ଶାସନ ପାଇଁ ସମାବେଶୀ ଅଭିବୃଦ୍ଧି ହାସଲ କରିବା ଏବଂ ବିଶ୍ୱସ୍ତରରେ ଜୀବନରେ ପରିବର୍ତ୍ତନ ଆଣିବା ନିମନ୍ତେ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି, ଏଆଇ ଓ ପ୍ରଶାସନ ପାଇଁ ତଥ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁତ୍ୱାରୋପ କରିଛନ୍ତି ।
ବିଶ୍ୱ ବାଣିଜ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ଟର ନଗୋଜି ଓକୋଞ୍ଜୋ-ଇୱେଲାଙ୍କ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦି କହିଛନ୍ତି :
“ଆପଣଙ୍କର ସମର୍ଥନ ଏବଂ ମୂଲ୍ୟବାନ ଜ୍ଞାନ ପାଇଁ ଧନ୍ୟବାଦ । ଶାସନ ପାଇଁ ସମାବେଶୀ ଅଭିବୃଦ୍ଧି ହାସଲ କରିବା ଏବଂ ବିଶ୍ୱସ୍ତରରେ ଜୀବନରେ ପରିବର୍ତ୍ତନ ଆଣିବାକୁ ଡିଜିଟାଲ୍ ପବ୍ଲିକ ଇନ୍ଫ୍ରାଷ୍ଟ୍ରକ୍ଚର, ଏଆଇ ଏବଂ ତଥ୍ୟ ଗୁରୁତ୍ୱପୂର୍ଣ୍ଣ । @NOIweala”
Thank you for your support and valuable insights. The emphasis on Digital Public Infrastructure, AI and data for governance is key to achieving inclusive growth and transforming lives globally. @NOIweala https://t.co/gdfID6oZza
— Narendra Modi (@narendramodi) November 19, 2024