The districts in which the new Medical Colleges are being established are Virudhunagar, Namakkal, The Nilgiris, Tiruppur, Thiruvallur, Nagapattinam, Dindigul, Kallakurichi, Ariyalur, Ramanathapuram and Krishnagiri.
In the last seven years, the number of medical colleges has gone up to 596, an increase of 54% Medical Under Graduate and Post Graduate seats have gone up to around 1 lakh 48 thousand seats,  an increase of about 80% from 82 thousand seats in 2014
The number of AIIMS has gone up to 22 today from 7 in 2014
“The future will belong to societies that invest in healthcare. The Government of India has brought many reforms in the sector”
“A support of over Rupees three thousand crore would be provided to Tamil Nadu in the next five years. This will help in establishing/ Urban Health & Wellness Centres, District Public Health labs  and Critical Care Blocks across the state”
“I have always been fascinated by the richness of the Tamil language and culture”

ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର.ଏନ୍‍.ରଭି, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଶ୍ରୀ ଏମ.କେ ଷ୍ଟାଲିନ, କ୍ୟାବିନେଟ ମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ, ତାମିଲନାଡୁ ସରକାରଙ୍କ ମନ୍ତ୍ରୀ ପରିଷଦରେ ଥିବା ମୋର ସହକର୍ମୀ ଶ୍ରୀ ଏମ. ମୁରୁଗାନ, ଭାରତୀ ପାୱାର ଜୀ, ସାଂସଦ, ତାମିଲନାଡୁ ବିଧାନସଭାର ସଦସ୍ୟ,

ତାମିଲନାଡୁର ଭଉଣୀ ଓ ଭାଇ, ଭାନକମ୍‌! ମୁଁ ସମସ୍ତଙ୍କୁ ପୋଙ୍ଗଲ ଏବଂ ମକର ସଂକ୍ରାନ୍ତିରି ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛି । ଯେମିତି ପ୍ରସିଦ୍ଧ ଗୀତ ଯାଏ –

ରାସ୍ତା ସୃଷ୍ଟି ହୁଏ ଯେତେବେଳେ ବନ୍ଧଟି ଜନ୍ମ ନେଇଥାଏ

ଆଜି ଆମେ ଦୁଇଟି ସ୍ୱତନ୍ତ୍ର କାରଣ ପାଇଁ ସାକ୍ଷାତ କରୁଛୁ: ୧୧ ଟି ମେଡିକାଲ୍ କଲେଜର ଉଦଘାଟନ ଏବଂ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ ଅଫ୍‍ କ୍ଲାସିକାଲ ତାମିଲ ନୂତନ କୋଠାର ଉଦଘାଟନ । ଏହିପରି, ଆମେ ଆମ ସମାଜକୁ ଆଗକୁ ବଢାଇବା ସହିତ ଆମର ସଂସ୍କୃତି ସହିତ ସଂଯୋଗକୁ ଅଧିକ ଶକ୍ତିଶାଳୀ କରୁଛୁ ।

ବନ୍ଧୁଗଣ,

ଡାକ୍ତରୀ ଶିକ୍ଷା ହେଉଛି ପାଠପଢା ପାଇଁ ସବୁଠାରୁ ଆବଶ୍ୟକୀୟ ବିଷୟ । ଭାରତରେ ଡାକ୍ତର ଅଭାବର ସମସ୍ୟା ବେଶ୍‍ ଜଣାଶୁଣା ଥିଲା । କିନ୍ତୁ ଏହି ସମସ୍ୟାର ସମାଧାନ ପାଇଁ ପର୍ଯ୍ୟାପ୍ତ ଯୋଜନା ନଥିଲା । ବୋଧହୁଏ ନ୍ୟସ୍ତ ସ୍ୱାର୍ଥ ମଧ୍ୟ ପୂର୍ବ ସରକାରମାନଙ୍କୁ ସଠିକ୍ ନିଷ୍ପତ୍ତି ନେବାକୁ ଦେଇନଥିଲା । ଏବଂ, ଡାକ୍ତରୀ ଶିକ୍ଷା ଏକ ସମସ୍ୟା ହୋଇ ରହିଲା । ଯେହେତୁ ଆମେ ଦାୟିତ୍ୱ ଗ୍ରହଣ କରିଛୁ, ଆମ ସରକାର ଏହି ପାର୍ଥକ୍ୟ ଦୂର କରିବା ପାଇଁ କାର୍ଯ୍ୟ କରିଆସୁଛନ୍ତି । ୨୦୧୪ ରେ, ଆମ ଦେଶରେ ୩୮୭ ମେଡିକାଲ କଲେଜ ଥିଲା । କେବଳ ଗତ ସାତ ବର୍ଷ ମଧ୍ୟରେ ଏହି ସଂଖ୍ୟା ୫୯୬ ଟି ମେଡିକାଲ କଲେଜରେ ପହଞ୍ଚିଛି । ଏହା ୫୪ ପ୍ରତିଶତ ବୃଦ୍ଧି । ୨୦୧୪ ରେ, ଆମ ଦେଶରେ ପ୍ରାୟ ୮୨ ହଜାର ମେଡିକାଲ୍ ଅଣ୍ଡର ଗ୍ରାଜୁଏଟ ଏବଂ ପୋଷ୍ଟ ଗ୍ରାଜୁଏଟ୍ ସିଟ୍ ଥିଲା । ଗତ ସାତ ବର୍ଷ ମଧ୍ୟରେ ଏହି ସଂଖ୍ୟା ପ୍ରାୟ ୧ ଲକ୍ଷ ୪୮ ହଜାର ସିଟ୍ ପର୍ଯ୍ୟନ୍ତ ପହଞ୍ଚିଛି । ଏହା ପ୍ରାୟ ୮୦ ପ୍ରତିଶତ ବୃଦ୍ଧି ହୋଇଛି ।  ୨୦୧୪ ରେ, ଦେଶରେ କେବଳ ସାତଟି ଏମ୍‍ସ ଥିଲା ।  କିନ୍ତୁ ୨୦୧୪ ପରେ, ଅନୁମୋଦିତ ଏମ୍‍ସ ସଂଖ୍ୟା ବାଇଶିକୁ ବୃଦ୍ଧି ପାଇଛି । ଏଥି ସହିତ ଡାକ୍ତରୀ ଶିକ୍ଷା କ୍ଷେତ୍ରକୁ ଅଧିକ ସ୍ୱଚ୍ଛ କରିବା ପାଇଁ ବିଭିନ୍ନ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଛି । ଗୁଣାତ୍ମକ ମାନରେ କୌଣସି ସାଲିସ ନକରି ମେଡିକାଲ କଲେଜ ଏବଂ ଡାକ୍ତରଖାନା ପ୍ରତିଷ୍ଠା ପାଇଁ ନିୟମାବଳୀ କୋହଳ କରାଯାଇଛି ।

 

ବନ୍ଧୁଗଣ,

ମୋତେ କୁହାଯାଇଛି ଯେ ଏହା ପ୍ରଥମ ଥର ହେବ ଯେ କୌଣସି ରାଜ୍ୟରେ ଅବସ୍ଥିତ ଗୋଟିଏ ଥରରେ ୧୧ ଟି ମେଡିକାଲ କଲେଜ ଉଦଘାଟନ ହେବ । କିଛି ଦିନ ପୂର୍ବରୁ, ମୁଁ ଉତ୍ତରପ୍ରଦେଶରେ ଏକ ସମୟରେ ୯ ଟି ମେଡିକାଲ କଲେଜ ଉଦଘାଟନ କରିଥିଲି । ତେଣୁ, ମୁଁ ମୋର ନିଜର ରେକର୍ଡ ଭାଙ୍ଗିବାକୁ ଯାଉଛି । ଆଞ୍ଚଳିକ ଅସନ୍ତୁଳନର ସମାଧାନ କରିବା ଗୁରୁତ୍ୱପୂର୍ଣ୍ଣ । ସେହି ଦୃଷ୍ଟିରୁ, ୨ ଟି ମେଡିକାଲ୍ କଲେଜ ରାମନାଥପୁରମ୍ ଏବଂ ବିରୁଧୁନଗରର ଆଙ୍କାକ୍ଷୀ ଜିଲ୍ଲାରେ ଉଦ୍‍ଘାଟିତ ହୋଇଛି । ଏଗୁଡ଼ିକ ହେଉଛି ସେହି ଜିଲ୍ଲା ଯେଉଁଠାରେ ବିକାଶର ଆବଶ୍ୟକତା ଉପରେ ବିଶେଷ ଧ୍ୟାନ ଆବଶ୍ୟକ କରେ । ଗୋଟିଏ କଲେଜ ନୀଳଗିରି ଜିଲ୍ଲାର ଅଗମ୍ୟ ପାହାଡ଼ିଆ ଅଞ୍ଚଳରେ ରହିଛି ।

ବନ୍ଧୁଗଣ,

ଜୀବନକାଳରେ ଥରେ କୋଭିଡ-୧୯ ମହାମାରୀ ସ୍ୱାସ୍ଥ୍ୟ କ୍ଷେତ୍ରର ଗୁରୁତ୍ୱକୁ ପୁନଃ ପ୍ରମାଣିତ କରିଛି । ଭବିଷ୍ୟତ ସେହି ସମାଜର ହେବ ଯିଏ ସ୍ୱାସ୍ଥ୍ୟସେବାରେ ବିନିଯୋଗ କରୁଥିବ । ଭାରତ ସରକାର ଏହି କ୍ଷେତ୍ରରେ ଅନେକ ସଂସ୍କାର ଆଣିଛନ୍ତି । ଆୟୁଷ୍ମାନ ଭାରତଙ୍କୁ ଧନ୍ୟବାଦ, ଗରିବ ଲୋକମାନେ ଉନ୍ନତମାନର ଏବଂ ସୁଲଭ ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି । ଆଣ୍ଠୁ ପ୍ରତିରୋପଣ ଏବଂ ଷ୍ଟେଣ୍ଟଣ୍ଟଗୁଡ଼ିକର ମୂଲ୍ୟ ଯାହା ଥିଲା ତାହା ଏକ ତୃତୀୟାଂଶ ହୋଇଗଲା ।  ସୁଲଭ ଔଷଧ ପାଇବାରେ ପିଏମ୍‍- ଜନ ଔଷଧି ଯୋଜନା ଏକ ବିପ୍ଳବ ଆଣିଛି । ଭାରତରେ ଏହିପରି ୮୦୦୦ ରୁ ଅଧିକ ବିକ୍ରୟ କେନ୍ଦ୍ର ଅଛି । ଏହି ଯୋଜନା ବିଶେଷ ଭାବରେ ଗରିବ ଏବଂ ମଧ୍ୟବିତ୍ତଙ୍କୁ ସାହାଯ୍ୟ କରିଛି । ଔଷଧ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ ବହୁତ ହ୍ରାସ ପାଇଛି । ମହିଳାମାନଙ୍କ ମଧ୍ୟରେ ଅଧିକ ସୁସ୍ଥ ଜୀବନଶୈଳୀ ପାଇଁ ୧ ଟଙ୍କା ମୂଲ୍ୟରେ ସାନିଟାରୀ ନାପକିନ୍ ଯୋଗାଇ ଦିଆଯାଉଛି । ମୁଁ ତାମିଲନାଡୁର ଲୋକଙ୍କୁ ଏହି ଯୋଜନାରୁ ସମ୍ପୂର୍ଣ୍ଣ ଫାଇଦା ନେବାକୁ ଅନୁରୋଧ କରିବି । ବିଶେଷକରି ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ତଥା ସ୍ୱାସ୍ଥ୍ୟ ଗବେଷଣା କ୍ଷେତ୍ରରେ ଥିବା ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ଦୂର କରିବାକୁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଭିତ୍ତିଭୂମି ମିଶନ ଲକ୍ଷ୍ୟ ରଖିଛି । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ତାମିଲନାଡୁକୁ ତିନି ହଜାର କୋଟିରୁ ଅଧିକ ଟଙ୍କା ସହାୟତା ଯୋଗାଇ ଦିଆଯିବ । ଏହା ସହରାଞ୍ଚଳ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ପରୀକ୍ଷାଗାର ଏବଂ ଗୁରୁତର ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା କରିବାରେ ସହାୟକ ହେବ । ତାମିଲନାଡୁର ଲୋକଙ୍କ ପାଇଁ ଏହାର ଲାଭ ବହୁତ ହେବ ।

ବନ୍ଧୁଗଣ,

ଆଗାମୀ ବର୍ଷଗୁଡିକରେ ମୁଁ ଗୁଣାତ୍ମକ ଏବଂ ସୁଲଭ ସ୍ୱାସ୍ଥ୍ୟସେବା ପାଇଁ ଭାରତକୁ ଗନ୍ତବ୍ୟ ସ୍ଥଳ ବୋଲି କଳ୍ପନା କରୁଛି । ଡାକ୍ତରୀ ପର୍ଯ୍ୟଟନ ପାଇଁ ଏକ ହବ୍ ହେବା ସକାଶେ ସମସ୍ତ ଆବଶ୍ୟକତା ଭାରତରେ ରହିଛି ।  ଆମ ଡାକ୍ତରଙ୍କ ଦକ୍ଷତା ଉପରେ ଅଧାର କରି ମୁଁ ଏହା କହୁଛି । ମୁଁ ମେଡିକାଲ୍ ବ୍ୟବସ୍ଥାରେ ଟେଲି ମେଡିସିନ୍ ମଧ୍ୟ ଦେଖିବା ପାଇଁ ଅନୁରୋଧ କରୁଛି । ଆଜି ବିଶ୍ୱ ମଧ୍ୟ ଭାରତୀୟ ଅଭ୍ୟାସ ଉପରେ ଧ୍ୟାନ ଦେଇଛି ଯାହା ଆହୁରି ସୁସ୍ଥତା ଆଣିଦେବ ।  ଏଥିରେ ଯୋଗ, ଆୟୁର୍ବେଦ ଏବଂ ସିଦ୍ଧ ଅନ୍ତର୍ଭୁକ୍ତ । ବିଶ୍ୱ ବୁଝୁଥିବା ଭାଷାରେ ଆମେ ଏହାକୁ ଲୋକପ୍ରିୟ କରିବା ପାଇଁ କାର୍ଯ୍ୟ କରୁଛୁ ।

ବନ୍ଧୁଗଣ,

ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲର ନୂତନ କୋଠା ତାମିଲ୍ ଅଧ୍ୟୟନକୁ ଅଧିକ ଲୋକପ୍ରିୟ କରିବ । ଏହା ଛାତ୍ର ଏବଂ ଗବେଷକଙ୍କୁ ଏକ ବ୍ୟାପକ କ୍ଷେତ୍ର ମଧ୍ୟ ଦେବ । ମୋତେ କୁହାଯାଇଛି ଯେ ସେଣ୍ଟ୍ରାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ଲାସିକାଲ୍ ତାମିଲ୍ ତିରୁକୁକୁରାଲ୍ କୁ ବିଭିନ୍ନ ଭାରତୀୟ ଏବଂ ବିଦେଶୀ ଭାଷାରେ ଅନୁବାଦ କରିବାକୁ ଇଚ୍ଛା କରୁଛି । ଏହା ଏକ ଭଲ ପଦକ୍ଷେପ । ତାମିଲ ଭାଷା ଏବଂ ସଂସ୍କୃତିର ସମୃଦ୍ଧତା ଦ୍ୱାରା ମୁଁ ସର୍ବଦା ଆକର୍ଷିତ ହୋଇ ଆସିଛି । ମୋ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ଥିଲା ଯେତେବେଳେ ମୁଁ ମିଳିତ ଜାତିସଂଘରେ ଦୁନିଆର ସର୍ବ ପୁରାତନ ଭାଷା ତାମିଲରେ କିଛି ଶବ୍ଦ କହିବାର ସୁଯୋଗ ପାଇଲି । ସଙ୍ଗମ କ୍ଲାସିକ୍ସ ହେଉଛି ପ୍ରାଚୀନ କାଳର ସମୃଦ୍ଧ ସମାଜ ଏବଂ ସଂସ୍କୃତି ପାଇଁ ଆମର ମୁଖଶାଳା । ଆମ ସରକାର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ତାମିଲ ଅଧ୍ୟୟନ ଉପରେ ‘ସୁବ୍ରମଣ୍ୟ ଭାରତୀ ଚେୟାର\' ପ୍ରତିଷ୍ଠା କରିବାର ଗୌରବ ମଧ୍ୟ ପାଇଥିଲେ । ଏହା ମୋର ସଂସଦୀୟ ର୍ନିବାଚନମଣ୍ଡଳୀରେ ଅବସ୍ଥିତ, ଏହା ତାମିଲ ବିଷୟରେ ଅଧିକ ଉତ୍ସାହ ସୃଷ୍ଟି କରିବ । ଯେତେବେଳେ ମୁଁ ଗୁଜୁରାଟୀରେ ଥିରୁକ୍କୁରାଲର ଏକ ଅନୁବାଦ ଆରମ୍ଭ କଲି, ମୁଁ ଜାଣିଲି ଯେ ଏହି ସମୟହୀନ କାର୍ଯ୍ୟର ସମୃଦ୍ଧ ଚିନ୍ତାଧାରା ଗୁଜୁରାଟର ଲୋକଙ୍କ ସହ ଯୋଡି ହେବ ଏବଂ ପ୍ରାଚୀନ ତାମିଲ ସାହିତ୍ୟ ପ୍ରତି ଅଧିକ ଆଗ୍ରହ ସୃଷ୍ଟି କରିବ ।

ବନ୍ଧୁଗଣ,

ଆମର ଜାତୀୟ ଶିକ୍ଷା ନୀତି ୨୦୨୦ ରେ ଭାରତୀୟ ଭାଷା ଏବଂ ଭାରତୀୟ ଜ୍ଞାନ ପ୍ରଣାଳୀକୁ ପ୍ରୋତ୍ସାହିତ କରିବା ଉପରେ ଆମେ ଅଧିକ ଗୁରୁତ୍ୱ ଦେଇଛୁ । ତାମିଲ ବର୍ତ୍ତମାନ ମାଧ୍ୟମିକ ସ୍ତରରେ କିମ୍ବା ମଧ୍ୟମ ସ୍ତରରେ ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଶାସ୍ତ୍ରୀୟ ଭାଷା ଭାବରେ ଅଧ୍ୟୟନ କରାଯାଇପାରିବ । ଭାଷା-ସଙ୍ଗମରେ ତାମିଲ ହେଉଛି ଅନ୍ୟତମ ଭାଷା ଯେଉଁଠାରେ ସ୍କୁଲ ଛାତ୍ରମାନେ ଅଡିଓ, ଭିଡିଓରେ ବିଭିନ୍ନ ଭାରତୀୟ ଭାଷାରେ ୧୦୦ ଟି ବାକ୍ୟ ସହିତ ପରିଚିତ ହୁଅନ୍ତି । ଭାରତଭାନୀ ପ୍ରକଳ୍ପ ଅଧୀନରେ ତାମିଲର ସର୍ବ ବୃହତ ଇ-ବିଷୟବସ୍ତୁ ଡିଜିଟାଇଜଡ୍ କରାଯାଇଛି ।

ବନ୍ଧୁଗଣ,

ଆମେ ବିଦ୍ୟାଳୟରେ ମାତୃଭାଷା ଏବଂ ସ୍ଥାନୀୟ ଭାଷାରେ ଶିକ୍ଷାକୁ ଉତ୍ସାହିତ କରୁଛୁ । ଆମ ସରକାର / ଭାରତୀୟ ଭାଷାରେ ଛାତ୍ରମାନଙ୍କ ପାଇଁ ଇଞ୍ଜିନିୟରିଂ ଭଳି ବୈଷୟିକ ପାଠ୍ୟକ୍ରମ ଉପଲବ୍ଧ କରାଇବା ଆରମ୍ଭ କରିଛନ୍ତି । ତାମିଲନାଡୁ ଅନେକ ଦକ୍ଷ ଇଞ୍ଜିନିୟର୍ ସୃଷ୍ଟି କରିଛି । ସେମାନଙ୍କ ମଧ୍ୟରୁ ଅନେକ ବିଶ୍ୱସ୍ତରୀୟ ଇଞ୍ଜିନିୟର ଏବଂ ପ୍ରତିଷ୍ଠିତ ବ୍ୟବସାୟୀ ହୋଇପାରିଛନ୍ତି । ଏସ୍‍ଟିଇଏମ୍‍ ପାଠ୍ୟକ୍ରମରେ ତାମିଲ ଭାଷା ବିଷୟବସ୍ତୁ ବିକାଶରେ ସାହାଯ୍ୟ କରିବାକୁ ମୁଁ ଏହି ପ୍ରତିଭାବାନ ପ୍ରବାସୀ ତାମିଲଙ୍କୁ ଆହ୍ୱାନ କରୁଛି । ତାମିଲ ସମେତ ବାରଟି ବିଭିନ୍ନ ଭାରତୀୟ ଭାଷାରେ ଇଂରାଜୀ ଭାଷା ଅନଲାଇନ୍ ପାଠ୍ୟକ୍ରମକୁ ଅନୁବାଦ କରିବା ପାଇଁ ଆମେ ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଧାରିତ ଭାଷା ଅନୁବାଦ ଉପକରଣ ମଧ୍ୟ ବିକାଶ କରୁଛୁ ।

ବନ୍ଧୁଗଣ,

ଭାରତର ବିବିଧତା ହେଉଛି ଆମର ଶକ୍ତି । ଏକ ଭାରତ ଶ୍ରେଷ୍ଠ ଭାରତ ବିବିଧତା ଏକତାର ଆବେଗକୁ ବଢାଇବାକୁ ଏବଂ ଆମ ଲୋକଙ୍କ ନିକଟତର କରିବାକୁ ଚେଷ୍ଟା କରେ । ଯେତେବେଳେ ହରିଦ୍ୱାରର ଏକ ଛୋଟ ପିଲା ଏକ ଥିରୁଭାଲୁଭାର୍ ପ୍ରତିମୂର୍ତ୍ତିକୁ ଦେଖେ ଏବଂ ତାଙ୍କ ମହାନତା ବିଷୟରେ ଜାଣେ, ସେତେବେଳେ ଏକ ଭାରତ ଶ୍ରେଷ୍ଠ ଭାରତର ଏକ ମଞ୍ଜି ଏକ ଛୋଟ ମନରେ ରହିଯାଏ । ହରିୟାଣାର ଜଣେ ଶିଶୁ କନ୍ୟାକୁମାରୀରେ ଥିବା ପଥର ସ୍ମାରକୀ ପରିଦର୍ଶନ କରିବାବେଳେ ସମାନ ଆବେଗ ଦେଖାଯାଏ । ଯେତେବେଳେ ତାମିଲନାଡୁ କିମ୍ବା କେରଳର ପିଲାମାନେ ବୀର୍‍ ବଲ୍ ଦିବସ୍ ବିଷୟରେ ଜାଣନ୍ତି, ସେତେବେଳେ ସେମାନେ ସାହିବଜାଦର ଜୀବନ ଏବଂ ବାର୍ତ୍ତା ସହିତ ଯୋଡି ହୁଅନ୍ତି । ଏହି ମାଟିର ମହାନ ପୁତ୍ର ଯେଉଁମାନେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ କିନ୍ତୁ ସେମାନଙ୍କ ଆଦର୍ଶରେ କଦାପି ସାଲିସ୍ କରିନଥିଲେ । ତେବେ ଅନ୍ୟ ସଂସ୍କୃତି ଆବିଷ୍କାର କରିବାକୁ ଚେଷ୍ଟା କରିବା । ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ ଆପଣ ଏହାକୁ ଉପଭୋଗ କରିବେ ।

ବନ୍ଧୁଗଣ,

ମୁଁ ସମାପ୍ତ କରିବା ପୂର୍ବରୁ, ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହେଁ ଯେକୋଭିଡ-୧୯ ସମ୍ବନ୍ଧୀୟ ସମସ୍ତ ମାର୍ଗଦର୍ଶିକାଗୁଡିକ ବିଶେଷ ଭାବରେ ମାସ୍କ ପିନ୍ଧିବା ଅନୁସରଣ କରନ୍ତୁ । ଭାରତର ଟୀକାକରଣ ଅଭିଯାନ ଉଲ୍ଲେଖନୀୟ ଭାବେ ଅଗ୍ରଗତି କରୁଛି । ଗତ କିଛି ଦିନ ମଧ୍ୟରେ, ୧୫ ରୁ ୧୮ ବୟସ ବର୍ଗର ଯୁବକମାନେ ସେମାନଙ୍କର ଟିକା ନେବା ଆରମ୍ଭ କରିଛନ୍ତି । ବୃଦ୍ଧ ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପାଇଁ ସର୍ତକତା ଡୋଜ୍‍ ଆରମ୍ଭ ହୋଇଛି । ଯେଉଁମାନେ ଟୀକାକରଣ କରିବାକୁ ଯୋଗ୍ୟ ଅଟନ୍ତି ମୁଁ ସେମାନଙ୍କୁ ଟିକା ନେବାପାଇଁ ଅନୁରୋଧ କରୁଛି ।

ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ମନ୍ତ୍ର ଦ୍ୱାରା ପରିଚାଳିତ ଆମ ସମସ୍ତଙ୍କୁ ୧୩୫ କୋଟି ଭାରତୀୟଙ୍କ ଜୀବନରେ ଏକ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡିବ ।  ମହାମାରୀରୁ ଶିକ୍ଷା ପାଇ ଆମର ସମସ୍ତ ଦେଶବାସୀଙ୍କୁ ଅନ୍ତର୍ଭୂକ୍ତ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ ଜାରି ରଖିଛୁ । ଆମ ସମୃଦ୍ଧ ସଂସ୍କୃତିରୁ ଶିଖିବା ଏବଂ ଭବିଷ୍ୟତ ପୀଢି ପାଇଁ ଅମୃତ କାଳର ମୂଳଦୂଆ ପକାଇବା ଆବଶ୍ୟକ । ପୋଙ୍ଗଲ ଅବସରରେ ସମସ୍ତଙ୍କୁ ପୁଣି ଥରେ ଶୁଭେଚ୍ଛା । ଏହା ଆମ ସମସ୍ତଙ୍କ ପାଇଁ ଶାନ୍ତି ଏବଂ ସମୃଦ୍ଧତା ଆଣିବ ।

ଭାନକମ୍

ଧନ୍ୟବାଦ

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
PLI, Make in India schemes attracting foreign investors to India: CII

Media Coverage

PLI, Make in India schemes attracting foreign investors to India: CII
NM on the go

Nm on the go

Always be the first to hear from the PM. Get the App Now!
...
Text of PM Modi's address at the Parliament of Guyana
November 21, 2024

Hon’ble Speaker, मंज़ूर नादिर जी,
Hon’ble Prime Minister,मार्क एंथनी फिलिप्स जी,
Hon’ble, वाइस प्रेसिडेंट भरत जगदेव जी,
Hon’ble Leader of the Opposition,
Hon’ble Ministers,
Members of the Parliament,
Hon’ble The चांसलर ऑफ द ज्यूडिशियरी,
अन्य महानुभाव,
देवियों और सज्जनों,

गयाना की इस ऐतिहासिक पार्लियामेंट में, आप सभी ने मुझे अपने बीच आने के लिए निमंत्रित किया, मैं आपका बहुत-बहुत आभारी हूं। कल ही गयाना ने मुझे अपना सर्वोच्च सम्मान दिया है। मैं इस सम्मान के लिए भी आप सभी का, गयाना के हर नागरिक का हृदय से आभार व्यक्त करता हूं। गयाना का हर नागरिक मेरे लिए ‘स्टार बाई’ है। यहां के सभी नागरिकों को धन्यवाद! ये सम्मान मैं भारत के प्रत्येक नागरिक को समर्पित करता हूं।

साथियों,

भारत और गयाना का नाता बहुत गहरा है। ये रिश्ता, मिट्टी का है, पसीने का है,परिश्रम का है करीब 180 साल पहले, किसी भारतीय का पहली बार गयाना की धरती पर कदम पड़ा था। उसके बाद दुख में,सुख में,कोई भी परिस्थिति हो, भारत और गयाना का रिश्ता, आत्मीयता से भरा रहा है। India Arrival Monument इसी आत्मीय जुड़ाव का प्रतीक है। अब से कुछ देर बाद, मैं वहां जाने वाला हूं,

साथियों,

आज मैं भारत के प्रधानमंत्री के रूप में आपके बीच हूं, लेकिन 24 साल पहले एक जिज्ञासु के रूप में मुझे इस खूबसूरत देश में आने का अवसर मिला था। आमतौर पर लोग ऐसे देशों में जाना पसंद करते हैं, जहां तामझाम हो, चकाचौंध हो। लेकिन मुझे गयाना की विरासत को, यहां के इतिहास को जानना था,समझना था, आज भी गयाना में कई लोग मिल जाएंगे, जिन्हें मुझसे हुई मुलाकातें याद होंगीं, मेरी तब की यात्रा से बहुत सी यादें जुड़ी हुई हैं, यहां क्रिकेट का पैशन, यहां का गीत-संगीत, और जो बात मैं कभी नहीं भूल सकता, वो है चटनी, चटनी भारत की हो या फिर गयाना की, वाकई कमाल की होती है,

साथियों,

बहुत कम ऐसा होता है, जब आप किसी दूसरे देश में जाएं,और वहां का इतिहास आपको अपने देश के इतिहास जैसा लगे,पिछले दो-ढाई सौ साल में भारत और गयाना ने एक जैसी गुलामी देखी, एक जैसा संघर्ष देखा, दोनों ही देशों में गुलामी से मुक्ति की एक जैसी ही छटपटाहट भी थी, आजादी की लड़ाई में यहां भी,औऱ वहां भी, कितने ही लोगों ने अपना जीवन समर्पित कर दिया, यहां गांधी जी के करीबी सी एफ एंड्रूज हों, ईस्ट इंडियन एसोसिएशन के अध्यक्ष जंग बहादुर सिंह हों, सभी ने गुलामी से मुक्ति की ये लड़ाई मिलकर लड़ी,आजादी पाई। औऱ आज हम दोनों ही देश,दुनिया में डेमोक्रेसी को मज़बूत कर रहे हैं। इसलिए आज गयाना की संसद में, मैं आप सभी का,140 करोड़ भारतवासियों की तरफ से अभिनंदन करता हूं, मैं गयाना संसद के हर प्रतिनिधि को बधाई देता हूं। गयाना में डेमोक्रेसी को मजबूत करने के लिए आपका हर प्रयास, दुनिया के विकास को मजबूत कर रहा है।

साथियों,

डेमोक्रेसी को मजबूत बनाने के प्रयासों के बीच, हमें आज वैश्विक परिस्थितियों पर भी लगातार नजर ऱखनी है। जब भारत और गयाना आजाद हुए थे, तो दुनिया के सामने अलग तरह की चुनौतियां थीं। आज 21वीं सदी की दुनिया के सामने, अलग तरह की चुनौतियां हैं।
दूसरे विश्व युद्ध के बाद बनी व्यवस्थाएं और संस्थाएं,ध्वस्त हो रही हैं, कोरोना के बाद जहां एक नए वर्ल्ड ऑर्डर की तरफ बढ़ना था, दुनिया दूसरी ही चीजों में उलझ गई, इन परिस्थितियों में,आज विश्व के सामने, आगे बढ़ने का सबसे मजबूत मंत्र है-"Democracy First- Humanity First” "Democracy First की भावना हमें सिखाती है कि सबको साथ लेकर चलो,सबको साथ लेकर सबके विकास में सहभागी बनो। Humanity First” की भावना हमारे निर्णयों की दिशा तय करती है, जब हम Humanity First को अपने निर्णयों का आधार बनाते हैं, तो नतीजे भी मानवता का हित करने वाले होते हैं।

साथियों,

हमारी डेमोक्रेटिक वैल्यूज इतनी मजबूत हैं कि विकास के रास्ते पर चलते हुए हर उतार-चढ़ाव में हमारा संबल बनती हैं। एक इंक्लूसिव सोसायटी के निर्माण में डेमोक्रेसी से बड़ा कोई माध्यम नहीं। नागरिकों का कोई भी मत-पंथ हो, उसका कोई भी बैकग्राउंड हो, डेमोक्रेसी हर नागरिक को उसके अधिकारों की रक्षा की,उसके उज्जवल भविष्य की गारंटी देती है। और हम दोनों देशों ने मिलकर दिखाया है कि डेमोक्रेसी सिर्फ एक कानून नहीं है,सिर्फ एक व्यवस्था नहीं है, हमने दिखाया है कि डेमोक्रेसी हमारे DNA में है, हमारे विजन में है, हमारे आचार-व्यवहार में है।

साथियों,

हमारी ह्यूमन सेंट्रिक अप्रोच,हमें सिखाती है कि हर देश,हर देश के नागरिक उतने ही अहम हैं, इसलिए, जब विश्व को एकजुट करने की बात आई, तब भारत ने अपनी G-20 प्रेसीडेंसी के दौरान One Earth, One Family, One Future का मंत्र दिया। जब कोरोना का संकट आया, पूरी मानवता के सामने चुनौती आई, तब भारत ने One Earth, One Health का संदेश दिया। जब क्लाइमेट से जुड़े challenges में हर देश के प्रयासों को जोड़ना था, तब भारत ने वन वर्ल्ड, वन सन, वन ग्रिड का विजन रखा, जब दुनिया को प्राकृतिक आपदाओं से बचाने के लिए सामूहिक प्रयास जरूरी हुए, तब भारत ने CDRI यानि कोएलिशन फॉर डिज़ास्टर रज़ीलिएंट इंफ्रास्ट्रक्चर का initiative लिया। जब दुनिया में pro-planet people का एक बड़ा नेटवर्क तैयार करना था, तब भारत ने मिशन LiFE जैसा एक global movement शुरु किया,

साथियों,

"Democracy First- Humanity First” की इसी भावना पर चलते हुए, आज भारत विश्वबंधु के रूप में विश्व के प्रति अपना कर्तव्य निभा रहा है। दुनिया के किसी भी देश में कोई भी संकट हो, हमारा ईमानदार प्रयास होता है कि हम फर्स्ट रिस्पॉन्डर बनकर वहां पहुंचे। आपने कोरोना का वो दौर देखा है, जब हर देश अपने-अपने बचाव में ही जुटा था। तब भारत ने दुनिया के डेढ़ सौ से अधिक देशों के साथ दवाएं और वैक्सीन्स शेयर कीं। मुझे संतोष है कि भारत, उस मुश्किल दौर में गयाना की जनता को भी मदद पहुंचा सका। दुनिया में जहां-जहां युद्ध की स्थिति आई,भारत राहत और बचाव के लिए आगे आया। श्रीलंका हो, मालदीव हो, जिन भी देशों में संकट आया, भारत ने आगे बढ़कर बिना स्वार्थ के मदद की, नेपाल से लेकर तुर्की और सीरिया तक, जहां-जहां भूकंप आए, भारत सबसे पहले पहुंचा है। यही तो हमारे संस्कार हैं, हम कभी भी स्वार्थ के साथ आगे नहीं बढ़े, हम कभी भी विस्तारवाद की भावना से आगे नहीं बढ़े। हम Resources पर कब्जे की, Resources को हड़पने की भावना से हमेशा दूर रहे हैं। मैं मानता हूं,स्पेस हो,Sea हो, ये यूनीवर्सल कन्फ्लिक्ट के नहीं बल्कि यूनिवर्सल को-ऑपरेशन के विषय होने चाहिए। दुनिया के लिए भी ये समय,Conflict का नहीं है, ये समय, Conflict पैदा करने वाली Conditions को पहचानने और उनको दूर करने का है। आज टेरेरिज्म, ड्रग्स, सायबर क्राइम, ऐसी कितनी ही चुनौतियां हैं, जिनसे मुकाबला करके ही हम अपनी आने वाली पीढ़ियों का भविष्य संवार पाएंगे। और ये तभी संभव है, जब हम Democracy First- Humanity First को सेंटर स्टेज देंगे।

साथियों,

भारत ने हमेशा principles के आधार पर, trust और transparency के आधार पर ही अपनी बात की है। एक भी देश, एक भी रीजन पीछे रह गया, तो हमारे global goals कभी हासिल नहीं हो पाएंगे। तभी भारत कहता है – Every Nation Matters ! इसलिए भारत, आयलैंड नेशन्स को Small Island Nations नहीं बल्कि Large ओशिन कंट्रीज़ मानता है। इसी भाव के तहत हमने इंडियन ओशन से जुड़े आयलैंड देशों के लिए सागर Platform बनाया। हमने पैसिफिक ओशन के देशों को जोड़ने के लिए भी विशेष फोरम बनाया है। इसी नेक नीयत से भारत ने जी-20 की प्रेसिडेंसी के दौरान अफ्रीकन यूनियन को जी-20 में शामिल कराकर अपना कर्तव्य निभाया।

साथियों,

आज भारत, हर तरह से वैश्विक विकास के पक्ष में खड़ा है,शांति के पक्ष में खड़ा है, इसी भावना के साथ आज भारत, ग्लोबल साउथ की भी आवाज बना है। भारत का मत है कि ग्लोबल साउथ ने अतीत में बहुत कुछ भुगता है। हमने अतीत में अपने स्वभाव औऱ संस्कारों के मुताबिक प्रकृति को सुरक्षित रखते हुए प्रगति की। लेकिन कई देशों ने Environment को नुकसान पहुंचाते हुए अपना विकास किया। आज क्लाइमेट चेंज की सबसे बड़ी कीमत, ग्लोबल साउथ के देशों को चुकानी पड़ रही है। इस असंतुलन से दुनिया को निकालना बहुत आवश्यक है।

साथियों,

भारत हो, गयाना हो, हमारी भी विकास की आकांक्षाएं हैं, हमारे सामने अपने लोगों के लिए बेहतर जीवन देने के सपने हैं। इसके लिए ग्लोबल साउथ की एकजुट आवाज़ बहुत ज़रूरी है। ये समय ग्लोबल साउथ के देशों की Awakening का समय है। ये समय हमें एक Opportunity दे रहा है कि हम एक साथ मिलकर एक नया ग्लोबल ऑर्डर बनाएं। और मैं इसमें गयाना की,आप सभी जनप्रतिनिधियों की भी बड़ी भूमिका देख रहा हूं।

साथियों,

यहां अनेक women members मौजूद हैं। दुनिया के फ्यूचर को, फ्यूचर ग्रोथ को, प्रभावित करने वाला एक बहुत बड़ा फैक्टर दुनिया की आधी आबादी है। बीती सदियों में महिलाओं को Global growth में कंट्रीब्यूट करने का पूरा मौका नहीं मिल पाया। इसके कई कारण रहे हैं। ये किसी एक देश की नहीं,सिर्फ ग्लोबल साउथ की नहीं,बल्कि ये पूरी दुनिया की कहानी है।
लेकिन 21st सेंचुरी में, global prosperity सुनिश्चित करने में महिलाओं की बहुत बड़ी भूमिका होने वाली है। इसलिए, अपनी G-20 प्रेसीडेंसी के दौरान, भारत ने Women Led Development को एक बड़ा एजेंडा बनाया था।

साथियों,

भारत में हमने हर सेक्टर में, हर स्तर पर, लीडरशिप की भूमिका देने का एक बड़ा अभियान चलाया है। भारत में हर सेक्टर में आज महिलाएं आगे आ रही हैं। पूरी दुनिया में जितने पायलट्स हैं, उनमें से सिर्फ 5 परसेंट महिलाएं हैं। जबकि भारत में जितने पायलट्स हैं, उनमें से 15 परसेंट महिलाएं हैं। भारत में बड़ी संख्या में फाइटर पायलट्स महिलाएं हैं। दुनिया के विकसित देशों में भी साइंस, टेक्नॉलॉजी, इंजीनियरिंग, मैथ्स यानि STEM graduates में 30-35 परसेंट ही women हैं। भारत में ये संख्या फोर्टी परसेंट से भी ऊपर पहुंच चुकी है। आज भारत के बड़े-बड़े स्पेस मिशन की कमान महिला वैज्ञानिक संभाल रही हैं। आपको ये जानकर भी खुशी होगी कि भारत ने अपनी पार्लियामेंट में महिलाओं को रिजर्वेशन देने का भी कानून पास किया है। आज भारत में डेमोक्रेटिक गवर्नेंस के अलग-अलग लेवल्स पर महिलाओं का प्रतिनिधित्व है। हमारे यहां लोकल लेवल पर पंचायती राज है, लोकल बॉड़ीज़ हैं। हमारे पंचायती राज सिस्टम में 14 लाख से ज्यादा यानि One point four five मिलियन Elected Representatives, महिलाएं हैं। आप कल्पना कर सकते हैं, गयाना की कुल आबादी से भी करीब-करीब दोगुनी आबादी में हमारे यहां महिलाएं लोकल गवर्नेंट को री-प्रजेंट कर रही हैं।

साथियों,

गयाना Latin America के विशाल महाद्वीप का Gateway है। आप भारत और इस विशाल महाद्वीप के बीच अवसरों और संभावनाओं का एक ब्रिज बन सकते हैं। हम एक साथ मिलकर, भारत और Caricom की Partnership को और बेहतर बना सकते हैं। कल ही गयाना में India-Caricom Summit का आयोजन हुआ है। हमने अपनी साझेदारी के हर पहलू को और मजबूत करने का फैसला लिया है।

साथियों,

गयाना के विकास के लिए भी भारत हर संभव सहयोग दे रहा है। यहां के इंफ्रास्ट्रक्चर में निवेश हो, यहां की कैपेसिटी बिल्डिंग में निवेश हो भारत और गयाना मिलकर काम कर रहे हैं। भारत द्वारा दी गई ferry हो, एयरक्राफ्ट हों, ये आज गयाना के बहुत काम आ रहे हैं। रीन्युएबल एनर्जी के सेक्टर में, सोलर पावर के क्षेत्र में भी भारत बड़ी मदद कर रहा है। आपने t-20 क्रिकेट वर्ल्ड कप का शानदार आयोजन किया है। भारत को खुशी है कि स्टेडियम के निर्माण में हम भी सहयोग दे पाए।

साथियों,

डवलपमेंट से जुड़ी हमारी ये पार्टनरशिप अब नए दौर में प्रवेश कर रही है। भारत की Energy डिमांड तेज़ी से बढ़ रही हैं, और भारत अपने Sources को Diversify भी कर रहा है। इसमें गयाना को हम एक महत्वपूर्ण Energy Source के रूप में देख रहे हैं। हमारे Businesses, गयाना में और अधिक Invest करें, इसके लिए भी हम निरंतर प्रयास कर रहे हैं।

साथियों,

आप सभी ये भी जानते हैं, भारत के पास एक बहुत बड़ी Youth Capital है। भारत में Quality Education और Skill Development Ecosystem है। भारत को, गयाना के ज्यादा से ज्यादा Students को Host करने में खुशी होगी। मैं आज गयाना की संसद के माध्यम से,गयाना के युवाओं को, भारतीय इनोवेटर्स और वैज्ञानिकों के साथ मिलकर काम करने के लिए भी आमंत्रित करता हूँ। Collaborate Globally And Act Locally, हम अपने युवाओं को इसके लिए Inspire कर सकते हैं। हम Creative Collaboration के जरिए Global Challenges के Solutions ढूंढ सकते हैं।

साथियों,

गयाना के महान सपूत श्री छेदी जगन ने कहा था, हमें अतीत से सबक लेते हुए अपना वर्तमान सुधारना होगा और भविष्य की मजबूत नींव तैयार करनी होगी। हम दोनों देशों का साझा अतीत, हमारे सबक,हमारा वर्तमान, हमें जरूर उज्जवल भविष्य की तरफ ले जाएंगे। इन्हीं शब्दों के साथ मैं अपनी बात समाप्त करता हूं, मैं आप सभी को भारत आने के लिए भी निमंत्रित करूंगा, मुझे गयाना के ज्यादा से ज्यादा जनप्रतिनिधियों का भारत में स्वागत करते हुए खुशी होगी। मैं एक बार फिर गयाना की संसद का, आप सभी जनप्रतिनिधियों का, बहुत-बहुत आभार, बहुत बहुत धन्यवाद।