Quote“ଆଧ୍ୟାତ୍ମିକ ସ୍ଥୂଳ ଭାବନା ସହ ବିଶ୍ୱାସ ସାମାଜିକ ସଚେତନତା ପ୍ରସାରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ”
Quote“ରାମନବମୀ ମହାଆଡମ୍ବର ସହ ଅଯୋଧ୍ୟା ଓ ସାରା ଦେଶରେ ପାଳିତ ହେଉଛି”
Quoteଜଳ ସଂରକ୍ଷଣ ଓ ଜୈବିକ କୃଷି ଉପରେ ଗୁରୁ୍‌ତ୍ୱ
Quote“ପୁଷ୍ଟି ହୀନତାର ଯନ୍ତ୍ରଣା ସମୂଳେ ଦୂର ହେବା ବାଞ୍ଛନୀୟ”
Quote“କୋଭିଡ ଭୂତାଣୁ ପ୍ରଚଣ୍ଡ ପ୍ରତାରଣାତ୍ମକ ଓ ଆମକୁ ଏହା ବିରୁଦ୍ଧରେ ସତର୍କ ରହିବା ଦରକାର”

 ଓମିୟା ମାତା କି ଜୟ!

ଗୁଜରାଟର ଲୋକପ୍ରିୟ ସରଳ ତଥା ନିଷ୍ଠାପର ମୁଖ୍ୟମନ୍ତ୍ରୀ, ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର କ୍ୟାବିନେଟରେ ମୋର ସହକର୍ମୀ ଭାଇ ପୁରୁଷୋତ୍ତମ ରୂପାଲା, ରାଜ୍ୟ ସରକାରଙ୍କ ସମସ୍ତ ମନ୍ତ୍ରୀଗଣ, ସଂସଦରେ ମୋର ସହକର୍ମୀ, ଅନ୍ୟ ସମସ୍ତ ବିଧାୟକଗଣ, ସମସ୍ତ ପଞ୍ଚାୟତ, ପୌର ସଂସ୍ଥାଗୁଡ଼ିକର ସମସ୍ତ ନବନିର୍ବାଚିତ ଜନପ୍ରତିନିଧି, ଉମା ଧାମ୍ ଘାଟିଲାର ଅଧ୍ୟକ୍ଷ ବାଲାଜୀଭାଇ ଫାଲଡୁ, ଅନ୍ୟାନ୍ୟ ଅଧିକାରୀଗଣ ତଥା ସମାଜର ଦୂର ଦୂରାନ୍ତରୁ ଆସିଥିବା ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ମା ଏବଂ ଭଉଣୀମାନେ- ଯାହାଙ୍କୁ ମୁଁ ମା’ଓମିୟାଙ୍କର ୧୪ତମ ପାଠୋତ୍ସବ ଅବସରରେ ଆଜି ବିଶେଷ ପ୍ରଣାମ କରୁଛି । ଆପଣ ସମସ୍ତଙ୍କୁ ଏହି ଶୁଭ ଅବସରରେ ଅନେକ ଅନେକ ଶୁଭକାମନା, ଅନେକ ଅଭିନନ୍ଦନ ।

ଗତ ଡିସେମ୍ବରରେ ମୁଁ ମାତା ଓମିୟା ଧାମ ମନ୍ଦିର ଏବଂ ଓମିୟା ଧାମ କ୍ୟାମ୍ପସର ଶିଳାନ୍ୟାସ କରିବାର ସୌଭାଗ୍ୟ ପାଇଥିଲି । ଏବଂ ଘାଟିଲାର ଏହି ଭବ୍ୟ ସମାରୋହକୁ  ଆଜି ମୋତେ ଆପଣମାନେ ନିମନ୍ତ୍ରଣ କରିଛନ୍ତି । ଏଥିପାଇଁ ମୋତେ ବହୁତ ଖୁସି ଲାଗୁଛି । ଯଦି ମୁଁ ସିଧାସଳଖ ଆସିଥାନ୍ତି, ତେବେ ମୁଁ ଅଧିକ ଖୁସି ହୋଇଥାନ୍ତି, କିନ୍ତୁ ମୁଁ ସିଧାସଳଖ ଆସିପାରିଲି ନାହିଁ, ତଥାପି ଦୂରରୁ ପୁରୁଣା ମାନ୍ୟଗଣ୍ୟ ବ୍ୟକ୍ତିଙ୍କର ଦର୍ଶନ ହୋଇପାରିବ, ତାହା ମଧ୍ୟ ମୋ ପାଇଁ ଖୁସିର ଏକ ମୁହୂର୍ତ୍ତ ।

ଆଜି ଚୈତ୍ର ନବରାତ୍ରିର ନବମ ଦିନ ଅଟେ । ମୁଁ ଆପଣ ସମସ୍ତଙ୍କର ଶୁଭକାମନା କରୁଛି । ମା’ ସିଦ୍ଧିଦାତ୍ରୀ ଆପଣ ସମସ୍ତଙ୍କର ଇଚ୍ଛା ପୂରଣ କରନ୍ତୁ । ଆମର ଗିରନାର ହେଉଛି ଜପ ଏବଂ ତପର ଭୂମି । ଗିରନାର ଧାମରେ ବିରାଜମାନ ମାତା ଅମ୍ବା । ଏବଂ ସେହିଭଳି ଭାବରେ ଶିକ୍ଷା ଏବଂ ଦୀକ୍ଷାର ସ୍ଥାନ ମଧ୍ୟ ଏହି ଗିରନାର ଧାମ ଅଟେ । ଏବଂ ପ୍ରଭୁ ଦତ୍ତାତ୍ରେୟ ଯେଉଁଠି ବିରାଜମାନ ହୋଇଛନ୍ତି, ସେହି ପୂଣ୍ୟ ଭୂମିକୁ ମୁଁ ପ୍ରଣାମ କରୁଛି । ସେଠାରେ ମା’ଙ୍କର ମଧ୍ୟ ଆଶୀର୍ବାଦ ରହିଛି ଯେ ଆମ ଏକତ୍ରିତ ହୋଇ ଗୁଜରାଟ ବିଷୟରେ ସର୍ବଦା ଚିନ୍ତା କରୁଛୁ, ଗୁଜରାଟର ବିକାଶ ପାଇଁ ପ୍ରତ୍ୟକ୍ଷ ଭାବେ ଚେଷ୍ଟା କରୁଛୁ, ଗୁଜରାଟର ବିକାଶ ପାଇଁ ସର୍ବଦା କିଛି ନା କିଛି ଯୋଗଦାନ ଦେଉଛୁ ଏବଂ ଏକାଠି ମିଳିମିଶି କରୁଛୁ ।

ମୁଁ ସର୍ବଦା ସାମୁହିକତାର ଶକ୍ତିକୁ ଅନୁଭବ କରିଛି । ଆଜି ପ୍ରଭୁ ରାମଚନ୍ଦ୍ର ଜୀଙ୍କର ଆବିର୍ଭାବ ମହୋତ୍ସବ ମଧ୍ୟ ଅଟେ, ଅଯୋଧ୍ୟାରେ ଅତି ଆନନ୍ଦ ଉତ୍ସାହର ସହ ଏହି ମହୋତ୍ସବ ପାଳନ କରାଯାଉଛି । ତାହା ମଧ୍ୟ ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ।

ଆପଣ ସମସ୍ତଙ୍କ ମଧ୍ୟକୁ ଆସିବା ମୋ ପାଇଁ ନୂଆ କଥା ନୁହେଁ, ମାତା ଓମିୟାଙ୍କ ଚରଣ ନିକଟକୁ ଯିବା କଥା ମଧ୍ୟ ନୁଆ କଥା ନୂହେଁ । ଗତ ୩୫ ବର୍ଷ ମଧ୍ୟରେ ବୋଧହୁଏ ଏହା କେବେ ହୋଇନାହିଁ ଯେ କେଉଠି ନା କେଉଁଠି, କେବେ ନା କେବେ, ମୋର ଆପଣମାନଙ୍କ ମଧ୍ୟକୁ ଆସିବା ହୋଇନାହି । ସେହିଭଳି ଭାବରେ ଆଜି ପୁଣିଥରେ, ମୁଁ ଜାଣିଛି, କେହିଜଣେ ମୋତେ କହିଥିଲେ, ୨ଠଠ୮ରେ ଲୋକାର୍ପଣ କରିବା ପାଇଁ ଏଠାକୁ ଆସିବାର ଅବସର ମିଳିଥିଲା । ଏହି ପବିତ୍ର ସ୍ଥାନ ଗୋଟିଏ ଶ୍ରଦ୍ଧାର କେନ୍ଦ୍ର ଭାବେ ରହିଛି ।  କିନ୍ତୁ ମୁଁ ଜାଣିବାକୁ ପାଇଲି ଯେ ଏହା ମଧ୍ୟ ଏକ ସାମାଜିକ ଚେତନାର କେନ୍ଦ୍ରରେ ପରିଣତ ହୋଇଯାଇଛି । ଏବଂ ଏହା ମଧ୍ୟ ପର୍ଯ୍ୟଟନର କେନ୍ଦ୍ର ପାଲଟିଯାଇଛି । ୬ଠରୁ ଅଧିକ କୋଠରୀ ନିର୍ମାଣ କରାଯାଇଛି, ବହୁତଗୁଡ଼ିଏ ବିବାହ ମଣ୍ଡପ ନିର୍ମାଣ କରାଯାଇଛି, ଏକ ବିଶାଳ ଭୋଜନ ଗୃହ ନିର୍ମାଣ କରାଯାଇଛି । କୌଣସି ପ୍ରକାରରେ, ମା’ ଓମିୟାଙ୍କ ଆଶୀର୍ବାଦ ଦ୍ୱାରା, ମା’ ଓମିୟାଙ୍କର ଭକ୍ତମାନଙ୍କୁ ଏବଂ ସମାଜରେ ଚେତନା ପ୍ରକଟ ସୃଷ୍ଟି ପାଇଁ ଯେଉଁସବୁ ଆବଶ୍ୟକତା ରହିଛି ତାହା ସବୁ ପୂରଣ କରିବାକୁ ଉଦ୍ୟମ ଆପଣ ସମସ୍ତଙ୍କ ଦ୍ୱାରା ହୋଇପାରିଛି । ଏବଂ ୧୪ ବର୍ଷ ଏତେ ସମୟ ମଧ୍ୟରେ ଯେଉଁ ବୃଦ୍ଧି ଘଟିଛି ସେଥିପାଇଁ ଏଠାକାର ସମସ୍ତ ଚାଷୀ, ସମସ୍ତ ତତ୍ତ୍ୱାବଧାରକ ଏବଂ ମା’ ଓମିୟାଙ୍କର ଭକ୍ତମାନଙ୍କୁ ମଧ୍ୟ ବହୁତ ବହୁତ ଅଭିନନ୍ଦନ ଜଣାଉଛି ।

ବର୍ତ୍ତମାନ ଆମର ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଭାବପ୍ରବଣତାର କଥା କହିଛନ୍ତି । ସେ କହିଲେ ଯେ ଏହି ପୃଥିବୀ ହେଉଛି ଆମର ମାତା ଏବଂ ଯଦି ମୁଁ ଓମିୟା ମାତାଙ୍କର ଜଣେ ଭକ୍ତ, ତେବେ ମୋର ଏହି ପୃଥିବୀ ମା’ଙ୍କୁ ଆଘାତ କରିବାର କୌଣସି କାରଣ ନାହିଁ । ବିନା କାରଣରେ ଆମେ ଆମ ମା’ଙ୍କୁ ଔଷଧ ଦେବା କି? ବିନା କାରଣରେ ଆପଣ ରକ୍ତଦାନ କରିବେ କି? ଆମେ ଜାଣୁ ଯେ ଜଣେ ମାତା ଯେତିକି ଚାହିଁବେ ତାଙ୍କୁ ସେତିକି ହିଁ ଦେବାକୁ ପଡ଼ିବ । କିନ୍ତୁ ଆମେ ପୃଥିବୀ ମା’ ପାଇଁ କିପରି ଅନୁମାନ କରିବୁ ଯେ ସେ ଏହା ଚାହାନ୍ତି, ସେ ତାହା ଚାହାନ୍ତି... ତା’ପରେ ମା’ ମଧ୍ୟ ବିରକ୍ତ ହୋଇଯିବା ଉଚିତ ନୁହେଁ...?

ଏବଂ ସେହି କାରଣରୁ ଆମେ ଦେଖୁଛୁ ଯେ କେତେ ଅସୁବିଧା ଆସୁଛି । ଏହି ପୃଥିବୀ ମା’ଙ୍କୁ ବଞ୍ଚାଇବା ଏକ ବଡ଼ ଅଭିଯାନ । ଅତୀତରେ ଆମେ ଜଳ ସଂକଟରେ ଜୀବନ ବିତାଉଥିଲୁ । ମରୁଡ଼ିକୁ ନେଇ ଆମର ସବୁବେଳେ ଚିନ୍ତାର ବିଷୟ ଥିଲା । କିନ୍ତୁ ଯେବେଠାରୁ ଆମେ ଚେକ୍ ଡ୍ୟାମର ଅଭିଯାନ ଆରମ୍ଭ କଲୁ, ଜଳ ସଞ୍ଚୟର ଅଭିଯାନ ଆରମ୍ଭ କଲୁ, Per Drop More Crop, Drip Irrigationର ଅଭିଯାନ କାର୍ଯ୍ୟକାରୀ କଲୁ, ସୌନି ଯୋଜନା କାର୍ଯ୍ୟକାରୀ କଲୁ, ଜଳ ପାଇଁ ବହୁତ ଚେଷ୍ଟା କଲୁ ।

ଗୁଜରାଟରେ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି ଏବଂ ଅନ୍ୟ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଉଥିଲି, ଆମକୁ ଏଠାରେ ଜଳ ପାଇଁ ଏତେ ଅଧିକ ଖର୍ଚ୍ଚ କରିବାକୁ ପଡୁଛି, ପରିଶ୍ରମ କରିବାକୁ ପଡୁଛି । ଆମ ସରକାରଙ୍କ ଅଧିକାଂଶ ସମୟ ଜଳ ଯୋଗାଇବାରେ ଅତିବାହିତ ହୋଇଯାଉଛି । ସେତେବେଳେ ଅନ୍ୟ ରାଜ୍ୟମାନେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ, କାରଣ ସେମାନଙ୍କୁ ଏହି ଅସୁବିଧାର ଅନୁମାନ ନ ଥିଲା । ଆମେ ଧୀରେ ଧୀରେ ସେହି ଅସୁବିଧାରୁ ବାହାରକୁ ଆସିଲୁ, କାରଣ ଆମେ ଜନ ଆଂଦୋଳନ ଆରମ୍ଭ କଲୁ । ଆପଣ ସମସ୍ତଙ୍କ ସହଯୋଗରେ ଏକ ଜନ ଆଂଦୋଳନ କଲୁ ଏବଂ ଜନ ଆଂଦୋଳନ ଜନ କଲ୍ୟାଣ ପାଇଁ କଲୁ । ଏବଂ ଆଜି ଜଳ ପାଇଁ ସଚେତନତା ଆସିଛି। କିନ୍ତୁ ତଥାପି ମୁଁ ମାନୁଛି ଯେ ଜଳ ସଂରକ୍ଷଣ ପାଇଁ ଆମେ ଉଦାସ ହେବା ଉଚିତ ନୁହଁ । କାରଣ ପ୍ରତ୍ୟେକ ବର୍ଷା ପୂର୍ବରୁ ଏହା କରିବା ଆମର ଏକ କାମ । ପୋଖରୀଗୁଡ଼ିକୁ ଗଭୀରତାରେ ପରିଣତ କରିବାକୁ ପଡ଼ିବ, ନାଳଗୁଡ଼ିକୁ ସଫା କରିବାକୁ ପଡ଼ିବ, ଏହିସବୁ ଯେତେଗୁଡ଼ିଏ କାର୍ଯ୍ୟ କରିବା ତେବେ ଯାଇ ପାଣି ସଞ୍ଚୟ ହୋଇପାରିବ, ସେତେବେଳେ ଜଳ ଜମା ହୋଇ ପୃଥିବୀକୁ ଓହ୍ଲାଇବ । ସେହିଭଳି ଭାବରେ ବର୍ତ୍ତମାନ ତାଙ୍କୁ କିପରି ରାସାୟନିକ ପଦାର୍ଥରୁ ମୁକ୍ତି ମିଳିବ ସେ ବିଷୟରେ ଚିନ୍ତା କରିବାକୁ ପଡ଼ିବ । ନଚେତ୍ ଦିନେ ଧରିତ୍ରୀ ମା’ କହିବ ଯେ, ଏବେ ଏହା ବହୁତ ହୋଇଗଲା... ତୁମେ ଯାଅ... ମୁଁ ତୁମର ସେବା କରିବି ନାହିଁ । ଏବଂ ଆପଣ ଯେତେ ଝାଳ ବୁହାଇବେ, ଯେତେ ମହଙ୍ଗା ମଞ୍ଜି ବୁଣିବେ, ସେଥିରେ କୌଣସି ଅମଳ ହେବ ନାହିଁ । ଏଣୁ ଏହି ପୃଥିବୀ ମା’କୁ ଉଦ୍ଧାର କରିବାକୁ ପଡ଼ିବ। ଏବଂ ଏଥିପାଇଁ ଏହା ଭଲ ଯେ ଗୁଜରାଟରେ ଆମକୁ ଏଭଳି ଜଣେ ରାଜ୍ୟପାଳ ମିଳିଛନ୍ତି, ଯିଏ ପ୍ରାକୃତିକ ଚାଷ ପାଇଁ ସମ୍ପୂର୍ଣ୍ଣ ଭାବେ ଉତ୍ସର୍ଗୀକୃତ । ମୁଁ ଜାଣିବାକୁ ପାଇଛି ଯେ ସେ ଗୁଜରାଟର ପ୍ରତ୍ୟେକ ତହସିଲକୁ ଯାଇ ପ୍ରାକୃତିକ ଚାଷ ପାଇଁ ଅନେକ କୃଷି ସମ୍ମିଳନୀର ଆୟୋଜନ କରିଥିଲେ । ମୋତେ ଖୁସି ଲାଗୁଛି ଯେ- ରୂପାଲା ଜୀ କହୁଥିଲେ ଯେ ଲକ୍ଷ ଲକ୍ଷ ସଂଖ୍ୟାରେ କୃଷକ ପ୍ରାକୃତିକ ଚାଷ ଆଡ଼କୁ ମୁହାଁଉଛନ୍ତି ଏବଂ ସେମାନେ ପ୍ରାକୃତିକ ଚାଷକୁ ଆପଣାଇବାକୁ ଚାହୁଁଛନ୍ତି । ଏହା ଜାଣି ମୁଁ ଗର୍ବ ଅନୁଭବ କରୁଛି । ଏହା ମଧ୍ୟ ସତ୍ୟ ଯେ ଖର୍ଚ୍ଚ ମଧ୍ୟ ସଞ୍ଚୟ ହୋଇପାରୁଛି । ବର୍ତ୍ତମାନ ଯେତେବେଳେ ମୁଖ୍ୟମନ୍ତ୍ରୀ ଏହି ଆହ୍ୱାନ ଦେଇଛନ୍ତି, ଆମକୁ ଜଣେ କୋମଳ ଏବଂ ନିଷ୍ଠାପର ମୁଖ୍ୟମନ୍ତ୍ରୀ ମିଳିଛନ୍ତି, ସେତେବେଳେ ଆମ ସମସ୍ତଙ୍କର ଦାୟିତ୍ୱ ଯେ ଆମେ ତାଙ୍କର ଭାବନାକୁ ସାକାର କରିବା । ଗୁଜରାଟର ପ୍ରତ୍ୟେକ ଗାଁରୁ କୃଷକମାନେ ପ୍ରାକୃତିକ ଚାଷ ପାଇଁ ଆଗକୁ ଆସନ୍ତୁ । ମୁଁ ଏବଂ କେଶୁ ଭାଇ ଯେପରି ଜଳ ପାଇଁ କଠିନ ପରିଶ୍ରମ କରିଛୁ, ସେହିପରି ଭୂପେନ୍ଦ୍ର ଭାଇ ଧରିତ୍ରୀ ମା’ ପାଇଁ କଠିନ ପରିଶ୍ରମ କରୁଛନ୍ତି ।

|

ଏହି ଧରିତ୍ରୀ ମା’କୁ ବଞ୍ଚାଇବାରେ ତାଙ୍କର ଯେଉଁ ପରିଶ୍ରମ ରହିଛି, ସେଥିରେ ଗୁଜରାଟର ସମସ୍ତ ଲୋକ ଯୋଗଦେବା ଉଚିତ । ଏବଂ ମୁଁ ଦେଖିଛି ଯେ ଆପଣ ଯେଉଁ କାମ ହାତକୁ ନେଇଥାନ୍ତି, ସେଥିରେ ଆପଣ କଦାପି ପଛଘୁଞ୍ଚା ଦିଅନ୍ତି ନାହିଁ । ମୋର ମନେ ଅଛି ଯେ ଉଁଝାରେ ବେଟି ବଚାଓ ବିଷୟରେ ମୁଁ ବହୁତ ଚିନ୍ତିତ ଥିଲି । ମାତା ଓମିୟାଙ୍କର ଏକ ତୀର୍ଥ ହେଉ ଏବଂ ଝିଅମାନଙ୍କର ସଂଖ୍ୟା ହ୍ରାସ ପାଉଥିଲା । ତା’ପରେ ମୁଁ ଥରେ ମାତା ଓମିୟାଙ୍କ ପାଦ ତଳେ ଯାଇ ସମାଜର ଲୋକଙ୍କୁ ଏକତ୍ରିତ କରି କହିଲି ଯେ, ତୁମେ ସମସ୍ତେ ପ୍ରତିଜ୍ଞା କର ମୋତେ କଥା ଦିଅ ଯେ ଝିଅମାନଙ୍କୁ ବଞ୍ଚାଇବାକୁ ହେବ । ଏବଂ ମୁଁ ଗର୍ବିତ ଯେ ଗୁଜରାଟରେ ମା’ ଓମିୟାଙ୍କ ଭକ୍ତମାନେ, ମା’ ଖୋଡ଼ାଲ ଧାମ୍ର ଭକ୍ତମାନେ ଏବଂ ସମଗ୍ର ଗୁଜରାଟ ଏହି ପ୍ରସଙ୍ଗ ଉଠାଇଛନ୍ତି । ଏବଂ ଗୁଜରାଟରେ ଝିଅମାନଙ୍କୁ ବଞ୍ଚାଇବା ପାଇଁ ମାତୃ ଗର୍ଭରେ ଝିଅମାନଙ୍କର ହତ୍ୟା ନ ହେଉ, ସେଥିପାଇଁ ବହୁତ ସଚେତନ କରାଯାଇଥିଲା । ଆଜି ଆପଣ ଦେଖୁଛନ୍ତି ଯେ ଗୁଜରାଟର ଝିଅମାନେ କ’ଣ ଚମକ୍ରାର କରୁଛନ୍ତି, ଆମର ମହେଶାଣାଙ୍କ ଝିଅ ଦିବ୍ୟାଙ୍ଗ, ଅଲମ୍ପିକକୁ ଯାଇ ପତାକା ଉଡ଼ାଇ ଆସୁଛନ୍ତି । ଏଥର ଅଲମ୍ପିକକୁ ଯେଉଁ ଖେଳାଳିମାନେ ଯାଇଥିଲେ ସେମାନଙ୍କ ମଧ୍ୟରେ ଗୁଜରାଟର ୬ ଜଣ ଝିଅ ଥିଲେ । କାହାକୁ ଗର୍ବ ଲାଗିବ ନାହିଁ- ସେଥିପାଇଁ ମୁଁ ଭାବୁଛି ଯେ ମାତା ଓମିୟାଙ୍କର ପ୍ରକୃତ ଭକ୍ତି ହେଉଛି ଯେ ଏହି ଶକ୍ତି ଆମ ଭିତରେ ଆସେ, ଏବଂ ଏହି ଶକ୍ତି ସାହାଯ୍ୟରେ ଆମେ ଆଗକୁ ବଢ଼ିବା । ଆମେ ପ୍ରାକୃତିକ କୃଷି ଉପରେ ଯେତେ ଅଥିକ ଗୁରୁତ୍ୱ ଦେବୁ, ଯେତେ ଭୂପେନ୍ଦ୍ର ଭାଇଙ୍କୁ ଅଧିକ ସାହାଯ୍ୟ କରିବ, ଆମର ପୃଥିବୀ ମା’ସବୁଜ- ସବୁଜିମାରେ ଭରପୂର ହୋଇଯିବ । ଗୁଜରାଟ ଖେଳି ଉଠିବ । ଆଜି ଆଗକୁ ଅଗ୍ରଗତି କରିଛୁ କିନ୍ତୁ ଅଧିକ ଆହୁରି ଖେଳି ଉଠିବ ।

ଏବଂ ମୋ ମନକୁ ଦ୍ୱିତୀୟ ବିଚାର ମଧ୍ୟ ଆସୁଛି, ଆମର ଗୁଜରାଟରେ ପିଲାମାନେ ପୁଷ୍ଟିହୀନ, ତାହା ଭଲ ନୁହେଁ । ଘରେ ମା’ କୁହନ୍ତି ଏହାକୁ ଖାଇନିଅ । କିନ୍ତୁ ସେ ତାହାକୁ ଖାଆନ୍ତି ନାହିଁ । ଦାରିଦ୍ର୍ୟତା ନାହିଁ କିନ୍ତୁ ଖାଇବା ଅଭ୍ୟାସ ଏପରି ଯେ ଶରୀର ପୁଷ୍ଟିକର ହୋଇପାରେ ନାହିଁ । ଯଦି କୌଣସି ଝିଅଙ୍କର ରକ୍ତହୀନତା ଥାଏ ଏବଂ ୨୪ ବର୍ଷ ମଧ୍ୟରେ ବିବାହ କରେ, ତେବେ ତାଙ୍କ ପେଟରେ କିଭଳି ଭାବେ ପିଲା ବଢ଼ିବ । ଯଦି ମାଆ ସଶକ୍ତ ହୋଇ ନ ଥିବ ପିଲାଟିର କ’ଣ ହେବ? ତେଣୁ ଝିଅମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କରେ ଅଧିକ ଚିନ୍ତା କରିବା ଉଚିତ୍ । ଏବଂ ସାଧାରଣ ଭାବରେ ସମସ୍ତ ପିଲାମାନଙ୍କର ସ୍ୱାସ୍ଥ୍ୟ ଚିନ୍ତା କରାଯିବା ଉଚିତ ।

ମୋତେ ବିଶ୍ୱାସ ଅଛି ଯେ ଯଦି ମାତା ଓମିୟାଙ୍କର ସମସ୍ତ ଭକ୍ତମାନେ ଗାଁ ଗାଁକୁ ଯାଇ ୫-୧ଠ ପିଲା ମିଶି- କୌଣସି ସମାଜର ହୁଅନ୍ତୁ- ସେମାନେ ଆଉ ପୁଷ୍ଟିହୀନ ହେବେ ନାହିଁ । ଆମେ ଏପରି ନିଷ୍ପତ୍ତି ନେବା ଉଚିତ । କାରଣ ପିଲାଟି ଶକ୍ତିଶାଳୀ ହେବ, ତେବେ ପରିବାର ଶକ୍ତିଶାଳୀ ହେବ ଏବଂ ସମାଜ ମଧ୍ୟ ସଶକ୍ତ ହେବ ଏବଂ ଦେଶ ମଧ୍ୟ ଶକ୍ତିଶାଳୀ ହେବ । ଆପଣ ପାଟୋତ୍ସବ କରୁଛନ୍ତି । ଆଜି ରକ୍ତଦାନ କାର୍ଯ୍ୟକ୍ରମ ବିନା ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଛି । ବର୍ତ୍ତମାନ ଏହା କର, ମା’ ଓମିୟା ଟ୍ରଷ୍ଟ ମାଧ୍ୟମରେ ଗାଁ ଗାଁରେ ଏକ ସୁସ୍ଥ ଶିଶୁ ପ୍ରତିଯୋଗିତାର ଆୟୋଜନ କର । ଦୁଇ, ତିନି, ଚାରି ବର୍ଷର ପିଲାମାନଙ୍କର ତପାସ ହେବା ଉଚିତ ଏବଂ ସୁସ୍ଥ ଥିବା ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବା ଉଚିତ । ସମଗ୍ର ପରିବେଶ ବଦଳିଯିବ । ଏହା ଏକ ଛୋଟ କାମ କିନ୍ତୁ ଆମେ ଏହାକୁ ଭଲ ଭାବେ କରିପାରିବା ।

ବର୍ତ୍ତମାନ ମୋତେ କୁହାଯାଇଥିଲା ଯେ ଏଠାରେ ଅନେକ ବିବାହ ହଲ ନିର୍ମାଣ କରାଯାଇଛି । ବର୍ଷଯାକ କୌଣସି ବିବାହ ହୁଏ ନାହିଁ । ସେହି ସ୍ଥାନର କ’ଣ ବ୍ୟବହାର ହୋଇଥାଏ? ଆମେ ସେଠାରେ କୋଚିଂ କ୍ଲାସ ଚଳାଇ ପାରିବା, ଗରିବ ପିଲାମାନେ ଏଠାକୁ ଆସନ୍ତୁ, ସମାଜର ଲୋକମାନେ ଅଧ୍ୟାପନା କରିବା ଉଚିତ। ୧ ଘଣ୍ଟା ପାଇ, ୨ ଘଣ୍ଟା ପାଇଁ ସ୍ଥାନଟିର ଯଥେଷ୍ଟ ବ୍ୟବହାର ହୋଇପାରିବ । ସେହିଭଳି ଯୋଗର କେନ୍ଦ୍ର ମଧ୍ୟ ସେଠାରେ ହୋଇପାରିବ । ପ୍ରତ୍ୟେକ ଦିନ ସକାଳେ ମା’ ଓମିୟାଙ୍କର ମଧ୍ୟ ଦର୍ଶନ ହୋଇଯିବ । ସେଠାରେ ଘଣ୍ଟେ ଦୁଇ ଘଣ୍ଟା ପାଇଁ ଯୋଗ କାର୍ଯ୍ୟକ୍ରମ ହେବା ଉଚିତ । ତେବେ ଯାଇ ଏହି ସ୍ଥାନଟିର ଭଲ ବ୍ୟବହାର ହୋଇପାରିବ । ସ୍ଥାନଟିକୁ ଅଧିକରୁ ଅଧିକ ବ୍ୟବହାର ହେବାର ଆବଶ୍ୟକତା ରହିଛି । ତେବେ ଯାଇ ସେତେବେଳେ ଏହା ପ୍ରକୃତ ଅର୍ଥରେ ସାମାଜିକ ଚେତନାର କେନ୍ଦ୍ର ହୋଇପାରିବ । ଏଥିପାଇଁ ଆମକୁ ଚେଷ୍ଟା କରିବାକୁ ପଡ଼ିବ ।

|

ଏବେ ସ୍ୱାଧୀନତାର ଅମୃତ ମହୋତ୍ସବର ସମୟ- ଗୋଟିଏ ଭାବେ ଦେଖିବାକୁ ଗଲେ ଏହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ । ୨ଠ୪୭ ମସିହାରେ ଯେତେବେଳେ ଦେଶ ସ୍ୱାଧୀନତାର ୧ଠଠ ବର୍ଷର ଉତ୍ସବ ପାଳନ କରୁଥିବ, ସେତେବେଳେ ଆମେ କେଉଁଠାରେ ଥିବା, ଆମ ଗାଁ କେଉଁଠାରେ ଥିବ, ଆମ ସମାଜ କେଉଁଠାରେ ଥିବ, ଆମ ଦେଶ କେଉଁଠାରେ ପହଞ୍ଚôଥିବ, ଏହି ସ୍ୱପ୍ନ ଏବଂ ସଂକଳ୍ପ ପ୍ରତ୍ୟେକ ନାଗରିକଙ୍କ ଠାରେ ଜନ୍ମ ହେବା ଉଚିତ । ଏବଂ ସ୍ୱାଧୀନତାର ଅମୃତ ମହୋତ୍ସବ ପୂର୍ବରୁ ଆମେ ଏପରି ଚେତନା ଆଣିପାରିବା, ଯାହା ଫଳରେ ସମାଜରେ ଭଲ କାର୍ଯ୍ୟ ହୋଇପାରିବ । ଯାହା ଆମର ନୂତନ ପିଢ଼ିକୁ ସନ୍ତୁଷ୍ଟି ଆଣିଦେବ। ଏବଂ ସେଥିପାଇଁ ଏକ ଛୋଟ ଚିନ୍ତାଧାରା ମୋ ମନକୁ ଆସିଛି ଯେ ସ୍ୱାଧୀନତାର ଅମୃତ ମହୋତ୍ସବରେ ପ୍ରତ୍ୟେକ ଜିଲ୍ଲା ସ୍ୱାଧୀନତାର ୭୫ ବର୍ଷ ପୂରଣ କରିଛି, ତେଣୁ ୭୫ ଅମୃତ ସରୋବର ନିର୍ମାଣ ହୋଇପାରିବ । ସେଠାରେ ପୁରୁଣା ସରୋବର ଅଛି, ସେଗୁଡ଼ିକୁ ବଡ଼, ଗଭୀର ଏବଂ ଉନ୍ନତ କର । ଗୋଟିଏ ଜିଲ୍ଲାରେ ୭୫, ଆପଣ କଳ୍ପନା କରନ୍ତୁ, ଆଜିଠାରୁ ୨୫ ବର୍ଷ ପରେ ଯେତେବେଳେ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରାଯିବ ସେତେବେଳେ ସେହି ପିଢ଼ି ଦେଖିବେ ଯେ ଆମ ଗାଁର ଲୋକମାନେ ୭୫ ବର୍ଷ ପରେ ଏହି ପୋଖରୀ ନିର୍ମାଣ କରିଥିଲେ । ଏବଂ ଯଦି କୌଣସି ଗାଁରେ ପୋଖରୀ ଅଛି, ତେବେ ଶକ୍ତି ମିଳିଥାଏ । ପାଣି ଥିବାବେଳେ ପାଟିଦାର ପାଣିଦାର ହୋଇଯାଏ ।ସେଥିପାଇଁ ଆମେ ମଧ୍ୟ ମା’ ଓମିୟାଙ୍କ ମାର୍ଗ ଦର୍ଶନରେ ଏହି ୭୫ ପୋଖରୀର ଅଭିଯାନ ନେଇପାରିବା । ଏବଂ ଏହା ଏକ ବଡ଼ କାମ ନୁହେଁ, ଆମେ ଲକ୍ଷ ଲକ୍ଷ ଚେକ୍ ଡ୍ୟାମ ନିର୍ମାଣ କରିଛୁ, ଆମେ ଏପରି ଲୋକ । ଆପଣ କଳ୍ପନା କରନ୍ତୁ ଯେ ଏହା କେତେବଡ଼ ସେବା ହେବ । ୧୫ ଅଗଷ୍ଟ ୨ଠ୨୩ ପୂର୍ବରୁ କାର୍ଯ୍ୟ ସମାପ୍ତ କରିବା । ସମାଜକୁ ପ୍ରେରଣା ମଳିବ, ଏହିପରି କାର୍ଯ୍ୟ କରାଯିବ । ମୁଁ କହୁଛି ପ୍ରତ୍ୟେକ ୧୫ ଅଗଷ୍ଟରେ ପୋଖରୀ ନିକଟରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଗାଁର ବରିଷ୍ଠ ଲୋକଙ୍କୁ ଡାକି କରିବା ଉଚିତ, ଆମଭଳି ନେତାମାନଙ୍କୁ ଆମନ୍ତ୍ରଣ କରନ୍ତୁ ନାହିଁ। ଗାଁର ବରିଷ୍ଠଙ୍କୁ ଡାକିବା ଏବଂ ପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ଆୟୋଜନ କରିବା ହେଉଛି ଧ୍ୱଜା ବନ୍ଧନର କାର୍ଯ୍ୟକ୍ରମ କରିବା ।

|

ଆଜି ପ୍ରଭୁ ରାମଚନ୍ଦ୍ର ଜୀଙ୍କର ଜନ୍ମ ଦିନ । ଯେତେବେଳେ ଆମେ ପ୍ରଭୁ ରାମଚନ୍ଦ୍ର ଜୀଙ୍କୁ ମନେ ପକାଉ, ଶବରୀଙ୍କୁ ମଧ୍ୟ ମନେ ପକାଇଥାଉ, କେୱାଟଙ୍କୁ ମନେ ପକାଉ, ନିଶାଦ ରାଜାଙ୍କୁ ମଧ୍ୟ ମନେ ପକାଉ, ସମାଜର ଏତେ ଛୋଟ ଲୋକଙ୍କ ନାମ ଜାଣିବାକୁ ଲାଗେ ଯେ ପ୍ରଭୁ ରାମଙ୍କର ଅର୍ଥ ହେଉଛନ୍ତି ଏମାନେ ସମସ୍ତେ । ଏହାର ଅର୍ଥ ହେଉଛି ଯେ ସମାଜର ପଛୁଆ ସମ୍ପ୍ରଦାୟର ଦାୟିତ୍ୱ ନେଇଥାନ୍ତି, ଭବିଷ୍ୟତରେ ସେହିମାନେ ଲୋକଙ୍କ ମନରେ ସମ୍ମାନର ସ୍ଥାନ ପାଇଥାନ୍ତି । ମା’ ଓମିୟାଙ୍କର ଭକ୍ତମାନେ ସମାଜର ପଛୁଆ ଲୋକଙ୍କୁ ଯେକୌଣସି ସମାଜର ଦୁଃଖୀ, ଗରିବ ବୋଲି ଭାବନ୍ତି । ପ୍ରଭୁ ରାମଙ୍କୁ ଭଗବାନ ଏବଂ ପୂର୍ଣ୍ଣ ପୁରୁଷୋତ୍ତମ କୁହାଯାଏ । ତାହାର ମୂଳରେ ଥାଏ ସେ ସମାଜର ଛୋଟ ଛୋଟ ଲୋକଙ୍କ ପାଇଁ ଯେଉଁଭଳି ଭାବରେ ଏବଂ ସେମାନଙ୍କ ମଧ୍ୟରେ କିପରି ଜୀବନଯାପନ କରୁଥିଲେ, ତାଙ୍କର ମହିମା କମ୍ ନ ଥିଲା । ମା’ଓମିୟାଙ୍କ ଭକ୍ତମାନେ ମଧ୍ୟ ନିଜେ ଆଗକୁ ବଢ଼ନ୍ତୁ, କେହି ଯେପରି ପଛରେ ରହି ନ ଯାଆନ୍ତୁ, ସେ ସମ୍ପର୍କରେ ମଧ୍ୟ ଚିନ୍ତା କରିବା ଉଚିତ । ସେତେବେଳେ ଆମର ଆଗକୁ ବଢ଼ିବା ଠିକ୍ ହେବ । ନଚେତ୍ ଯିଏ ପଛରେ ରହିଯାଇଥିବ ସେ ଆଗକୁ ଯାଉଥିବା ଲୋକକୁ ପଛକୁ ଟାଣିବ । ସେତେବେଳେ ଆମକୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ, ସେଥିପାଇଁ ଆଗକୁ ବଢ଼ିବା ସହିତ ଯଦି ଆମେ ଆମ ପଛରେ ଥିବା ଲୋକଙ୍କୁ ଆଗକୁ ଆଣିବା ତେବେ ଆମେ ମଧ୍ୟ ଆଗକୁ ବଢ଼ିପାରିବା ।

ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସ୍ୱାଧୀନତାର ଏହି ଅମୃତ ମହୋତ୍ସବ ଆଜି ପ୍ରଭୁ ରାମଙ୍କର ଆବିର୍ଭାବର ମହୋତ୍ସବ ଏବଂ ମା’ ଓମିୟାଙ୍କର ପାଟୋତ୍ସବ ଏବଂ ଯେଉଁଭଳି ଭାବରେ ଏତେ ସଂଖ୍ୟକ ଲୋକ ଏକତ୍ରିତ ହୋଇଛନ୍ତି, ଆମେ ଯେଉଁଭଳି ଭାବରେ ଆଗକୁ ବଢ଼ିବାକୁ ଚାହୁଁଛୁ, ଆପଣ ଦେଖନ୍ତୁ, କରୋନା- କେତେ ବଡ଼ ସଂକଟ ଆସିଲା, ଏବଂ ବର୍ତ୍ତମାନ ସଂକଟ ଟଳିଛି । ଏମିତି ଆମେ ବିଶ୍ୱାସ କରୁନାହୁଁ କାରଣ ଏବେ ମଧ୍ୟ ଏହା କୌଣସି ନା କୌଣସି ସ୍ଥାନରେ ଦୃଶ୍ୟମାନ ହେଉଛି । ଏହି ରୋଗ ବହୁତ ବହୁରୂପୀ । ଏହାର ସାମ୍ନାରେ ପ୍ରତିବନ୍ଧିତ କରିବାକୁ ପ୍ରାୟ ୧୮୫ କୋଟି ଡୋଜ୍ । ଯେତେବେଳେ ଦୁନିଆର ଲୋକମାନେ ଏହା ଶୁଣୁଛନ୍ତି ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଏହା କିପରି ସମ୍ଭବ ହେଲା- ଆପଣ ସମସ୍ତଙ୍କର ସମାଜର ସହଯୋଗ ହେତୁ। ସେଥିପାଇଁ ଆମେ ଯେତେ ବୃହତ ସ୍ତରରେ ସଚେତନତା ଆଣିବା । ବର୍ତ୍ତମାନ ସ୍ୱଚ୍ଛତାର ଅଭିଯାନ, ସହଜ, ଆମର ପ୍ରକୃତି କାହିଁକି ହେବ ନାହିଁ, ଆମେ ପ୍ଲାଷ୍ଟିକ ବ୍ୟବହାର କରିବୁ ନାହିଁ- କାହିଁକି ଆମର ପ୍ରକୃତି ହେବ ନାହିଁ, ଗୋଟିଏ ଥର ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଆମେ ବ୍ୟବହାର କରିବୁ ନାହିଁ । ଗାଈକୁ ପୂଜା କରନ୍ତି, ମା’ ଓମିୟାଙ୍କ ଭକ୍ତ ଅଟନ୍ତି, ପଶୁ ପ୍ରତି ଆଦର ରହିଛି କିନ୍ତୁ ଯଦି ଯେ ପ୍ଲାଷ୍ଟିକ ଖାଏ ତେବେ ମା’ ଓମିୟାଙ୍କ ଭକ୍ତ ଭାବେ ଏହା ଠିକ୍ ନୁହେଁ । ଯଦି ଆମେ ଏହିସବୁ ଜିନିଷ ସହିତ ଆଗକୁ ବଢ଼ିବା, ତେବେ... ଏବଂ ମୋତେ ଖୁସି ଲାଗିବ ଯେ ଆପଣ ସାମାଜିକ କାର୍ଯ୍ୟଗୁଡ଼ିକୁ ଯୋଡ଼ିବାରେ ଲାଗିଛନ୍ତି । ପାଟୋତ୍ସବ ସହିତ ପୂଜା ପାଠ, ଶ୍ରଦ୍ଧା, ଆସ୍ଥା, ଧର୍ମ ଯାହା ଘଟେ ତାହା ହୋଇଥାଏ, ପରନ୍ତୁ ତା’ଠାରୁ ଆଗକୁ ଯାଇ ଆପଣ ସମଗ୍ର ଯୁବପିଢ଼ିଙ୍କୁ ସାଥୀରେ ନେଇ ଯାହା ରକ୍ତଦାନ ଆଜି କରିଥିବେ ସେଥିପାଇଁ ମୋର ବହୁତ ବହୁତ ଶୁଭେଚ୍ଛା । ଦୂରରୁ ହେଲେ ମଧ୍ୟ ଆପଣମାନଙ୍କ ମଧ୍ୟକୁ ଆସିବାର ସୁଯୋଗ ପାଇବା ମୋ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ବିଷୟ ଅଟେ । ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ । ମା’ ଓମିୟାଙ୍କ ପାଦ ତଳେ ପ୍ରଣାମ!

ଧନ୍ୟବାଦ

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

Media Coverage

"Huge opportunity": Japan delegation meets PM Modi, expressing their eagerness to invest in India
NM on the go

Nm on the go

Always be the first to hear from the PM. Get the App Now!
...
Today, India is not just a Nation of Dreams but also a Nation That Delivers: PM Modi in TV9 Summit
March 28, 2025
QuoteToday, the world's eyes are on India: PM
QuoteIndia's youth is rapidly becoming skilled and driving innovation forward: PM
Quote"India First" has become the mantra of India's foreign policy: PM
QuoteToday, India is not just participating in the world order but also contributing to shaping and securing the future: PM
QuoteIndia has given Priority to humanity over monopoly: PM
QuoteToday, India is not just a Nation of Dreams but also a Nation That Delivers: PM

श्रीमान रामेश्वर गारु जी, रामू जी, बरुन दास जी, TV9 की पूरी टीम, मैं आपके नेटवर्क के सभी दर्शकों का, यहां उपस्थित सभी महानुभावों का अभिनंदन करता हूं, इस समिट के लिए बधाई देता हूं।

TV9 नेटवर्क का विशाल रीजनल ऑडियंस है। और अब तो TV9 का एक ग्लोबल ऑडियंस भी तैयार हो रहा है। इस समिट में अनेक देशों से इंडियन डायस्पोरा के लोग विशेष तौर पर लाइव जुड़े हुए हैं। कई देशों के लोगों को मैं यहां से देख भी रहा हूं, वे लोग वहां से वेव कर रहे हैं, हो सकता है, मैं सभी को शुभकामनाएं देता हूं। मैं यहां नीचे स्क्रीन पर हिंदुस्तान के अनेक शहरों में बैठे हुए सब दर्शकों को भी उतने ही उत्साह, उमंग से देख रहा हूं, मेरी तरफ से उनका भी स्वागत है।

साथियों,

आज विश्व की दृष्टि भारत पर है, हमारे देश पर है। दुनिया में आप किसी भी देश में जाएं, वहां के लोग भारत को लेकर एक नई जिज्ञासा से भरे हुए हैं। आखिर ऐसा क्या हुआ कि जो देश 70 साल में ग्यारहवें नंबर की इकोनॉमी बना, वो महज 7-8 साल में पांचवे नंबर की इकोनॉमी बन गया? अभी IMF के नए आंकड़े सामने आए हैं। वो आंकड़े कहते हैं कि भारत, दुनिया की एकमात्र मेजर इकोनॉमी है, जिसने 10 वर्षों में अपने GDP को डबल किया है। बीते दशक में भारत ने दो लाख करोड़ डॉलर, अपनी इकोनॉमी में जोड़े हैं। GDP का डबल होना सिर्फ आंकड़ों का बदलना मात्र नहीं है। इसका impact देखिए, 25 करोड़ लोग गरीबी से बाहर निकले हैं, और ये 25 करोड़ लोग एक नियो मिडिल क्लास का हिस्सा बने हैं। ये नियो मिडिल क्लास, एक प्रकार से नई ज़िंदगी शुरु कर रहा है। ये नए सपनों के साथ आगे बढ़ रहा है, हमारी इकोनॉमी में कंट्रीब्यूट कर रहा है, और उसको वाइब्रेंट बना रहा है। आज दुनिया की सबसे बड़ी युवा आबादी हमारे भारत में है। ये युवा, तेज़ी से स्किल्ड हो रहा है, इनोवेशन को गति दे रहा है। और इन सबके बीच, भारत की फॉरेन पॉलिसी का मंत्र बन गया है- India First, एक जमाने में भारत की पॉलिसी थी, सबसे समान रूप से दूरी बनाकर चलो, Equi-Distance की पॉलिसी, आज के भारत की पॉलिसी है, सबके समान रूप से करीब होकर चलो, Equi-Closeness की पॉलिसी। दुनिया के देश भारत की ओपिनियन को, भारत के इनोवेशन को, भारत के एफर्ट्स को, जैसा महत्व आज दे रहे हैं, वैसा पहले कभी नहीं हुआ। आज दुनिया की नजर भारत पर है, आज दुनिया जानना चाहती है, What India Thinks Today.

|

साथियों,

भारत आज, वर्ल्ड ऑर्डर में सिर्फ पार्टिसिपेट ही नहीं कर रहा, बल्कि फ्यूचर को शेप और सेक्योर करने में योगदान दे रहा है। दुनिया ने ये कोरोना काल में अच्छे से अनुभव किया है। दुनिया को लगता था कि हर भारतीय तक वैक्सीन पहुंचने में ही, कई-कई साल लग जाएंगे। लेकिन भारत ने हर आशंका को गलत साबित किया। हमने अपनी वैक्सीन बनाई, हमने अपने नागरिकों का तेज़ी से वैक्सीनेशन कराया, और दुनिया के 150 से अधिक देशों तक दवाएं और वैक्सीन्स भी पहुंचाईं। आज दुनिया, और जब दुनिया संकट में थी, तब भारत की ये भावना दुनिया के कोने-कोने तक पहुंची कि हमारे संस्कार क्या हैं, हमारा तौर-तरीका क्या है।

साथियों,

अतीत में दुनिया ने देखा है कि दूसरे विश्व युद्ध के बाद जब भी कोई वैश्विक संगठन बना, उसमें कुछ देशों की ही मोनोपोली रही। भारत ने मोनोपोली नहीं बल्कि मानवता को सर्वोपरि रखा। भारत ने, 21वीं सदी के ग्लोबल इंस्टीट्यूशन्स के गठन का रास्ता बनाया, और हमने ये ध्यान रखा कि सबकी भागीदारी हो, सबका योगदान हो। जैसे प्राकृतिक आपदाओं की चुनौती है। देश कोई भी हो, इन आपदाओं से इंफ्रास्ट्रक्चर को भारी नुकसान होता है। आज ही म्यांमार में जो भूकंप आया है, आप टीवी पर देखें तो बहुत बड़ी-बड़ी इमारतें ध्वस्त हो रही हैं, ब्रिज टूट रहे हैं। और इसलिए भारत ने Coalition for Disaster Resilient Infrastructure - CDRI नाम से एक वैश्विक नया संगठन बनाने की पहल की। ये सिर्फ एक संगठन नहीं, बल्कि दुनिया को प्राकृतिक आपदाओं के लिए तैयार करने का संकल्प है। भारत का प्रयास है, प्राकृतिक आपदा से, पुल, सड़कें, बिल्डिंग्स, पावर ग्रिड, ऐसा हर इंफ्रास्ट्रक्चर सुरक्षित रहे, सुरक्षित निर्माण हो।

साथियों,

भविष्य की चुनौतियों से निपटने के लिए हर देश का मिलकर काम करना बहुत जरूरी है। ऐसी ही एक चुनौती है, हमारे एनर्जी रिसोर्सेस की। इसलिए पूरी दुनिया की चिंता करते हुए भारत ने International Solar Alliance (ISA) का समाधान दिया है। ताकि छोटे से छोटा देश भी सस्टेनबल एनर्जी का लाभ उठा सके। इससे क्लाइमेट पर तो पॉजिटिव असर होगा ही, ये ग्लोबल साउथ के देशों की एनर्जी नीड्स को भी सिक्योर करेगा। और आप सबको ये जानकर गर्व होगा कि भारत के इस प्रयास के साथ, आज दुनिया के सौ से अधिक देश जुड़ चुके हैं।

साथियों,

बीते कुछ समय से दुनिया, ग्लोबल ट्रेड में असंतुलन और लॉजिस्टिक्स से जुड़ी challenges का सामना कर रही है। इन चुनौतियों से निपटने के लिए भी भारत ने दुनिया के साथ मिलकर नए प्रयास शुरु किए हैं। India–Middle East–Europe Economic Corridor (IMEC), ऐसा ही एक महत्वाकांक्षी प्रोजेक्ट है। ये प्रोजेक्ट, कॉमर्स और कनेक्टिविटी के माध्यम से एशिया, यूरोप और मिडिल ईस्ट को जोड़ेगा। इससे आर्थिक संभावनाएं तो बढ़ेंगी ही, दुनिया को अल्टरनेटिव ट्रेड रूट्स भी मिलेंगे। इससे ग्लोबल सप्लाई चेन भी और मजबूत होगी।

|

साथियों,

ग्लोबल सिस्टम्स को, अधिक पार्टिसिपेटिव, अधिक डेमोक्रेटिक बनाने के लिए भी भारत ने अनेक कदम उठाए हैं। और यहीं, यहीं पर ही भारत मंडपम में जी-20 समिट हुई थी। उसमें अफ्रीकन यूनियन को जी-20 का परमानेंट मेंबर बनाया गया है। ये बहुत बड़ा ऐतिहासिक कदम था। इसकी मांग लंबे समय से हो रही थी, जो भारत की प्रेसीडेंसी में पूरी हुई। आज ग्लोबल डिसीजन मेकिंग इंस्टीट्यूशन्स में भारत, ग्लोबल साउथ के देशों की आवाज़ बन रहा है। International Yoga Day, WHO का ग्लोबल सेंटर फॉर ट्रेडिशनल मेडिसिन, आर्टिफिशियल इंटेलीजेंस के लिए ग्लोबल फ्रेमवर्क, ऐसे कितने ही क्षेत्रों में भारत के प्रयासों ने नए वर्ल्ड ऑर्डर में अपनी मजबूत उपस्थिति दर्ज कराई है, और ये तो अभी शुरूआत है, ग्लोबल प्लेटफॉर्म पर भारत का सामर्थ्य नई ऊंचाई की तरफ बढ़ रहा है।

साथियों,

21वीं सदी के 25 साल बीत चुके हैं। इन 25 सालों में 11 साल हमारी सरकार ने देश की सेवा की है। और जब हम What India Thinks Today उससे जुड़ा सवाल उठाते हैं, तो हमें ये भी देखना होगा कि Past में क्या सवाल थे, क्या जवाब थे। इससे TV9 के विशाल दर्शक समूह को भी अंदाजा होगा कि कैसे हम, निर्भरता से आत्मनिर्भरता तक, Aspirations से Achievement तक, Desperation से Development तक पहुंचे हैं। आप याद करिए, एक दशक पहले, गांव में जब टॉयलेट का सवाल आता था, तो माताओं-बहनों के पास रात ढलने के बाद और भोर होने से पहले का ही जवाब होता था। आज उसी सवाल का जवाब स्वच्छ भारत मिशन से मिलता है। 2013 में जब कोई इलाज की बात करता था, तो महंगे इलाज की चर्चा होती थी। आज उसी सवाल का समाधान आयुष्मान भारत में नजर आता है। 2013 में किसी गरीब की रसोई की बात होती थी, तो धुएं की तस्वीर सामने आती थी। आज उसी समस्या का समाधान उज्ज्वला योजना में दिखता है। 2013 में महिलाओं से बैंक खाते के बारे में पूछा जाता था, तो वो चुप्पी साध लेती थीं। आज जनधन योजना के कारण, 30 करोड़ से ज्यादा बहनों का अपना बैंक अकाउंट है। 2013 में पीने के पानी के लिए कुएं और तालाबों तक जाने की मजबूरी थी। आज उसी मजबूरी का हल हर घर नल से जल योजना में मिल रहा है। यानि सिर्फ दशक नहीं बदला, बल्कि लोगों की ज़िंदगी बदली है। और दुनिया भी इस बात को नोट कर रही है, भारत के डेवलपमेंट मॉडल को स्वीकार रही है। आज भारत सिर्फ Nation of Dreams नहीं, बल्कि Nation That Delivers भी है।

साथियों,

जब कोई देश, अपने नागरिकों की सुविधा और समय को महत्व देता है, तब उस देश का समय भी बदलता है। यही आज हम भारत में अनुभव कर रहे हैं। मैं आपको एक उदाहरण देता हूं। पहले पासपोर्ट बनवाना कितना बड़ा काम था, ये आप जानते हैं। लंबी वेटिंग, बहुत सारे कॉम्प्लेक्स डॉक्यूमेंटेशन का प्रोसेस, अक्सर राज्यों की राजधानी में ही पासपोर्ट केंद्र होते थे, छोटे शहरों के लोगों को पासपोर्ट बनवाना होता था, तो वो एक-दो दिन कहीं ठहरने का इंतजाम करके चलते थे, अब वो हालात पूरी तरह बदल गया है, एक आंकड़े पर आप ध्यान दीजिए, पहले देश में सिर्फ 77 पासपोर्ट सेवा केंद्र थे, आज इनकी संख्या 550 से ज्यादा हो गई है। पहले पासपोर्ट बनवाने में, और मैं 2013 के पहले की बात कर रहा हूं, मैं पिछले शताब्दी की बात नहीं कर रहा हूं, पासपोर्ट बनवाने में जो वेटिंग टाइम 50 दिन तक होता था, वो अब 5-6 दिन तक सिमट गया है।

साथियों,

ऐसा ही ट्रांसफॉर्मेशन हमने बैंकिंग इंफ्रास्ट्रक्चर में भी देखा है। हमारे देश में 50-60 साल पहले बैंकों का नेशनलाइजेशन किया गया, ये कहकर कि इससे लोगों को बैंकिंग सुविधा सुलभ होगी। इस दावे की सच्चाई हम जानते हैं। हालत ये थी कि लाखों गांवों में बैंकिंग की कोई सुविधा ही नहीं थी। हमने इस स्थिति को भी बदला है। ऑनलाइन बैंकिंग तो हर घर में पहुंचाई है, आज देश के हर 5 किलोमीटर के दायरे में कोई न कोई बैंकिंग टच प्वाइंट जरूर है। और हमने सिर्फ बैंकिंग इंफ्रास्ट्रक्चर का ही दायरा नहीं बढ़ाया, बल्कि बैंकिंग सिस्टम को भी मजबूत किया। आज बैंकों का NPA बहुत कम हो गया है। आज बैंकों का प्रॉफिट, एक लाख 40 हज़ार करोड़ रुपए के नए रिकॉर्ड को पार कर चुका है। और इतना ही नहीं, जिन लोगों ने जनता को लूटा है, उनको भी अब लूटा हुआ धन लौटाना पड़ रहा है। जिस ED को दिन-रात गालियां दी जा रही है, ED ने 22 हज़ार करोड़ रुपए से अधिक वसूले हैं। ये पैसा, कानूनी तरीके से उन पीड़ितों तक वापिस पहुंचाया जा रहा है, जिनसे ये पैसा लूटा गया था।

साथियों,

Efficiency से गवर्नमेंट Effective होती है। कम समय में ज्यादा काम हो, कम रिसोर्सेज़ में अधिक काम हो, फिजूलखर्ची ना हो, रेड टेप के बजाय रेड कार्पेट पर बल हो, जब कोई सरकार ये करती है, तो समझिए कि वो देश के संसाधनों को रिस्पेक्ट दे रही है। और पिछले 11 साल से ये हमारी सरकार की बड़ी प्राथमिकता रहा है। मैं कुछ उदाहरणों के साथ अपनी बात बताऊंगा।

|

साथियों,

अतीत में हमने देखा है कि सरकारें कैसे ज्यादा से ज्यादा लोगों को मिनिस्ट्रीज में accommodate करने की कोशिश करती थीं। लेकिन हमारी सरकार ने अपने पहले कार्यकाल में ही कई मंत्रालयों का विलय कर दिया। आप सोचिए, Urban Development अलग मंत्रालय था और Housing and Urban Poverty Alleviation अलग मंत्रालय था, हमने दोनों को मर्ज करके Housing and Urban Affairs मंत्रालय बना दिया। इसी तरह, मिनिस्ट्री ऑफ ओवरसीज़ अफेयर्स अलग था, विदेश मंत्रालय अलग था, हमने इन दोनों को भी एक साथ जोड़ दिया, पहले जल संसाधन, नदी विकास मंत्रालय अलग था, और पेयजल मंत्रालय अलग था, हमने इन्हें भी जोड़कर जलशक्ति मंत्रालय बना दिया। हमने राजनीतिक मजबूरी के बजाय, देश की priorities और देश के resources को आगे रखा।

साथियों,

हमारी सरकार ने रूल्स और रेगुलेशन्स को भी कम किया, उन्हें आसान बनाया। करीब 1500 ऐसे कानून थे, जो समय के साथ अपना महत्व खो चुके थे। उनको हमारी सरकार ने खत्म किया। करीब 40 हज़ार, compliances को हटाया गया। ऐसे कदमों से दो फायदे हुए, एक तो जनता को harassment से मुक्ति मिली, और दूसरा, सरकारी मशीनरी की एनर्जी भी बची। एक और Example GST का है। 30 से ज्यादा टैक्सेज़ को मिलाकर एक टैक्स बना दिया गया है। इसको process के, documentation के हिसाब से देखें तो कितनी बड़ी बचत हुई है।

साथियों,

सरकारी खरीद में पहले कितनी फिजूलखर्ची होती थी, कितना करप्शन होता था, ये मीडिया के आप लोग आए दिन रिपोर्ट करते थे। हमने, GeM यानि गवर्नमेंट ई-मार्केटप्लेस प्लेटफॉर्म बनाया। अब सरकारी डिपार्टमेंट, इस प्लेटफॉर्म पर अपनी जरूरतें बताते हैं, इसी पर वेंडर बोली लगाते हैं और फिर ऑर्डर दिया जाता है। इसके कारण, भ्रष्टाचार की गुंजाइश कम हुई है, और सरकार को एक लाख करोड़ रुपए से अधिक की बचत भी हुई है। डायरेक्ट बेनिफिट ट्रांसफर- DBT की जो व्यवस्था भारत ने बनाई है, उसकी तो दुनिया में चर्चा है। DBT की वजह से टैक्स पेयर्स के 3 लाख करोड़ रुपए से ज्यादा, गलत हाथों में जाने से बचे हैं। 10 करोड़ से ज्यादा फर्ज़ी लाभार्थी, जिनका जन्म भी नहीं हुआ था, जो सरकारी योजनाओं का फायदा ले रहे थे, ऐसे फर्जी नामों को भी हमने कागजों से हटाया है।

साथियों,

 

हमारी सरकार टैक्स की पाई-पाई का ईमानदारी से उपयोग करती है, और टैक्सपेयर का भी सम्मान करती है, सरकार ने टैक्स सिस्टम को टैक्सपेयर फ्रेंडली बनाया है। आज ITR फाइलिंग का प्रोसेस पहले से कहीं ज्यादा सरल और तेज़ है। पहले सीए की मदद के बिना, ITR फाइल करना मुश्किल होता था। आज आप कुछ ही समय के भीतर खुद ही ऑनलाइन ITR फाइल कर पा रहे हैं। और रिटर्न फाइल करने के कुछ ही दिनों में रिफंड आपके अकाउंट में भी आ जाता है। फेसलेस असेसमेंट स्कीम भी टैक्सपेयर्स को परेशानियों से बचा रही है। गवर्नेंस में efficiency से जुड़े ऐसे अनेक रिफॉर्म्स ने दुनिया को एक नया गवर्नेंस मॉडल दिया है।

साथियों,

पिछले 10-11 साल में भारत हर सेक्टर में बदला है, हर क्षेत्र में आगे बढ़ा है। और एक बड़ा बदलाव सोच का आया है। आज़ादी के बाद के अनेक दशकों तक, भारत में ऐसी सोच को बढ़ावा दिया गया, जिसमें सिर्फ विदेशी को ही बेहतर माना गया। दुकान में भी कुछ खरीदने जाओ, तो दुकानदार के पहले बोल यही होते थे – भाई साहब लीजिए ना, ये तो इंपोर्टेड है ! आज स्थिति बदल गई है। आज लोग सामने से पूछते हैं- भाई, मेड इन इंडिया है या नहीं है?

साथियों,

आज हम भारत की मैन्युफैक्चरिंग एक्सीलेंस का एक नया रूप देख रहे हैं। अभी 3-4 दिन पहले ही एक न्यूज आई है कि भारत ने अपनी पहली MRI मशीन बना ली है। अब सोचिए, इतने दशकों तक हमारे यहां स्वदेशी MRI मशीन ही नहीं थी। अब मेड इन इंडिया MRI मशीन होगी तो जांच की कीमत भी बहुत कम हो जाएगी।

|

साथियों,

आत्मनिर्भर भारत और मेक इन इंडिया अभियान ने, देश के मैन्युफैक्चरिंग सेक्टर को एक नई ऊर्जा दी है। पहले दुनिया भारत को ग्लोबल मार्केट कहती थी, आज वही दुनिया, भारत को एक बड़े Manufacturing Hub के रूप में देख रही है। ये सक्सेस कितनी बड़ी है, इसके उदाहरण आपको हर सेक्टर में मिलेंगे। जैसे हमारी मोबाइल फोन इंडस्ट्री है। 2014-15 में हमारा एक्सपोर्ट, वन बिलियन डॉलर तक भी नहीं था। लेकिन एक दशक में, हम ट्वेंटी बिलियन डॉलर के फिगर से भी आगे निकल चुके हैं। आज भारत ग्लोबल टेलिकॉम और नेटवर्किंग इंडस्ट्री का एक पावर सेंटर बनता जा रहा है। Automotive Sector की Success से भी आप अच्छी तरह परिचित हैं। इससे जुड़े Components के एक्सपोर्ट में भी भारत एक नई पहचान बना रहा है। पहले हम बहुत बड़ी मात्रा में मोटर-साइकल पार्ट्स इंपोर्ट करते थे। लेकिन आज भारत में बने पार्ट्स UAE और जर्मनी जैसे अनेक देशों तक पहुंच रहे हैं। सोलर एनर्जी सेक्टर ने भी सफलता के नए आयाम गढ़े हैं। हमारे सोलर सेल्स, सोलर मॉड्यूल का इंपोर्ट कम हो रहा है और एक्सपोर्ट्स 23 गुना तक बढ़ गए हैं। बीते एक दशक में हमारा डिफेंस एक्सपोर्ट भी 21 गुना बढ़ा है। ये सारी अचीवमेंट्स, देश की मैन्युफैक्चरिंग इकोनॉमी की ताकत को दिखाती है। ये दिखाती है कि भारत में कैसे हर सेक्टर में नई जॉब्स भी क्रिएट हो रही हैं।

साथियों,

TV9 की इस समिट में, विस्तार से चर्चा होगी, अनेक विषयों पर मंथन होगा। आज हम जो भी सोचेंगे, जिस भी विजन पर आगे बढ़ेंगे, वो हमारे आने वाले कल को, देश के भविष्य को डिजाइन करेगा। पिछली शताब्दी के इसी दशक में, भारत ने एक नई ऊर्जा के साथ आजादी के लिए नई यात्रा शुरू की थी। और हमने 1947 में आजादी हासिल करके भी दिखाई। अब इस दशक में हम विकसित भारत के लक्ष्य के लिए चल रहे हैं। और हमें 2047 तक विकसित भारत का सपना जरूर पूरा करना है। और जैसा मैंने लाल किले से कहा है, इसमें सबका प्रयास आवश्यक है। इस समिट का आयोजन कर, TV9 ने भी अपनी तरफ से एक positive initiative लिया है। एक बार फिर आप सभी को इस समिट की सफलता के लिए मेरी ढेर सारी शुभकामनाएं हैं।

मैं TV9 को विशेष रूप से बधाई दूंगा, क्योंकि पहले भी मीडिया हाउस समिट करते रहे हैं, लेकिन ज्यादातर एक छोटे से फाइव स्टार होटल के कमरे में, वो समिट होती थी और बोलने वाले भी वही, सुनने वाले भी वही, कमरा भी वही। TV9 ने इस परंपरा को तोड़ा और ये जो मॉडल प्लेस किया है, 2 साल के भीतर-भीतर देख लेना, सभी मीडिया हाउस को यही करना पड़ेगा। यानी TV9 Thinks Today वो बाकियों के लिए रास्ता खोल देगा। मैं इस प्रयास के लिए बहुत-बहुत अभिनंदन करता हूं, आपकी पूरी टीम को, और सबसे बड़ी खुशी की बात है कि आपने इस इवेंट को एक मीडिया हाउस की भलाई के लिए नहीं, देश की भलाई के लिए आपने उसकी रचना की। 50,000 से ज्यादा नौजवानों के साथ एक मिशन मोड में बातचीत करना, उनको जोड़ना, उनको मिशन के साथ जोड़ना और उसमें से जो बच्चे सिलेक्ट होकर के आए, उनकी आगे की ट्रेनिंग की चिंता करना, ये अपने आप में बहुत अद्भुत काम है। मैं आपको बहुत बधाई देता हूं। जिन नौजवानों से मुझे यहां फोटो निकलवाने का मौका मिला है, मुझे भी खुशी हुई कि देश के होनहार लोगों के साथ, मैं अपनी फोटो निकलवा पाया। मैं इसे अपना सौभाग्य मानता हूं दोस्तों कि आपके साथ मेरी फोटो आज निकली है। और मुझे पक्का विश्वास है कि सारी युवा पीढ़ी, जो मुझे दिख रही है, 2047 में जब देश विकसित भारत बनेगा, सबसे ज्यादा बेनिफिशियरी आप लोग हैं, क्योंकि आप उम्र के उस पड़ाव पर होंगे, जब भारत विकसित होगा, आपके लिए मौज ही मौज है। आपको बहुत-बहुत शुभकामनाएं।

धन्यवाद।