ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି କି, ୨୦୨୫ ଜାନୁଆରୀ ୧୫ ତାରିଖରେ ତିନୋଟି ଫ୍ରଣ୍ଟଲାଇନ ନୌସୈନିକ ଯୁଦ୍ଧପୋତ ସାମିଲ ହେବା ପ୍ରତିରକ୍ଷା କ୍ଷେତ୍ରରେ ବୈଶ୍ୱିକ ନେତୃତ୍ୱକାରୀ ଦିଗରେ ଆମ ପ୍ରଚେଷ୍ଟାକୁ ଦୃଢ଼ କରିବ ଏବଂ ଆତ୍ମନିର୍ଭରତା ଦିଗରେ ଆମର ପ୍ରଚେଷ୍ଟା ବୃଦ୍ଧି ପାଇବ ।

ନୌସେନା ମୁଖପାତ୍ରଙ୍କ ପକ୍ଷରୁ ଏକ୍ସରେ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି:

“ଆସନ୍ତାକାଲି ଜାନୁଆରୀ ୧୫ ତାରିଖ ଆମ ନୌସେନାର କ୍ଷମତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ହେବାକୁୂ ଯାଉଛି । ତିନୋଟି ଫ୍ରଣ୍ଟଲାଇନ ନୌସୈନିକ ଯୁଦ୍ଧପୋତ ସାମିଲ ହେବା ପ୍ରତିରକ୍ଷା କ୍ଷେତ୍ରରେ ବୈଶ୍ୱିକ ନେତୃତ୍ୱକାରୀ ଦିଗରେ ଆମ ପ୍ରଚେଷ୍ଟାକୁ ଦୃଢ଼ କରିବ ଏବଂ ଆତ୍ମନିର୍ଭରତା ଦିଗରେ ଆମର ପ୍ରଚେଷ୍ଟା ବୃଦ୍ଧି ପାଇବ ।”

 

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Reinventing the Rupee: How India’s digital currency revolution is taking shape

Media Coverage

Reinventing the Rupee: How India’s digital currency revolution is taking shape
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 28, 2025
July 28, 2025

Citizens Appreciate PM Modi’s Efforts in Ensuring India's Leap Forward Development, Culture, and Global Leadership