ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ପଶ୍ଚିମବଙ୍ଗ ଲୋକଙ୍କ ଅପାର ଶ୍ରଦ୍ଧା ରହିଛି ।
ଭଗବାନ ଶ୍ରୀ ରାମଙ୍କ ପ୍ରସିଦ୍ଧ ଭଜନ ‘ମୋନ୍ ଜଯୋ ନାମ’କୁ ଗାଇଥିବା ପାୟଲ କରଙ୍କ ଗୀତ ମଧ୍ୟ ସେ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ପ୍ରଭୁ ଶ୍ରୀ ରାମଙ୍କ ପ୍ରତି ପଶ୍ଚିମବଙ୍ଗ ଲୋକଙ୍କ ଅପାର ଶ୍ରଦ୍ଧା ରହିଛି । ଏଠାରେ ପ୍ରସିଦ୍ଧ ନଜରୁଲ ଗୀତି ମୋନ୍ ଜପୋ ନାମକୁ ସେୟାର କରୁଛି ।’
The people of West Bengal have immense reverence towards Prabhu Shri Ram.
— Narendra Modi (@narendramodi) January 20, 2024
Here is the iconic Nazrul Geeti Mono Jopo Naam. #ShriRamBhajan https://t.co/eW14VohNbH