Quote"ଭାରତୀୟ କୃଷି ପରମ୍ପରାରେ ବିଜ୍ଞାନ ଓ ତର୍କକୁ ପ୍ରାଥମିକତା ଦିଆଯାଇଛି"
Quote"ଭାରତରେ ଏହାର ଐତିହ୍ୟ ଉପରେ ଆଧାରିତ କୃଷି ଶିକ୍ଷା ଓ ଗବେଷଣାର ଏକ ସୁଦୃଢ଼ ବ୍ୟବସ୍ଥା ରହିଛି"
Quote"ଭାରତ ଆଜି ଏକ ଖାଦ୍ୟ ବଳକା ଦେଶ"
Quote"ଏକ ସମୟ ଥିଲା ଯେତେବେଳେ ଭାରତର ଖାଦ୍ୟ ନିରାପତ୍ତା ଏକ ବିଶ୍ୱସ୍ତରୀୟ ଚିନ୍ତାର ବିଷୟ ଥିଲା, ଆଜି ଭାରତ ବିଶ୍ୱ ଖାଦ୍ୟ ଏବଂ ପୋଷଣ ନିରାପତ୍ତା ପାଇଁ ସମାଧାନ ପ୍ରଦାନ କରୁଛି’
Quote“ବିଶ୍ୱ ବନ୍ଧୁ” ଭାବେ ବିଶ୍ୱ କଲ୍ୟାଣ କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ
Quote'ଗୋଟିଏ ପୃଥିବୀ, ଗୋଟିଏ ପରିବାର ଓ ଗୋଟିଏ ଭବିଷ୍ୟତ' ର ସାମଗ୍ରିକ ଆଭିମୁଖ୍ୟ ମାଧ୍ୟମରେ ହିଁ ସ୍ଥାୟୀ କୃଷି ଓ ଖାଦ୍ୟ ବ୍ୟବସ୍ଥା ସମ୍ମୁଖରେ ଥିବା ଆହ୍ୱାନ ଗୁଡିକର ମୁକାବିଲା କରାଯାଇପାରିବ’
Quoteକ୍ଷୁଦ୍ର କୃଷକମାନେ ହିଁ ଭାରତର ଖାଦ୍ୟ ନିରାପତ୍ତାର ସବୁଠାରୁ ବଡ଼ ଶକ୍ତି

କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ, ଅନ୍ତର୍ଜାତୀୟ କୃଷି ଅର୍ଥନୀତି ସମ୍ମିଳନୀର ସଭାପତି ଡ. ମତିନ କାଇମ୍‌,ନୀତି ଆୟୋଗର ସଦସ୍ୟ ଶ୍ରୀ ରମେଶ ଜୀ,ଭାରତ ଏବଂ ଅନ୍ୟ ଦେଶର କୃଷି ବୈଜ୍ଞାନିକଗଣ, ଗବେଷଣା ସହ ଜଡ଼ିତ ବିଭିନ୍ନ ବିଶ୍ୱବିଦ୍ୟାଳୟର ଆମର ସହକର୍ମୀ,କୃଷି କ୍ଷେତ୍ର ସହ ଜଡ଼ିତ ବିଶେଷଜ୍ଞ ଏବଂ ଅଂଶୀଦାର, ମହିଳା ଏବଂ ଭଦ୍ରବ୍ୟକ୍ତିମାନେ,

ମୁଁ ଖୁସି ଯେ ୬୫ ବର୍ଷ ପରେ ଆଇସିଏଇର ଏହି ସମ୍ମିଳନୀ ଭାରତରେ ପୁନର୍ବାର ଆୟୋଜନ କରାଯାଉଛି। ଆପଣ ବିଶ୍ୱର ବିଭିନ୍ନ ଦେଶରୁ ଭାରତକୁ ଆସିଛନ୍ତି । ଭାରତର ୧୨୦ନିୟୁତ କୃଷକଙ୍କୁ ଆପଣମାନଙ୍କୁ ସ୍ୱାଗତ । ଭାରତର୩୦ନିୟୁତରୁ ଅଧିକ ମହିଳା କୃଷକଙ୍କୁ ତରଫରୁ ଆପଣମାନଙ୍କୁ ସ୍ୱାଗତ । ଦେଶର ୩୦ନିୟୁତ ମତ୍ସ୍ୟଜୀବୀଙ୍କୁ ସ୍ୱାଗତ । ଦେଶର ୮୦ନିୟୁତରୁ ଅଧିକ ପଶୁ ଚାଷୀଙ୍କ ପକ୍ଷରୁ ଆପଣମାନଙ୍କୁ ସ୍ୱାଗତ । ଆପଣ ଏପରି ଏକ ଦେଶରେ ଅଛନ୍ତି ଯେଉଁଠାରେ ୫୫୦ନିୟୁତ ପଶୁ ଅଛନ୍ତି । ଭାରତ ଏକ କୃଷିପ୍ରଧାନ ଦେଶ, ଜୀବପ୍ରେମୀ ଭାରତକୁ ଆପଣଙ୍କୁ ସ୍ୱାଗତ, ଅଭିନନ୍ଦନ ।

 

|

ସାଥିମାନେ,

ଭାରତ ଯେତିକି ପ୍ରାଚୀନ, ସେତିକି ପ୍ରାଚୀନ ହେଉଛି କୃଷି ଏବଂ ଆମର ଖାଦ୍ୟକୁ ନେଇ ମାନ୍ୟତା ରହିଛି । ଆମର ଅନୁଭୂତି ମଧ୍ୟ ରହିଛି ଏବଂ ଭାରତୀୟ କୃଷି ପରମ୍ପରାରେ ବିଜ୍ଞାନ ଓ ତର୍କକୁ ପ୍ରାଥମିକତା ଦିଆଯାଇଛି । ଆଜିକାଲି ଦୁନିଆରେ ଖାଦ୍ୟ ଓ ପୋଷଣକୁ ନେଇ ଅନେକ ଚିନ୍ତା ରହିଛି । କିନ୍ତୁ ହଜାର ହଜାର ବର୍ଷ ପୂର୍ବେ ଆମ ଶାସ୍ତ୍ରରେ ଏହା କୁହାଯାଇଛି- ଅନ୍ନଂ ହି ଭୂସାନା, ଜ୍ୟେଷ୍ଟମ,ସର୍ବୋଷଧିଂ ଭଚ୍ୟତେ, ଅର୍ଥାତ୍ ସମସ୍ତ ପଦାର୍ଥ ମଧ୍ୟରୁ ଅନ୍ନ ଶ୍ରେଷ୍ଠ,ସେଥିପାଇଁ ଖାଦ୍ୟକୁ ସମସ୍ତ ଔଷଧର ରୂପ,ଏହାର ମୂଳ କୁହାଯାଏ । ଆମ ଅନ୍ନକୁ ଔଷଧୀୟ ପ୍ରଭାବ ସହିତ ବ୍ୟବହାର କରିବା ପାଇଁ ସମ୍ପୂର୍ଣ୍ଣ ଆୟୁର୍ବେଦ ବିଜ୍ଞାନ ଅଛି। ଏହି ପାରମ୍ପରିକ ଜ୍ଞାନ ପ୍ରଣାଳୀ ଭାରତର ସାମାଜିକ ଜୀବନର ଏକ ଅଂଶ ଅଟେ ।

ସାଥିମାନେ,

ଜୀବନ ଏବଂ ଖାଦ୍ୟକୁ ନେଇ,ହଜାର ହଜାର ବର୍ଷ ପୂର୍ବର ଏହା ହେଉଛି ଭାରତୀୟ ଜ୍ଞାନ । ଏହି ଜ୍ଞାନ ବଳରେ ଭାରତରେ କୃଷିର ବିକାଶ ହୋଇଛି । ଭାରତର ପ୍ରାୟ ୨ହଜାର ବଷଁ ପୂର୍ବରୁ କୃଷି ପରାଶର ନାମରେ ଯେଉଁ ଗ୍ରନ୍ଥ ଲେଖାଯାଇଥିଲା, ତାହା ସମଗ୍ର ମାନବ ଇତିହାସର ଧରୋହର ଅଟେ । ଏହା ହେଉଛି ବୈଜ୍ଞାନିକ ଚାଷର ଏକ ବ୍ୟାପକ ଦସ୍ତାବିଜ, ଯାହାର ବର୍ତ୍ତମାନ ଅନୁବାଦିତ ସଂସ୍କରଣ ଉପଲବ୍ଧ ଅଛି । ଏଭଳି ଅନେକ ବିଷୟକୁ ଏହି ପୁସ୍ତକରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି । ଏହି ପରମ୍ପରାକୁ ଆଗକୁ ବଢ଼ାଇବା ପାଇଁ ଭାରତରେ କୃଷି ସମ୍ବନ୍ଧୀୟ ଶିକ୍ଷା ଓ ଗବେଷଣାର ଏକ ସୁଦୃଢ଼ ପରିବେଶ ସୃଷ୍ଟି ହୋଇଛି । ଭାରତୀୟ କୃଷି ଗବେଷଣା ପରିଷଦର ଶତାଧିକ ଗବେଷଣା ପ୍ରତିଷ୍ଠାନ ରହିଛି । କୃଷି ଓ ଆନୁଷଙ୍ଗିକ ବିଷୟର ଅଧ୍ୟୟନ ପାଇଁ ଭାରତରେ ୫୦୦ରୁ ଅଧିକ କଲେଜ ରହିଛି । ଭାରତରେ ୭୦୦ରୁ ଅଧିକ କୃଷି ବିଜ୍ଞାନ କେନ୍ଦ୍ର ରହିଛି, ଯାହା କୃଷକମାନଙ୍କ ପାଖରେ ନୂତନ ଜ୍ଞାନକୌଶଳ ଆଣିବାରେ ସହାୟକ ହୋଇଥାଏ ।

ସାଥିମାନେ,

ଭାରତୀୟ କୃଷିର ଆଉ ଏକ ବୈଶିଷ୍ଟ୍ୟ ରହିଛି । ଭାରତରେ ଏବେ ମଧ୍ୟ ଆମେ ଛଅଟି ଋତୁକୁ ଦୃଷ୍ଟିରେ ରଖି ସବୁ କିଛି ଯୋଜନା କରିଥାଉ । ଆମର ଏଠାରେ ପନ୍ଦରଟି କୃଷି ଜଳବାୟୁ ଅଞ୍ଚଳର ଆମର ନିଜର ସ୍ୱତନ୍ତ୍ରତା ରହିଛି । ଭାରତରେ କିଛି ଶହେ କିଲୋମିଟର ଯାତ୍ରା କରିବେ ତେବେ ସେଠାରେ ଚାଷ କାମ ବଦଳିଯାଇଥାଏ । ସମତଳ ଅଞ୍ଚଳର ଚାଷ ଅଲଗା ଅଲଗା ... । ହିମାଳୟର ଚାଷ ଭିନ୍ନ... ଶୁଖିଲା ... ଶୁଖିଲା ମରୁଭୂମି ଚାଷ ଭିନ୍ନ... ଯେଉଁଠି ପାଣି କମ୍ ରହିଥାଏ ସେଠାରେ ଚାଷ ଅଲଗା... ଏବଂ ଉପକୂଳବର୍ତ୍ତୀ ଅଞ୍ଚଳର ଚାଷ ଭିନ୍ନ ଅଟେ । ଏହି ବିବିଧତା ଭାରତକୁ ବିଶ୍ୱ ଖାଦ୍ୟର ନିରାପତ୍ତା ପାଇଁ ଏକ ଆଶାର କିରଣ ରେ ପରିଣତ କରିଛି ।

 

|

ସାଥିମାନେ,

ଗତଥର ପାଇଁ ଯେତେବେଳେ ଏଠାରେ ଆଇସିଏଇ ସମ୍ମିଳନୀ ଏଠାରେ ଅନୁଷ୍ଠିତ ହୋଇଥିଲା, ସେତେବେଳେ ଭାରତକୁ ନୂତନ ସ୍ୱାଧୀନତା ମିଳିଥିଲା । ଖାଦ୍ୟ ନିରାପତ୍ତା ଠାରୁ ଆରମ୍ଭ କରି ଭାରତ କୃଷି କ୍ଷେତ୍ର ପାଇଁ ଏକ ଚ୍ୟାଲେଞ୍ଜିଂର ସମୟ ଥିଲା । ଆଜି ଭାରତ, ଏକ ଖାଦ୍ୟ ବଳକା ଦେଶ । ଆଜି ଭାରତ ଦୁଗ୍ଧ,ଡାଲି ଏବଂ ମସଲା ଉତ୍ପାଦନରେ ସବୁଠାରୁ ବଡ଼ ଦେଶ । ଭାରତଖାଦ୍ୟ ଶସ୍ୟ, ଫଳ, ପନିପରିବା, କପା, ଚିନି, ଚା, ମାଛ ଚାଷ...ସେମାନେ ହେଉଛନ୍ତି ଦ୍ୱିତୀୟ ବୃହତ୍ତମ ଉତ୍ପାଦକ । ଏକ ସମୟ ଥିଲା ଯେତେବେଳେ ଭାରତର ଖାଦ୍ୟ ନିରାପତ୍ତା, ବିଶ୍ୱ ପାଇଁ ଚିନ୍ତାର ବିଷୟ ଥିଲା । ଆଜି ଭାରତ ଗ୍ଲୋବାଲ ଫୁଡ୍ ସିକ୍ୟୁରିଟି, ଗ୍ଲୋବାଲ୍ ନ୍ୟୁଟ୍ରିସନ୍ ସିକ୍ୟୁରିଟି, ଏହାର ସମାଧାନ ଯୋଗାଇବାରେ ଲାଗିପଡ଼ିଛି । ତେଣୁ 'ଫୁଡ୍ ସିଷ୍ଟମ୍ ଟ୍ରାନ୍ସଫର୍ମେସନ୍‌' ଭଳି ବିଷୟ ଉପରେ ଆଲୋଚନା କରିବା ପାଇଁ ଭାରତର ଅଭିଜ୍ଞତା ଅମୂଲ୍ୟ । ଏହାର ବହୁତ ବଡ ଲାଭ ବିଶେଷକରି ଗ୍ଲୋବାଲ ସାଉଥକୁ ମିଳିବ ।

ସାଥିମାନେ,

ବିଶ୍ୱର ଭାଇଚାରା ହିସାବରେ ଭାରତ, ମାନବିକତାର କଲ୍ୟାଣକୁ ସର୍ବୋପରି ରଖିଛି । ଜି-୨୦ ସମୟରେ ଭାରତ 'ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ'ର ପରିକଳ୍ପନା ରଖିଥିଲା । ଭାରତ ପରିବେଶକୁ ବଞ୍ଚାଇବା ଭଳି ଜୀବନଶୈଳୀ ଅର୍ଥାତ୍ ମିଶନ ଲାଇଫର ମନ୍ତ୍ର ମଧ୍ୟ ଦେଇଛି । ଭାରତ 'ୱାନ୍ ଆର୍ଥ-ୱାନ୍ ହେଲଥ' ଅଭିଯାନ ଆରମ୍ଭ କରିଛି । ମଣିଷ, ଜୀବଜନ୍ତୁଓ ଉଦ୍ଭିଦଙ୍କ ସ୍ୱାସ୍ଥ୍ୟକୁ ଆମେ ଅଲଗା ଅଲଗା ଭାବେ ଦେଖିପାରିବା ନାହିଁ । ସ୍ଥାୟୀ କୃଷି ଓ ଖାଦ୍ୟ ବ୍ୟବସ୍ଥା ସମ୍ମୁଖରେ ଆଜି ଯାହା ବି ଚ୍ୟାଲେଞ୍ଜ ରହିଛି... ତାହାକୁ କେବଳ 'ଗୋଟିଏ ପୃଥିବୀ, ଗୋଟିଏ ପରିବାରଏବଂ ଗୋଟିଏ ଭବିଷ୍ୟତ' ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ଦ୍ୱାରା ଏହାର ମୁକାବିଲା କରାଯାଇପାରିବ ।

ସାଥିମାନେ,

କୃଷି ଆମର ଅର୍ଥନୈତିକ ନୀତିର କେନ୍ଦ୍ରରେ ରହିଛି । ଆମର ଏଠାରେ ପ୍ରାୟ ୯୦ ପ୍ରତିଶତ ପରିବାର ଏମିତି ଅଛନ୍ତି, ଯେଉଁମାନଙ୍କ ପାଖରେ ବହୁତ କମ୍ ଜମି ଅଛି । ଏହି କ୍ଷୁଦ୍ର କୃଷକମାନେ ଭାରତର ଖାଦ୍ୟ ନିରାପତ୍ତାର ସବୁଠାରୁ ବଡ଼ ଶକ୍ତି । ଏଭଳି ସ୍ଥିତି ଏସିଆର ଅନେକ ବିକାଶଶୀଳ ଦେଶରେ ଦେଖାଯାଏ । ତେଣୁ ଭାରତର ମଡେଲ ଅନେକ ଦେଶ ପାଇଁ କାମ କରିପାରିବ । ଏହାର ଏକ ଉଦାହରଣ ହେଉଛି ସ୍ଥାୟୀ ଚାଷ । ଭାରତରେ ଆମେ ରାସାୟନିକ ମୁକ୍ତ ପ୍ରାକୃତିକ ଚାଷକୁ ବ୍ୟାପକ ମାତ୍ରାରେ ପ୍ରୋତ୍ସାହିତ କରୁଛୁ । ଏହାର ବହୁତ ଭଲ ଫଳାଫଳ ମିଳିଛି । ଚଳିତ ବର୍ଷ ବଜେଟରେ ମଧ୍ୟ ସ୍ଥାୟୀ କୃଷି ଏବଂଜଳବାୟୁ ସହନଶୀଳ ଚାଷ ଉପରେ ଗୁରୁତ୍ୱ ଦିଆଯାଇଛି । କୃଷକମାନଙ୍କୁ ସମର୍ଥନ କରିବା ପାଇଁ ଆମେ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ୍ ବିକଶିତ କରୁଛୁ । ଜଳବାୟୁ ସହନଶୀଳ ଫସଲ ସମ୍ପର୍କିତ ଗବେଷଣା ଓ ବିକାଶ ଉପରେ ଭାରତ ଗୁରୁତ୍ୱ ଦେଉଛି । ବିଗତ ୧୦ବର୍ଷ ମଧ୍ୟରେ ଆମେ ଆମର କୃଷକମାନଙ୍କୁ ପ୍ରାୟ ୧୯୦୦ ନୂତନ ଜଳବାୟୁ ସହନଶୀଳ ପ୍ରଜାତି ପ୍ରଦାନ କରିଛୁ । ଭାରତର କୃଷକମାନେ ମଧ୍ୟ ଏହାର ଫାଇଦା ପାଉଛନ୍ତି । ଆମପାଖରେ କିଛି ପ୍ରଜାତିର ଚାଉଳ ମଧ୍ୟ ଅଛି,ଯେଉଁଥି ପାଇଁ ପାରମ୍ପରିକ ପ୍ରଜାତି ତୁଳନାରେ ୨୫ ପ୍ରତିଶତ କମ୍ ପାଣି ଆବଶ୍ୟକ କରିଥାଏ । ବିଗତ କିଛି ବର୍ଷ ମଧ୍ୟରେକଳା ଚାଉଳ ଏକ ସୁପରଫୁଡ୍ ଭାବେ ଉଭା ହୋଇଛି । ମଣିପୁର,ଆସାମ ଏବଂ ମେଘାଳୟର କଳା ଚାଉଳ ଏହାର ଔଷଧୀୟ ଗୁଣ ହେତୁ ଏହାକୁ ପସନ୍ଦ କରାଯାଉଛି । ବିଶ୍ୱ ସମୁଦାୟ ସହ ନିଜର ଅନୁଭୂତି ବାଣ୍ଟିବାକୁ ଭାରତ ମଧ୍ୟ ସେତିକି ଆଗ୍ରହୀ ।

 

|

ସାଥିମାନେ,

ଆଜିର ସମୟରେ ଜଳର ଅଭାବ ଓ ଜଳବାୟୁ ପରିବର୍ତ୍ତନ ସହିତ ପୋଷଣ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ । ଭାରତ ପାଖରେ ମଧ୍ୟ ଏହାର ସମାଧାନରହିଛି । ଭାରତହେଉଛି ବିଶ୍ୱର ସବୁଠାରୁ ବଡ଼ବାଜରା ଉତ୍ପାଦନକାରୀଦେଶ । ବିଶ୍ୱ ଯାହାକୁ ସୁପରଫୁଡ୍ ବୋଲି କହୁଛି, ତାକୁ ଆମେ ଶ୍ରୀଅନ୍ନର ପରିଚୟ ଦେଇଛୁ । ସେମାନେ ସର୍ବନିମ୍ନ ଜଳ, ସର୍ବାଧିକ ଉତ୍ପାଦନ ନୀତି ଉପରେ କାର୍ଯ୍ୟ କରନ୍ତି । ଗ୍ଲୋବାଲ ନ୍ୟୁଟ୍ରିସନ୍ ସମସ୍ୟାର ସମାଧାନ ଦିଗରେ ଭାରତର ବିଭିନ୍ନ ସୁପରଫୁଡ୍‌ର ଭୂମିକା ଗ୍ରହଣ କରିପାରିବ । ଭାରତ ଆମର ସୁପରଫୁଡ୍ ଏହି ବାସ୍କେଟକୁବିଶ୍ୱ ସହ ବାଣ୍ଟିବାକୁ ଚାହୁଁଛି । ଏଥିସହ ଭାରତର ଉଦ୍ୟମରେ ସମଗ୍ର ବିଶ୍ୱ ଗତବର୍ଷ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ପାଳନ କରିଛି ।

ସାଥିମାନେ,

ବିଗତ ଦଶନ୍ଧି ମଧ୍ୟରେ ଆମେକୃଷିକୁ ଆଧୁନିକ ଜ୍ଞାନକୌଶଳ ସହ ଯୋଡ଼ିବା ପାଇଁ ଅନେକ ପ୍ରୟାସ କରିଛୁ । ଆଜି ଜଣେ କୃଷକ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ସାହାଯ୍ୟରେ କ'ଣ ଚାଷ କରିବେ ତାହା ଜାଣିପାରିବେ । ସେ ସୌର ଶକ୍ତି ସାହାଯ୍ୟରେ ପମ୍ପ ଚଳାନ୍ତି ଏବଂ ବର୍ଜ୍ୟ ଜମିରେ ସୌର ଚାଷ କରି ମଧ୍ୟ ରୋଜଗାର କରନ୍ତି । ସେହି- ଇନାମ ଅର୍ଥାତ୍ ଡିଜିଟାଲ କୃଷି ବଜାର ଦ୍ୱାରା ନିଜ ଉତ୍ପାଦ ବିକ୍ରି କରିପାରିବେ,ସେ କିଷାନ କ୍ରେଡିଟ୍ କାର୍ଡ ବ୍ୟବହାର କରନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ମାଧ୍ୟମରେ ସେ ନିଜ ଫସଲର ସୁରକ୍ଷା ସୁନିଶ୍ଚିତ କରନ୍ତି । କୃଷକଙ୍କଠାରୁ ଆରମ୍ଭ କରି କୃଷିଟେକ୍ ଷ୍ଟାର୍ଟଅପ୍‌, ପ୍ରାକୃତିକ ଚାଷଠାରୁ ଆରମ୍ଭ କରି ଫାର୍ମଷ୍ଟେ ଏବଂ ଫାର୍ମ-ଟୁ-ଟେବୁଲ ବ୍ୟବସ୍ଥା, କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରକୁ ଭାରତରେ କ୍ରମାଗତ ଭାବେ ଆନୁଷ୍ଠାନିକ ରୂପ ଦିଆଯାଉଛି । ଗତ ୧୦ ବର୍ଷ ମଧ୍ୟରେ ଆମେ ୯ ଲକ୍ଷ ହେକ୍ଟର ଚାଷକୁ କ୍ଷୁଦ୍ର ଜଳସେଚନ ସହ ଯୋଡ଼ିଛୁ । ଆମର ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ମଧ୍ୟ ଉଭୟ କୃଷି ଏବଂ ପରିବେଶ ପାଇଁ ଲାଭଦାୟକ ହେଉଛି । ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟ ଆଡ଼କୁ ଆମେ ଦ୍ରୁତ ଗତିରେ ଅଗ୍ରସର ହେଉଛୁ ।

 

|

ସାଥିମାନେ,

ଭାରତରେ ଆମେ କୃଷି କ୍ଷେତ୍ରରେ ଡିଜିଟାଲ ଟେକ୍ନୋଲୋଜିର ସମ୍ପୂର୍ଣ୍ଣ ବ୍ୟବହାର କରୁଛୁ । ପିଏମ୍ କିଷାନ ସମ୍ମାନ ନିଧି ଜରିଆରେ ଗୋଟିଏ କ୍ଲିକ୍ ରେ ୩୦ ସେକେଣ୍ଡରେ ୧୦ କୋଟି କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଥାଏ । ଡିଜିଟାଲ ଫସଲ ସର୍ଭେ ପାଇଁ ଆମେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ସୃଷ୍ଟି କରୁଛୁ । ଆମର କୃଷକମାନେରିୟଲ ଟାଇମ ସୂଚନା ପାଇବେ ଏବଂ ଡାଟା ଭିତ୍ତିକ ନିଷ୍ପତ୍ତି ନେବାରେ ସକ୍ଷମ ହେବେ । ଆମର ଏହି ପଦକ୍ଷେପ ଦ୍ୱାରା କୋଟି କୋଟି କୃଷକ ଉପକୃତ ହେବେ ଏବଂ ସେମାନଙ୍କ ଆର୍ଥିକ ସ୍ଥିତି ଉନ୍ନତ ହେବ । ଜମିର ଡିଜିଟାଇଜେସନ୍ ପାଇଁ ସରକାରଏକ ବଡ଼ ଅଭିଯାନ ମଧ୍ୟ ଚଳାଇଛନ୍ତି । କୃଷକମାନଙ୍କୁ ସେମାନଙ୍କ ଜମିର ଡିଜିଟାଲପରିଚୟ ନମ୍ବର ମଧ୍ୟ ଦିଆଯିବ । ଆମେ ଚାଷକାର୍ଯ୍ୟରେ ଖୁବ୍ ଦ୍ରୁତ ଗତିରେ ଡ୍ରୋନ୍ ବ୍ୟବହାରକୁ ପ୍ରୋତ୍ସାହିତ କରୁଛୁ । ଡ୍ରୋନ୍ ଜରିଆରେ ହେଉଥିବା ଚାଷର କମାଣ୍ଡମହିଳା, ଆମ ଡ୍ରୋନ୍ ଭଉଣୀମାନଙ୍କୁ ଦିଆଯାଉଛି । ଏସବୁ ପଦକ୍ଷେପ ଯାହା ହେଉ ନା କାହିଁକି,ଏହା କେବଳ ଭାରତର କୃଷକଙ୍କ ପାଇଁ ଲାଭଦାୟକ ହେବ ନାହିଁ,ବରଂ ଏହା ବିଶ୍ୱ ଖାଦ୍ୟ ସୁରକ୍ଷାକୁ ମଧ୍ୟ ସୁଦୃଢ଼ କରିବ ।

ସାଥିମାନେ,

ଆଗାମୀ୫ଦିନ ମଧ୍ୟରେ ଆପଣମାନେ ସମସ୍ତେ ଏଠାରେ ଖୋଲାଖୋଲି ଆଲୋଚନା କରିବାକୁ ଯାଉଛନ୍ତି । ଏଠାରେ ବହୁ ସଂଖ୍ୟାରେ ମହିଳା, ଯୁବବର୍ଗଙ୍କ ଅଂଶଗ୍ରହଣ ଦେଖି ମୁଁ ଅଧିକ ଆନନ୍ଦିତ । ସମସ୍ତେ ଆପଣଙ୍କ ଚିନ୍ତାଧାରା ଉପରେ ନଜର ରଖିବେ । ମୁଁ ଆଶା କରୁଛି ଯେ ଏହି ସମ୍ମିଳନୀ ମାଧ୍ୟମରେ ଆମେ ସ୍ଥାୟୀ କୃଷି-ଖାଦ୍ୟ ପ୍ରଣାଳୀ ସହିତ ବିଶ୍ୱକୁ ଯୋଡ଼ିବାର ଉପାୟ ଖୋଜିବାରେ ସକ୍ଷମ ହୋଇପାରିବୁ । ଆମେ ପରସ୍ପରଠାରୁ ଶିଖିବୁ... ଏବଂ ସେମାନେ ପରସ୍ପରକୁ ଶିକ୍ଷା ଦେବେ ।

 

|

ସାଥିମାନେ,

ଯଦି ଆପଣ କୃଷି ଜଗତ ସହ ଜଡ଼ିତ ଲୋକ, ତେବେ ମୁଁ ଆପଣଙ୍କ ସାମ୍ନାରେ ଆଉ ଏକ ସୂଚନା ରଖିବାକୁ ଚାହୁଁଛି । ମୁଁ ଜାଣେ ନାହିଁ ଦୁନିଆର କୌଣସି ସ୍ଥାନରେ କୃଷକଙ୍କ ପ୍ରତିମୂର୍ତ୍ତି ଅଛି କି ନାହିଁ । ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି ଭାବେ ଷ୍ଟାଚ୍ୟୁ ଅଫ୍ ଲିବର୍ଟିର କଥା ଆମେ ଶୁଣିଛୁ । କିନ୍ତୁ ମୋର ସମସ୍ତ କୃଷକ ମାନେ ଜାଣି ଖୁସି ହେବେ ଯେ ସ୍ୱାଧୀନତା ସଂଗ୍ରାମରେ କୃଷକ ଶକ୍ତିକୁ ଜାଗ୍ରତ କରିଥିବା, ଯିଏ ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ ସ୍ରୋତରେ କୃଷକମାନଙ୍କୁ ଯୋଡ଼ିଥିଲେ,ସେ ହେଉଛନ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଭାରତ । ତାଙ୍କ ଉଚ୍ଚତା ଷ୍ଟେଟ୍ ଅଫ୍ ଲିବର୍ଟି ଠାରୁଦୁଇଗୁଣ । ଆଉ ଜଣେ କୃଷକ ନେତା । ଆଉ ଦ୍ୱିତୀୟ ବୈଶିଷ୍ଟ୍ୟ ହେଉଛି ଯେତେବେଳେ ଏହି ପ୍ରତିମୂର୍ତ୍ତି ନିର୍ମାଣ ହୋଇଛି, ସେତେବେଳେ ଭାରତର ଛଅ ଲକ୍ଷ,ଛଅ ଲକ୍ଷ ଗାଁର କୃଷକମାନଙ୍କୁ ସେମାନଙ୍କ କ୍ଷେତରେ ବ୍ୟବହୃତ ଲୁହା ଉପକରଣର ଏକ ଖଣ୍ଡ ଆମକୁ ଦେବାକୁ କୁହାଯାଇଥିଲା । କ୍ଷେତରେ ବ୍ୟବହୃତ ଲୁହା ଉପକରଣ ୬ଲକ୍ଷ ଗାଁରୁ ଅଣାଯାଇଥିଲା,ଏହାକୁ ତରଳା ଯାଇଥିଲା ଏବଂ ବିଶ୍ୱର ସବୁଠାରୁ ବଡ କୃଷକ ନେତାଙ୍କ ପ୍ରତିମୂର୍ତ୍ତି ଭିତରେ ସେହି କ୍ଷେତରେ ବ୍ୟବହୃତ ଉପକରଣକୁ ତରଳାଇ ଲୁହା ବ୍ୟବହାର କରାଯାଇଥିଲା । ମୁଁ ନିଶ୍ଚିତ ଭାବରେ ବିଶ୍ୱାସ କରେ ଯେ ଏହି ଦେଶର ଜଣେ କୃଷକଙ୍କ ପୁଅ ଏତେ ବଡ଼ ସମ୍ମାନ ପାଇଛନ୍ତି, ବୋଧହୁଏ ଦୁନିଆର କୌଣସି ସ୍ଥାନରେ ଘଟିନଥାନ୍ତ । ମୁଁ ନିଶ୍ଚିତ ଯେ ଯଦି ଆପଣ ଆଜି ଏଠାକୁ ଆସିଛନ୍ତି, ତେବେ ବିଶ୍ୱର ସବୁଠାରୁ ଉଚ୍ଚ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଠାରୁ ପୁରୁଣା ଉଚ୍ଚତା ରହିଛି । ଆଉ ଜଣେ କୃଷକ ନେତା ଅଟେ । ଆଉ ଦ୍ୱିତୀୟ ବୈଶିଷ୍ଟ୍ୟ ହେଉଛି ଯେତେବେଳେ ଏହି ପ୍ରତିମୂର୍ତ୍ତି ନିର୍ମାଣ ହୋଇଛି, ସେତେବେଳେ ଭାରତର ଛଅ ଲକ୍ଷ,ଛଅ ଲକ୍ଷ ଗାଁରୁ କୃଷକମାନଙ୍କୁ ସେମାନଙ୍କ କ୍ଷେତରେ ବ୍ୟବହୃତ ଲୁହା ଉପକରଣର ଏକ ଖଣ୍ଡ ଆମକୁ ଦେବାକୁ କୁହାଯାଇଥିଲା । କ୍ଷେତରେ ବ୍ୟବହୃତ ଲୁହା ଉପକରଣ ୬ଲକ୍ଷ ଗାଁରୁ ଅଣାଯାଇଥିଲା, ଏହାକୁ ତରଳାଯାଇଥିଲା ଏବଂ ବିଶ୍ୱର ସବୁଠାରୁ ବଡ କୃଷକ ନେତାଙ୍କ ପ୍ରତିମୂର୍ତ୍ତି ଭିତରେ ସେହି କ୍ଷେତରେ ବ୍ୟବହୃତ ଉପକରଣକୁ ତରଳାଇ ଲୁହା ବ୍ୟବହାର କରାଯାଇଥିଲା । ମୁଁ ନିଶ୍ଚିତ ଭାବରେ ବିଶ୍ୱାସ କରେ ଯେ ଏହି ଦେଶର ଜଣେ କୃଷକଙ୍କ ପୁଅ ଏତେ ବଡ଼ ସମ୍ମାନ ପାଇଛନ୍ତି, ବୋଧହୁଏ ଦୁନିଆର କୌଣସି ସ୍ଥାନରେ ଏପରି ଘଟି ନ ଥାନ୍ତା । ମୁଁ ନିଶ୍ଚିତ ଯେ ଯଦି ଆପଣ ଆଜି ଏଠାକୁ ଆସିଛନ୍ତି, ତେବେ ବିଶ୍ୱର ସବୁଠାରୁ ଉଚ୍ଚ ଷ୍ଟାଚ୍ୟୁ ଅଫ୍ ୟୁନିଟିର ଏହି ପ୍ରତିମୂର୍ତ୍ତି କୁ ଦେଖି ଆପଣ ନିଶ୍ଚୟ ଆକର୍ଷିତ ହେବେ । ମୁଁ ପୁଣି ଥରେ ଆପଣ ମାନଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି!

ଧନ୍ୟବାଦ!

 

  • Shubhendra Singh Gaur March 17, 2025

    जय श्री राम ।
  • Shubhendra Singh Gaur March 17, 2025

    जय श्री राम
  • कृष्ण सिंह राजपुरोहित भाजपा विधान सभा गुड़ामा लानी November 21, 2024

    जय श्री राम 🚩 वन्दे मातरम् जय भाजपा विजय भाजपा
  • Manish sharma October 02, 2024

    जय श्री राम 🚩नमो नमो ✌️🇮🇳
  • Vivek Kumar Gupta October 02, 2024

    नमो ..🙏🙏🙏🙏🙏
  • Vivek Kumar Gupta October 02, 2024

    नमो ..........................🙏🙏🙏🙏🙏
  • Dheeraj Thakur September 27, 2024

    जय श्री राम ,
  • Dheeraj Thakur September 27, 2024

    जय श्री राम,
  • Amrita Singh September 26, 2024

    हर हर महादेव
  • neelam Dinesh September 26, 2024

    Namo
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

Media Coverage

"Huge opportunity": Japan delegation meets PM Modi, expressing their eagerness to invest in India
NM on the go

Nm on the go

Always be the first to hear from the PM. Get the App Now!
...
Today, India is not just a Nation of Dreams but also a Nation That Delivers: PM Modi in TV9 Summit
March 28, 2025
QuoteToday, the world's eyes are on India: PM
QuoteIndia's youth is rapidly becoming skilled and driving innovation forward: PM
Quote"India First" has become the mantra of India's foreign policy: PM
QuoteToday, India is not just participating in the world order but also contributing to shaping and securing the future: PM
QuoteIndia has given Priority to humanity over monopoly: PM
QuoteToday, India is not just a Nation of Dreams but also a Nation That Delivers: PM

श्रीमान रामेश्वर गारु जी, रामू जी, बरुन दास जी, TV9 की पूरी टीम, मैं आपके नेटवर्क के सभी दर्शकों का, यहां उपस्थित सभी महानुभावों का अभिनंदन करता हूं, इस समिट के लिए बधाई देता हूं।

TV9 नेटवर्क का विशाल रीजनल ऑडियंस है। और अब तो TV9 का एक ग्लोबल ऑडियंस भी तैयार हो रहा है। इस समिट में अनेक देशों से इंडियन डायस्पोरा के लोग विशेष तौर पर लाइव जुड़े हुए हैं। कई देशों के लोगों को मैं यहां से देख भी रहा हूं, वे लोग वहां से वेव कर रहे हैं, हो सकता है, मैं सभी को शुभकामनाएं देता हूं। मैं यहां नीचे स्क्रीन पर हिंदुस्तान के अनेक शहरों में बैठे हुए सब दर्शकों को भी उतने ही उत्साह, उमंग से देख रहा हूं, मेरी तरफ से उनका भी स्वागत है।

साथियों,

आज विश्व की दृष्टि भारत पर है, हमारे देश पर है। दुनिया में आप किसी भी देश में जाएं, वहां के लोग भारत को लेकर एक नई जिज्ञासा से भरे हुए हैं। आखिर ऐसा क्या हुआ कि जो देश 70 साल में ग्यारहवें नंबर की इकोनॉमी बना, वो महज 7-8 साल में पांचवे नंबर की इकोनॉमी बन गया? अभी IMF के नए आंकड़े सामने आए हैं। वो आंकड़े कहते हैं कि भारत, दुनिया की एकमात्र मेजर इकोनॉमी है, जिसने 10 वर्षों में अपने GDP को डबल किया है। बीते दशक में भारत ने दो लाख करोड़ डॉलर, अपनी इकोनॉमी में जोड़े हैं। GDP का डबल होना सिर्फ आंकड़ों का बदलना मात्र नहीं है। इसका impact देखिए, 25 करोड़ लोग गरीबी से बाहर निकले हैं, और ये 25 करोड़ लोग एक नियो मिडिल क्लास का हिस्सा बने हैं। ये नियो मिडिल क्लास, एक प्रकार से नई ज़िंदगी शुरु कर रहा है। ये नए सपनों के साथ आगे बढ़ रहा है, हमारी इकोनॉमी में कंट्रीब्यूट कर रहा है, और उसको वाइब्रेंट बना रहा है। आज दुनिया की सबसे बड़ी युवा आबादी हमारे भारत में है। ये युवा, तेज़ी से स्किल्ड हो रहा है, इनोवेशन को गति दे रहा है। और इन सबके बीच, भारत की फॉरेन पॉलिसी का मंत्र बन गया है- India First, एक जमाने में भारत की पॉलिसी थी, सबसे समान रूप से दूरी बनाकर चलो, Equi-Distance की पॉलिसी, आज के भारत की पॉलिसी है, सबके समान रूप से करीब होकर चलो, Equi-Closeness की पॉलिसी। दुनिया के देश भारत की ओपिनियन को, भारत के इनोवेशन को, भारत के एफर्ट्स को, जैसा महत्व आज दे रहे हैं, वैसा पहले कभी नहीं हुआ। आज दुनिया की नजर भारत पर है, आज दुनिया जानना चाहती है, What India Thinks Today.

|

साथियों,

भारत आज, वर्ल्ड ऑर्डर में सिर्फ पार्टिसिपेट ही नहीं कर रहा, बल्कि फ्यूचर को शेप और सेक्योर करने में योगदान दे रहा है। दुनिया ने ये कोरोना काल में अच्छे से अनुभव किया है। दुनिया को लगता था कि हर भारतीय तक वैक्सीन पहुंचने में ही, कई-कई साल लग जाएंगे। लेकिन भारत ने हर आशंका को गलत साबित किया। हमने अपनी वैक्सीन बनाई, हमने अपने नागरिकों का तेज़ी से वैक्सीनेशन कराया, और दुनिया के 150 से अधिक देशों तक दवाएं और वैक्सीन्स भी पहुंचाईं। आज दुनिया, और जब दुनिया संकट में थी, तब भारत की ये भावना दुनिया के कोने-कोने तक पहुंची कि हमारे संस्कार क्या हैं, हमारा तौर-तरीका क्या है।

साथियों,

अतीत में दुनिया ने देखा है कि दूसरे विश्व युद्ध के बाद जब भी कोई वैश्विक संगठन बना, उसमें कुछ देशों की ही मोनोपोली रही। भारत ने मोनोपोली नहीं बल्कि मानवता को सर्वोपरि रखा। भारत ने, 21वीं सदी के ग्लोबल इंस्टीट्यूशन्स के गठन का रास्ता बनाया, और हमने ये ध्यान रखा कि सबकी भागीदारी हो, सबका योगदान हो। जैसे प्राकृतिक आपदाओं की चुनौती है। देश कोई भी हो, इन आपदाओं से इंफ्रास्ट्रक्चर को भारी नुकसान होता है। आज ही म्यांमार में जो भूकंप आया है, आप टीवी पर देखें तो बहुत बड़ी-बड़ी इमारतें ध्वस्त हो रही हैं, ब्रिज टूट रहे हैं। और इसलिए भारत ने Coalition for Disaster Resilient Infrastructure - CDRI नाम से एक वैश्विक नया संगठन बनाने की पहल की। ये सिर्फ एक संगठन नहीं, बल्कि दुनिया को प्राकृतिक आपदाओं के लिए तैयार करने का संकल्प है। भारत का प्रयास है, प्राकृतिक आपदा से, पुल, सड़कें, बिल्डिंग्स, पावर ग्रिड, ऐसा हर इंफ्रास्ट्रक्चर सुरक्षित रहे, सुरक्षित निर्माण हो।

साथियों,

भविष्य की चुनौतियों से निपटने के लिए हर देश का मिलकर काम करना बहुत जरूरी है। ऐसी ही एक चुनौती है, हमारे एनर्जी रिसोर्सेस की। इसलिए पूरी दुनिया की चिंता करते हुए भारत ने International Solar Alliance (ISA) का समाधान दिया है। ताकि छोटे से छोटा देश भी सस्टेनबल एनर्जी का लाभ उठा सके। इससे क्लाइमेट पर तो पॉजिटिव असर होगा ही, ये ग्लोबल साउथ के देशों की एनर्जी नीड्स को भी सिक्योर करेगा। और आप सबको ये जानकर गर्व होगा कि भारत के इस प्रयास के साथ, आज दुनिया के सौ से अधिक देश जुड़ चुके हैं।

साथियों,

बीते कुछ समय से दुनिया, ग्लोबल ट्रेड में असंतुलन और लॉजिस्टिक्स से जुड़ी challenges का सामना कर रही है। इन चुनौतियों से निपटने के लिए भी भारत ने दुनिया के साथ मिलकर नए प्रयास शुरु किए हैं। India–Middle East–Europe Economic Corridor (IMEC), ऐसा ही एक महत्वाकांक्षी प्रोजेक्ट है। ये प्रोजेक्ट, कॉमर्स और कनेक्टिविटी के माध्यम से एशिया, यूरोप और मिडिल ईस्ट को जोड़ेगा। इससे आर्थिक संभावनाएं तो बढ़ेंगी ही, दुनिया को अल्टरनेटिव ट्रेड रूट्स भी मिलेंगे। इससे ग्लोबल सप्लाई चेन भी और मजबूत होगी।

|

साथियों,

ग्लोबल सिस्टम्स को, अधिक पार्टिसिपेटिव, अधिक डेमोक्रेटिक बनाने के लिए भी भारत ने अनेक कदम उठाए हैं। और यहीं, यहीं पर ही भारत मंडपम में जी-20 समिट हुई थी। उसमें अफ्रीकन यूनियन को जी-20 का परमानेंट मेंबर बनाया गया है। ये बहुत बड़ा ऐतिहासिक कदम था। इसकी मांग लंबे समय से हो रही थी, जो भारत की प्रेसीडेंसी में पूरी हुई। आज ग्लोबल डिसीजन मेकिंग इंस्टीट्यूशन्स में भारत, ग्लोबल साउथ के देशों की आवाज़ बन रहा है। International Yoga Day, WHO का ग्लोबल सेंटर फॉर ट्रेडिशनल मेडिसिन, आर्टिफिशियल इंटेलीजेंस के लिए ग्लोबल फ्रेमवर्क, ऐसे कितने ही क्षेत्रों में भारत के प्रयासों ने नए वर्ल्ड ऑर्डर में अपनी मजबूत उपस्थिति दर्ज कराई है, और ये तो अभी शुरूआत है, ग्लोबल प्लेटफॉर्म पर भारत का सामर्थ्य नई ऊंचाई की तरफ बढ़ रहा है।

साथियों,

21वीं सदी के 25 साल बीत चुके हैं। इन 25 सालों में 11 साल हमारी सरकार ने देश की सेवा की है। और जब हम What India Thinks Today उससे जुड़ा सवाल उठाते हैं, तो हमें ये भी देखना होगा कि Past में क्या सवाल थे, क्या जवाब थे। इससे TV9 के विशाल दर्शक समूह को भी अंदाजा होगा कि कैसे हम, निर्भरता से आत्मनिर्भरता तक, Aspirations से Achievement तक, Desperation से Development तक पहुंचे हैं। आप याद करिए, एक दशक पहले, गांव में जब टॉयलेट का सवाल आता था, तो माताओं-बहनों के पास रात ढलने के बाद और भोर होने से पहले का ही जवाब होता था। आज उसी सवाल का जवाब स्वच्छ भारत मिशन से मिलता है। 2013 में जब कोई इलाज की बात करता था, तो महंगे इलाज की चर्चा होती थी। आज उसी सवाल का समाधान आयुष्मान भारत में नजर आता है। 2013 में किसी गरीब की रसोई की बात होती थी, तो धुएं की तस्वीर सामने आती थी। आज उसी समस्या का समाधान उज्ज्वला योजना में दिखता है। 2013 में महिलाओं से बैंक खाते के बारे में पूछा जाता था, तो वो चुप्पी साध लेती थीं। आज जनधन योजना के कारण, 30 करोड़ से ज्यादा बहनों का अपना बैंक अकाउंट है। 2013 में पीने के पानी के लिए कुएं और तालाबों तक जाने की मजबूरी थी। आज उसी मजबूरी का हल हर घर नल से जल योजना में मिल रहा है। यानि सिर्फ दशक नहीं बदला, बल्कि लोगों की ज़िंदगी बदली है। और दुनिया भी इस बात को नोट कर रही है, भारत के डेवलपमेंट मॉडल को स्वीकार रही है। आज भारत सिर्फ Nation of Dreams नहीं, बल्कि Nation That Delivers भी है।

साथियों,

जब कोई देश, अपने नागरिकों की सुविधा और समय को महत्व देता है, तब उस देश का समय भी बदलता है। यही आज हम भारत में अनुभव कर रहे हैं। मैं आपको एक उदाहरण देता हूं। पहले पासपोर्ट बनवाना कितना बड़ा काम था, ये आप जानते हैं। लंबी वेटिंग, बहुत सारे कॉम्प्लेक्स डॉक्यूमेंटेशन का प्रोसेस, अक्सर राज्यों की राजधानी में ही पासपोर्ट केंद्र होते थे, छोटे शहरों के लोगों को पासपोर्ट बनवाना होता था, तो वो एक-दो दिन कहीं ठहरने का इंतजाम करके चलते थे, अब वो हालात पूरी तरह बदल गया है, एक आंकड़े पर आप ध्यान दीजिए, पहले देश में सिर्फ 77 पासपोर्ट सेवा केंद्र थे, आज इनकी संख्या 550 से ज्यादा हो गई है। पहले पासपोर्ट बनवाने में, और मैं 2013 के पहले की बात कर रहा हूं, मैं पिछले शताब्दी की बात नहीं कर रहा हूं, पासपोर्ट बनवाने में जो वेटिंग टाइम 50 दिन तक होता था, वो अब 5-6 दिन तक सिमट गया है।

साथियों,

ऐसा ही ट्रांसफॉर्मेशन हमने बैंकिंग इंफ्रास्ट्रक्चर में भी देखा है। हमारे देश में 50-60 साल पहले बैंकों का नेशनलाइजेशन किया गया, ये कहकर कि इससे लोगों को बैंकिंग सुविधा सुलभ होगी। इस दावे की सच्चाई हम जानते हैं। हालत ये थी कि लाखों गांवों में बैंकिंग की कोई सुविधा ही नहीं थी। हमने इस स्थिति को भी बदला है। ऑनलाइन बैंकिंग तो हर घर में पहुंचाई है, आज देश के हर 5 किलोमीटर के दायरे में कोई न कोई बैंकिंग टच प्वाइंट जरूर है। और हमने सिर्फ बैंकिंग इंफ्रास्ट्रक्चर का ही दायरा नहीं बढ़ाया, बल्कि बैंकिंग सिस्टम को भी मजबूत किया। आज बैंकों का NPA बहुत कम हो गया है। आज बैंकों का प्रॉफिट, एक लाख 40 हज़ार करोड़ रुपए के नए रिकॉर्ड को पार कर चुका है। और इतना ही नहीं, जिन लोगों ने जनता को लूटा है, उनको भी अब लूटा हुआ धन लौटाना पड़ रहा है। जिस ED को दिन-रात गालियां दी जा रही है, ED ने 22 हज़ार करोड़ रुपए से अधिक वसूले हैं। ये पैसा, कानूनी तरीके से उन पीड़ितों तक वापिस पहुंचाया जा रहा है, जिनसे ये पैसा लूटा गया था।

साथियों,

Efficiency से गवर्नमेंट Effective होती है। कम समय में ज्यादा काम हो, कम रिसोर्सेज़ में अधिक काम हो, फिजूलखर्ची ना हो, रेड टेप के बजाय रेड कार्पेट पर बल हो, जब कोई सरकार ये करती है, तो समझिए कि वो देश के संसाधनों को रिस्पेक्ट दे रही है। और पिछले 11 साल से ये हमारी सरकार की बड़ी प्राथमिकता रहा है। मैं कुछ उदाहरणों के साथ अपनी बात बताऊंगा।

|

साथियों,

अतीत में हमने देखा है कि सरकारें कैसे ज्यादा से ज्यादा लोगों को मिनिस्ट्रीज में accommodate करने की कोशिश करती थीं। लेकिन हमारी सरकार ने अपने पहले कार्यकाल में ही कई मंत्रालयों का विलय कर दिया। आप सोचिए, Urban Development अलग मंत्रालय था और Housing and Urban Poverty Alleviation अलग मंत्रालय था, हमने दोनों को मर्ज करके Housing and Urban Affairs मंत्रालय बना दिया। इसी तरह, मिनिस्ट्री ऑफ ओवरसीज़ अफेयर्स अलग था, विदेश मंत्रालय अलग था, हमने इन दोनों को भी एक साथ जोड़ दिया, पहले जल संसाधन, नदी विकास मंत्रालय अलग था, और पेयजल मंत्रालय अलग था, हमने इन्हें भी जोड़कर जलशक्ति मंत्रालय बना दिया। हमने राजनीतिक मजबूरी के बजाय, देश की priorities और देश के resources को आगे रखा।

साथियों,

हमारी सरकार ने रूल्स और रेगुलेशन्स को भी कम किया, उन्हें आसान बनाया। करीब 1500 ऐसे कानून थे, जो समय के साथ अपना महत्व खो चुके थे। उनको हमारी सरकार ने खत्म किया। करीब 40 हज़ार, compliances को हटाया गया। ऐसे कदमों से दो फायदे हुए, एक तो जनता को harassment से मुक्ति मिली, और दूसरा, सरकारी मशीनरी की एनर्जी भी बची। एक और Example GST का है। 30 से ज्यादा टैक्सेज़ को मिलाकर एक टैक्स बना दिया गया है। इसको process के, documentation के हिसाब से देखें तो कितनी बड़ी बचत हुई है।

साथियों,

सरकारी खरीद में पहले कितनी फिजूलखर्ची होती थी, कितना करप्शन होता था, ये मीडिया के आप लोग आए दिन रिपोर्ट करते थे। हमने, GeM यानि गवर्नमेंट ई-मार्केटप्लेस प्लेटफॉर्म बनाया। अब सरकारी डिपार्टमेंट, इस प्लेटफॉर्म पर अपनी जरूरतें बताते हैं, इसी पर वेंडर बोली लगाते हैं और फिर ऑर्डर दिया जाता है। इसके कारण, भ्रष्टाचार की गुंजाइश कम हुई है, और सरकार को एक लाख करोड़ रुपए से अधिक की बचत भी हुई है। डायरेक्ट बेनिफिट ट्रांसफर- DBT की जो व्यवस्था भारत ने बनाई है, उसकी तो दुनिया में चर्चा है। DBT की वजह से टैक्स पेयर्स के 3 लाख करोड़ रुपए से ज्यादा, गलत हाथों में जाने से बचे हैं। 10 करोड़ से ज्यादा फर्ज़ी लाभार्थी, जिनका जन्म भी नहीं हुआ था, जो सरकारी योजनाओं का फायदा ले रहे थे, ऐसे फर्जी नामों को भी हमने कागजों से हटाया है।

साथियों,

 

हमारी सरकार टैक्स की पाई-पाई का ईमानदारी से उपयोग करती है, और टैक्सपेयर का भी सम्मान करती है, सरकार ने टैक्स सिस्टम को टैक्सपेयर फ्रेंडली बनाया है। आज ITR फाइलिंग का प्रोसेस पहले से कहीं ज्यादा सरल और तेज़ है। पहले सीए की मदद के बिना, ITR फाइल करना मुश्किल होता था। आज आप कुछ ही समय के भीतर खुद ही ऑनलाइन ITR फाइल कर पा रहे हैं। और रिटर्न फाइल करने के कुछ ही दिनों में रिफंड आपके अकाउंट में भी आ जाता है। फेसलेस असेसमेंट स्कीम भी टैक्सपेयर्स को परेशानियों से बचा रही है। गवर्नेंस में efficiency से जुड़े ऐसे अनेक रिफॉर्म्स ने दुनिया को एक नया गवर्नेंस मॉडल दिया है।

साथियों,

पिछले 10-11 साल में भारत हर सेक्टर में बदला है, हर क्षेत्र में आगे बढ़ा है। और एक बड़ा बदलाव सोच का आया है। आज़ादी के बाद के अनेक दशकों तक, भारत में ऐसी सोच को बढ़ावा दिया गया, जिसमें सिर्फ विदेशी को ही बेहतर माना गया। दुकान में भी कुछ खरीदने जाओ, तो दुकानदार के पहले बोल यही होते थे – भाई साहब लीजिए ना, ये तो इंपोर्टेड है ! आज स्थिति बदल गई है। आज लोग सामने से पूछते हैं- भाई, मेड इन इंडिया है या नहीं है?

साथियों,

आज हम भारत की मैन्युफैक्चरिंग एक्सीलेंस का एक नया रूप देख रहे हैं। अभी 3-4 दिन पहले ही एक न्यूज आई है कि भारत ने अपनी पहली MRI मशीन बना ली है। अब सोचिए, इतने दशकों तक हमारे यहां स्वदेशी MRI मशीन ही नहीं थी। अब मेड इन इंडिया MRI मशीन होगी तो जांच की कीमत भी बहुत कम हो जाएगी।

|

साथियों,

आत्मनिर्भर भारत और मेक इन इंडिया अभियान ने, देश के मैन्युफैक्चरिंग सेक्टर को एक नई ऊर्जा दी है। पहले दुनिया भारत को ग्लोबल मार्केट कहती थी, आज वही दुनिया, भारत को एक बड़े Manufacturing Hub के रूप में देख रही है। ये सक्सेस कितनी बड़ी है, इसके उदाहरण आपको हर सेक्टर में मिलेंगे। जैसे हमारी मोबाइल फोन इंडस्ट्री है। 2014-15 में हमारा एक्सपोर्ट, वन बिलियन डॉलर तक भी नहीं था। लेकिन एक दशक में, हम ट्वेंटी बिलियन डॉलर के फिगर से भी आगे निकल चुके हैं। आज भारत ग्लोबल टेलिकॉम और नेटवर्किंग इंडस्ट्री का एक पावर सेंटर बनता जा रहा है। Automotive Sector की Success से भी आप अच्छी तरह परिचित हैं। इससे जुड़े Components के एक्सपोर्ट में भी भारत एक नई पहचान बना रहा है। पहले हम बहुत बड़ी मात्रा में मोटर-साइकल पार्ट्स इंपोर्ट करते थे। लेकिन आज भारत में बने पार्ट्स UAE और जर्मनी जैसे अनेक देशों तक पहुंच रहे हैं। सोलर एनर्जी सेक्टर ने भी सफलता के नए आयाम गढ़े हैं। हमारे सोलर सेल्स, सोलर मॉड्यूल का इंपोर्ट कम हो रहा है और एक्सपोर्ट्स 23 गुना तक बढ़ गए हैं। बीते एक दशक में हमारा डिफेंस एक्सपोर्ट भी 21 गुना बढ़ा है। ये सारी अचीवमेंट्स, देश की मैन्युफैक्चरिंग इकोनॉमी की ताकत को दिखाती है। ये दिखाती है कि भारत में कैसे हर सेक्टर में नई जॉब्स भी क्रिएट हो रही हैं।

साथियों,

TV9 की इस समिट में, विस्तार से चर्चा होगी, अनेक विषयों पर मंथन होगा। आज हम जो भी सोचेंगे, जिस भी विजन पर आगे बढ़ेंगे, वो हमारे आने वाले कल को, देश के भविष्य को डिजाइन करेगा। पिछली शताब्दी के इसी दशक में, भारत ने एक नई ऊर्जा के साथ आजादी के लिए नई यात्रा शुरू की थी। और हमने 1947 में आजादी हासिल करके भी दिखाई। अब इस दशक में हम विकसित भारत के लक्ष्य के लिए चल रहे हैं। और हमें 2047 तक विकसित भारत का सपना जरूर पूरा करना है। और जैसा मैंने लाल किले से कहा है, इसमें सबका प्रयास आवश्यक है। इस समिट का आयोजन कर, TV9 ने भी अपनी तरफ से एक positive initiative लिया है। एक बार फिर आप सभी को इस समिट की सफलता के लिए मेरी ढेर सारी शुभकामनाएं हैं।

मैं TV9 को विशेष रूप से बधाई दूंगा, क्योंकि पहले भी मीडिया हाउस समिट करते रहे हैं, लेकिन ज्यादातर एक छोटे से फाइव स्टार होटल के कमरे में, वो समिट होती थी और बोलने वाले भी वही, सुनने वाले भी वही, कमरा भी वही। TV9 ने इस परंपरा को तोड़ा और ये जो मॉडल प्लेस किया है, 2 साल के भीतर-भीतर देख लेना, सभी मीडिया हाउस को यही करना पड़ेगा। यानी TV9 Thinks Today वो बाकियों के लिए रास्ता खोल देगा। मैं इस प्रयास के लिए बहुत-बहुत अभिनंदन करता हूं, आपकी पूरी टीम को, और सबसे बड़ी खुशी की बात है कि आपने इस इवेंट को एक मीडिया हाउस की भलाई के लिए नहीं, देश की भलाई के लिए आपने उसकी रचना की। 50,000 से ज्यादा नौजवानों के साथ एक मिशन मोड में बातचीत करना, उनको जोड़ना, उनको मिशन के साथ जोड़ना और उसमें से जो बच्चे सिलेक्ट होकर के आए, उनकी आगे की ट्रेनिंग की चिंता करना, ये अपने आप में बहुत अद्भुत काम है। मैं आपको बहुत बधाई देता हूं। जिन नौजवानों से मुझे यहां फोटो निकलवाने का मौका मिला है, मुझे भी खुशी हुई कि देश के होनहार लोगों के साथ, मैं अपनी फोटो निकलवा पाया। मैं इसे अपना सौभाग्य मानता हूं दोस्तों कि आपके साथ मेरी फोटो आज निकली है। और मुझे पक्का विश्वास है कि सारी युवा पीढ़ी, जो मुझे दिख रही है, 2047 में जब देश विकसित भारत बनेगा, सबसे ज्यादा बेनिफिशियरी आप लोग हैं, क्योंकि आप उम्र के उस पड़ाव पर होंगे, जब भारत विकसित होगा, आपके लिए मौज ही मौज है। आपको बहुत-बहुत शुभकामनाएं।

धन्यवाद।