ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“ଜାତୀୟ ବିଜ୍ଞାନ ଦିବସର ତାତ୍ପର୍ଯ୍ୟ ହେଉଛି ଆମ ବୈଜ୍ଞାନିକମାନଙ୍କ ଦକ୍ଷତା ଓ କାର୍ଯ୍ୟନିପୂଣତାକୁ ସମ୍ମାନ ଜଣାଇବା । ସେମାନଙ୍କର ନିଷ୍ଠା ଓ ଗବେଷଣା ଦେଶ ତଥା ବିଶ୍ୱର ପ୍ରଗତିରେ ସହାୟକ ହୋଇଛି । ଭାରତୀୟ ବିଜ୍ଞାନ ଆହୁରି ସମୃଦ୍ଧ ହେଉ ଏବଂ ଯୁବକ ଯୁବତୀମାନଙ୍କର ବୈଜ୍ଞାନିକ ଚିନ୍ତା ଓ ଚେତନା ବୃଦ୍ଧି ହେଉ ।
ଭାରତ ସରକାର ବିଜ୍ଞାନ ଏବଂ ନବୋନ୍ମେଷର ବିକାଶ ଲାଗି ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମୁଁ ଗତ ଭାରତୀୟ ବିଜ୍ଞାନ କଂଗ୍ରେସରେ ବିଜ୍ଞାନ ଓ ପ୍ରଯୁକ୍ତିର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
On our part, the Government of India is making numerous efforts to create an even better environment for research and innovation in India. I spoke about aspects relating to science during the Indian Science Congress earlier this year. Sharing it again…https://t.co/DjSl2SrwXB
— Narendra Modi (@narendramodi) February 28, 2020
National Science Day is an occasion to salute the talent and tenacity of our scientists. Their innovative zeal and pioneering research has helped India and the world. May Indian science continue to thrive and may our young minds develop even greater curiosity towards science.
— Narendra Modi (@narendramodi) February 28, 2020