ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆର୍ଥିକ ସର୍ବେକ୍ଷଣ ୨୦୨୨-୨୦୨୩କୁ ଶେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଆର୍ଥିକ ସର୍ବେକ୍ଷଣ ଭାରତର ବିକାଶ ପଥର ଏକ ବ୍ୟାପକ ବିଶ୍ଳେଷଣ ପ୍ରଦାନ କରୁଛି । ଯେଉଁଥିରେ ଆମ ଦେଶ ପ୍ରତି ବୈଶିକ ଆଶାବାଦ, ଭିତ୍ତିଭୂମି ଉପରେ ଧ୍ୟାନ, କୃଷି ଏବଂ ଶିଳ୍ପ କ୍ଷେତ୍ରରେ ବିକାଶ ଓ ଭବିଷ୍ୟତ କ୍ଷେତ୍ରଗୁଡିକ ଉପରେ ଗୁରୁତ୍ୱ ଦେବା ସାମିଲ ରହିଛି ।
https://www.indiabudget.gov.in/economicsurvey/index.php “
The Economic Survey presents a comprehensive analysis of India's growth trajectory including the global optimism towards our nation, focus on infra, growth in agriculture, industries and emphasis on futuristic sectors. https://t.co/2PpKzCgdtg
— Narendra Modi (@narendramodi) January 31, 2023