Quoteନବନିଯୁକ୍ତ ପ୍ରାର୍ଥୀଙ୍କୁ ପାଖାପାଖି ୫୧,୦୦୦ ନିଯୁକ୍ତି ପତ୍ର ବଣ୍ଟନ କଲେ
Quote‘‘ରୋଜଗାର ମେଳା ଯୁବପିଢ଼ିଙ୍କ ପାଇଁ ‘ବିକଶିତ ଭାରତ’ର ନିର୍ମାତା ହେବା ପାଇଁ ବାଟ ଖୋଲିଛି’’
Quote‘‘ନାଗରିକମାନଙ୍କ ପାଇଁ ସହଜ ଜୀବନଯାପନକୁ ଆପଣ ସର୍ବୋଚ୍ଚ ପ୍ରାଥମିକତା ଦେବା ଉଚିତ’’
Quoteଯେଉଁମାନେ କେବେ କୌଣସି ସୁବିଧା ପାଇନଥିଲେ ସେମାନଙ୍କ ଦ୍ୱାରରେ ସରକାର ପହଞ୍ଚୁଛନ୍ତି
Quote‘‘ଭାରତରେ ଭିତ୍ତିଭୂମି ବିପ୍ଳବ ଦେଖିବାକୁ ମିଳୁଛି’’
Quote‘‘ଦେଶର ସଚ୍ଚୋଟ ଟିକସଦାତାଙ୍କ ପ୍ରତି ଅସମ୍ପୂର୍ଣ୍ଣ ପ୍ରକଳ୍ପ ଏକ ବଡ଼ ଅନ୍ୟାୟ, ଆମେ ତାହାର ସମାଧାନ କରୁଛୁ’’
Quote‘‘ଭାରତର ଅଭିବୃଦ୍ଧି କାହାଣୀକୁ ନେଇ ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକ ଆଶାବାଦୀ’’

ନମସ୍କାର !

ଦେଶର ଲକ୍ଷ ଲକ୍ଷ ଯୁବକଙ୍କୁ ଭାରତ ସରକାରଙ୍କ ଚାକିରି ଯୋଗାଇବାର ଅଭିଯାନ ଜାରି ରହିଛି । ଆଜି 50 ହଜାରରୁ ଅଧିକ ଯୁବକ-ଯୁବତୀମାନଙ୍କୁ ସରକାରୀ ଚାକିରି ପାଇଁ ନିଯୁକ୍ତି ପତ୍ର ଦିଆଯାଇଛି । ଏହି ନିଯୁକ୍ତି ପତ୍ର ହେଉଛି ଆପଣ ମାନଙ୍କର କଠିନ ପରିଶ୍ରମ ଏବଂ ପ୍ରତିଭାର ଫଳାଫଳ। ମୁଁ ଆପଣମାନଙ୍କୁ ଏବଂ ଆପଣଙ୍କ ପରିବାରକୁ ବହୁତ- ବହୁତ ଅଭିନନ୍ଦନ ଜଣାଉଛି ।

ଏବେ ଆପଣମାନେ ରାଷ୍ଟ୍ର ନିର୍ମାଣର ସେହି ଧାରାରେ ଯୋଗଦେବାକୁ ଯାଉଛନ୍ତି, ଯାହା ସିଧାସଳଖ ସରକାର ଓ ଜନତା- ଜନାର୍ଦ୍ଦନଙ୍କ ସହିତ ଜଡିତ । ଭାରତ ସରକାରଙ୍କ କର୍ମଚାରୀ ଭାବରେ ଆପଣ ସମସ୍ତଙ୍କୁ ବଡ଼ ଦାୟିତ୍ବ ପୂରଣ କରିବାକୁ ପଡିବ । ଆପଣ ଯେକୌଣସି ପଦବୀରେ ରୁହନ୍ତୁ, ଆପଣ ଯେ କୌଣସି କ୍ଷେତ୍ରରେ କାମ କରନ୍ତୁ, ଆପଣଙ୍କର ସର୍ବୋଚ୍ଚ ପ୍ରାଥମିକତା ଦେଶବାସୀଙ୍କ ଜୀବନକୁ ସହଜ କରିବା ପାଇଁ ହେବା ଉଚିତ୍।

ସାଥୀଗଣ,

କିଛି ଦିନ ପୂର୍ବରୁ, 26 ନଭେମ୍ବରରେ, ଦେଶ ସମ୍ବିଧାନ ଦିବସ ପାଳନ କରିଥିଲା । ଏହା ହେଉଛି ସେହି ତାରିଖ ଯେତେବେଳେ 1949 ମସିହାରେ ଦେଶ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରୁଥିବା ସମ୍ବିଧାନ ଗ୍ରହଣ କରିଥିଲା । ସମ୍ବିଧାନର ମୁଖ୍ୟ ସ୍ଥପତି ବାବା ସାହେବ ଏଭଳି ଏକ ଭାରତ ବିଷୟରେ ସ୍ୱପ୍ନ ଦେଖିଥିଲେ ଯେଉଁଠାରେ ସମସ୍ତଙ୍କୁ ସମାନ ସୁଯୋଗ ଦେଇ ସାମାଜିକ ନ୍ୟାୟ ପ୍ରତିଷ୍ଠା ହେବ । ଦୁର୍ଭାଗ୍ୟବଶତଃ ସ୍ବାଧୀନତା ପରେ ଦେଶରେ ଦୀର୍ଘ ଦିନ ଧରି ସମାନତାର ନୀତିକୁ ଅବହେଳା କରାଯାଇଥିଲା ।

2014 ପୂର୍ବରୁ, ସମାଜର ଏକ ବଡ଼ ବର୍ଗକୁ ମୌଳିକ ସୁବିଧାରୁ ବଞ୍ଚିତ ରଖା ଯାଇଥିଲା। 2014 ରେ, ଯେତେବେଳେ ଦେଶ ଆମକୁ ସେବା କରିବାର ସୁଯୋଗ ଦେଲା ଏବଂ ସରକାର ଚଳାଇବା ଦାୟିତ୍ବ ଦେଇଥିଲା, ସେତେବେଳେ ସର୍ବପ୍ରଥମେ ଆମେ ବଞ୍ଚିତ ଲୋକଙ୍କୁ ପ୍ରାଥମିକତା ଦେବା ମନ୍ତ୍ର ସହିତ ଆଗକୁ ବଢିବା ଆରମ୍ଭ କରିଥିଲୁ । ସରକାର ନିଜେ ସେହି ଲୋକଙ୍କ ନିକଟରେ ପହଞ୍ଚିଥିଲେ, ଯେଉଁମାନେ ଏହି ଯୋଜନାର ଲାଭ କେବେ ପାଇ ନଥିଲେ, ଯେଉଁମାନେ ଦଶକ-ଦଶକ ଧରି ସରକାରଙ୍କ ଠାରୁ କୌଣସି ସୁବିଧା ପାଇ ନଥିଲେ, ଆମେ ସେମାନଙ୍କ ଜୀବନ ପରିବର୍ତ୍ତନ କରିବାକୁ ପ୍ରୟାସ କରୁଛୁ ।

ସରକାରଙ୍କ ଚିନ୍ତାଧାରାରେ, ସରକାରଙ୍କ କାର୍ଯ୍ୟ ସଂସ୍କୃତିରେ ଏହି ପରିବର୍ତ୍ତନ ଆସିଛି, ଏଥିପାଇଁ ଆଜି ଦେଶରେ ଅଦ୍ଭୁତପୂର୍ବ ପରିଣାମ ମଧ୍ୟ ଦେଖିବାକୁ ମିଳୁଛି । ସେହି ସମାନ ଅମଲାତନ୍ତ୍ର ଅଛି, ସେହି ସମାନ ଲୋକ ଅଛନ୍ତି । ସେହି ସମାନ ଫାଇଲ ଗୁଡ଼ିକ ଅଛି, କାର୍ଯ୍ୟ କରୁଥିବା ସେହି ସମାନ ଲୋକମାନେ ମଧ୍ୟ ଅଛନ୍ତି, ସେହି ସମାନ ପଦ୍ଧତି ମଧ୍ୟ ଅଛି । କିନ୍ତୁ ଯେତେବେଳେ ସରକାର ଦେଶର ଗରିବ ମାନଙ୍କୁ, ଦେଶର ମଧ୍ୟବିତ୍ତ ବର୍ଗଙ୍କୁ ପ୍ରାଥମିକତା ଦେଲେ, ସେତେବେଳେ ସମଗ୍ର ପରିସ୍ଥିତି ବଦଳିବାକୁ ଲାଗିଲା । ବହୁତ ଦ୍ରୁତ ଗତିରେ, ଗୋଟିଏ ପରେ ଗୋଟିଏ କାର୍ଯ୍ୟ ଶୈଳୀ ବଦଳିବାରେ ଲାଗିଲା, କାର୍ଯ୍ୟ ପଦ୍ଧତି ବଦଳିବାକୁ ଲାଗିଲା, ଦାୟିତ୍ବ ସ୍ଥିର ହେବାକୁ ଲାଗିଲା ଏବଂ ସାଧାରଣ ଲୋକଙ୍କ କଲ୍ୟାଣ ପାଇଁ ସକରାତ୍ମକ ଫଳାଫଳ ସାମ୍ନାକୁ ଆସିବାରେ ଲାଗିଲା।

ଏକ ଅଧ୍ୟୟନ ଅନୁଯାୟୀ 5 ବର୍ଷ ମଧ୍ୟରେ ଦେଶର 13 କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ବାହାରି ଆସିଛନ୍ତି । ଏହା ଦର୍ଶାଉଛି ଯେ ସରକାରଙ୍କ ଯୋଜନା ଗରିବ ଲୋକଙ୍କ ନିକଟରେ ପହଞ୍ଚିବା କେତେ ବଡ଼ ପରିବର୍ତ୍ତନ ଆଣିଥାଏ । ଆଜି ସକାଳେ ଆପଣ ନିଜେ ନିଶ୍ଚୟ ଦେଖିଥିବେ ବିକଶିତ ଭାରତ ସଂକଳ୍ପ ଯାତ୍ରା କିପରି ଗାଁ- ଗାଁକୁ ଯାଉଛି । ଆପଣମାନଙ୍କ ଭଳି ସରକାରୀ କର୍ମଚାରୀମାନେ ସରକାରୀ ଯୋଜନା ଗରିବଙ୍କ ଦ୍ୱାର ପର୍ଯ୍ୟନ୍ତ ନେଇ ଯାଉଛନ୍ତି । ସରକାରୀ ସେବାରେ ଯୋଗଦେବା ପରେ ଆପଣମାନଙ୍କୁ ମଧ୍ୟ ଏଭଳି ସମାନ ଉଦ୍ଦେଶ୍ୟ ସହିତ, ଉତ୍ତମ ଲକ୍ଷ୍ୟ ସହିତ, ଏଭଳି ସମାନ ସମର୍ପଣ ଭାବ ସହିତ, ଏଭଳି ସମାନ ନିଷ୍ଠା ସହିତ ଜନତା- ଜନାର୍ଦ୍ଦନଙ୍କ ସେବାରେ ମଧ୍ୟ ନିଜକୁ ଉତ୍ସର୍ଗ କରିବାକୁ ପଡିବ।

 

|

ସାଥୀଗଣ,

ଆଜିର ପରିବର୍ତ୍ତନଶୀଳ ଭାରତରେ, ଆପଣ ସମସ୍ତେ ହେଉଛନ୍ତି ଏକ ଭିତ୍ତିଭୂମି ବିପ୍ଳବର ସାକ୍ଷୀ। ଆଧୁନିକ ଏକ୍ସପ୍ରେସ- ୱେ ହେଉ, ଆଧୁନିକ ରେଳ ଷ୍ଟେସନ ହେଉ, ବିମାନ ବନ୍ଦର ହେଉ, ଜଳପଥ ହେଉ, ଆଜି ଦେଶ ଏଥିପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛି । ଆଉ ଯେତେବେଳେ ସରକାର ଏତେ ବ୍ୟାପକ ପରିମାଣରେ ଭିତ୍ତିଭୂମି ଉପରେ ଅର୍ଥ ବିନିଯୋଗ କରୁଛନ୍ତି, ନିବେଶ କରୁଛନ୍ତି, ଏହା ଅତ୍ୟନ୍ତ ସ୍ୱାଭାବିକ ଯେ, ଏହାକୁ କେହି ଅସ୍ୱୀକାର କରିପାରିବେ ନାହିଁ କାରଣ ଏହା ଯୋଗୁଁ ମଧ୍ୟ ଲକ୍ଷ ଲକ୍ଷ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି।

2014 ପରେ ଆସିଥିବା ଆଉ ଏକ ବଡ଼ ପରିବର୍ତ୍ତନ ହେଉଛି ଯେ ବର୍ଷ ବର୍ଷ ଧରି ଅଟକି ରହିଥିବା, ପଡି ରହିଥିବା ପ୍ରକଳ୍ପ ଗୁଡିକୁ ଖୋଜି ଖୋଜା- ଖୋଜି କରି ମିଶନ୍ ମୋଡରେ ସମ୍ପୂର୍ଣ୍ଣ କରାଯାଉଛି। ଅଧା ପନ୍ତରିଆ ଭାବେ ପଡି ରହିଥିବା ପ୍ରକଳ୍ପ କେବଳ ଯାହା ଦେଶର ସଚ୍ଚୋଟ ଟିକସଦାତାଙ୍କ ଟଙ୍କା ନଷ୍ଟ କରେ ନାହିଁ, ବରଂ ଖର୍ଚ୍ଚ ବୃଦ୍ଧି କରିଥାଏ ଏବଂ ସେମାନେ ପାଇବାକୁ ଥିବା ସୁବିଧା ମଧ୍ୟ ପାଇପାରନ୍ତି ନାହିଁ । ଏହା ମଧ୍ୟ ହେଉଛି ଆମର ଟିକସଦାତାମାନଙ୍କ ପାଇଁ ଏକ ବଡ ଅନ୍ୟାୟ ।

 ବିଗତ ବର୍ଷମାନଙ୍କରେ କେନ୍ଦ୍ର ସରକାର ଲକ୍ଷ- ଲକ୍ଷ କୋଟି ଟଙ୍କାର ପ୍ରକଳ୍ପର ଶୀଘ୍ର ସମୀକ୍ଷା କରି ସେଗୁଡିକୁ ଦ୍ରୁତ ଗତିରେ ସମ୍ପୂର୍ଣ୍ଣ କରିବା ପାଇଁ ନିରନ୍ତର ଦୃଷ୍ଟି ରଖିଛନ୍ତି ଏବଂ ସଫଳତା ମଧ୍ୟ ହାସଲ କରିଛନ୍ତି । ଏହା ଦ୍ବାରା ମଧ୍ୟ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଯେପରି, ବିଦର-କୁଲବର୍ଗୀ ରେଳ ଲାଇନ ଏହିପରି ଏକ ପ୍ରକଳ୍ପ ଥିଲା, ଯାହାକି 22-23 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । କିନ୍ତୁ ଏହି ପ୍ରକଳ୍ପ ମଧ୍ୟ ଅଟକି ଯାଇଥିଲା, ପଡି ରହିଥିଲା । ଆମେ 2014ରେ ଏହାକୁ ସଂପୂର୍ଣ୍ଣ କରିବାକୁ ସ୍ଥିର କଲୁ ଏବଂ ପ୍ରକଳ୍ପକୁ ମାତ୍ର 3 ବର୍ଷ ମଧ୍ୟରେ ସମାପ୍ତ କଲୁ । ସିକ୍କିମର ପାକ୍ଵୋଙ୍ଗ ବିମାନବନ୍ଦର ପରିକଳ୍ପନା ମଧ୍ୟ 2008ରେ କରାଯାଇଥିଲା । କିନ୍ତୁ 2014 ପର୍ଯ୍ୟନ୍ତ ଏହା ନିର୍ମାଣ ହେଉଥିବା ନେଇ କେବଳ କାଗଜରେ ରହିଗଲା। 2014 ପରେ, ଏହି ପ୍ରକଳ୍ପ ସହିତ ଜଡିତ ସମସ୍ତ ପ୍ରତିବନ୍ଧକ ଦୂର କରି ଦିଆଗଲା ଏବଂ ଏହା 2018 ସୁଦ୍ଧା ସମାପ୍ତ ହେଲା । ଏହାଦ୍ବାରା ମଧ୍ୟ ରୋଜଗାର ମିଳିଲା। ପାରାଦୀପ ରିଫାଇନାରୀ ବିଷୟରେ ଆଲୋଚନା ମଧ୍ୟ 20-22 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା, କିନ୍ତୁ 2013 ପର୍ଯ୍ୟନ୍ତ ବିଶେଷ କିଛି ଘଟି ନଥିଲା। ଯେତେବେଳେ ଆମ ସରକାର ଆସିଲା, ସମସ୍ତ ବିଚାରାଧୀନ ପ୍ରକଳ୍ପ ପରି, ଆମେ ପାରାଦୀପ ରିଫାଇନାରୀକୁ ମଧ୍ୟ ହାତକୁ ନେଇ ଏହାକୁ ସମ୍ପୂର୍ଣ୍ଣ କଲୁ । ଯେତେବେଳେ ଏହିଭଳି ଭିତ୍ତିଭୂମି ପ୍ରକଳ୍ପ ସମ୍ପୂର୍ଣ୍ଣ ହୁଏ, ସେତେବେଳେ ଏହାଦ୍ବାରା  କେବଳ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୁଏ ନାହିଁ, ତାହା ଦ୍ବାରା ଅନେକ ପରୋକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଥାଏ ।

ସାଥୀଗଣ,

ଦେଶରେ ନିଯୁକ୍ତି ସୃଷ୍ଟି କରୁଥିବା ଏକ ବହୁତ ବଡ କ୍ଷେତ୍ର ହେଉଛି ରିଅଲ୍ ଇଷ୍ଟେଟ୍  କ୍ଷେତ୍ର । ଏହି କ୍ଷେତ୍ର ଯେଉଁ ଦିଗରେ ଯାଉଥିଲା, ବିଲଡରମାନଙ୍କ ସହିତ ମଧ୍ୟବିତ୍ତ ବର୍ଗ କ୍ଷତିଗ୍ରସ୍ତ ହେବା ନିଶ୍ଚିତ ଥିଲା । ରେରା (RERA) ନିୟମ ଯୋଗୁଁ ଆଜି ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ପାରଦର୍ଶୀତା ଦେଖା ଦେଇଛି, ଏହି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆଜି ଦେଶରେ ଏକ ଲକ୍ଷରୁ ଅଧିକ ରିଏଲ୍ ଇଷ୍ଟେଟ୍ ପ୍ରକଳ୍ପ ରେରା ନିୟମ ଅଧୀନରେ ପଞ୍ଜିକୃତ ହୋଇଛି । ପୂର୍ବରୁ ପ୍ରକଳ୍ପ ଗୁଡିକ ବନ୍ଦ ହୋଇଯାଉଥିଲା, ନୂତନ ନିଯୁକ୍ତି ସୁଯୋଗ ଅଟକି ଯାଉଥିଲା। ଦେଶର ବୃଦ୍ଧି ପାଉଥିବା ଏହି ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ମଧ୍ୟ ବହୁ ସଂଖ୍ୟକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ।

ସାଥୀଗଣ,

ଭାରତ ସରକାରଙ୍କ ନୀତି ଏବଂ ନିର୍ଣ୍ଣୟ ଆଜି ଦେଶର ଅର୍ଥନୀତିକୁ ନୂତନ ସ୍ତରକୁ ନେଇଛି। ଭାରତର ଅଭିବୃଦ୍ଧି ହାରକୁ ନେଇ ବିଶ୍ବର ବଡ଼- ବଡ଼ ଅନୁଷ୍ଠାନ ଗୁଡିକ ବେଶ ସକରାତ୍ମକ ମତ ରଖୁଛନ୍ତି । ସମ୍ପ୍ରତି, ପୁଞ୍ଜି ନିବେଶ ମନ୍ୟତାରେ ଜଣେ ବିଶ୍ବସ୍ତରୀୟ ନେତା ଭାରତର ଦ୍ରୁତ ଅଭିବୃଦ୍ଧି ଉପରେ ବେଶ ଭଲ ମନ୍ତବ୍ୟ ଦେଇଛନ୍ତି । ବୃଦ୍ଧି ପାଉଥିବା ନିଯୁକ୍ତି ସୁଯୋଗ, କାର୍ଯ୍ୟ କରୁଥିବା ଶ୍ରମିକଙ୍କ ବୟସ ଜନସଂଖ୍ୟା ଏବଂ ଶ୍ରମ ଉତ୍ପାଦନ ବୃଦ୍ଧି ଯୋଗୁଁ ଭାରତରେ ଅଭିବୃଦ୍ଧି ଦ୍ରୁତ ଗତିରେ ବଢି ଚାଲିବ ବୋଲି ସେମାନେ ଅନୁମାନ କରିଛନ୍ତି । ଭାରତର ବିନିର୍ମାଣ ଏବଂ ନିର୍ମାଣ କ୍ଷେତ୍ରର ଶକ୍ତି ମଧ୍ୟ ଏହାର ଏକ ପ୍ରମୁଖ କାରଣ।

 

|

ଏହି ସମସ୍ତ ତଥ୍ୟ ହେଉଛି ଏଇ କଥାର ପ୍ରମାଣ ଯେ, ଆଗାମୀ ଦିନରେ ମଧ୍ୟ ଭାରତରେ ରୋଜଗାର ଏବଂ ଆତ୍ମନିଯୁକ୍ତିର ଅପାର ସମ୍ଭାବନା ମଧ୍ୟ ଏହିଭଳି  ସୃଷ୍ଟି ହେବ । ଏହା ନିଜକୁ ନିଜେ ଦେଶର ଯୁବକମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜଣେ ସରକାରୀ କର୍ମଚାରୀ ଭାବେ ଏଥିରେ ମଧ୍ୟ ଆପଣଙ୍କର ଏକ ବଡ଼ ଭୂମିକା ରହିଛି । ଆପଣଙ୍କୁ ଏହା ସୁନିଶ୍ଚିତ କରିବାକୁ ପଡିବ ଯେ, ଭାରତରେ ଘଟୁଥିବା ବିକାଶର ଲାଭ ସମାଜର ଶେଷ ବ୍ୟକ୍ତିଙ୍କ ନିକଟରେ ନିଶ୍ଚୟ ପହଞ୍ଚୁ।  କୌଣସି ଏକ କ୍ଷେତ୍ର କେତେ ଦୂର ହେଉନା କାହିଁକି, ଏହା ଆପଣମାନଙ୍କର ପ୍ରାଥମିକତା ହେବା ଉଚିତ । ଜଣେ ବ୍ୟକ୍ତି ଯେତେ ଦୂର୍ଗମ ସ୍ଥାନରେ ଥାଉନା କାହିଁକି, ଆପଣମାନଙ୍କୁ ତାଙ୍କ ପାଖରେ ପହଞ୍ଚିବାକୁ ପଡିବ। ଭାରତ ସରକାରଙ୍କ ଜଣେ କର୍ମଚାରୀ ଭାବରେ, ଯେତେବେଳେ ଆପଣ ଏହି ଆଭିମୁଖ୍ୟ ସହିତ ଆଗକୁ ବଢିବେ, ସେତେବେଳେ ବିକଶିତ ଭାରତର ସ୍ୱପ୍ନ ସାକାର ହେବ।

ସାଥୀଗଣ,

ଆଗାମୀ 25 ବର୍ଷ ଆପଣଙ୍କ ପାଇଁ ଏବଂ ଦେଶ ପାଇଁ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବହୁତ କମ୍ ପିଢୀକୁ ଏହି ପ୍ରକାରର ସୁଯୋଗ ମିଳିଛି । ଏହି ସୁଯୋଗର ପୂର୍ଣ୍ଣ ବ୍ୟବହାର କରନ୍ତୁ । ମୁଁ ମଧ୍ୟ ଅନୁରୋଧ କରୁଛି ଯେ ଆପଣ ସମସ୍ତେ ନୂତନ ଶିକ୍ଷଣ ମଡ୍ୟୁଲ୍ ‘କର୍ମଯୋଗୀ ପ୍ରାରମ୍ଭ’ରେ ଯୋଗ ଦିଅନ୍ତୁ । ଆମର କୌଣସି ମଧ୍ୟ ସାଥୀ ଏପରି ରହିବା ଉଚିତ୍ ନୁହେଁ, ଯିଏ ଏହା ସହିତ ଜଡିତ ହୋଇ ନିଜର କ୍ଷମତା ବୃଦ୍ଧି ନ କରନ୍ତୁ । ଶିଖିବାର ପ୍ରବୃତ୍ତି ଯାହା ଆପଣଙ୍କୁ ଏହି ଅବସ୍ଥାରେ ଆଣିଛି, ଶିଖିବାର ସେହି ପ୍ରବୃତ୍ତିକୁ କେବେବି ବନ୍ଦ କରିବାକୁ ଦିଅନ୍ତୁ ନାହିଁ, କ୍ରମାଗତ ଭାବରେ ଶିଖନ୍ତୁ, ନିଜକୁ କ୍ରମାଗତ ଭାବରେ ବୃଦ୍ଧି କରି ଚାଲନ୍ତୁ । ଏହା ହେଉଛି ଆପଣମାନଙ୍କର ଜୀବନର ଆରମ୍ଭ, ଦେଶ ମଧ୍ୟ ବଢୁଛି, ଆପଣମାନଙ୍କୁ ମଧ୍ୟ ବଢିବାକୁ ପଡିବ । ଏଠାକୁ ଆସି ଅଟକି ଯିବାକୁ ହେବନାହିଁ । ଆଉ ଏଥିପାଇଁ ବହୁତ ବଡ ବ୍ୟବସ୍ଥା କରାଯାଇଛି।

କର୍ମଯୋଗୀ ପ୍ରାରମ୍ଭକୁ ଏକ ବର୍ଷ ପୂର୍ବରୁ ଆରମ୍ଭ କରାଯାଇଥିଲା। ସେତେବେଳଠାରୁ ଲକ୍ଷ ଲକ୍ଷ ନୂତନ ସରକାରୀ କର୍ମଚାରୀ ଏହା ମାଧ୍ୟମରେ ତାଲିମ ନେଇ ସାରିଛନ୍ତି । ଯେଉଁମାନେ ମୋ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ, ପିଏମଓରେ କାର୍ଯ୍ୟ କରୁଛନ୍ତି, ସେମାନେ ସମସ୍ତେ ମଧ୍ୟ ହେଉଛନ୍ତି ବହୁତ ବୟସ୍କ ବ୍ୟକ୍ତି, ସେମାନେ ଦେଶର ଗୁରୁତ୍ୱପୂର୍ଣ୍ଣ କଥା ଗୁଡ଼ିକୁ ଦେଖୁଛନ୍ତି, କିନ୍ତୁ ସେମାନେ ସମସ୍ତେ ମଧ୍ୟ ଏହା ସହ ଜଡିତ ଅଛନ୍ତି ଏବଂ କ୍ରମାଗତ ଭାବରେ ଟେଷ୍ଟ ଦେଉଛନ୍ତି, ପରୀକ୍ଷା ଦେଉଛନ୍ତି, ପାଠ୍ୟକ୍ରମ ଶେଷ କରୁଛନ୍ତି, ଯେଉଁଥିପାଇଁ ସେମାନଙ୍କର ସାମର୍ଥ୍ୟ, ସେମାନଙ୍କର ଦକ୍ଷତା ମୋର ପିଏମଓକୁ ମଧ୍ୟ ମଜବୁତ କରେ ଏବଂ ଦେଶକୁ ମଧ୍ୟ ମଜବୁତ କରେ ।

ଆମର ଅନଲାଇନ୍ ଟ୍ରେନିଂ ପ୍ଲାଟଫର୍ମ iGoT କର୍ମଯୋଗୀରେ 800ରୁ ଅଧିକ ପାଠ୍ୟକ୍ରମ ମଧ୍ୟ ଉପଲବ୍ଧ ହେଉଛି । ନିଜ ଦକ୍ଷତା ବୃଦ୍ଧି କରିବା ପାଇଁ ଏହାକୁ ଅବଶ୍ୟ ବ୍ୟବହାର କରନ୍ତୁ । ଆଉ ଆଜି ଯେତେବେଳେ ଆପଣଙ୍କ ଜୀବନର ଏକ ନୂତନ ଶୁଭାରମ୍ଭ ହେଉଛି, ଆପଣଙ୍କ ପରିବାରର ସ୍ୱପ୍ନ ଏକ ନୂତନ ଶିଖର ପ୍ରାପ୍ତ କରୁଛି । ମୋ ତରଫରୁ, ମୁଁ ଆପଣଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ମୋର ବହୁତ-ବହୁତ ଶୁଭକାମନା ଜଣାଉଛି । ଆପଣମାନେ ଯେତେବେଳେ ସରକାରକୁ ଆସିଛନ୍ତି, ଯଦି ସମ୍ଭବ ତେବେ ଆଜି ଆପଣଙ୍କ ଡାଏରୀରେ ଗୋଟିଏ କଥା ଲେଖି ରଖନ୍ତୁ ଯେ, ଜଣେ ସାଧାରଣ ନାଗରିକ ଭାବରେ, ଆପଣଙ୍କର ବୟସ 20, 22, 25 ବର୍ଷ ଯାହା ମଧ୍ୟ ହେଉ, ସରକାରଙ୍କ ଦ୍ବାରା ଆପଣ କେଉଁଠି କେଉଁସବୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବେଳେବେଳେ ବସ୍ ଷ୍ଟେସନରେ ସମସ୍ୟା ହୋଇଥାଇପାରେ, ବେଳେବେଳେ ପୁଲିସ ଯୋଗୁଁ ଛକ ନିକଟରେ ଏକ ସମସ୍ୟା ହୋଇ ଥାଇପାରେ। କେଉଁଠାରେ ସରକାରୀ କାର୍ଯ୍ୟାଳୟରେ କୌଣସି ସ୍ଥାନରେ ଏକ ସମସ୍ୟା ଆସିଥିବ।

ଆପଣ ଟିକେ ତାହାକୁ ମନେ ପକାନ୍ତୁ ଏବଂ ନିଷ୍ପତ୍ତି ନିଅନ୍ତୁ ଯେ ମୁଁ ମୋ ଜୀବନରେ ସରକାରଙ୍କ ଠାରୁ ଯାହା କିଛି ସମସ୍ୟାର ସମ୍ମୁଖୀନ ହୋଇଛି, ଏବଂ ସେଗୁଡିକ କୌଣସି ସରକାରୀ କର୍ମଚାରୀଙ୍କ ଦ୍ବାରା ଘଟିଛି, ମୁଁ କଦାପି ଚାହିଁବି ନାହିଁ ଯେ କୌଣସି ନାଗରିକ ଅନ୍ତତ ପକ୍ଷେ ମୋ ପାଇଁ ଜୀବନରେ ଏପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ । ମୁଁ ଏପରି ଅଭ୍ୟାସ କରିବି ନାହିଁ । ଯଦି ଆପଣ ସ୍ଥିର କରିନେବେ ଯେ, ମୋ ସହିତ ଯାହା ଘଟିଛି ତାହା ଅନ୍ୟ କାହା ସହିତ ହେବ ନାହିଁ । ଆପଣ କଳ୍ପନା କରିପାରିବେ ଯେ ସାଧାରଣ ଲୋକଙ୍କ ଜୀବନରେ ଆମେ କେତେ ସାହାୟତାର କାର୍ଯ୍ୟ କରିପାରିବା । ରାଷ୍ଟ୍ର ନିର୍ମାଣ ଦିଗରେ ଆପଣଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମୋ ତରଫରୁ ବହୁତ- ବହୁତ ଶୁଭକାମନା।

ବହୁତ- ବହୁତ ଧନ୍ୟବାଦ।

 

  • krishangopal sharma Bjp December 23, 2024

    नमो नमो 🙏 जय भाजपा 🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹
  • krishangopal sharma Bjp December 23, 2024

    नमो नमो 🙏 जय भाजपा 🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹
  • krishangopal sharma Bjp December 23, 2024

    नमो नमो 🙏 जय भाजपा 🙏🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹🌹
  • कृष्ण सिंह राजपुरोहित भाजपा विधान सभा गुड़ामा लानी November 21, 2024

    जय श्री राम 🚩 वन्दे मातरम् जय भाजपा विजय भाजपा
  • Darshan Sen October 21, 2024

    जय हो
  • Narasingha Prusti October 20, 2024

    Jai shree ram
  • Ramrattan October 18, 2024

    Narendra Modi main mar jaaun kya paisa paisa aapka Chhota shishya Ram Ratan Prajapat
  • Swapnasagar Sahoo October 18, 2024

    BJP
  • Devendra Kunwar October 08, 2024

    BJP
  • दिग्विजय सिंह राना September 20, 2024

    हर हर महादेव
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Laying the digital path to a developed India

Media Coverage

Laying the digital path to a developed India
NM on the go

Nm on the go

Always be the first to hear from the PM. Get the App Now!
...
India is driving global growth today: PM Modi at Republic Plenary Summit
March 06, 2025
QuoteIndia's achievements and successes have sparked a new wave of hope across the globe: PM
QuoteIndia is driving global growth today: PM
QuoteToday's India thinks big, sets ambitious targets and delivers remarkable results: PM
QuoteWe launched the SVAMITVA Scheme to grant property rights to rural households in India: PM
QuoteYouth is the X-Factor of today's India, where X stands for Experimentation, Excellence, and Expansion: PM
QuoteIn the past decade, we have transformed impact-less administration into impactful governance: PM
QuoteEarlier, construction of houses was government-driven, but we have transformed it into an owner-driven approach: PM

नमस्कार!

आप लोग सब थक गए होंगे, अर्णब की ऊंची आवाज से कान तो जरूर थक गए होंगे, बैठिये अर्णब, अभी चुनाव का मौसम नहीं है। सबसे पहले तो मैं रिपब्लिक टीवी को उसके इस अभिनव प्रयोग के लिए बहुत बधाई देता हूं। आप लोग युवाओं को ग्रासरूट लेवल पर इन्वॉल्व करके, इतना बड़ा कंपटीशन कराकर यहां लाए हैं। जब देश का युवा नेशनल डिस्कोर्स में इन्वॉल्व होता है, तो विचारों में नवीनता आती है, वो पूरे वातावरण में एक नई ऊर्जा भर देता है और यही ऊर्जा इस समय हम यहां महसूस भी कर रहे हैं। एक तरह से युवाओं के इन्वॉल्वमेंट से हम हर बंधन को तोड़ पाते हैं, सीमाओं के परे जा पाते हैं, फिर भी कोई भी लक्ष्य ऐसा नहीं रहता, जिसे पाया ना जा सके। कोई मंजिल ऐसी नहीं रहती जिस तक पहुंचा ना जा सके। रिपब्लिक टीवी ने इस समिट के लिए एक नए कॉन्सेप्ट पर काम किया है। मैं इस समिट की सफलता के लिए आप सभी को बहुत-बहुत बधाई देता हूं, आपका अभिनंदन करता हूं। अच्छा मेरा भी इसमें थोड़ा स्वार्थ है, एक तो मैं पिछले दिनों से लगा हूं, कि मुझे एक लाख नौजवानों को राजनीति में लाना है और वो एक लाख ऐसे, जो उनकी फैमिली में फर्स्ट टाइमर हो, तो एक प्रकार से ऐसे इवेंट मेरा जो यह मेरा मकसद है उसका ग्राउंड बना रहे हैं। दूसरा मेरा व्यक्तिगत लाभ है, व्यक्तिगत लाभ यह है कि 2029 में जो वोट करने जाएंगे उनको पता ही नहीं है कि 2014 के पहले अखबारों की हेडलाइन क्या हुआ करती थी, उसे पता नहीं है, 10-10, 12-12 लाख करोड़ के घोटाले होते थे, उसे पता नहीं है और वो जब 2029 में वोट करने जाएगा, तो उसके सामने कंपैरिजन के लिए कुछ नहीं होगा और इसलिए मुझे उस कसौटी से पार होना है और मुझे पक्का विश्वास है, यह जो ग्राउंड बन रहा है ना, वो उस काम को पक्का कर देगा।

साथियों,

आज पूरी दुनिया कह रही है कि ये भारत की सदी है, ये आपने नहीं सुना है। भारत की उपलब्धियों ने, भारत की सफलताओं ने पूरे विश्व में एक नई उम्मीद जगाई है। जिस भारत के बारे में कहा जाता था, ये खुद भी डूबेगा और हमें भी ले डूबेगा, वो भारत आज दुनिया की ग्रोथ को ड्राइव कर रहा है। मैं भारत के फ्यूचर की दिशा क्या है, ये हमें आज के हमारे काम और सिद्धियों से पता चलता है। आज़ादी के 65 साल बाद भी भारत दुनिया की ग्यारहवें नंबर की इकॉनॉमी था। बीते दशक में हम दुनिया की पांचवें नंबर की इकॉनॉमी बने, और अब उतनी ही तेजी से दुनिया की तीसरी सबसे बड़ी अर्थव्यवस्था बनने जा रहे हैं।

|

साथियों,

मैं आपको 18 साल पहले की भी बात याद दिलाता हूं। ये 18 साल का खास कारण है, क्योंकि जो लोग 18 साल की उम्र के हुए हैं, जो पहली बार वोटर बन रहे हैं, उनको 18 साल के पहले का पता नहीं है, इसलिए मैंने वो आंकड़ा लिया है। 18 साल पहले यानि 2007 में भारत की annual GDP, एक लाख करोड़ डॉलर तक पहुंची थी। यानि आसान शब्दों में कहें तो ये वो समय था, जब एक साल में भारत में एक लाख करोड़ डॉलर की इकॉनॉमिक एक्टिविटी होती थी। अब आज देखिए क्या हो रहा है? अब एक क्वार्टर में ही लगभग एक लाख करोड़ डॉलर की इकॉनॉमिक एक्टिविटी हो रही है। इसका क्या मतलब हुआ? 18 साल पहले के भारत में साल भर में जितनी इकॉनॉमिक एक्टिविटी हो रही थी, उतनी अब सिर्फ तीन महीने में होने लगी है। ये दिखाता है कि आज का भारत कितनी तेजी से आगे बढ़ रहा है। मैं आपको कुछ उदाहरण दूंगा, जो दिखाते हैं कि बीते एक दशक में कैसे बड़े बदलाव भी आए और नतीजे भी आए। बीते 10 सालों में, हम 25 करोड़ लोगों को गरीबी से बाहर निकालने में सफल हुए हैं। ये संख्या कई देशों की कुल जनसंख्या से भी ज्यादा है। आप वो दौर भी याद करिए, जब सरकार खुद स्वीकार करती थी, प्रधानमंत्री खुद कहते थे, कि एक रूपया भेजते थे, तो 15 पैसा गरीब तक पहुंचता था, वो 85 पैसा कौन पंजा खा जाता था और एक आज का दौर है। बीते दशक में गरीबों के खाते में, DBT के जरिए, Direct Benefit Transfer, DBT के जरिए 42 लाख करोड़ रुपए से ज्यादा ट्रांसफर किए गए हैं, 42 लाख करोड़ रुपए। अगर आप वो हिसाब लगा दें, रुपये में से 15 पैसे वाला, तो 42 लाख करोड़ का क्या हिसाब निकलेगा? साथियों, आज दिल्ली से एक रुपया निकलता है, तो 100 पैसे आखिरी जगह तक पहुंचते हैं।

साथियों,

10 साल पहले सोलर एनर्जी के मामले में भारत दुनिया में कहीं गिनती नहीं होती थी। लेकिन आज भारत सोलर एनर्जी कैपेसिटी के मामले में दुनिया के टॉप-5 countries में से है। हमने सोलर एनर्जी कैपेसिटी को 30 गुना बढ़ाया है। Solar module manufacturing में भी 30 गुना वृद्धि हुई है। 10 साल पहले तो हम होली की पिचकारी भी, बच्चों के खिलौने भी विदेशों से मंगाते थे। आज हमारे Toys Exports तीन गुना हो चुके हैं। 10 साल पहले तक हम अपनी सेना के लिए राइफल तक विदेशों से इंपोर्ट करते थे और बीते 10 वर्षों में हमारा डिफेंस एक्सपोर्ट 20 गुना बढ़ गया है।

|

साथियों,

इन 10 वर्षों में, हम दुनिया के दूसरे सबसे बड़े स्टील प्रोड्यूसर हैं, दुनिया के दूसरे सबसे बड़े मोबाइल फोन मैन्युफैक्चरर हैं और दुनिया का तीसरा सबसे बड़ा स्टार्टअप इकोसिस्टम बने हैं। इन्हीं 10 सालों में हमने इंफ्रास्ट्रक्चर पर अपने Capital Expenditure को, पांच गुना बढ़ाया है। देश में एयरपोर्ट्स की संख्या दोगुनी हो गई है। इन दस सालों में ही, देश में ऑपरेशनल एम्स की संख्या तीन गुना हो गई है। और इन्हीं 10 सालों में मेडिकल कॉलेजों और मेडिकल सीट्स की संख्या भी करीब-करीब दोगुनी हो गई है।

साथियों,

आज के भारत का मिजाज़ कुछ और ही है। आज का भारत बड़ा सोचता है, बड़े टार्गेट तय करता है और आज का भारत बड़े नतीजे लाकर के दिखाता है। और ये इसलिए हो रहा है, क्योंकि देश की सोच बदल गई है, भारत बड़ी Aspirations के साथ आगे बढ़ रहा है। पहले हमारी सोच ये बन गई थी, चलता है, होता है, अरे चलने दो यार, जो करेगा करेगा, अपन अपना चला लो। पहले सोच कितनी छोटी हो गई थी, मैं इसका एक उदाहरण देता हूं। एक समय था, अगर कहीं सूखा हो जाए, सूखाग्रस्त इलाका हो, तो लोग उस समय कांग्रेस का शासन हुआ करता था, तो मेमोरेंडम देते थे गांव के लोग और क्या मांग करते थे, कि साहब अकाल होता रहता है, तो इस समय अकाल के समय अकाल के राहत के काम रिलीफ के वर्क शुरू हो जाए, गड्ढे खोदेंगे, मिट्टी उठाएंगे, दूसरे गड्डे में भर देंगे, यही मांग किया करते थे लोग, कोई कहता था क्या मांग करता था, कि साहब मेरे इलाके में एक हैंड पंप लगवा दो ना, पानी के लिए हैंड पंप की मांग करते थे, कभी कभी सांसद क्या मांग करते थे, गैस सिलेंडर इसको जरा जल्दी देना, सांसद ये काम करते थे, उनको 25 कूपन मिला करती थी और उस 25 कूपन को पार्लियामेंट का मेंबर अपने पूरे क्षेत्र में गैस सिलेंडर के लिए oblige करने के लिए उपयोग करता था। एक साल में एक एमपी 25 सिलेंडर और यह सारा 2014 तक था। एमपी क्या मांग करते थे, साहब ये जो ट्रेन जा रही है ना, मेरे इलाके में एक स्टॉपेज दे देना, स्टॉपेज की मांग हो रही थी। यह सारी बातें मैं 2014 के पहले की कर रहा हूं, बहुत पुरानी नहीं कर रहा हूं। कांग्रेस ने देश के लोगों की Aspirations को कुचल दिया था। इसलिए देश के लोगों ने उम्मीद लगानी भी छोड़ दी थी, मान लिया था यार इनसे कुछ होना नहीं है, क्या कर रहा है।। लोग कहते थे कि भई ठीक है तुम इतना ही कर सकते हो तो इतना ही कर दो। और आज आप देखिए, हालात और सोच कितनी तेजी से बदल रही है। अब लोग जानते हैं कि कौन काम कर सकता है, कौन नतीजे ला सकता है, और यह सामान्य नागरिक नहीं, आप सदन के भाषण सुनोगे, तो विपक्ष भी यही भाषण करता है, मोदी जी ये क्यों नहीं कर रहे हो, इसका मतलब उनको लगता है कि यही करेगा।

|

साथियों,

आज जो एस्पिरेशन है, उसका प्रतिबिंब उनकी बातों में झलकता है, कहने का तरीका बदल गया , अब लोगों की डिमांड क्या आती है? लोग पहले स्टॉपेज मांगते थे, अब आकर के कहते जी, मेरे यहां भी तो एक वंदे भारत शुरू कर दो। अभी मैं कुछ समय पहले कुवैत गया था, तो मैं वहां लेबर कैंप में नॉर्मली मैं बाहर जाता हूं तो अपने देशवासी जहां काम करते हैं तो उनके पास जाने का प्रयास करता हूं। तो मैं वहां लेबर कॉलोनी में गया था, तो हमारे जो श्रमिक भाई बहन हैं, जो वहां कुवैत में काम करते हैं, उनसे कोई 10 साल से कोई 15 साल से काम, मैं उनसे बात कर रहा था, अब देखिए एक श्रमिक बिहार के गांव का जो 9 साल से कुवैत में काम कर रहा है, बीच-बीच में आता है, मैं जब उससे बातें कर रहा था, तो उसने कहा साहब मुझे एक सवाल पूछना है, मैंने कहा पूछिए, उसने कहा साहब मेरे गांव के पास डिस्ट्रिक्ट हेड क्वार्टर पर इंटरनेशनल एयरपोर्ट बना दीजिए ना, जी मैं इतना प्रसन्न हो गया, कि मेरे देश के बिहार के गांव का श्रमिक जो 9 साल से कुवैत में मजदूरी करता है, वह भी सोचता है, अब मेरे डिस्ट्रिक्ट में इंटरनेशनल एयरपोर्ट बनेगा। ये है, आज भारत के एक सामान्य नागरिक की एस्पिरेशन, जो विकसित भारत के लक्ष्य की ओर पूरे देश को ड्राइव कर रही है।

साथियों,

किसी भी समाज की, राष्ट्र की ताकत तभी बढ़ती है, जब उसके नागरिकों के सामने से बंदिशें हटती हैं, बाधाएं हटती हैं, रुकावटों की दीवारें गिरती है। तभी उस देश के नागरिकों का सामर्थ्य बढ़ता है, आसमान की ऊंचाई भी उनके लिए छोटी पड़ जाती है। इसलिए, हम निरंतर उन रुकावटों को हटा रहे हैं, जो पहले की सरकारों ने नागरिकों के सामने लगा रखी थी। अब मैं उदाहरण देता हूं स्पेस सेक्टर। स्पेस सेक्टर में पहले सबकुछ ISRO के ही जिम्मे था। ISRO ने निश्चित तौर पर शानदार काम किया, लेकिन स्पेस साइंस और आंत्रप्रन्योरशिप को लेकर देश में जो बाकी सामर्थ्य था, उसका उपयोग नहीं हो पा रहा था, सब कुछ इसरो में सिमट गया था। हमने हिम्मत करके स्पेस सेक्टर को युवा इनोवेटर्स के लिए खोल दिया। और जब मैंने निर्णय किया था, किसी अखबार की हेडलाइन नहीं बना था, क्योंकि समझ भी नहीं है। रिपब्लिक टीवी के दर्शकों को जानकर खुशी होगी, कि आज ढाई सौ से ज्यादा स्पेस स्टार्टअप्स देश में बन गए हैं, ये मेरे देश के युवाओं का कमाल है। यही स्टार्टअप्स आज, विक्रम-एस और अग्निबाण जैसे रॉकेट्स बना रहे हैं। ऐसे ही mapping के सेक्टर में हुआ, इतने बंधन थे, आप एक एटलस नहीं बना सकते थे, टेक्नॉलाजी बदल चुकी है। पहले अगर भारत में कोई मैप बनाना होता था, तो उसके लिए सरकारी दरवाजों पर सालों तक आपको चक्कर काटने पड़ते थे। हमने इस बंदिश को भी हटाया। आज Geo-spatial mapping से जुडा डेटा, नए स्टार्टअप्स का रास्ता बना रहा है।

|

साथियों,

न्यूक्लियर एनर्जी, न्यूक्लियर एनर्जी से जुड़े सेक्टर को भी पहले सरकारी कंट्रोल में रखा गया था। बंदिशें थीं, बंधन थे, दीवारें खड़ी कर दी गई थीं। अब इस साल के बजट में सरकार ने इसको भी प्राइवेट सेक्टर के लिए ओपन करने की घोषणा की है। और इससे 2047 तक 100 गीगावॉट न्यूक्लियर एनर्जी कैपेसिटी जोड़ने का रास्ता मजबूत हुआ है।

साथियों,

आप हैरान रह जाएंगे, कि हमारे गांवों में 100 लाख करोड़ रुपए, Hundred lakh crore rupees, उससे भी ज्यादा untapped आर्थिक सामर्थ्य पड़ा हुआ है। मैं आपके सामने फिर ये आंकड़ा दोहरा रहा हूं- 100 लाख करोड़ रुपए, ये छोटा आंकड़ा नहीं है, ये आर्थिक सामर्थ्य, गांव में जो घर होते हैं, उनके रूप में उपस्थित है। मैं आपको और आसान तरीके से समझाता हूं। अब जैसे यहां दिल्ली जैसे शहर में आपके घर 50 लाख, एक करोड़, 2 करोड़ के होते हैं, आपकी प्रॉपर्टी की वैल्यू पर आपको बैंक लोन भी मिल जाता है। अगर आपका दिल्ली में घर है, तो आप बैंक से करोड़ों रुपये का लोन ले सकते हैं। अब सवाल यह है, कि घर दिल्ली में थोड़े है, गांव में भी तो घर है, वहां भी तो घरों का मालिक है, वहां ऐसा क्यों नहीं होता? गांवों में घरों पर लोन इसलिए नहीं मिलता, क्योंकि भारत में गांव के घरों के लीगल डॉक्यूमेंट्स नहीं होते थे, प्रॉपर मैपिंग ही नहीं हो पाई थी। इसलिए गांव की इस ताकत का उचित लाभ देश को, देशवासियों को नहीं मिल पाया। और ये सिर्फ भारत की समस्या है ऐसा नहीं है, दुनिया के बड़े-बड़े देशों में लोगों के पास प्रॉपर्टी के राइट्स नहीं हैं। बड़ी-बड़ी अंतरराष्ट्रीय संस्थाएं कहती हैं, कि जो देश अपने यहां लोगों को प्रॉपर्टी राइट्स देता है, वहां की GDP में उछाल आ जाता है।

|

साथियों,

भारत में गांव के घरों के प्रॉपर्टी राइट्स देने के लिए हमने एक स्वामित्व स्कीम शुरु की। इसके लिए हम गांव-गांव में ड्रोन से सर्वे करा रहे हैं, गांव के एक-एक घर की मैपिंग करा रहे हैं। आज देशभर में गांव के घरों के प्रॉपर्टी कार्ड लोगों को दिए जा रहे हैं। दो करोड़ से अधिक प्रॉपर्टी कार्ड सरकार ने बांटे हैं और ये काम लगातार चल रहा है। प्रॉपर्टी कार्ड ना होने के कारण पहले गांवों में बहुत सारे विवाद भी होते थे, लोगों को अदालतों के चक्कर लगाने पड़ते थे, ये सब भी अब खत्म हुआ है। इन प्रॉपर्टी कार्ड्स पर अब गांव के लोगों को बैंकों से लोन मिल रहे हैं, इससे गांव के लोग अपना व्यवसाय शुरू कर रहे हैं, स्वरोजगार कर रहे हैं। अभी मैं एक दिन ये स्वामित्व योजना के तहत वीडियो कॉन्फ्रेंस पर उसके लाभार्थियों से बात कर रहा था, मुझे राजस्थान की एक बहन मिली, उसने कहा कि मैंने मेरा प्रॉपर्टी कार्ड मिलने के बाद मैंने 9 लाख रुपये का लोन लिया गांव में और बोली मैंने बिजनेस शुरू किया और मैं आधा लोन वापस कर चुकी हूं और अब मुझे पूरा लोन वापस करने में समय नहीं लगेगा और मुझे अधिक लोन की संभावना बन गई है कितना कॉन्फिडेंस लेवल है।

साथियों,

ये जितने भी उदाहरण मैंने दिए हैं, इनका सबसे बड़ा बेनिफिशरी मेरे देश का नौजवान है। वो यूथ, जो विकसित भारत का सबसे बड़ा स्टेकहोल्डर है। जो यूथ, आज के भारत का X-Factor है। इस X का अर्थ है, Experimentation Excellence और Expansion, Experimentation यानि हमारे युवाओं ने पुराने तौर तरीकों से आगे बढ़कर नए रास्ते बनाए हैं। Excellence यानी नौजवानों ने Global Benchmark सेट किए हैं। और Expansion यानी इनोवेशन को हमारे य़ुवाओं ने 140 करोड़ देशवासियों के लिए स्केल-अप किया है। हमारा यूथ, देश की बड़ी समस्याओं का समाधान दे सकता है, लेकिन इस सामर्थ्य का सदुपयोग भी पहले नहीं किया गया। हैकाथॉन के ज़रिए युवा, देश की समस्याओं का समाधान भी दे सकते हैं, इसको लेकर पहले सरकारों ने सोचा तक नहीं। आज हम हर वर्ष स्मार्ट इंडिया हैकाथॉन आयोजित करते हैं। अभी तक 10 लाख युवा इसका हिस्सा बन चुके हैं, सरकार की अनेकों मिनिस्ट्रीज और डिपार्टमेंट ने गवर्नेंस से जुड़े कई प्रॉब्लम और उनके सामने रखें, समस्याएं बताई कि भई बताइये आप खोजिये क्या सॉल्यूशन हो सकता है। हैकाथॉन में हमारे युवाओं ने लगभग ढाई हज़ार सोल्यूशन डेवलप करके देश को दिए हैं। मुझे खुशी है कि आपने भी हैकाथॉन के इस कल्चर को आगे बढ़ाया है। और जिन नौजवानों ने विजय प्राप्त की है, मैं उन नौजवानों को बधाई देता हूं और मुझे खुशी है कि मुझे उन नौजवानों से मिलने का मौका मिला।

|

साथियों,

बीते 10 वर्षों में देश ने एक new age governance को फील किया है। बीते दशक में हमने, impact less administration को Impactful Governance में बदला है। आप जब फील्ड में जाते हैं, तो अक्सर लोग कहते हैं, कि हमें फलां सरकारी स्कीम का बेनिफिट पहली बार मिला। ऐसा नहीं है कि वो सरकारी स्कीम्स पहले नहीं थीं। स्कीम्स पहले भी थीं, लेकिन इस लेवल की last mile delivery पहली बार सुनिश्चित हो रही है। आप अक्सर पीएम आवास स्कीम के बेनिफिशरीज़ के इंटरव्यूज़ चलाते हैं। पहले कागज़ पर गरीबों के मकान सेंक्शन होते थे। आज हम जमीन पर गरीबों के घर बनाते हैं। पहले मकान बनाने की पूरी प्रक्रिया, govt driven होती थी। कैसा मकान बनेगा, कौन सा सामान लगेगा, ये सरकार ही तय करती थी। हमने इसको owner driven बनाया। सरकार, लाभार्थी के अकाउंट में पैसा डालती है, बाकी कैसा घर बनेगा, ये लाभार्थी खुद डिसाइड करता है। और घर के डिजाइन के लिए भी हमने देशभर में कंपीटिशन किया, घरों के मॉडल सामने रखे, डिजाइन के लिए भी लोगों को जोड़ा, जनभागीदारी से चीज़ें तय कीं। इससे घरों की क्वालिटी भी अच्छी हुई है और घर तेज़ गति से कंप्लीट भी होने लगे हैं। पहले ईंट-पत्थर जोड़कर आधे-अधूरे मकान बनाकर दिए जाते थे, हमने गरीब को उसके सपनों का घर बनाकर दिया है। इन घरों में नल से जल आता है, उज्ज्वला योजना का गैस कनेक्शन होता है, सौभाग्य योजना का बिजली कनेक्शन होता है, हमने सिर्फ चार दीवारें खड़ी नहीं कीं है, हमने उन घरों में ज़िंदगी खड़ी की है।

साथियों,

किसी भी देश के विकास के लिए बहुत जरूरी पक्ष है उस देश की सुरक्षा, नेशनल सिक्योरिटी। बीते दशक में हमने सिक्योरिटी पर भी बहुत अधिक काम किया है। आप याद करिए, पहले टीवी पर अक्सर, सीरियल बम ब्लास्ट की ब्रेकिंग न्यूज चला करती थी, स्लीपर सेल्स के नेटवर्क पर स्पेशल प्रोग्राम हुआ करते थे। आज ये सब, टीवी स्क्रीन और भारत की ज़मीन दोनों जगह से गायब हो चुका है। वरना पहले आप ट्रेन में जाते थे, हवाई अड्डे पर जाते थे, लावारिस कोई बैग पड़ा है तो छूना मत ऐसी सूचनाएं आती थी, आज वो जो 18-20 साल के नौजवान हैं, उन्होंने वो सूचना सुनी नहीं होगी। आज देश में नक्सलवाद भी अंतिम सांसें गिन रहा है। पहले जहां सौ से अधिक जिले, नक्सलवाद की चपेट में थे, आज ये दो दर्जन से भी कम जिलों में ही सीमित रह गया है। ये तभी संभव हुआ, जब हमने nation first की भावना से काम किया। हमने इन क्षेत्रों में Governance को Grassroot Level तक पहुंचाया। देखते ही देखते इन जिलों मे हज़ारों किलोमीटर लंबी सड़कें बनीं, स्कूल-अस्पताल बने, 4G मोबाइल नेटवर्क पहुंचा और परिणाम आज देश देख रहा है।

साथियों,

सरकार के निर्णायक फैसलों से आज नक्सलवाद जंगल से तो साफ हो रहा है, लेकिन अब वो Urban सेंटर्स में पैर पसार रहा है। Urban नक्सलियों ने अपना जाल इतनी तेज़ी से फैलाया है कि जो राजनीतिक दल, अर्बन नक्सल के विरोधी थे, जिनकी विचारधारा कभी गांधी जी से प्रेरित थी, जो भारत की ज़ड़ों से जुड़ी थी, ऐसे राजनीतिक दलों में आज Urban नक्सल पैठ जमा चुके हैं। आज वहां Urban नक्सलियों की आवाज, उनकी ही भाषा सुनाई देती है। इसी से हम समझ सकते हैं कि इनकी जड़ें कितनी गहरी हैं। हमें याद रखना है कि Urban नक्सली, भारत के विकास और हमारी विरासत, इन दोनों के घोर विरोधी हैं। वैसे अर्नब ने भी Urban नक्सलियों को एक्सपोज करने का जिम्मा उठाया हुआ है। विकसित भारत के लिए विकास भी ज़रूरी है और विरासत को मज़बूत करना भी आवश्यक है। और इसलिए हमें Urban नक्सलियों से सावधान रहना है।

साथियों,

आज का भारत, हर चुनौती से टकराते हुए नई ऊंचाइयों को छू रहा है। मुझे भरोसा है कि रिपब्लिक टीवी नेटवर्क के आप सभी लोग हमेशा नेशन फर्स्ट के भाव से पत्रकारिता को नया आयाम देते रहेंगे। आप विकसित भारत की एस्पिरेशन को अपनी पत्रकारिता से catalyse करते रहें, इसी विश्वास के साथ, आप सभी का बहुत-बहुत आभार, बहुत-बहुत शुभकामनाएं।

धन्यवाद!