ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ଅଲିମ୍ପିକ୍ସ 2020 ପାଇଁ ଭାରତୀୟ ଦଳକୁ ଶୁଭକାମନା ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଏକ ଟୁଇଟ୍ କରି କହିଛନ୍ତି :
“ଆସନ୍ତୁ ଆମେ ସମସ୍ତେ ମିଶି # ଚିୟର ଫର ଇଣ୍ଡିଆ! (ଭାରତୀୟ ଦଳକୁ ଉତ୍ସାହିତ କରିବା)
ଟୋକିଓ 2020 ଉଦଘାଟନୀ ସମାରୋହର କେତେକ ଝଲକ ଦେଖିଲି।
ଆମର ପ୍ରଭାବଶାଳୀ ଦଳକୁ ଅନେକ ଅନେକ ଶୁଭକାମନା।
# ଟୋକିଓ 2020"
Come, let us all #Cheer4India!
— Narendra Modi (@narendramodi) July 23, 2021
Caught a few glimpses of the @Tokyo2020 Opening Ceremony.
Wishing our dynamic contingent the very best. #Tokyo2020 pic.twitter.com/iYqrrhTgk0