Quote“Credit of India being one of the oldest living civilizations in the world goes to the saint tradition and sages of India”
Quote“Sant Tukaram’s Abhangs are giving us energy as we move keeping in sync with our cultural values”
Quote“Spirit of Sabka Saath, Sabka Vikas. Sabka Vishwas and Sabka Prayas is inspired by our great saint traditions”
Quote“Welfare of Dalit, deprived, backwards, tribals, workers are the first priority of the country today”
Quote“Today when modern technology and infrastructure are becoming synonymous with India's development, we are making sure that both development and heritage move forward together”

ଶ୍ରୀ ବିଠଲାୟ ନମ

ନମୋ ସଦଗୁରୁ, ତୁକୟା ଜ୍ଞାନଦୀପା । ନମୋ ସଦଗୁରୁ, ସଚ୍ଚିଦାନନ୍ଦ ରୁପା । । ନମୋ ସଦଗୁରୁ, ଭକ୍ତ-କଲ୍ୟାଣ ମୂର୍ତ୍ତି । ନମୋ ସଦଗୁରୁ ଭାସ୍କରା ପୂର୍ଣ୍ଣ କୀର୍ତ୍ତି । । ମସ୍ତକ ହେ ପାୟାୱାରୀ । ୟା ୱାର୍କରୀ ସନ୍ତାଚ୍ୟା । । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଶ୍ରୀ ଅଜିତ ପାୱାର ଜୀ, ବିରୋଧୀ ଦଳ ନେତା ଶ୍ରୀ ଦେବେନ୍ଦ୍ର ଫଡ଼ନବୀସ ଜୀ, ପୂର୍ବତନ ମନ୍ତ୍ରୀ ଶ୍ରୀ ଚନ୍ଦ୍ରକାନ୍ତ ପାଟିଲ ଜୀ, ୱାର୍କରୀ ସନ୍ଥ ଶ୍ରୀ ମୁରଲୀ ବାବା କୁରେକର ଜୀ, ଜଗଦଗୁରୁ ଶ୍ରୀ ସନ୍ଥ ତୁକାରାମ ମହାରାଜ ସଂସ୍ଥାନର ଅଧ୍ୟକ୍ଷ ନୀତିନ ମୋରେ ଜୀ, ଆଧ୍ୟାତ୍ମିକ ଅଘାଡ଼ିର ଅଧ୍ୟକ୍ଷ ଆଚାର୍ଯ୍ୟ ଶ୍ରୀ ତୁଷାର ଭୋସଲେ ଜୀ, ଏଠାରେ ଉପସ୍ଥିତ ସନ୍ଥ ଗଣ, ମହିଳାମାନେ ଏବଂ ଭଦ୍ର ଲୋକମାନେ ।

ଭଗବାନ ବିଠଲ ଏବଂ ସମସ୍ତ ୱାର୍କରୀ ସନ୍ଥଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ! ଆମର ଶାସ୍ତ୍ରରେ କୁହାଯାଇଛି ଯେ ମନୁଷ୍ୟ ଜନ୍ମରେ ସବୁଠାରୁ ଦୁର୍ଲ୍ଲଭ ହେଉଛି ସନ୍ଥଙ୍କର ସତସଙ୍ଗ ହେବା । ଯଦି ସାଧୁମାନଙ୍କର କୃପା ଅନୁଭବ ହୋଇଯିବ ତେବେ ଈଶ୍ୱରଙ୍କ ଅନୁଭୂତି ସ୍ୱୟଂ ଭାବରେ ହୋଇ ଯାଇଥାଏ । ଆଜି ଦେହୁର ପ୍ରବିତ୍ର ଏହି ପୃଷ୍ଠଭୂମିକୁ ଆସିବାର ସୌଭାଗ୍ୟ ମିଳିଛି ଏବଂ ମୁଁ ମଧ୍ୟ ଏଠାରେ ସମାନ ଅନୁଭବ କରୁଛି । ଦେହୁ, ସନ୍ଥ ଶିରୋମଣି ଜଗଦଗୁରୁ ତୁକାରାମ ଜୀଙ୍କର ଜନ୍ମସ୍ଥାନ ମଧ୍ୟ ଅଟେ ଏବଂ କର୍ମକ୍ଷେତ୍ର ମଧ୍ୟ ଅଟେ । ଧନ୍ୟ ଏହି ଦେହୁ ଗାଁ ଯାହାକି ପୂଣ୍ୟଭୂମିର ସ୍ଥାନ । ଏଠାରେ ନାଂଦେ ଦେବ ପାଣ୍ଡୁରଙ୍ଗ ଅଛନ୍ତି । ସେହି କ୍ଷେତ୍ରର ଲୋକମାନେ ଧନ୍ୟ, ସେମାନେ ଭାଗବ୍ୟନ । ଉଚ୍ଚସ୍ୱରରେ ପଢ଼ନ୍ତୁ, ଉଚ୍ଚସ୍ୱରରେ କୁହୁନ୍ତ । ଦେହୁରେ ଭଗବାନ ପାଣ୍ଡୁରଙ୍ଗଙ୍କର ନିତ୍ୟ ନିବାସ ମଧ୍ୟ ଅଛି, ଏବଂ ଏଠାରେ ଥିବା ପ୍ରତ୍ୟେକ ଲୋକ ନିଜଜେ ମଧ୍ୟ ଭକ୍ତି ଭାବରେ ଓତୋପ୍ରୋତ ଭାବରେ ସନ୍ଥ ସ୍ୱରୂପ ହିଁ ଅଟନ୍ତି । ଏହି ଅର୍ଥରେ ମୁଁ ଦେହୁର ସମସ୍ତ ନାଗରିକମାନଙ୍କୁ, ମୋର ମା’ଏବଂ ଭଉଣୀମାନଙ୍କୁ ଆଦରପୂର୍ବକ ନମସ୍କାର କରୁଛି। ବର୍ତ୍ତମାନ କିଛିମାସ ପୂର୍ବେ ମୋତେ ପାଲଖି ମାର୍ଗରେ ଦୁଇଟି ଜାତୀୟ ରାଜପଥକୁ ଚାରି ଲେନ କରିବା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାର ସୁଯୋଗ ମିଳିଥିଲା । ଶ୍ରୀ ସନ୍ଥ ଜ୍ଞାନେଶ୍ୱର ମହାରାଜ ପାଲଖେ ମାର୍ଗର ନିର୍ମାଣ ପାଞ୍ଚଟି ପର୍ଯ୍ୟାୟରେ ହେବ ଏବଂ ସନ୍ଥ ତୁକାରାମ ମହାରାଜ ପାଲଖେ ମାର୍ଗର ନିର୍ମାଣ ତିନିଟି ପର୍ଯ୍ୟାୟରେ ଶେଷ କରାଯିବ । ଏହି ସମସ୍ତ ପର୍ଯ୍ୟାୟରେ ୩୫ଠ କିଲୋମିଟରରୁ ଅଧିକ ରାଜପଥ ନିର୍ମାଣ ହେବ ଏବଂ ଏହା ଉପରେ ୧୧ ହଜାର କୋଟି ଟଙ୍କାରୁ ମଧ୍ୟ ଅଧିକ ଖର୍ଚ୍ଚ କରାଯିବ । ଏହି ପ୍ରୟାସଗୁଡ଼ିକ ଦ୍ୱାରା ଏହି ଅଞ୍ଚଳର ବିକାଶକୁ ମଧ୍ୟ ତ୍ୱରାନ୍ୱିତ କରାଯାଇ ପାରିବ । ଆଜି ମୋର ସୌଭାଗ୍ୟ ଯୋଗୁ ଏହି ପବିତ୍ର ଶିଳା ମନ୍ଦିରର ଲୋକାର୍ପଣ ପାଇଁ ମୋତେ ଦେହୁକୁ ଆସିବାର ସୌଭାଗ୍ୟ ମିଳିଲା । ଯେଉଁ ଶିଳା ଉପରେ ସନ୍ଥ ତୁକାରାମ ଜୀ ନିଜେ ୧୩ ଦିନ ପର୍ଯ୍ୟନ୍ତ ତପସ୍ୟା କରିଥିଲେ, ସେହି ଶିଳା ଯାହା ସନ୍ଥ ତୁକାରାମ ଜୀଙ୍କର ଜ୍ଞାନ ଏବଂ ବୈରାଗ୍ୟର ସାକ୍ଷୀ ହୋଇଛି, ମୁଁ ମାନୁଛି ଯେ, ଏହା କେବଳ ଶିଳା ନୁହେଁ, ଏହା ଭକ୍ତି ଏବଂ ଜ୍ଞାନର ଆଧାର ଶିଳାର ସ୍ୱରୂପ ଅଟେ । ଦେହୁର ପଥର ମନ୍ଦିର କେବଳ ଭକ୍ତିର ଶକ୍ତିର ଏକ କେନ୍ଦ୍ର ନୁହେଁ, ବରଂ ଭାରତର ସାଂସ୍କୃତିକ ଭବିଷ୍ୟତକୁ ମଧ୍ୟ ସୁଦୃଢ଼ କରିଥାଏ । ଏହି ପବିତ୍ର ସ୍ଥାନର ପୁନଃ ନିର୍ମାଣ କରିବା ପାଇଁ ମୁଁ ମନ୍ଦିର ସ୍ଥାପନ କରିବା ପାଇଁ ସମସ୍ତ ଭକ୍ତଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି, କୃତଜ୍ଞତା ଜଣାଉଛି । ଜଗଦଗୁରୁ ସନ୍ଥ ତୁକାରାମ ଜୀଙ୍କର ଗାଥାକୁ ଯିଏ ସମ୍ବର୍ଦ୍ଧନ କରିଥିଲେ ସାନ୍ତା ଜୀ ମହାରାଜ ଜଗନାଡ଼େ ଜୀ ତାଙ୍କର ସ୍ଥାନ ମଧ୍ୟ ନିକଟରେ ଅଛି । ମୁଁ ସେମାନଙ୍କୁ ମଧ୍ୟ ନମସ୍କାର କରୁଛି ।

|

 

|

 

|

 

|

ସାଥୀମାନେ,

ଏହି ସମୟରେ ଦେଶ ନିଜର ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଆମେ ଗର୍ବିତ ଯେ ଆମେ ଦୁନିଆର ପ୍ରାଚୀନତମ ଜୀବନ୍ତ ସଭ୍ୟତା ମଧ୍ୟରେ ଅନ୍ୟତମ । ଏହାର ଶ୍ରେୟ ଯଦି କାହାକୁ ଯାଉଛି ତାହା କେବଳ ଭାରତର ସନ୍ଥ ପରମ୍ପରାକୁ, ଭାରତର ଋଷି ମୁନିମାନଙ୍କୁ । ଭାରତ ସଶକ୍ତ ଅଟେ କାରଣ ଭାରତ ସାଧୁସନ୍ଥଙ୍କର ଭୂମି ଅଟେ । ପ୍ରତ୍ୟେକ ଯୁଗରେ ଆମର ଏଠାରେ ଦେଶ ଏବଂ ସମାଜକୁ ଦିଗଦର୍ଶନ ଦେବା ପାଇଁ କିଛି ମହାନ ଆତ୍ମା ଅବତରଣ କରିଛନ୍ତି । ଆଜି ଦେଶ ସନ୍ଥ କବୀର ଦାସଙ୍କ ଜନ୍ମବାର୍ଷିକୀ ପାଳନ କରୁଛି । ଏହି ସନ୍ଥ ଜ୍ଞାନେଶ୍ୱର ମହାରାଜ, ସନ୍ଥ ନିବୃତ୍ତିନାଥ ମହାରାଜ, ସନ୍ଥ ସୋପାଙ୍ଗ ଦେବ ଏବଂ ଭଉଣୀ ଆଦି-ଶକ୍ତି ମୁକ୍ତାବାଈଙ୍କ ଭଳି ସାଧୁମାନଙ୍କର ସମାଧିର ୭୨୫ତମ ବର୍ଷ ମଧ୍ୟ ଅଟେ । ଏହିପରି ମହାନ ବ୍ୟକ୍ତିତ୍ୱମାନେ ଆମର ଶାସ୍ୱତକୁ ସୁରକ୍ଷିତ ରଖି ଭାରତକୁ ଗତିଶୀଳ କରିଛନ୍ତି । ସନ୍ଥ ତୁକାରାମ ଜୀଙ୍କୁ ବାହିଣାବାଈଙ୍କ ଦ୍ୱାରା ସାଧୁସନ୍ଥଙ୍କ ମନ୍ଦିରର କଳସ କୁହାଯାଏ । ସେ ବହୁତ କଷ୍ଟରେ ଏବଂ ଅସୁବିଧାରେ ତାଙ୍କର ପୂର୍ଣ୍ଣ ଜୀବନ ବିତାଇଥିଲେ । ତାଙ୍କ ସମୟରେ ସେ ଦୁର୍ଭିକ୍ଷ ଭଳି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ସଂସାରରେ ସେ ଭୋକ ଦେଖିଛନ୍ତି, ଅନାହାର ଦେଖିଛନ୍ତି । ଦୁଃଖ ଏବଂ ଯନ୍ତ୍ରଣାର ଏପରି ଚକ୍ରରେ, ଯେତେବେଳେ ଲୋକମାନେ ଆଶା ଛାଡ଼ି ଦିଅନ୍ତି ସେତେବେଳେ ସନ୍ଥ ତୁକାରାମ ଜୀ କେବଳ ସମାଜ ପାଇଁ ନୁହେଁ, ବରଂ ଭବିଷ୍ୟତ ପାଇଁ ମଧ୍ୟ ଆଶାର କିରଣ ଭାବରେ ଉଭା ହୋଇଥିଲେ! ସେ ନିଜ ପରିବାରର ସମ୍ପତ୍ତିକୁ ଲୋକଙ୍କ ସେବାରେ ଉତ୍ସର୍ଗ କରିଥିଲେ । ଏହି ଶିଳା ତାଙ୍କର ସେହି ବଳିଦାନ ଏବଂ ତ୍ୟାଗର ସାକ୍ଷୀ ଅଟେ ।

|

 

|

 

|

ସାଥୀମାନେ,

ସନ୍ଥ ତୁକାରାମ ଜୀଙ୍କ ଦୟା, କରୁଣା ଏବଂ ସେବାର ଭାବନା ତାଙ୍କ ‘ଅଭଙ୍ଗୋ’ ଆକାରରେ ଆଜି ମଧ୍ୟ ଆମ ପାଖରେ ରହିଛି । ଏହି ‘ଅଭଙ୍ଗୋ’ ଆମର ପିଢ଼ିକୁ ପ୍ରେରଣା ଦେଇଛି । ଯାହା ଭାଙ୍ଗି ନାହିଁ ସେ ସମୟ ସହିତ ଶାସ୍ୱତ ଏବଂ ପ୍ରାସଙ୍ଗିକ ରହିଥାଏ, ତାହା ‘ଅଭଙ୍ଗୋ’ ଅଟେ । ଆଜି ବି ଯେତେବେଳେ ଦେଶ ଏହାର ସାଂସ୍କୃତିକ ମୂଲ୍ୟବୋଧ ଆଧାରରେ ଆଗକୁ ବଢ଼ୁଛି ସେତେବେଳେ ସନ୍ଥ ତୁକାରାମ ଜୀଙ୍କ ‘ଅଭଙ୍ଗୋ’ ଆମକୁ ଶକ୍ତି ପ୍ରଦାନ କରୁଛି ଏବଂ ଆମକୁ ପଥ ଦେଖାଉଛି । ସନ୍ଥ ନାମ ଦେବ, ସନ୍ଥ ଏକନାଥ, ସନ୍ଥ ସାବତା ମହାରାଜ, ସନ୍ଥ ନରହରି ମହାରାଜ, ସନ୍ଥ ସେନା ମହାରାଜ, ସନ୍ଥ ଗୋରୋବା-କାକା, ସନ୍ଥ ଚୋଖାମେଲା ଏମାନଙ୍କର ପ୍ରାଚୀନ ‘ଅଭଙ୍ଗୋ’ଗୁଡ଼ିକ ଆମକୁ ପ୍ରତିଦିନ ନୂଆ ପ୍ରେରଣା ଦେଇଥାଏ । ଆଜି ଏଠାରେ ସନ୍ଥ ଚୋଖାମେଲା ଏବଂ ତାଙ୍କ ପରିବାରଙ୍କ ଦ୍ୱାରା ରଚିତ ‘ଅଭଙ୍ଗୋ’ ଗାଥର ଲୋକାର୍ପଣ କରିବାର ସୌଭାଗ୍ୟ ମୋତେ ମିଳିଛି । ଏହି ଅର୍ଥପୂର୍ଣ୍ଣ ‘ଅଭଙ୍ଗୋ’ ଗାଥାରେ ସାଧୁ ପରିବାରର ୫ଠଠରୁ ଅଧିକ ଅଭଙ୍ଗୋ ରଚନାଗୁଡ଼ିକ ସହଜ ଭାଷାରେ ଅର୍ଥ ସହିତ କୁହାଯାଇଛି ।

|

ଭାଇ ଓ ଭଉଣୀମାନେ,

ସନ୍ଥ ତୁକାରାମ ଜୀ କହୁଥିଲେ- ଉଁଚ ନୀଚ କାହୀ ନେଣେ ଭଗବଂତ । । ଅର୍ଥାତ, ସମାଜରେ ଉଚ୍ଚ ନୀଚର ଭେଦଭାବ, ମଣିଷ ମଣିଷ ମଧ୍ୟରେ ପାର୍ଥକ୍ୟ କରିବା ଏକ ବଡ଼ ପାପ ଅଟେ । ତାଙ୍କର ଏହି ଉପଦେଶ ଯେତିକି ଜରୁରୀ ଭଗବତ ପ୍ରାପ୍ତ କରିବା, ତାଙ୍କର ସେତିକି ମହତ୍ତ୍ୱପୂର୍ଣ୍ଣ ରାଷ୍ଟ୍ରଭକ୍ତି ପାଇଁ ମଧ୍ୟ ଅଟେ, ସମାଜ ଭକ୍ତି ପାଇଁ ମଧ୍ୟ ଅଟେ । ଏହି ବାର୍ତ୍ତା ସହିତ ଆମର ୱାର୍କରୀ ଭାଇ ଓ ଭଉଣୀମାନେ ପ୍ରତିବର୍ଷ ପଂଢ଼ରପୁରର ଯାତ୍ରା କରନ୍ତି । ସେଥିପାଇଁ ଆଜି ଦେଶ ସବକା ସାଥ, ସବକା ବିକାଶ, ସବକା ପ୍ରୟାସର ମନ୍ତ୍ରରେ ଚାଲିଛି । ଭେଦଭାବ ନ କରି ସରକାରଙ୍କ ପ୍ରତ୍ୟେକ ଯୋଜନାର ଲାଭ ସମସ୍ତଙ୍କୁ ମିଳିପାରୁଛି । ଆନେ୍ଦାଳନର ଭାବନାକୁ ସଶକ୍ତ କରିବା ସହ ଦେଶ ମହିଳା ସଶକ୍ତିକରଣ ପାଇଁ ନିରନ୍ତର ଉଦ୍ୟମ କରୁଛି । ଆମର ଭଉଣୀମାନେ, ପୁରୁଷମାନଙ୍କ ସହିତ ସମାନ ଶକ୍ତିର ସହିତ ଗତି କରୁଛନ୍ତି ।

ପଂଢ଼ରୀ, ସୁଯୋଗର ଏବଂ ସମାନତାର ପ୍ରତୀକ ରହିଅଛି ।

ସାଥୀମାନେ,

ସନ୍ଥ ତୁକାରାମ ବି କହୁଥିଲେ- ଜେ କା ରଂଜଲେ ଗଂଜଲେ, ତ୍ୟାଂସୀ ମହ୍ଣେ ଜୋ ଆପୁଲେ । ତୋଚି ସାଧୁ ଓଲଖାୱା, ଦେବ ତେଥେ-ଜାଣୱା । । ଅର୍ଥାତ ସମାଜର ଅନ୍ତିମ ପଂକ୍ତିରେ ବସିଥିବା ବ୍ୟକ୍ତିଙ୍କୁ ଆପଣାଇବା, ତାଙ୍କର କଲ୍ୟାଣ କରିବା, ଏହି ସବୁ ସନ୍ଥଙ୍କର ଲକ୍ଷଣ ଅଟେ । ଏହା ଆଜି ଦେଶ ପାଇଁ ଅନ୍ତ୍ୟୋଦୟର ସଂକଳ୍ପ ଅଟେ । ଯେଭଳି ଯାହାକୁ ନେଇ ଦେଶ ଆଗକୁ ବଢୁଛି । ଦଳିତ, ବଂଚିତ, ପଛୁଆବର୍ଗ, ଆଦିବାସୀ, ଗରିବ, ମଜଦୁର ଏମାନଙ୍କ କଲ୍ୟାଣ ଆଜି ଦେଶର ପ୍ରଥମ ପ୍ରାଥମିକତା ଅଟେ ।

|

ଭାଇ ଏବଂ ଭଉଣୀମାନେ,

ସାଧୁମାନେ ନିଜେ ଏପରି ଏକ ଶକ୍ତି ହୋଇଥାନ୍ତି, ଯାହା ଭିନ୍ନ ଭିନ୍ନ ସ୍ଥିତି - ପରିସ୍ଥିତିଗୁଡ଼ିକ ମଧ୍ୟରେ ସମାଜକୁ ଗତି ଦେବାରେ ସମ୍ମୁଖକୁ ଆସିଥାନ୍ତି । ଆପଣ ଦେଖନ୍ତୁ, ଛତ୍ରପତି ଶିବାଜୀ ମହାରାଜଙ୍କ ଭଳି ରାଷ୍ଟ୍ର ନାୟକଙ୍କ ଜୀବନରେ ମଧ୍ୟ ତୁକାରାମ ଜୀଙ୍କ ଭଳି ସନ୍ଥଙ୍କର ମଧ୍ୟ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସ୍ୱାଧୀନତାର ସଂଗ୍ରାମରେ ବୀର ସାବରକର ଜୀଙ୍କୁ ଯେତେବେଳେ ଦଣ୍ଡ ମିଳିଥିଲା, ସେତେବେଳେ ଜେଲରେ ସେ ହାତକଡ଼ିରେ ଥିବାବେଳେ ଚିପଲି ଭଳି ବଜାଇବା ସମୟରେ ତୁକାରାମ ଜୀଙ୍କ ‘ଅଭଙ୍ଗୋ’ ଗୀତ ଗାଉଥିଲେ । ବିଭିନ୍ନ ଯୁଗରେ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱଙ୍କ ପାଇଁ, ସମସ୍ତଙ୍କ ପାଇଁ, ସନ୍ଥ ତୁକାରାମ ଜୀଙ୍କ ପାଇଁ ଏବଂ ଶକ୍ତି ସେତିକି ପ୍ରେରଣାଦାୟକ ରହିଆସିଛି । ସାଧୁମାନଙ୍କର ଏମିତି ମହିମା ରହିଛି, ଯେଉଁଥିପାଇଁ ଏହାକୁ ‘ନେତି-ନେତି’ କୁହାଯାଇଛି ।

ସାଥୀମାନେ,

ତୁକାରାମ ଜୀଙ୍କର ଏହି ପଥର ମନ୍ଦିରରେ ପ୍ରଣାମ କରିବା ପରେ ବର୍ତ୍ତମାନ ଆଷାଢ଼ରେ ପଂଢ଼ରପୁର ଜୀଙ୍କ ଯାତ୍ରା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ସେ ମହାରାଷ୍ଟ୍ରର ପଂଢ଼ରପୁର ଯାତ୍ରା ହେଉ କିମ୍ବା ଓଡ଼ିଶାରେ ପ୍ରଭୁ ଜଗନ୍ନାଥଙ୍କ ଯାତ୍ରା, ମଥୁରାରେ ବ୍ରିଜର ପରିକ୍ରମା କିମ୍ବା କାଶୀରେ ପଞ୍ଚକାଶୀ ପରିକ୍ରମା ହେଉ! ସେ ଚାରିଧାମ ଯାତ୍ରା ହେଉ କିମ୍ବା ଅମରନାଥ ଯାତ୍ରା ହେଉ, ଏହି ଯାତ୍ରାଗୁଡ଼ିକ ଆମର ସାମାଜିକ ଏବଂ ଆଧ୍ୟାତ୍ମିକ ଗତିଶୀଳତା ପାଇଁ ଶକ୍ତିର ଉତ୍ସ ହୋଇଥାଏ । ଏହି ଯାତ୍ରାଗୁଡ଼ିକ ମାଧ୍ୟମରେ ଆମର ସାଧୁମାନେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଭାବନାକୁ ଜୀବନ୍ତ ରଖିଛନ୍ତି । ବିବିଧତା ସତ୍ତ୍ୱେ ମଧ୍ୟ, ଭାରତ ହଜାର ହଜାର ବର୍ଷ ଧରି ଏକ ରାଷ୍ଟ୍ର ଭାବରେ ଜାଗ୍ରତ ରହିଛି, କାରଣ ଏଭଳି ଯାତ୍ରା ଆମର ବିବିଧତାକୁ ଯୋଡ଼ିପାରିଛି ।

|

ଭାଇ ଏବଂ ଭଉଣୀମାନେ,

ଆମର ଜାତୀୟ ଏକତାକୁ ମଜବୁତ କରିବା ପାଇଁ ଆଜି ଆମର ପ୍ରାଚୀନ ପରିଚୟ ଏବଂ ପରମ୍ପରାକୁ ଜୀବନ୍ତ ରଖିବା ଆମର ଦାୟିତ୍ୱ ଅଟେ । ସେଥିପାଇଁ ଆଜି ଯେତେବେଳେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଭିତ୍ତିଭୂମି ଭାରତର ବିକାଶ ସହିତ ସମକକ୍ଷ ହେବାକୁ ଯାଉଛି, ସେତେବେଳେ ଆମେ ନିଶ୍ଚିତ କରୁଛୁ ଯେ ଉଭୟ ବିକାଶ ଏବଂ ଐତିହ୍ୟ ଏକତ୍ରିତ ହୋଇ ଆଗକୁ ବଢ଼ନ୍ତୁ । ଆଜି ପଂଢ଼ରପୁର ପାଲକୀ ମାର୍ଗକୁ ଆଧୁନିକୀକରଣ କରାଯାଉଛି ଏବଂ ଚାରିଧାମ ଯାତ୍ରା ପାଇଁ ନୂତନ ରାଜପଥ ମଧ୍ୟ ନିର୍ମାଣ କରାଯାଉଛି । ଆଜି ଅଯୋଧ୍ୟାରେ ଏକ ବିଶାଳ ରାମ ମନ୍ଦିର ମଧ୍ୟ ନିର୍ମାଣ କରାଯାଉଛି, କାଶୀ ବିଶ୍ୱନାଥ ଧାମ କମ୍ଲେକ୍ସ ମଧ୍ୟ ଏହାର ନୂତନ ରୂପରେ ଉପସ୍ଥିତ ଅଛି ଏବଂ ସୋମନାଥ ଜୀଙ୍କ ଠାରେ ବିକାଶର ମହାନ କାର୍ଯ୍ୟ କରାଯାଉଛି । ସାରା ଦେଶରେ ପ୍ରସାଦ ଯୋଜନା ଅଧିନରେ ତୀର୍ଥସ୍ଥାନ ଏବଂ ପର୍ଯ୍ୟଟନ ସ୍ଥାନଗୁଡ଼ିକର ବିକାଶ କରାଯାଉଛି । ମହର୍ଷି ବାଲ୍ମିକୀ ରାମାୟଣରେ ପ୍ରଭୁ ରାମଚନ୍ଦ୍ରଙ୍କ ସହ ଜଡ଼ିତ ସ୍ଥାନଗୁଡ଼ିକ ସମ୍ପର୍କରେ ଯେମିତି କହିଛନ୍ତି ସେହିଭଳି ଭାବରେ ରାମାୟଣ ସର୍କିଟ ଆକାରରେ ତାହାର ମଧ୍ୟ ବିକାଶ କରାଯାଉଛି । ଏହି ଆଠ ବର୍ଷରେ ବାବା ସାହେବ ଆମ୍ବେଦକରଙ୍କ ମଧ୍ୟ ୫ଟି ତୀର୍ଥଯାତ୍ରା ମଧ୍ୟ ବିକଶିତ ହୋଇଛି । ସେ ମହୁରେ ବାବା ସାହେବଙ୍କ ଜନ୍ମ ସ୍ଥାନର ବିକାଶ ହେଉ, ସେ ଲଣ୍ଡନରେ ଯେଉଁଠି ରହି ଅଧ୍ୟୟନ କରୁଥିଲେ ସେହି ଘରକୁ ଏକ ସ୍ମାରକୀରେ ପରିଣତ କରିବା ହେଉ, ମୁମ୍ବାଇର ଚୈତନ୍ୟ ଭୂମିର କାର୍ଯ୍ୟ ହେଉ, ନାଗପୁରରେ ଦୀକ୍ଷାଭୂମିକୁ ଏକ ଆନ୍ତର୍ଜାତିକ ସ୍ତରରେ ବିକାଶ କରିବାର କାର୍ଯ୍ୟ ହେଉ, ଦିଲ୍ଲୀର ମହାପରିନିର୍ବାଣ ସ୍ଥଳରେ ଏକ ସ୍ମାରକୀ ନିର୍ମାଣ ହେଉ, ଏହି ପଞ୍ଚତୀର୍ଥ ନୂତନ ପିଢ଼ିକୁ ବାବା ସାହେବଙ୍କ ସ୍ମୃତି ସହିତ ନିରନ୍ତର ଭାବେ ପରିଚିତ କରାଉଛି ।

|

ସାଥୀମାନେ,

ସନ୍ଥ ତୁକାରାମ ଜୀ କହୁଥିଲେ- ଅସାଧ୍ୟ ତେ ସାଧ୍ୟ କରିତା ସାୟାସ । କାରଣ ଅଭ୍ୟାସ, ତୁକା ମ୍ହଣେ । । ଅର୍ଥାତ, ଯଦି ସମସ୍ତଙ୍କର ପ୍ରୟାସ ସଠିକ ଦିଗରେ କରାଯାଏ ତେବେ ଅସମ୍ଭବକୁ ମଧ୍ୟ ହାସଲ କରିବା ସମ୍ଭବ ହୋଇ ପାରିଥାଏ । ସ୍ୱାଧୀନତାର ୭୫ତମ ବର୍ଷରେ ଆଜି ଦେଶ ଶତ ପ୍ରତିଶତ ଲକ୍ଷ୍ୟ ପୂରଣ କରିବାକୁ ନିଷ୍ପତ୍ତି ନେଇଛି । ଦେଶର ଗରିବଙ୍କ ପାଇଁ ଯେଉଁ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରୁଛନ୍ତି ସେମାନଙ୍କୁ ବିଦୁତ, ଜଳ, ଘର ଏବଂ ଚିକିତ୍ସା ଭଳି ଜୀବନର ମୌଳିକ ଆବଶ୍ୟକତା ସହିତ ସଂଯୋଗ କରି ଆମକୁ ଶତ ପ୍ରତିଶତ ଲୋକଙ୍କ ପାଖରେ ପହଂଚାଇବାକୁ ପଡ଼ିବ । ସେହିଭଳି ଭାବରେ ଦେଶ ପରିବେଶ, ଜଳ ସଂରକ୍ଷଣ ଏବଂ ନଦୀ ସଂରକ୍ଷଣ ଭଳି ଅଭିଯାନ ଆରମ୍ଭ କରିଛି । ଏକ ସୁସ୍ଥ ଏବଂ ସୁସ୍ଥ ଭାରତ ପାଇଁ ଆମେ ପ୍ରତିଶ୍ରୁତି ନେଇଛୁ । ଆମକୁ ଏହି ସଂକଳ୍ପଗୁଡ଼ିକୁ ମଧ୍ୟ ଶତ ପ୍ରତିଶତ ପୂରଣ କରିବାକୁ ପଡ଼ିବ । ଏଥିପାଇଁ ସମସ୍ତଙ୍କର ପ୍ରୟାସ, ସମସ୍ତଙ୍କର ଭାଗିଦାରିତାର ମଧ୍ୟ ଆବଶ୍ୟକତା ରହିଛି । ଆମେ ସମସ୍ତେ ଦେଶ ପାଇଁ ସେବା କରିବାର ଏହି ଦାୟିତ୍ୱଗୁଡ଼ିକୁ ଆମର ଆଧ୍ୟାତ୍ମିକ ସଂକଳ୍ପଗୁଡ଼ିକର ଏକ ଅଂଶ କରିବା, ତେବେ ଯାଇ ଦେଶ ସେତିକି ପରିମାଣରେ ଲାଭବାନ ହେବ । ଆମେ ପ୍ଲାଷ୍ଟିକମୁକ୍ତ ପାଇଁ ଏକ ସଂକଳ୍ପ ନେବା, ଆମ ନିକଟରେ ଥିବା ହ୍ରଦ, ପୋଖରୀକୁ ସଫା ରଖିବା ପାଇଁ ପ୍ରତିଶ୍ରୁତି ନେବା, ତେବେ ପରିବେଶର ସୁରକ୍ଷା ହୋଇପାରିବ । ଅମୃତ ମହୋତ୍ସବରେ ଦେଶ ମଧ୍ୟ ପ୍ରତ୍ୟେକ ଜିଲ୍ଲାରେ ୭୫ ଅମୃତ ସରୋବର ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛି । ଏହି ଅମୃତ ସରୋବରକୁ ଆପଣ ସମସ୍ତ ସାଧୁମାନଙ୍କର ଆଶୀର୍ବାଦ ମିଳିଗଲେ, ତାହାର ନିର୍ମାଣରେ ଆପଣଙ୍କର ସହଯୋଗ ମିଳିଲେ ତେବେ ଯାଇ ଏହି କାର୍ଯ୍ୟର ଗତି ଆହୁରି ବୃଦ୍ଧି ପାଇବ । ବର୍ତ୍ତମାନ ଦେଶ ପ୍ରାକୃତିକ ଚାଷକୁ ଏକ ଅଭିଯାନ ଭାବରେ ଆଗକୁ ନେଉଛି । ଏହି ପ୍ରୟାସ ୱାର୍କରୀ ସାଧୁମାନଙ୍କ ଆଦର୍ଶ ସହିତ ଜଡ଼ିତ । ପ୍ରତ୍ୟେକ ଚାଷକୁ ଆମେ କିପରି ପ୍ରାକୃତିକ ଚାଷ ପର୍ଯ୍ୟନ୍ତ ନେଇପାରିବା ସେଥିପାଇଁ ଆମକୁ ଏକାଠି କାମ କରିବାକୁ ପଡ଼ିବ । ଆଗାମୀ କିଛିଦିନ ମଧ୍ୟରେ ଅନ୍ତର୍ଜାତୀୟ ଯୋଗ ଦିବସ ମଧ୍ୟ ଆସିବାକୁ ଯାଉଛି । ଆଜି, ଯୋଗ ଜଗତରେ ଉତ୍ସାହ ବଢୁଛି, ତାହା କେବଳ ଆମର ସାଧୁ ସନ୍ଥମାନଙ୍କର ଉପହାର । ମୋତେ ବିଶ୍ୱାସ ଅଛି ଯେ ଆପଣ ସମସ୍ତେ ଯୋଗ ଦିବସକୁ ସମ୍ପୂର୍ଣ୍ଣ ଉତ୍ସାହର ସହିତ ପାଳନ କରିବେ ଏବଂ ଦେଶ ପ୍ରତି ଏହି କର୍ତ୍ତବ୍ୟ ପାଳନ କରିବା ସହିତ ଆପଣ ନୂତନ ଭାରତର ସ୍ୱପ୍ନକୁ ପୂରଣ କରିବେ । ଏହି ଭାବନା ସହିତ, ମୁଁ ମୋର କଥାକୁ ବିରାମ ଦେଉଛି ଏବଂ ମୋତେ ଆଜି ଯେଉଁ ସୁଯୋଗ ଦେଇଥିଲେ, ଯେଉଁ ସମ୍ମାନ ଦେଲେ ସେଥିପାଇଁ ଆପଣ ସମସ୍ତଙ୍କ ନିକଟରେ ମୁଁ ମୁଣ୍ଡ ନୁଅାଁଇ ଅଭିନନ୍ଦନ ଜଣାଉଛି, ଧନ୍ୟବାଦ କରୁଛି ।

ଜୟ-ଜୟ ରାମକୃଷ୍ଣ ହରି । ଜୟ-ଜୟ ରାମକୃଷ୍ଣ ହରି । ହର ହର ମହାଦେବ

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Namo Drone Didi, Kisan Drones & More: How India Is Changing The Agri-Tech Game

Media Coverage

Namo Drone Didi, Kisan Drones & More: How India Is Changing The Agri-Tech Game
NM on the go

Nm on the go

Always be the first to hear from the PM. Get the App Now!
...
In future leadership, SOUL's objective should be to instill both the Steel and Spirit in every sector to build Viksit Bharat: PM
February 21, 2025
QuoteThe School of Ultimate Leadership (SOUL) will shape leaders who excel nationally and globally: PM
QuoteToday, India is emerging as a global powerhouse: PM
QuoteLeaders must set trends: PM
QuoteIn future leadership, SOUL's objective should be to instill both the Steel and Spirit in every sector to build Viksit Bharat: PM
QuoteIndia needs leaders who can develop new institutions of global excellence: PM
QuoteThe bond forged by a shared purpose is stronger than blood: PM

His Excellency,

भूटान के प्रधानमंत्री, मेरे Brother दाशो शेरिंग तोबगे जी, सोल बोर्ड के चेयरमैन सुधीर मेहता, वाइस चेयरमैन हंसमुख अढ़िया, उद्योग जगत के दिग्गज, जो अपने जीवन में, अपने-अपने क्षेत्र में लीडरशिप देने में सफल रहे हैं, ऐसे अनेक महानुभावों को मैं यहां देख रहा हूं, और भविष्य जिनका इंतजार कर रहा है, ऐसे मेरे युवा साथियों को भी यहां देख रहा हूं।

साथियों,

कुछ आयोजन ऐसे होते हैं, जो हृदय के बहुत करीब होते हैं, और आज का ये कार्यक्रम भी ऐसा ही है। नेशन बिल्डिंग के लिए, बेहतर सिटिजन्स का डेवलपमेंट ज़रूरी है। व्यक्ति निर्माण से राष्ट्र निर्माण, जन से जगत, जन से जग, ये किसी भी ऊंचाई को प्राप्त करना है, विशालता को पाना है, तो आरंभ जन से ही शुरू होता है। हर क्षेत्र में बेहतरीन लीडर्स का डेवलपमेंट बहुत जरूरी है, और समय की मांग है। और इसलिए The School of Ultimate Leadership की स्थापना, विकसित भारत की विकास यात्रा में एक बहुत महत्वपूर्ण और बहुत बड़ा कदम है। इस संस्थान के नाम में ही ‘सोल’ है, ऐसा नहीं है, ये भारत की सोशल लाइफ की soul बनने वाला है, और हम लोग जिससे भली-भांति परिचित हैं, बार-बार सुनने को मिलता है- आत्मा, अगर इस सोल को उस भाव से देखें, तो ये आत्मा की अनुभूति कराता है। मैं इस मिशन से जुड़े सभी साथियों का, इस संस्थान से जुड़े सभी महानुभावों का हृदय से बहुत-बहुत अभिनंदन करता हूं। बहुत जल्द ही गिफ्ट सिटी के पास The School of Ultimate Leadership का एक विशाल कैंपस भी बनकर तैयार होने वाला है। और अभी जब मैं आपके बीच आ रहा था, तो चेयरमैन श्री ने मुझे उसका पूरा मॉडल दिखाया, प्लान दिखाया, वाकई मुझे लगता है कि आर्किटेक्चर की दृष्टि से भी ये लीडरशिप लेगा।

|

साथियों,

आज जब The School of Ultimate Leadership- सोल, अपने सफर का पहला बड़ा कदम उठा रहा है, तब आपको ये याद रखना है कि आपकी दिशा क्या है, आपका लक्ष्य क्या है? स्वामी विवेकानंद ने कहा था- “Give me a hundred energetic young men and women and I shall transform India.” स्वामी विवेकानंद जी, भारत को गुलामी से बाहर निकालकर भारत को ट्रांसफॉर्म करना चाहते थे। और उनका विश्वास था कि अगर 100 लीडर्स उनके पास हों, तो वो भारत को आज़ाद ही नहीं बल्कि दुनिया का नंबर वन देश बना सकते हैं। इसी इच्छा-शक्ति के साथ, इसी मंत्र को लेकर हम सबको और विशेषकर आपको आगे बढ़ना है। आज हर भारतीय 21वीं सदी के विकसित भारत के लिए दिन-रात काम कर रहा है। ऐसे में 140 करोड़ के देश में भी हर सेक्टर में, हर वर्टिकल में, जीवन के हर पहलू में, हमें उत्तम से उत्तम लीडरशिप की जरूरत है। सिर्फ पॉलीटिकल लीडरशिप नहीं, जीवन के हर क्षेत्र में School of Ultimate Leadership के पास भी 21st सेंचुरी की लीडरशिप तैयार करने का बहुत बड़ा स्कोप है। मुझे विश्वास है, School of Ultimate Leadership से ऐसे लीडर निकलेंगे, जो देश ही नहीं बल्कि दुनिया की संस्थाओं में, हर क्षेत्र में अपना परचम लहराएंगे। और हो सकता है, यहां से ट्रेनिंग लेकर निकला कोई युवा, शायद पॉलिटिक्स में नया मुकाम हासिल करे।

साथियों,

कोई भी देश जब तरक्की करता है, तो नेचुरल रिसोर्सेज की अपनी भूमिका होती ही है, लेकिन उससे भी ज्यादा ह्यूमेन रिसोर्स की बहुत बड़ी भूमिका है। मुझे याद है, जब महाराष्ट्र और गुजरात के अलग होने का आंदोलन चल रहा था, तब तो हम बहुत बच्चे थे, लेकिन उस समय एक चर्चा ये भी होती थी, कि गुजरात अलग होकर के क्या करेगा? उसके पास कोई प्राकृतिक संसाधन नहीं है, कोई खदान नहीं है, ना कोयला है, कुछ नहीं है, ये करेगा क्या? पानी भी नहीं है, रेगिस्तान है और उधर पाकिस्तान है, ये करेगा क्या? और ज्यादा से ज्यादा इन गुजरात वालों के पास नमक है, और है क्या? लेकिन लीडरशिप की ताकत देखिए, आज वही गुजरात सब कुछ है। वहां के जन सामान्य में ये जो सामर्थ्य था, रोते नहीं बैठें, कि ये नहीं है, वो नहीं है, ढ़िकना नहीं, फलाना नहीं, अरे जो है सो वो। गुजरात में डायमंड की एक भी खदान नहीं है, लेकिन दुनिया में 10 में से 9 डायमंड वो है, जो किसी न किसी गुजराती का हाथ लगा हुआ होता है। मेरे कहने का तात्पर्य ये है कि सिर्फ संसाधन ही नहीं, सबसे बड़ा सामर्थ्य होता है- ह्यूमन रिसोर्स में, मानवीय सामर्थ्य में, जनशक्ति में और जिसको आपकी भाषा में लीडरशिप कहा जाता है।

21st सेंचुरी में तो ऐसे रिसोर्स की ज़रूरत है, जो इनोवेशन को लीड कर सकें, जो स्किल को चैनेलाइज कर सकें। आज हम देखते हैं कि हर क्षेत्र में स्किल का कितना बड़ा महत्व है। इसलिए जो लीडरशिप डेवलपमेंट का क्षेत्र है, उसे भी नई स्किल्स चाहिए। हमें बहुत साइंटिफिक तरीके से लीडरशिप डेवलपमेंट के इस काम को तेज गति से आगे बढ़ाना है। इस दिशा में सोल की, आपके संस्थान की बहुत बड़ी भूमिका है। मुझे ये जानकर अच्छा लगा कि आपने इसके लिए काम भी शुरु कर दिया है। विधिवत भले आज आपका ये पहला कार्यक्रम दिखता हो, मुझे बताया गया कि नेशनल एजुकेशन पॉलिसी के effective implementation के लिए, State Education Secretaries, State Project Directors और अन्य अधिकारियों के लिए वर्क-शॉप्स हुई हैं। गुजरात के चीफ मिनिस्टर ऑफिस के स्टाफ में लीडरशिप डेवलपमेंट के लिए चिंतन शिविर लगाया गया है। और मैं कह सकता हूं, ये तो अभी शुरुआत है। अभी तो सोल को दुनिया का सबसे बेहतरीन लीडरशिप डेवलपमेंट संस्थान बनते देखना है। और इसके लिए परिश्रम करके दिखाना भी है।

साथियों,

आज भारत एक ग्लोबल पावर हाउस के रूप में Emerge हो रहा है। ये Momentum, ये Speed और तेज हो, हर क्षेत्र में हो, इसके लिए हमें वर्ल्ड क्लास लीडर्स की, इंटरनेशनल लीडरशिप की जरूरत है। SOUL जैसे Leadership Institutions, इसमें Game Changer साबित हो सकते हैं। ऐसे International Institutions हमारी Choice ही नहीं, हमारी Necessity हैं। आज भारत को हर सेक्टर में Energetic Leaders की भी जरूरत है, जो Global Complexities का, Global Needs का Solution ढूंढ पाएं। जो Problems को Solve करते समय, देश के Interest को Global Stage पर सबसे आगे रखें। जिनकी अप्रोच ग्लोबल हो, लेकिन सोच का एक महत्वपूर्ण हिस्सा Local भी हो। हमें ऐसे Individuals तैयार करने होंगे, जो Indian Mind के साथ, International Mind-set को समझते हुए आगे बढ़ें। जो Strategic Decision Making, Crisis Management और Futuristic Thinking के लिए हर पल तैयार हों। अगर हमें International Markets में, Global Institutions में Compete करना है, तो हमें ऐसे Leaders चाहिए जो International Business Dynamics की समझ रखते हों। SOUL का काम यही है, आपकी स्केल बड़ी है, स्कोप बड़ा है, और आपसे उम्मीद भी उतनी ही ज्यादा हैं।

|

साथियों,

आप सभी को एक बात हमेशा- हमेशा उपयोगी होगी, आने वाले समय में Leadership सिर्फ Power तक सीमित नहीं होगी। Leadership के Roles में वही होगा, जिसमें Innovation और Impact की Capabilities हों। देश के Individuals को इस Need के हिसाब से Emerge होना पड़ेगा। SOUL इन Individuals में Critical Thinking, Risk Taking और Solution Driven Mindset develop करने वाला Institution होगा। आने वाले समय में, इस संस्थान से ऐसे लीडर्स निकलेंगे, जो Disruptive Changes के बीच काम करने को तैयार होंगे।

साथियों,

हमें ऐसे लीडर्स बनाने होंगे, जो ट्रेंड बनाने में नहीं, ट्रेंड सेट करने के लिए काम करने वाले हों। आने वाले समय में जब हम Diplomacy से Tech Innovation तक, एक नई लीडरशिप को आगे बढ़ाएंगे। तो इन सारे Sectors में भारत का Influence और impact, दोनों कई गुणा बढ़ेंगे। यानि एक तरह से भारत का पूरा विजन, पूरा फ्यूचर एक Strong Leadership Generation पर निर्भर होगा। इसलिए हमें Global Thinking और Local Upbringing के साथ आगे बढ़ना है। हमारी Governance को, हमारी Policy Making को हमने World Class बनाना होगा। ये तभी हो पाएगा, जब हमारे Policy Makers, Bureaucrats, Entrepreneurs, अपनी पॉलिसीज़ को Global Best Practices के साथ जोड़कर Frame कर पाएंगे। और इसमें सोल जैसे संस्थान की बहुत बड़ी भूमिका होगी।

साथियों,

मैंने पहले भी कहा कि अगर हमें विकसित भारत बनाना है, तो हमें हर क्षेत्र में तेज गति से आगे बढ़ना होगा। हमारे यहां शास्त्रों में कहा गया है-

यत् यत् आचरति श्रेष्ठः, तत् तत् एव इतरः जनः।।

यानि श्रेष्ठ मनुष्य जैसा आचरण करता है, सामान्य लोग उसे ही फॉलो करते हैं। इसलिए, ऐसी लीडरशिप ज़रूरी है, जो हर aspect में वैसी हो, जो भारत के नेशनल विजन को रिफ्लेक्ट करे, उसके हिसाब से conduct करे। फ्यूचर लीडरशिप में, विकसित भारत के निर्माण के लिए ज़रूरी स्टील और ज़रूरी स्पिरिट, दोनों पैदा करना है, SOUL का उद्देश्य वही होना चाहिए। उसके बाद जरूरी change और रिफॉर्म अपने आप आते रहेंगे।

|

साथियों,

ये स्टील और स्पिरिट, हमें पब्लिक पॉलिसी और सोशल सेक्टर्स में भी पैदा करनी है। हमें Deep-Tech, Space, Biotech, Renewable Energy जैसे अनेक Emerging Sectors के लिए लीडरशिप तैयार करनी है। Sports, Agriculture, Manufacturing और Social Service जैसे Conventional Sectors के लिए भी नेतृत्व बनाना है। हमें हर सेक्टर्स में excellence को aspire ही नहीं, अचीव भी करना है। इसलिए, भारत को ऐसे लीडर्स की जरूरत होगी, जो Global Excellence के नए Institutions को डेवलप करें। हमारा इतिहास तो ऐसे Institutions की Glorious Stories से भरा पड़ा है। हमें उस Spirit को revive करना है और ये मुश्किल भी नहीं है। दुनिया में ऐसे अनेक देशों के उदाहरण हैं, जिन्होंने ये करके दिखाया है। मैं समझता हूं, यहां इस हॉल में बैठे साथी और बाहर जो हमें सुन रहे हैं, देख रहे हैं, ऐसे लाखों-लाख साथी हैं, सब के सब सामर्थ्यवान हैं। ये इंस्टीट्यूट, आपके सपनों, आपके विजन की भी प्रयोगशाला होनी चाहिए। ताकि आज से 25-50 साल बाद की पीढ़ी आपको गर्व के साथ याद करें। आप आज जो ये नींव रख रहे हैं, उसका गौरवगान कर सके।

साथियों,

एक institute के रूप में आपके सामने करोड़ों भारतीयों का संकल्प और सपना, दोनों एकदम स्पष्ट होना चाहिए। आपके सामने वो सेक्टर्स और फैक्टर्स भी स्पष्ट होने चाहिए, जो हमारे लिए चैलेंज भी हैं और opportunity भी हैं। जब हम एक लक्ष्य के साथ आगे बढ़ते हैं, मिलकर प्रयास करते हैं, तो नतीजे भी अद्भुत मिलते हैं। The bond forged by a shared purpose is stronger than blood. ये माइंड्स को unite करता है, ये passion को fuel करता है और ये समय की कसौटी पर खरा उतरता है। जब Common goal बड़ा होता है, जब आपका purpose बड़ा होता है, ऐसे में leadership भी विकसित होती है, Team spirit भी विकसित होती है, लोग खुद को अपने Goals के लिए dedicate कर देते हैं। जब Common goal होता है, एक shared purpose होता है, तो हर individual की best capacity भी बाहर आती है। और इतना ही नहीं, वो बड़े संकल्प के अनुसार अपनी capabilities बढ़ाता भी है। और इस process में एक लीडर डेवलप होता है। उसमें जो क्षमता नहीं है, उसे वो acquire करने की कोशिश करता है, ताकि औऱ ऊपर पहुंच सकें।

साथियों,

जब shared purpose होता है तो team spirit की अभूतपूर्व भावना हमें गाइड करती है। जब सारे लोग एक shared purpose के co-traveller के तौर पर एक साथ चलते हैं, तो एक bonding विकसित होती है। ये team building का प्रोसेस भी leadership को जन्म देता है। हमारी आज़ादी की लड़ाई से बेहतर Shared purpose का क्या उदाहरण हो सकता है? हमारे freedom struggle से सिर्फ पॉलिटिक्स ही नहीं, दूसरे सेक्टर्स में भी लीडर्स बने। आज हमें आज़ादी के आंदोलन के उसी भाव को वापस जीना है। उसी से प्रेरणा लेते हुए, आगे बढ़ना है।

साथियों,

संस्कृत में एक बहुत ही सुंदर सुभाषित है:

अमन्त्रं अक्षरं नास्ति, नास्ति मूलं अनौषधम्। अयोग्यः पुरुषो नास्ति, योजकाः तत्र दुर्लभः।।

यानि ऐसा कोई शब्द नहीं, जिसमें मंत्र ना बन सके। ऐसी कोई जड़ी-बूटी नहीं, जिससे औषधि ना बन सके। कोई भी ऐसा व्यक्ति नहीं, जो अयोग्य हो। लेकिन सभी को जरूरत सिर्फ ऐसे योजनाकार की है, जो उनका सही जगह इस्तेमाल करे, उन्हें सही दिशा दे। SOUL का रोल भी उस योजनाकार का ही है। आपको भी शब्दों को मंत्र में बदलना है, जड़ी-बूटी को औषधि में बदलना है। यहां भी कई लीडर्स बैठे हैं। आपने लीडरशिप के ये गुर सीखे हैं, तराशे हैं। मैंने कहीं पढ़ा था- If you develop yourself, you can experience personal success. If you develop a team, your organization can experience growth. If you develop leaders, your organization can achieve explosive growth. इन तीन वाक्यों से हमें हमेशा याद रहेगा कि हमें करना क्या है, हमें contribute करना है।

|

साथियों,

आज देश में एक नई सामाजिक व्यवस्था बन रही है, जिसको वो युवा पीढी गढ़ रही है, जो 21वीं सदी में पैदा हुई है, जो बीते दशक में पैदा हुई है। ये सही मायने में विकसित भारत की पहली पीढ़ी होने जा रही है, अमृत पीढ़ी होने जा रही है। मुझे विश्वास है कि ये नया संस्थान, ऐसी इस अमृत पीढ़ी की लीडरशिप तैयार करने में एक बहुत ही महत्वपूर्ण भूमिका निभाएगा। एक बार फिर से आप सभी को मैं बहुत-बहुत शुभकामनाएं देता हूं।

भूटान के राजा का आज जन्मदिन होना, और हमारे यहां यह अवसर होना, ये अपने आप में बहुत ही सुखद संयोग है। और भूटान के प्रधानमंत्री जी का इतने महत्वपूर्ण दिवस में यहां आना और भूटान के राजा का उनको यहां भेजने में बहुत बड़ा रोल है, तो मैं उनका भी हृदय से बहुत-बहुत आभार व्यक्त करता हूं।

|

साथियों,

ये दो दिन, अगर मेरे पास समय होता तो मैं ये दो दिन यहीं रह जाता, क्योंकि मैं कुछ समय पहले विकसित भारत का एक कार्यक्रम था आप में से कई नौजवान थे उसमें, तो लगभग पूरा दिन यहां रहा था, सबसे मिला, गप्पे मार रहा था, मुझे बहुत कुछ सीखने को मिला, बहुत कुछ जानने को मिला, और आज तो मेरा सौभाग्य है, मैं देख रहा हूं कि फर्स्ट रो में सारे लीडर्स वो बैठे हैं जो अपने जीवन में सफलता की नई-नई ऊंचाइयां प्राप्त कर चुके हैं। ये आपके लिए बड़ा अवसर है, इन सबके साथ मिलना, बैठना, बातें करना। मुझे ये सौभाग्य नहीं मिलता है, क्योंकि मुझे जब ये मिलते हैं तब वो कुछ ना कुछ काम लेकर आते हैं। लेकिन आपको उनके अनुभवों से बहुत कुछ सीखने को मिलेगा, जानने को मिलेगा। ये स्वयं में, अपने-अपने क्षेत्र में, बड़े अचीवर्स हैं। और उन्होंने इतना समय आप लोगों के लिए दिया है, इसी में मन लगता है कि इस सोल नाम की इंस्टीट्यूशन का मैं एक बहुत उज्ज्वल भविष्य देख रहा हूं, जब ऐसे सफल लोग बीज बोते हैं तो वो वट वृक्ष भी सफलता की नई ऊंचाइयों को प्राप्त करने वाले लीडर्स को पैदा करके रहेगा, ये पूरे विश्वास के साथ मैं फिर एक बार इस समय देने वाले, सामर्थ्य बढ़ाने वाले, शक्ति देने वाले हर किसी का आभार व्यक्त करते हुए, मेरे नौजवानों के लिए मेरे बहुत सपने हैं, मेरी बहुत उम्मीदें हैं और मैं हर पल, मैं मेरे देश के नौजवानों के लिए कुछ ना कुछ करता रहूं, ये भाव मेरे भीतर हमेशा पड़ा रहता है, मौका ढूंढता रहता हूँ और आज फिर एक बार वो अवसर मिला है, मेरी तरफ से नौजवानों को बहुत-बहुत शुभकामनाएं।

बहुत-बहुत धन्यवाद।