋଗ ବ୍ୟବସ୍ଥାର ବିସ୍ତାର ନିମନ୍ତେ ଉପଯୋଗ କରିପାରିବେ ।
• ପ୍ରତେକ ଦେଶ ହାରାହାରି ଗୋଟିଏ ଟ୍ରାନ୍ସପଣ୍ଡର ଗ୍ରହଣ କରିବାର ସୁବିଧା ପାଇବେ ଯେଉଁଥିରେ ସେମାନେ ନିଜସ୍ଵ ପ୍ରୋଗ୍ରାମିଙ୍ଗ ସଂଯୋଗ କରିପାରିବେ ।
• ଏହି ଉପଗ୍ରହ ଦିଟିଏଚ, ଟେଲିଭିଜନ, ଭିସାଟ ଲିଙ୍କ, ଟେଲି ଏଜୁକେଶନ, ଟେଲି ମେଡିସିନ ଏବଂ ବିପର୍ଯ୍ୟୟ ପରିଚାଳନା ସହଯୋଗ ଭଳି ସୁବିଧା ଯୋଗାଇଦେବ । ଭୂକମ୍ପ, ବାତ୍ୟା, ବନ୍ୟା ଏବଂ ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ସ୍ଥିତିରେ ଏହି ଉପଗ୍ରହ ସଂଚାର ଲିଙ୍କ ଯୋଗାଇଦେବ ।
• ଏହି ଉପଗ୍ରହ ଦ୍ଵାରା ଉପକୃତ ହେଉଥିବା 7 ଟି ଦକ୍ଷିଣ ଏସୀୟ ରାଷ୍ଟ୍ର ମୁଖ୍ୟମନେ ଭିଡିଓ କନଫେରେନ୍ସିଂ ଜରିଆରେ ଉପଗ୍ରହ ପ୍ରକ୍ଷେପଣ ସମାରୋହକୁ ଉପଭୋଗ କରିଥିଲେ ।
Here are some unique highlights of the South Asia Satellite that was successfully launched today.
— PMO India (@PMOIndia) May 5, 2017
The gift of a communications satellite for use by neighbours at no cost has perhaps no precedent worldwide.
— PMO India (@PMOIndia) May 5, 2017
The footprint of the Satellite extends all over South Asia.
— PMO India (@PMOIndia) May 5, 2017
The South Asia Satellite has 12 Ku band transponders which India's neighbours can utilise to increase communications.
— PMO India (@PMOIndia) May 5, 2017
Each country will get access to at least one transponder through which they could beam their own programming.
— PMO India (@PMOIndia) May 5, 2017
The satellite will facilitate DTH television, VSAT links, tele-education, telemedicine and disaster management support.
— PMO India (@PMOIndia) May 5, 2017
It will provide critical communication links in times of disasters such as earthquakes, cyclones, floods, and tsunamis.
— PMO India (@PMOIndia) May 5, 2017