ଚେସ୍ ପ୍ରତିଯୋଗୀ – ସାର, ପ୍ରଥମ ଥର ଭାରତ ଉଭୟ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛି ଏବଂ ଦଳ ଯେଉଁଭଳି ପ୍ରଦର୍ଶନ କରିଛି ତାହା ଚମତ୍କାର ଥିଲା, ଅର୍ଥାତ୍ ବାଳକଙ୍କ ଦ୍ୱାରା ୨୨ ରୁ ୨୧ ପଏଣ୍ଟ ଏବଂ ବାଳିକାଙ୍କ ଦ୍ୱାରା ୨୨ ରୁ ୧୯ ପଏଣ୍ଟ, ଆମର ମୋଟ ୪୪ ରୁ ୪୦ ପଏଣ୍ଟ । ଏତେ ଭଲ, ଉତ୍ତମ ପ୍ରଦର୍ଶନ ପୂର୍ବରୁ କେବେ ହୋଇନଥିଲା ।

ପ୍ରଧାନମନ୍ତ୍ରୀ: ସେଠାରେ ବାତାବରଣ କିପରି ଥିଲା?

ଚେସ୍ ପ୍ରତିଯୋଗୀ - ପ୍ରଥମ ଥର ପାଇଁ, ଆମେ ଜିତିଲୁ, ସମସ୍ତେ ଆମ ପାଇଁ ଖୁସି ଥିଲେ କାରଣ ଆମେ ବହୁତ ଖୁସି ହୋଇ ଯାଇଥିଲୁ, ସମସ୍ତେ ପ୍ରକୃତରେ ଆମକୁ ଅଭିନନ୍ଦନ ଜଣାଇଥିଲେ ଏବଂ ଆମ ପାଇଁ ପ୍ରକୃତରେ ଖୁସି ହୋଇଥିଲେ । ଏପରିକି ବିରୋଧୀମାନେ ମଧ୍ୟ ଆମକୁ ଶୁଭେଚ୍ଛା ଜଣେଇଥିଲେ ।

ଚେସ୍ ପ୍ରତିଯୋଗୀ – ସାର୍‌, ଆମେ ଦେଖିଛୁ ଯେ ଗତ କିଛି ବର୍ଷ ମଧ୍ୟରେ ଅନେକ ଦର୍ଶକ ଅଛନ୍ତି ଯେଉଁମାନେ ବହୁତ ଉତ୍ସାହିତ ଥିଲେ, ସେମାନେ କେବଳ ଏହି ମ୍ୟାଚ୍ ଦେଖିବା ପାଇଁ ଦୂରରୁ ଆସିଥିଲେ ଯାହା ପୂର୍ବରୁ ଏତେ ସଂଖ୍ୟାରେ ଆସୁ ନଥିଲେ । ତେବେ ମୁଁ ଭାବୁଛି ଚେସର ଲେକପ୍ରିୟତା ବହୁତ ବଢ଼ିଗଲା, ଦେଖି ବହୁତ ଖୁସି ଲାଗିଲା ଯେ ଆମକୁ ସମସ୍ତେ ଉତ୍ସାହିତ କରୁଥିଲେ, ଆମେ ମଧ୍ୟ କିଛି ପରିମାଣରେ ଚାପରେ ଥିଲୁ । କିନ୍ତୁ ସମସ୍ତେ ଆମକୁ ଏତେ ଉତ୍ସାହିତ କରୁଥିଲେ , ବହୁତ ଭଲ ଅନୁଭବ ଥିଲା, ଯେତେବେଳେ ଆମେ ଜିତିଗଲୁ ସମସ୍ତେ ଇଣ୍ଡିଆ ଇଣ୍ଡିଆ ନାରା ଲଗାଇଥିଲେ ।

ଚେସ୍ ପ୍ରତିଯୋଗୀ - ଏଥର ୧୮୦ଟି ଦେଶ ଅଂଶଗ୍ରହଣ କରିଥିଲେ, କିନ୍ତୁ ଯେତେବେଳେ ଚେନ୍ନାଇରେ ଅଲିମ୍ପିଆଡ୍ ହୋଇଥିଲା, ସେତେବେଳେ ଆମେ ଉଭୟ ଭାରତୀୟ ଦଳ ବ୍ରୋଞ୍ଜ ଜିତିଥିଲୁ, ମହିଳା ଦଳ ଆମେରିକା ଠାରୁ ମ୍ୟାଚ୍ ହାରିଥିଲେ ଏବଂ ସେହି ସମୟରେ ଆମ ହାତରୁ ସ୍ୱର୍ଣ୍ଣ ପଦକ ଚାଲି ଯାଇଥିଲା, ତେଣୁ ଆମେ ପୁଣି ସେମାନଙ୍କ ସହ ଖେଳିଥିଲୁ, ତେବେ ଏଥର ଆମେ ଅଧିକ ଉତ୍ସାହିତ ହୋଇଥିଲୁ ଯେ ଏଥର ଭାରତକୁ ସ୍ୱର୍ଣ୍ଣ ଆଣିବାର ଅଛି, ସେମାନଙ୍କୁ ଯେମିତି ହେଲେ ହରାଇବାର ଅଛି ।,

ପ୍ରଧାନମନ୍ତ୍ରୀ: ସେମାନଙ୍କୁ ହରେଇବାର ଅଛି ।

ଚେସ୍ ପ୍ରତିଯୋଗୀ - ଶେଷରେ ସେହି ମ୍ୟାଚ୍ ବହୁତ ନିକଟତର ହୋଇ ଡ୍ର ହୋଇ ଯାଇଥିଲା, କିନ୍ତୁ ସାର୍‌, ଆମେ ସ୍ୱର୍ଣ୍ଣ ଜିତିଥିଲୁ, କିନ୍ତୁ ଆମେ ଏଥର ଆମ ଦେଶ ପାଇଁ ଜିତିବାକୁ ଚାହୁଁଥିଲୁ, ଏବଂ ଆଉ କୌଣସି ମୁହୂର୍ତ୍ତ ନଥିଲା ।

 

ପ୍ରଧାନମନ୍ତ୍ରୀ: ନା, ଏହା ସ୍ୱାଭାବିକ, ଏମିତି ମନୋବଳ ରହିଲେ ହିଁ ଆପଣ ଜିତିବେ, କିନ୍ତୁ ଯେତେବେଳେ ଏତେ ପଏଂଟ ଆସିଥିଲା, ଯେମିତି ୨୨ ମଧ୍ୟରୁ ୨୧ ଏବଂ ୨୨ ରୁ ୧୯ , ଏହି ଖେଳ ଆୟୋଜନ କରିଥିବା ବାକି ଲୋକମାନଙ୍କର ପ୍ରତିକ୍ରିୟା କ'ଣ ଥିଲା?

ଚେସ୍ ପ୍ରତିଯୋଗୀ – ସାର୍‌, ମୁଁ ଭାବୁଛି ଗୁକେଶ ଏହାର ଉତ୍ତର ଦେବାକୁ ଚାହୁଁଛି, କେବଳ ମୁଁ ଗୋଟିଏ କଥା କହିବାକୁ ଚାହୁଁଛି ଯେ ଆମେ ଏତେ ଭଲରେ ଜିତିଥିଲୁ ଯେ ଲାଗୁଥିଲା ଯେ କେହି ଆମ ନିକଟତର ହୋଇ ପାରିନଥିଲେ ଏବଂ ଆମ ମହିଳା ଦଳରେ ଆମେ ପ୍ରଥମ ସାତଟି ମ୍ୟାଚ୍ ଜିତିଥିଲୁ ଏବଂ ତା\'ପରେ ଟିକିଏ ସେଟ୍ ବ୍ୟାକ୍ ଆସିଥିଲା ଆମେ ନମନୀୟତା ଦେଖାଇଥିଲୁ, ଆମ ପକ୍ଷରେ ଖେଳ ଆସି ଯାଇଥିଲା କିନ୍ତୁ ଆମର ଦଳ ଯେଉଁଭଳି ଖେଳିଲା , ମୁଁ ଆପଣଙ୍କୁ ଆଉ କ'ଣ କହିବି । ମୁଁ ଭାବୁଛି ଗୁକେଶ ଯିଏ ବୋର୍ଡରେ ରହିଥିଲା, ସେ ଏହାର ଭଲ ଉତ୍ତର ଦେଇପାରିବ ।

ଚେସ୍ ପ୍ରତିଯୋଗୀ - ଏହି ଅଭିଜ୍ଞତା ପ୍ରକୃତରେ ଏକ ମହାନ ଦଳଗତ ପ୍ରୟାସ ଥିଲା । ଆମ ମଧ୍ୟରୁ ସମସ୍ତେ ଚମତ୍କାର ଫର୍ମରେ ଥିଲେ, ସମସ୍ତେ ଅତ୍ୟନ୍ତ ଉତ୍ସାହିତ ଥିଲୁ କାରଣ ୨୦୨୨ ଅଲିମ୍ପିଆଡରେ ଆମେ ସ୍ୱର୍ଣ୍ଣ ପଦକ ଜିତିବାର ବହୁତ ନିକଟତର ଥିଲୁ, କିନ୍ତୁ ସେତେବେଳେ ଗୋଟିଏ ଗେମ୍ ଥିଲା ଯାହା ମୁଁ ଖେଳିଥିଲି ଏବଂ ମୁଁ ଜିତିଥିଲେ ଆମେ ସ୍ୱର୍ଣ୍ଣ ପଦକ ପାଇଥାନ୍ତୁ । ଦୁର୍ଭାଗ୍ୟବଶତଃ ମୁଁ ସେହି ମ୍ୟାଚ୍ ହାରିଯାଇଥିଲି ଏବଂ ଏହା ସମସ୍ତଙ୍କ ପାଇଁ ହୃଦୟ ବିଦାରକ ଥିଲା । ତେଣୁ ଏଥର ଆମେ ସମସ୍ତେ ବହୁତ ଉତ୍ସାହିତ ଥିଲୁ ଏବଂ ଆରମ୍ଭରୁ ଆମେ ଭାବୁଥିଲୁ ଯେ ଆମେ ଆହୁରି ଜିତିବାକୁ ଯାଉଛୁ, ଦଳ, ପ୍ରକୃତରେ ଖୁସି!

ପ୍ରଧାନମନ୍ତ୍ରୀ: ଆପଣ କେବେ ଭାବିଛନ୍ତି କି ଏଆଇ ବ୍ୟବହାର କରି ଆପଣ ନିଜ ଖେଳକୁ ସୁଧାରି ପାରିବେ କିମ୍ବା ଅନ୍ୟର ଖେଳକୁ ବୁଝିପାରିବେ?

ଚେସ୍ ପ୍ରତିଯୋଗୀ - ହଁ ସାର, ଏଆଇ ସହିତ ଚେସ୍ ବିକଶିତ ହୋଇଛି, ନୂତନ ଟେକ୍ନୋଲୋଜି ଆସିଛି ଏବଂ କମ୍ପ୍ୟୁଟର ବର୍ତ୍ତମାନ ବହୁତ ଶକ୍ତିଶାଳୀ ହୋଇଛି, ଏବଂ ଏହା ଚେସ୍ ରେ ଅନେକ ନୂତନ ଧାରଣା ଦେଖାଉଛି ଏବଂ ଆମେ ଏବେ ମଧ୍ୟ ଏଥିରୁ ଶିଖୁଛୁ ଏବଂ ମୁଁ ଭାବୁଛି ଏଥିରୁ ବହୁତ କିଛି ଶିଖିବାର ଅଛି ।

ଚେସ୍ ପ୍ରତିଯୋଗୀ - ସାର, ଭାବୁଛି, ଏବେ ଏମିତି ହୋଇ ଯାଇଛି ଯେ ଏଆଇର ଉପକରଣଗୁଡିକ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇଛି କାରଣ ସେମାନେ ଗଣତାନ୍ତ୍ରିକ ହୋଇଯାଇଛନ୍ତି ଏବଂ ଆମେ ବର୍ତ୍ତମାନ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରିବା ଉଚିତ୍ ।

 

ପ୍ରଧାନମନ୍ତ୍ରୀ: ମୋତେ କୁହନ୍ତୁ ।

ଚେସ୍ ପ୍ରତିଯୋଗୀ - କିଛି ନୁହେଁ, ସାର୍‌, ଅଭିଜ୍ଞତା ବହୁତ...

ପ୍ରଧାନମନ୍ତ୍ରୀ: ଏମିତି କିଛି ନୁହେଁ, ଏମିତି ବିଜୟ ଲାଭ କଲ । ଏମିତି ସ୍ୱର୍ଣ୍ଣ ଆସିଗଲା...

ଚେସ୍ ପ୍ରତିଯୋଗୀ - ନା ସାର, ସେମିତି ନୁହେଁ, ବହୁତ କଠିନ ପରିଶ୍ରମ କରିଛୁ, ଭାବୁଛି ମୋର ସମସ୍ତ ସାଥୀ ବହୁତ କଠିନ ପରିଶ୍ରମ କରିଛନ୍ତି, ତେଣୁ ଶେଷରେ ଏହି ପର୍ଯ୍ୟାୟରେ ପହଞ୍ଚିଯାଇଛୁ ।

ପ୍ରଧାନମନ୍ତ୍ରୀ: ମୁଁ ଦେଖିଛି ଯେ ଆପଣମାନଙ୍କ ମଧ୍ୟରୁ ଅନେକଙ୍କ ପିତା ମାତା ଡାକ୍ତର ।

ଚେସ୍ ପ୍ରତିଯୋଗୀ - ଉଭୟ ପିତାମାତା ଡାକ୍ତର, ଏବଂ ମୋ ଭଉଣୀ ମଧ୍ୟ ଜଣେ ଡାକ୍ତର, ତେଣୁ ଯେତେବେଳେ ମୁଁ ମୋ ପିଲାଦିନେ ଦେଖୁଥିଲି ଯେ ସେମାନଙ୍କୁ ରାତି ୨ଟାରେ ରୋଗୀଙ୍କ ପାଖକୁ ଯିବାକୁ ପଡିଥାଏ, ମୁଁ ଅନୁଭବ କଲି ଯେ ମୁଁ କ୍ୟାରିୟର ଟିକେ ଅଧିକ ସ୍ଥିର ଚୟନ କରିବି କିନ୍ତୁ ମୋତେ ଜଣା ନଥିଲା ଯେ କ୍ରୀଡ଼ାରେ ଅଧିକ ଦୌଡ଼ିବାକୁ ପଡିବ ।

ଚେସ୍ ପ୍ରତିଯୋଗୀ – ସାର, ମୁଁ ସର୍ବଦା ଦେଖିଛି ଯେ ଆପଣ ପ୍ରତ୍ୟେକ କ୍ରୀଡ଼ା ଏବଂ ପ୍ରତ୍ୟେକ କ୍ରୀଡ଼ାବିତ୍‌ଙ୍କୁ ଏତେ ଉତ୍ସାହିତ କରନ୍ତି ଏବଂ ବହୁତ ସମର୍ଥନ କରନ୍ତି ଏବଂ ମୁଁ ଭାବୁଛି ଆପଣଙ୍କର କ୍ରୀଡ଼ା ପ୍ରତି ବହୁତ ଆଗ୍ରହ ଅଛି । ପ୍ରତି କ୍ରୀଡାରୁ , ଏବଂ ମୁଁ ସେମାନଙ୍କ କାହାଣୀ ଜାଣିବାକୁ ଚାହୁଁଛି ।

ପ୍ରଧାନମନ୍ତ୍ରୀ: ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ମୁଁ ବୁଝିପାରୁଛି ଯେ ଯଦି କୌଣସି ଦେଶର ବିକାଶ ହୁଏ, ତାହା କେବଳ ଟ୍ରେଜେରୀ ଦ୍ୱାରା ତିଆରି ହୁଏ ନାହିଁ, ଦେଶ ପାଖରେ କେତେ ଟଙ୍କା ଅଛି, ଦେଶ ପାଖରେ କେତେ ଶିଳ୍ପ ଅଛି, ଦେଶ ପାଖରେ କେତେ ଜିଡିପି ଅଛି ସେଥିରୁ ଜଣା ପଡେ ନାହିଁ । ପ୍ରତି କ୍ଷେତ୍ରରେ ଦୁନିଆରେ ଦକ୍ଷତା ଅର୍ଜନ କରିବାକୁ ପଡ଼ିବ । ଯଦି ଫିଲ୍ମ ଇଣ୍ଡଷ୍ଟ୍ରି ଅଛି, ତେବେ ଏଠାରେ ସର୍ବାଧିକ ଓସ୍କାର କେମିତି ଆସିବ, ଯଦି ଆମେ ବୈଜ୍ଞାନିକ କିମ୍ବା ଅନ୍ୟ କୌଣସି କ୍ଷେତ୍ର, ତେବେ ଆମେ କିପରି ସର୍ବାଧିକ ନୋବେଲ ପୁରସ୍କାର ପାଇବୁ । ସେହିଭଳି ଖେଳରେ କିପରି ଆମ ପିଲାମାନେ ଅଧିକରୁ ଅଧିକ ସ୍ୱର୍ଣ୍ଣ ଆଣିବେ । ଏହା ହେଲେ ଦେଶ ମହାନ ହୋଇଯାଏ । ଯେତେବେଳେ ମୁଁ ଗୁଜୁରାଟରେ ଥିଲି, ସେତେବେଳେ ମୁଁ ମହାକୁମ୍ଭ ଖେଳ ଚଳାଉଥିଲି । ଲକ୍ଷ ଲକ୍ଷ ପିଲା ଖେଳୁଥିଲେ, ଯେଉଁଥିରେ ମୁଁ ଅଧିକ ବୟସର ଖେଳାଳିଙ୍କୁ ମଧ୍ୟ ଖେଳିବାକୁ ଉତ୍ସାହିତ କଲି । ସେମାନଙ୍କ ମଧ୍ୟରୁ ଭଲ ପିଲାମାନେ ଆଗେଇ ଆସିବା ଆରମ୍ଭ କଲେ, ମୁଁ ବିଶ୍ୱାସ କରେ ଯେ ଆମ ଦେଶର ଯୁବକମାନଙ୍କ ପାଖରେ ସାମର୍ଥ୍ୟ ଅଛି । ଦ୍ୱିତୀୟତଃ, ମୁଁ ବିଶ୍ୱାସ କରେ ଯେ ଦେଶରେ ସାମାଜିକ ଜୀବନର ଏକ ଉତ୍ତମ ବାତାବରଣ ସୃଷ୍ଟି କରିବାକୁ ହେଲେ କ୍ରୀଡ଼ାବିତ୍‌ଙ୍କ ଭାବନାକୁ ଉତ୍ତମ କରିବାକୁ ହେବ, ଯେମିତି କୁହାଯାଏ ଯେ, ଖେଳାଳିଙ୍କ ପାଇଁ କେବଳ କ୍ରୀଡ଼ା ନୁହେଁ, ଏହା ସଂସ୍କୃତି ହେବା ଉଚିତ୍‌, ସାମାଜିକ ଜୀବନରେ ସଂସ୍କୃତି ରହିବା ଉଚିତ୍ ।

ଚେସ୍ ପ୍ରତିଯୋଗୀ - ଯଦି ଆପଣ ପ୍ରତିଦିନ ଏତେ ବଡ଼ ନିଷ୍ପତ୍ତି ନିଅନ୍ତି, ତେବେ ଆପଣ ଆମକୁ କ'ଣ ପରାମର୍ଶ ଦେବେ, ଆମେ ଚାପ ପରିସ୍ଥିତିର ମୁକାବିଲା କିପରି କରିପାରିବା?

 

ପ୍ରଧାନମନ୍ତ୍ରୀ: ଶାରୀରିକ ସୁସ୍ଥତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମ ମଧ୍ୟରୁ ଅନେକ ଥିବେ ଯେଉଁମାନଙ୍କର ଶାରୀରିକ ଫିଟନେସ୍ ଅଛି । ଆପଣ ନିଶ୍ଚୟ ପ୍ରଶିକ୍ଷଣ ନେଉଥିବେ, ଆପଣଙ୍କୁ କ\'ଣ ଖାଇବାକୁ ହେବ ତାହା କୁହାଯିବା ଉଚିତ୍ । ଖେଳ ପୂର୍ବରୁ ଏତେ ଖାଆନ୍ତୁ ନାହିଁ, ଆପଣଙ୍କୁ ସବୁ କଥା କୁହାଯିବ । ମୁଁ ଭାବେ ଯେ ଯଦି ଆମେ ଏହି ସବୁ ଜିନିଷର ଅଭ୍ୟାସ ବିକଶିତ କରିଥାଉ, ତେବେ ସମସ୍ତ ସମସ୍ୟା ସମାଧାନ ହୋଇଯାଏ । ଦେଖନ୍ତୁ, ନିଷ୍ପତ୍ତି ନେବା ପାଇଁ ଆପଣଙ୍କ ପାଖରେ ଅନେକ ସୂଚନା, ଅନେକ ଖବର ଏବଂ ଅନେକ ସକାରାତ୍ମକ, ନକାରାତ୍ମକ ଜିନିଷ ରହିବା ଉଚିତ୍ । ଯଦି ଆପଣଙ୍କର ଅଭ୍ୟାସ ଅଛି ତେବେ ଆପଣ ଏହା ଶୁଣିବାକୁ ପସନ୍ଦ କରନ୍ତି । ଯାହା ଭଲ ଲାଗେ ତାହା ଶୁଣିବା ମଣିଷର ସ୍ୱଭାବ । କେତେବେଳେ କେମିତି ନିଷ୍ପତ୍ତିରେ ତ୍ରୁଟି ହୋଇଯାଏ । କିନ୍ତୁ ଯଦି ଆପଣ ସବୁ ପ୍ରକାର କଥା ଶୁଣନ୍ତି, ସବୁ ପ୍ରକାର ଜିନିଷ ଜାଣିବାକୁ ଚେଷ୍ଟା କରନ୍ତି ଏବଂ ନିଜକୁ ବିଶ୍ଳେଷଣ କରିବାକୁ ଚେଷ୍ଟା କରନ୍ତି ଏବଂ ଯଦି ଆପଣ କିଛି ବୁଝନ୍ତି ନାହିଁ, ତେବେ ଆପଣ ବିନା ସଙ୍କୋଚରେ କୌଣସି ବୁଝିବା ସୁଝିବା ଲୋକଙ୍କୁ ପଚାରନ୍ତି, ତେବେ ଆପଣଙ୍କୁ କମ୍ କଷ୍ଟ ଅନୁଭବ ହୁଏ ଏବଂ ମୁଁ ବିଶ୍ୱାସ କରେ ଯେ କିଛି ଅନୁଭୂତିରୁ ଆସିଥାଏ ଏବଂ ଯେପରି ମୁଁ ଯୋଗ କହିଥିଲି, ଧ୍ୟାନରେ ପ୍ରକୃତରେ ବହୁତ ଶକ୍ତି ଅଛି ।

ଚେସ୍ ପ୍ରତିଯୋଗୀ – ସାର, ଆମେ କେବଳ ଦୁଇ ସପ୍ତାହ ପାଇଁ ଖେଳି ଥକିଗଲୁ, କିନ୍ତୁ ଆପଣ ବର୍ଷ ବର୍ଷ ଧରି ସାରା ଦିନ ଏତେ କାମ କରନ୍ତି, ଟିକେ ବି ଛୁଟି ନିଅନ୍ତି ନାହିଁ, ମୁଁ କହିବାକୁ ଚାହୁଁଛି ଯେ , ଆପଣଙ୍କ ଶକ୍ତିର ରହସ୍ୟ କ\'ଣ । ଆପଣ ଏହା ଜାଣନ୍ତି ଯେ ଆପଣଙ୍କ ପାଖରେ ବହୁତ କିଛି ଅଛି ଏବଂ ନାହିଁ, ଆପଣଙ୍କୁ ବିଶ୍ୱ କ୍ରୀଡ଼ା ବ୍ୟକ୍ତିଙ୍କ ବିଷୟରେ ବହୁତ କିଛି କରିବାକୁ ପଡିବ ଏବଂ ଆପଣ ସର୍ବଦା ସହରର କ୍ରୀଡ଼ାବିତ୍‌ଙ୍କୁ ଦୁଇଟି ଫର୍ମରେ ଏତେ ଉତ୍ସାହରେ ଭରି ଦିଅନ୍ତି ଏବଂ ମୁଁ ଆପଣଙ୍କୁ ପଚାରିବାକୁ ଚାହେଁ ଯେ ଆପଣ ଆମ ସମସ୍ତଙ୍କୁ ଏକ ପରାମର୍ଶ ଦେବାକୁ ଚାହୁଁଛନ୍ତି କି, ଯେଉଁଠାରେ ଆପଣ ଚେସ୍ କୁ ଦେଖିବାକୁ ଚାହୁଁଛନ୍ତି , ସେଥିପାଇଁ ଆମକୁ କ’ଣ କରିବାକୁ ହେବ ।

ପ୍ରଧାନମନ୍ତ୍ରୀ: ଦେଖନ୍ତୁ, ଏମିତି, ଜୀବନରେ କେବେ ବି ସନ୍ତୁଷ୍ଟ ହେବେ ନାହିଁ । କୌଣସି କଥାରେ ସନ୍ତୁଷ୍ଟ ହେବା ଉଚିତ ନୁହେଁ । ନଚେତ୍ ପୁଣି ନିଦ ଲାଗିବା ଆରମ୍ଭ ହୋଇଯାଏ ।

ଚେସ୍ ପ୍ରତିଯୋଗୀ – ସେଥପାଇଁ ଆପଣ ମାତ୍ର ତିନି ଘଣ୍ଟା ଶୋଇଥାନ୍ତି, ସାର୍ ।

ପ୍ରଧାନମନ୍ତ୍ରୀ: ଆପଣଙ୍କ ଭିତରେ ଭୋକ ରହିବା ଦରକାର । କିଛି ନୂଆ, ଆଉ କିଛି କରିବାର ଭୋକ ।

ଚେସ୍ ପ୍ରତିଯୋଗୀ - ଆମେ ସମସ୍ତେ ସେତେବେଳେ ଟୁର୍ଣ୍ଣାମେଣ୍ଟ ଜିତିଥିଲୁ ଏବଂ ଆମେ ବସ୍ ରେ ଆସୁଥିଲୁ, ଏବଂ ଆମେ ଆପଣଙ୍କ ଭାଷଣକୁ ଲାଇଭ୍ ଦେଖୁଥିଲୁ ଏବଂ ଆପଣ ସେଠାରେ ଘୋଷଣା କରିଥିଲେ ଯେ ଭାରତ ବିଶ୍ୱରେ ଦୁଇଟି ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଛି ଏବଂ ଆମେ ସେହି ସମୟରେ ଏକାଠି ବସ୍ ରେ ଥିଲୁ । ଆମେ ବହୁତ ଖୁସି ଯେ ଆପଣ ଭାଷଣରେ, ସମଗ୍ର ବିଶ୍ୱ ସାମ୍ନାରେ ଘୋଷଣା କରିଛନ୍ତି । ମୁଁ ୧୯୯୮ମସିହାରେ ପ୍ରଥମ ଅଲିମ୍ପିଆଡ ଖେଳିଥିଲି ଏବଂ ସେହି ସମୟରେ ଗ୍ୟାରୀ କାସ୍ପାରୋଭ, କାର୍ପୋଭ ସମସ୍ତେ ଖେଳୁଥିଲୁ ଏବଂ ଆମେ ତାଙ୍କର ଅଟୋଗ୍ରାଫ ପାଇବା ପାଇଁ ଦୌଡୁଥିଲୁ । ଭାରତର ମାନ୍ୟତା ବହୁତ ତଳେ ଥିଲା ଏବଂ ଏହି ସମୟରେ ଯେତେବେଳେ ମୁଁ କୋଚ୍ ଭାବରେ ଯାଇଥିଲି ଏବଂ ମୁଁ ଦେଖୁଥିଲି ଯେ ଗୁକେଶ ଆସୁଛନ୍ତି, ବ୍ରହ୍ମାନନ୍ଦ ଆସୁଛନ୍ତି, ଅର୍ଜୁନ ଆସୁଛନ୍ତି, ଦିବ୍ୟା ଆସୁଛନ୍ତି, ହରିକା ଆସୁଛନ୍ତି, ଏବଂ ଲୋକମାନେ ତାଙ୍କ ଅଟୋଗ୍ରାଫ୍ ପାଇବା ପାଇଁ ଦୌଡୁଛନ୍ତି । ତେଣୁ ପରିବର୍ତ୍ତନ ଏବଂ ଆତ୍ମବିଶ୍ୱାସ ନୂଆ ପିଲାଙ୍କ ପାଖକୁ ଆସିଛି । ମୁଁ ଭାବୁଛି ଭାରତ ଏକ ନମ୍ବର ହେବା ଉଚିତ ବୋଲି ଆପଣଙ୍କର ଦୃଷ୍ଟିକୋଣ । ମୁଁ ଭାବୁଛି ଏହା ବଦଳୁଛି, ସାର୍ ।

ଚେସ୍ ଅଂଶଗ୍ରହଣକାରୀ - ଆପଣଙ୍କୁ ବହୁତ ଧନ୍ୟବାଦ, ଆପଣ ଆମେରିକାରେ ଥିଲେ, ଆପଣ ଆମକୁ ଭେଟିବାକୁ ଏତେ କମ୍ ସମୟ ନେଇଥିଲେ, ଆମେ ବହୁତ ଉତ୍ସାହିତ ।

 

ପ୍ରଧାନମନ୍ତ୍ରୀ: ଆପଣମାନେ ମୋ ପାଇଁ ମୂଲ୍ୟବାନ ।

ମୁଁ ଭାବୁଛି ଏହା କେବଳ ଆମ ପାଇଁ ନୁହେଁ, ଏହା ବହୁତ ଗୁରୁତ୍ୱପୂର୍ଣ୍ଣ, ବର୍ତ୍ତମାନ ଖେଳୁଥିବା ବାକି ଚେସ୍ ଖେଳାଳିଙ୍କ ପାଇଁ ଭଲ ଖେଳିବା ନିମନ୍ତେ ଅଧିକ ପ୍ରେରଣା ହେବ ଏବଂ ଯଦି ସେମାନେ ଆସି ଆପଣଙ୍କୁ ଭେଟିବେ, ତେବେ ସେମାନଙ୍କୁ ମଧ୍ୟ ବହୁତ ପ୍ରେରଣା ମିଳିବ ।

ପ୍ରଧାନମନ୍ତ୍ରୀ: ନା, ଏହା ଠିକ୍‌, ବେଳେବେଳେ ଏହା ଦର୍ଶାଏ ଯେ ଆମେ ଏହା କରିପାରିବା, ଆମେ ମଧ୍ୟ କରିପାରିବା । ମୁଁ ମୁଖ୍ୟମନ୍ତ୍ରୀ ଥିବା ବେଳେ ଥରେ ଗୁଜରାଟରେ ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିଥିଲି ।

ଚେସ୍ ଅଂଶଗ୍ରହଣକାରୀ - ଏଥିରେ ୨୦ ହଜାର ଲୋକ ଏକାଠି ହୋଇଥିଲେ ଏବଂ ସେହି ସମୟରେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଚେସ୍ ଖେଳୁନଥିଲେ ।

ପ୍ରଧାନମନ୍ତ୍ରୀ: ନା, ସେତେବେଳେ ଏମାନଙ୍କ ମଧ୍ୟରୁ କିଛି ଜନ୍ମ ହୋଇନଥିଲେ... ତେବେ ମୋଦୀ କ'ଣ କରୁଛନ୍ତି ବୋଲି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ । ମୋତେ ୨୦ ହଜାର ଲୋକ ରହିବା ପାଇଁ ଜାଗା ଦରକାର ଥିଲା, ତେଣୁ ମୁଁ ବହୁତ ବଡ ଟେଣ୍ଟ ନିର୍ମାଣ କରିଥିଲି । ଆମ ଅଫିସରମାନେ ମଧ୍ୟ କହୁଥିଲେ, "ସାର୍‌, ଏଥିପାଇଁ ଏତେ ଖର୍ଚ୍ଚ କାହିଁକି? ମୁଁ କହିଥିଲି ମୁଁ ଏଥିପାଇଁ ଖର୍ଚ୍ଚ କରିବି ।

ଚେସ୍ ଅଂଶଗ୍ରହଣକାରୀ – ସାର୍‌, ଯେତେବେଳେ ଆପଣ ମୋତେ ଏତେ ଉତ୍ସାହିତ କରିଥିଲେ, ମୁଁ ଏତେ ଖୁସି ହେଲି ଯେ ମୁଁ କହିଲି ଯେ ମୋତେ ଚେସ୍ ରେ ଜିତିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିବାକୁ ପଡିବ । ଏବେ ମୋତେ ସବୁବେଳେ ଭାରତ ପାଇଁ ପଦକ ଜିତିବାକୁ ପଡ଼ିବ ଏବଂ ମୁଁ ସେତେବେଳେ ବହୁତ ଖୁସି ଥିଲି ।

ପ୍ରଧାନମନ୍ତ୍ରୀ: ଆପଣ ଏମିତି ହିଁ ଥିଲେ ।

ଚେସ୍ ଅଂଶଗ୍ରହଣକାରୀ - ହଁ । ଆପଣ ସେତେବେଳେ ଆୟୋଜନ କରିଥିଲେ । ସେତେବେଳେ ଅନେକ ଝିଅ ଖେଳିଥିଲେ ।

ପ୍ରଧାନମନ୍ତ୍ରୀ: ୱାଓ । ସେହି ସମୟରେ ଆପଣ ସେଠାକୁ କେମିତି ପହଞ୍ଚିଲେ ।

ଚେସ୍ ଅଂଶଗ୍ରହଣକାରୀ - ସେତେବେଳେ ମୁଁ ଏସିଆନ୍ ଅଣ୍ଡର-୯ ଜିତିଥିଲି, କେହି ଜଣେ ମୋ ମା'ଙ୍କୁ କହିଥିଲେ ଯେ ଗୁଜରାଟରେ ବହୁତ ବଡ଼ ଇଭେଣ୍ଟ ହେଉଛି, ଗାନ୍ଧୀନଗରରେ ସେତେବେଳେ ମୋତେ ଡକାଯାଇଥିଲା ।

ପ୍ରଧାନମନ୍ତ୍ରୀ: ତେଣୁ ମୁଁ ଏହାକୁ ରଖିପାରିବି ନା ।

ଚେସ୍ ଅଂଶଗ୍ରହଣକାରୀ - ହଁ ସାର, । ଏହାକୁ ଫ୍ରେମ୍ କରିବାର ଥିଲା । ଏହାକୁ ଫ୍ରେମ୍ କରି ଦେବାକୁ ଥିଲା ସାର୍ । କିନ୍ତୁ

ପ୍ରଧାନମନ୍ତ୍ରୀ: ନା, ନା, ଚିନ୍ତା କରନାହିଁ, ଏହା ମୋ ପାଇଁ ବହୁତ ଭଲ ସ୍ମୃତି । ଆପଣ ଶାଲ୍ କୁ ଏବେ ରଖିଛନ୍ତି ନା ନାହିଁ ।

ଚେସ୍ ଅଂଶଗ୍ରହଣକାରୀ – ହଁ, ସାର ।

ପ୍ରଧାନମନ୍ତ୍ରୀ: ଆଚ୍ଛା, ମୋତେ ଏହା ବହୁତ ପସନ୍ଦ ଆସିଲା । ଆପଣମାନଙ୍କୁ ମୋର ଶୁଭେଚ୍ଛା । ଆପଣ ପ୍ରଗତି କରନ୍ତୁ ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
PLI, Make in India schemes attracting foreign investors to India: CII

Media Coverage

PLI, Make in India schemes attracting foreign investors to India: CII
NM on the go

Nm on the go

Always be the first to hear from the PM. Get the App Now!
...
Text of PM Modi's address at the Parliament of Guyana
November 21, 2024

Hon’ble Speaker, मंज़ूर नादिर जी,
Hon’ble Prime Minister,मार्क एंथनी फिलिप्स जी,
Hon’ble, वाइस प्रेसिडेंट भरत जगदेव जी,
Hon’ble Leader of the Opposition,
Hon’ble Ministers,
Members of the Parliament,
Hon’ble The चांसलर ऑफ द ज्यूडिशियरी,
अन्य महानुभाव,
देवियों और सज्जनों,

गयाना की इस ऐतिहासिक पार्लियामेंट में, आप सभी ने मुझे अपने बीच आने के लिए निमंत्रित किया, मैं आपका बहुत-बहुत आभारी हूं। कल ही गयाना ने मुझे अपना सर्वोच्च सम्मान दिया है। मैं इस सम्मान के लिए भी आप सभी का, गयाना के हर नागरिक का हृदय से आभार व्यक्त करता हूं। गयाना का हर नागरिक मेरे लिए ‘स्टार बाई’ है। यहां के सभी नागरिकों को धन्यवाद! ये सम्मान मैं भारत के प्रत्येक नागरिक को समर्पित करता हूं।

साथियों,

भारत और गयाना का नाता बहुत गहरा है। ये रिश्ता, मिट्टी का है, पसीने का है,परिश्रम का है करीब 180 साल पहले, किसी भारतीय का पहली बार गयाना की धरती पर कदम पड़ा था। उसके बाद दुख में,सुख में,कोई भी परिस्थिति हो, भारत और गयाना का रिश्ता, आत्मीयता से भरा रहा है। India Arrival Monument इसी आत्मीय जुड़ाव का प्रतीक है। अब से कुछ देर बाद, मैं वहां जाने वाला हूं,

साथियों,

आज मैं भारत के प्रधानमंत्री के रूप में आपके बीच हूं, लेकिन 24 साल पहले एक जिज्ञासु के रूप में मुझे इस खूबसूरत देश में आने का अवसर मिला था। आमतौर पर लोग ऐसे देशों में जाना पसंद करते हैं, जहां तामझाम हो, चकाचौंध हो। लेकिन मुझे गयाना की विरासत को, यहां के इतिहास को जानना था,समझना था, आज भी गयाना में कई लोग मिल जाएंगे, जिन्हें मुझसे हुई मुलाकातें याद होंगीं, मेरी तब की यात्रा से बहुत सी यादें जुड़ी हुई हैं, यहां क्रिकेट का पैशन, यहां का गीत-संगीत, और जो बात मैं कभी नहीं भूल सकता, वो है चटनी, चटनी भारत की हो या फिर गयाना की, वाकई कमाल की होती है,

साथियों,

बहुत कम ऐसा होता है, जब आप किसी दूसरे देश में जाएं,और वहां का इतिहास आपको अपने देश के इतिहास जैसा लगे,पिछले दो-ढाई सौ साल में भारत और गयाना ने एक जैसी गुलामी देखी, एक जैसा संघर्ष देखा, दोनों ही देशों में गुलामी से मुक्ति की एक जैसी ही छटपटाहट भी थी, आजादी की लड़ाई में यहां भी,औऱ वहां भी, कितने ही लोगों ने अपना जीवन समर्पित कर दिया, यहां गांधी जी के करीबी सी एफ एंड्रूज हों, ईस्ट इंडियन एसोसिएशन के अध्यक्ष जंग बहादुर सिंह हों, सभी ने गुलामी से मुक्ति की ये लड़ाई मिलकर लड़ी,आजादी पाई। औऱ आज हम दोनों ही देश,दुनिया में डेमोक्रेसी को मज़बूत कर रहे हैं। इसलिए आज गयाना की संसद में, मैं आप सभी का,140 करोड़ भारतवासियों की तरफ से अभिनंदन करता हूं, मैं गयाना संसद के हर प्रतिनिधि को बधाई देता हूं। गयाना में डेमोक्रेसी को मजबूत करने के लिए आपका हर प्रयास, दुनिया के विकास को मजबूत कर रहा है।

साथियों,

डेमोक्रेसी को मजबूत बनाने के प्रयासों के बीच, हमें आज वैश्विक परिस्थितियों पर भी लगातार नजर ऱखनी है। जब भारत और गयाना आजाद हुए थे, तो दुनिया के सामने अलग तरह की चुनौतियां थीं। आज 21वीं सदी की दुनिया के सामने, अलग तरह की चुनौतियां हैं।
दूसरे विश्व युद्ध के बाद बनी व्यवस्थाएं और संस्थाएं,ध्वस्त हो रही हैं, कोरोना के बाद जहां एक नए वर्ल्ड ऑर्डर की तरफ बढ़ना था, दुनिया दूसरी ही चीजों में उलझ गई, इन परिस्थितियों में,आज विश्व के सामने, आगे बढ़ने का सबसे मजबूत मंत्र है-"Democracy First- Humanity First” "Democracy First की भावना हमें सिखाती है कि सबको साथ लेकर चलो,सबको साथ लेकर सबके विकास में सहभागी बनो। Humanity First” की भावना हमारे निर्णयों की दिशा तय करती है, जब हम Humanity First को अपने निर्णयों का आधार बनाते हैं, तो नतीजे भी मानवता का हित करने वाले होते हैं।

साथियों,

हमारी डेमोक्रेटिक वैल्यूज इतनी मजबूत हैं कि विकास के रास्ते पर चलते हुए हर उतार-चढ़ाव में हमारा संबल बनती हैं। एक इंक्लूसिव सोसायटी के निर्माण में डेमोक्रेसी से बड़ा कोई माध्यम नहीं। नागरिकों का कोई भी मत-पंथ हो, उसका कोई भी बैकग्राउंड हो, डेमोक्रेसी हर नागरिक को उसके अधिकारों की रक्षा की,उसके उज्जवल भविष्य की गारंटी देती है। और हम दोनों देशों ने मिलकर दिखाया है कि डेमोक्रेसी सिर्फ एक कानून नहीं है,सिर्फ एक व्यवस्था नहीं है, हमने दिखाया है कि डेमोक्रेसी हमारे DNA में है, हमारे विजन में है, हमारे आचार-व्यवहार में है।

साथियों,

हमारी ह्यूमन सेंट्रिक अप्रोच,हमें सिखाती है कि हर देश,हर देश के नागरिक उतने ही अहम हैं, इसलिए, जब विश्व को एकजुट करने की बात आई, तब भारत ने अपनी G-20 प्रेसीडेंसी के दौरान One Earth, One Family, One Future का मंत्र दिया। जब कोरोना का संकट आया, पूरी मानवता के सामने चुनौती आई, तब भारत ने One Earth, One Health का संदेश दिया। जब क्लाइमेट से जुड़े challenges में हर देश के प्रयासों को जोड़ना था, तब भारत ने वन वर्ल्ड, वन सन, वन ग्रिड का विजन रखा, जब दुनिया को प्राकृतिक आपदाओं से बचाने के लिए सामूहिक प्रयास जरूरी हुए, तब भारत ने CDRI यानि कोएलिशन फॉर डिज़ास्टर रज़ीलिएंट इंफ्रास्ट्रक्चर का initiative लिया। जब दुनिया में pro-planet people का एक बड़ा नेटवर्क तैयार करना था, तब भारत ने मिशन LiFE जैसा एक global movement शुरु किया,

साथियों,

"Democracy First- Humanity First” की इसी भावना पर चलते हुए, आज भारत विश्वबंधु के रूप में विश्व के प्रति अपना कर्तव्य निभा रहा है। दुनिया के किसी भी देश में कोई भी संकट हो, हमारा ईमानदार प्रयास होता है कि हम फर्स्ट रिस्पॉन्डर बनकर वहां पहुंचे। आपने कोरोना का वो दौर देखा है, जब हर देश अपने-अपने बचाव में ही जुटा था। तब भारत ने दुनिया के डेढ़ सौ से अधिक देशों के साथ दवाएं और वैक्सीन्स शेयर कीं। मुझे संतोष है कि भारत, उस मुश्किल दौर में गयाना की जनता को भी मदद पहुंचा सका। दुनिया में जहां-जहां युद्ध की स्थिति आई,भारत राहत और बचाव के लिए आगे आया। श्रीलंका हो, मालदीव हो, जिन भी देशों में संकट आया, भारत ने आगे बढ़कर बिना स्वार्थ के मदद की, नेपाल से लेकर तुर्की और सीरिया तक, जहां-जहां भूकंप आए, भारत सबसे पहले पहुंचा है। यही तो हमारे संस्कार हैं, हम कभी भी स्वार्थ के साथ आगे नहीं बढ़े, हम कभी भी विस्तारवाद की भावना से आगे नहीं बढ़े। हम Resources पर कब्जे की, Resources को हड़पने की भावना से हमेशा दूर रहे हैं। मैं मानता हूं,स्पेस हो,Sea हो, ये यूनीवर्सल कन्फ्लिक्ट के नहीं बल्कि यूनिवर्सल को-ऑपरेशन के विषय होने चाहिए। दुनिया के लिए भी ये समय,Conflict का नहीं है, ये समय, Conflict पैदा करने वाली Conditions को पहचानने और उनको दूर करने का है। आज टेरेरिज्म, ड्रग्स, सायबर क्राइम, ऐसी कितनी ही चुनौतियां हैं, जिनसे मुकाबला करके ही हम अपनी आने वाली पीढ़ियों का भविष्य संवार पाएंगे। और ये तभी संभव है, जब हम Democracy First- Humanity First को सेंटर स्टेज देंगे।

साथियों,

भारत ने हमेशा principles के आधार पर, trust और transparency के आधार पर ही अपनी बात की है। एक भी देश, एक भी रीजन पीछे रह गया, तो हमारे global goals कभी हासिल नहीं हो पाएंगे। तभी भारत कहता है – Every Nation Matters ! इसलिए भारत, आयलैंड नेशन्स को Small Island Nations नहीं बल्कि Large ओशिन कंट्रीज़ मानता है। इसी भाव के तहत हमने इंडियन ओशन से जुड़े आयलैंड देशों के लिए सागर Platform बनाया। हमने पैसिफिक ओशन के देशों को जोड़ने के लिए भी विशेष फोरम बनाया है। इसी नेक नीयत से भारत ने जी-20 की प्रेसिडेंसी के दौरान अफ्रीकन यूनियन को जी-20 में शामिल कराकर अपना कर्तव्य निभाया।

साथियों,

आज भारत, हर तरह से वैश्विक विकास के पक्ष में खड़ा है,शांति के पक्ष में खड़ा है, इसी भावना के साथ आज भारत, ग्लोबल साउथ की भी आवाज बना है। भारत का मत है कि ग्लोबल साउथ ने अतीत में बहुत कुछ भुगता है। हमने अतीत में अपने स्वभाव औऱ संस्कारों के मुताबिक प्रकृति को सुरक्षित रखते हुए प्रगति की। लेकिन कई देशों ने Environment को नुकसान पहुंचाते हुए अपना विकास किया। आज क्लाइमेट चेंज की सबसे बड़ी कीमत, ग्लोबल साउथ के देशों को चुकानी पड़ रही है। इस असंतुलन से दुनिया को निकालना बहुत आवश्यक है।

साथियों,

भारत हो, गयाना हो, हमारी भी विकास की आकांक्षाएं हैं, हमारे सामने अपने लोगों के लिए बेहतर जीवन देने के सपने हैं। इसके लिए ग्लोबल साउथ की एकजुट आवाज़ बहुत ज़रूरी है। ये समय ग्लोबल साउथ के देशों की Awakening का समय है। ये समय हमें एक Opportunity दे रहा है कि हम एक साथ मिलकर एक नया ग्लोबल ऑर्डर बनाएं। और मैं इसमें गयाना की,आप सभी जनप्रतिनिधियों की भी बड़ी भूमिका देख रहा हूं।

साथियों,

यहां अनेक women members मौजूद हैं। दुनिया के फ्यूचर को, फ्यूचर ग्रोथ को, प्रभावित करने वाला एक बहुत बड़ा फैक्टर दुनिया की आधी आबादी है। बीती सदियों में महिलाओं को Global growth में कंट्रीब्यूट करने का पूरा मौका नहीं मिल पाया। इसके कई कारण रहे हैं। ये किसी एक देश की नहीं,सिर्फ ग्लोबल साउथ की नहीं,बल्कि ये पूरी दुनिया की कहानी है।
लेकिन 21st सेंचुरी में, global prosperity सुनिश्चित करने में महिलाओं की बहुत बड़ी भूमिका होने वाली है। इसलिए, अपनी G-20 प्रेसीडेंसी के दौरान, भारत ने Women Led Development को एक बड़ा एजेंडा बनाया था।

साथियों,

भारत में हमने हर सेक्टर में, हर स्तर पर, लीडरशिप की भूमिका देने का एक बड़ा अभियान चलाया है। भारत में हर सेक्टर में आज महिलाएं आगे आ रही हैं। पूरी दुनिया में जितने पायलट्स हैं, उनमें से सिर्फ 5 परसेंट महिलाएं हैं। जबकि भारत में जितने पायलट्स हैं, उनमें से 15 परसेंट महिलाएं हैं। भारत में बड़ी संख्या में फाइटर पायलट्स महिलाएं हैं। दुनिया के विकसित देशों में भी साइंस, टेक्नॉलॉजी, इंजीनियरिंग, मैथ्स यानि STEM graduates में 30-35 परसेंट ही women हैं। भारत में ये संख्या फोर्टी परसेंट से भी ऊपर पहुंच चुकी है। आज भारत के बड़े-बड़े स्पेस मिशन की कमान महिला वैज्ञानिक संभाल रही हैं। आपको ये जानकर भी खुशी होगी कि भारत ने अपनी पार्लियामेंट में महिलाओं को रिजर्वेशन देने का भी कानून पास किया है। आज भारत में डेमोक्रेटिक गवर्नेंस के अलग-अलग लेवल्स पर महिलाओं का प्रतिनिधित्व है। हमारे यहां लोकल लेवल पर पंचायती राज है, लोकल बॉड़ीज़ हैं। हमारे पंचायती राज सिस्टम में 14 लाख से ज्यादा यानि One point four five मिलियन Elected Representatives, महिलाएं हैं। आप कल्पना कर सकते हैं, गयाना की कुल आबादी से भी करीब-करीब दोगुनी आबादी में हमारे यहां महिलाएं लोकल गवर्नेंट को री-प्रजेंट कर रही हैं।

साथियों,

गयाना Latin America के विशाल महाद्वीप का Gateway है। आप भारत और इस विशाल महाद्वीप के बीच अवसरों और संभावनाओं का एक ब्रिज बन सकते हैं। हम एक साथ मिलकर, भारत और Caricom की Partnership को और बेहतर बना सकते हैं। कल ही गयाना में India-Caricom Summit का आयोजन हुआ है। हमने अपनी साझेदारी के हर पहलू को और मजबूत करने का फैसला लिया है।

साथियों,

गयाना के विकास के लिए भी भारत हर संभव सहयोग दे रहा है। यहां के इंफ्रास्ट्रक्चर में निवेश हो, यहां की कैपेसिटी बिल्डिंग में निवेश हो भारत और गयाना मिलकर काम कर रहे हैं। भारत द्वारा दी गई ferry हो, एयरक्राफ्ट हों, ये आज गयाना के बहुत काम आ रहे हैं। रीन्युएबल एनर्जी के सेक्टर में, सोलर पावर के क्षेत्र में भी भारत बड़ी मदद कर रहा है। आपने t-20 क्रिकेट वर्ल्ड कप का शानदार आयोजन किया है। भारत को खुशी है कि स्टेडियम के निर्माण में हम भी सहयोग दे पाए।

साथियों,

डवलपमेंट से जुड़ी हमारी ये पार्टनरशिप अब नए दौर में प्रवेश कर रही है। भारत की Energy डिमांड तेज़ी से बढ़ रही हैं, और भारत अपने Sources को Diversify भी कर रहा है। इसमें गयाना को हम एक महत्वपूर्ण Energy Source के रूप में देख रहे हैं। हमारे Businesses, गयाना में और अधिक Invest करें, इसके लिए भी हम निरंतर प्रयास कर रहे हैं।

साथियों,

आप सभी ये भी जानते हैं, भारत के पास एक बहुत बड़ी Youth Capital है। भारत में Quality Education और Skill Development Ecosystem है। भारत को, गयाना के ज्यादा से ज्यादा Students को Host करने में खुशी होगी। मैं आज गयाना की संसद के माध्यम से,गयाना के युवाओं को, भारतीय इनोवेटर्स और वैज्ञानिकों के साथ मिलकर काम करने के लिए भी आमंत्रित करता हूँ। Collaborate Globally And Act Locally, हम अपने युवाओं को इसके लिए Inspire कर सकते हैं। हम Creative Collaboration के जरिए Global Challenges के Solutions ढूंढ सकते हैं।

साथियों,

गयाना के महान सपूत श्री छेदी जगन ने कहा था, हमें अतीत से सबक लेते हुए अपना वर्तमान सुधारना होगा और भविष्य की मजबूत नींव तैयार करनी होगी। हम दोनों देशों का साझा अतीत, हमारे सबक,हमारा वर्तमान, हमें जरूर उज्जवल भविष्य की तरफ ले जाएंगे। इन्हीं शब्दों के साथ मैं अपनी बात समाप्त करता हूं, मैं आप सभी को भारत आने के लिए भी निमंत्रित करूंगा, मुझे गयाना के ज्यादा से ज्यादा जनप्रतिनिधियों का भारत में स्वागत करते हुए खुशी होगी। मैं एक बार फिर गयाना की संसद का, आप सभी जनप्रतिनिधियों का, बहुत-बहुत आभार, बहुत बहुत धन्यवाद।