ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘରୋଇ ବିମାନ ବନ୍ଦର ବୃଦ୍ଧି ସହିତ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ୪.୪୫ ଲକ୍ଷରେ ପହଞ୍ଚିଛି ଯାହା କି କୋଭିଡ ପରବର୍ତ୍ତୀ ସମୟରେ ସର୍ବାଧିକ ତାହାକୁ ପ୍ରଶଂସା କରିଛନ୍ତି ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏକ ଟୁଇଟ୍ ଉପରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଅଧିକ ବିମାନବନ୍ଦର ଏବଂ ଉତ୍ତମ ଯୋଗାଯୋଗ.. ବିମାନ ଚଳାଚଳ କ୍ଷେତ୍ର ଲୋକଙ୍କ ନିକଟତର ହେବା ସହିତ ଜାତୀୟ ବିକାଶକୁ ଆଗେଇ ନେଉଛି ।”
More airports and better connectivity…the aviation sector is bringing people closer and boosting national progress. https://t.co/9fZ29ni2lo
— Narendra Modi (@narendramodi) February 22, 2023