QuoteThis budget session will be historic as it will see merger of the general and the rail budgets: PM
QuoteHope budget session would be fruitful and all parties would debate on issues that would benefit the country: PM

2017ରେ ସଂସଦର ପ୍ରଥମ ଅଧିବେଶନ ଆଜି ଠାରୁ ଆରମ୍ଭ ହେଉଛି । ରାଷ୍ଟ୍ରପତି ମହୋଦୟଙ୍କ ଉଦ୍ବୋଧନ, ବଜେଟ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ଅବସରରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହେବ । ବିଗତ ଦିନରେ ରାଜନୈତିକ ଦଳଗୁଡ଼ିକ ସହିତ ସାମୂହିକ ଭାବେ, ବ୍ୟକ୍ତିଗତ ଭାବେ ଲଗାତାର ଆଲୋଚନା ହୋଇଛି । ଚଳିତ ଅଧିବେଶନର ସର୍ବାଧିକ ଉପଯୋଗ ଜନହିତ ନିମନ୍ତେ ହେଉ, ସାର୍ଥକ ଚର୍ଚ୍ଚା ହେଉ, ବଜେଟ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଚର୍ଚ୍ଚା ହେଉ ।

ପ୍ରଥମ ଥର ଲାଗି 1 ଫେବୃଆରୀରେ ବଜେଟ ଆଗତ କରାଯିବ । ଆପଣମାନେ ସମସ୍ତେ ଜାଣିଥିବେ ଆମ ଦେଶରେ ପୂର୍ବରୁ ସନ୍ଧ୍ୟା 5ଟାରେ ବଜେଟ ଆଗତ କରାଯାଉଥିଲା । କିନ୍ତୁ ଅଟଳଜୀଙ୍କ ସରକାର ଆସିବା ପରେ ଏହି ସମୟ ପରିବର୍ତ୍ତନ କରାଯାଇ ସକାଳୁ ଅଧିବେଶନ ଆରମ୍ଭ ହେବା ମାତ୍ରେ ବଜେଟ ଆଗତ କରାଯିବାର ପରମ୍ପରା ଆରମ୍ଭ ହେଲା ।

ଆଜି ଆଉ ଏକ ନୂଆ ପରମ୍ପରା ଆରମ୍ଭ ହେଉଛି । ପ୍ରଥମତଃ ସାଧାରଣ ବଜେଟ ପ୍ରାୟ ଏକ ମାସ ପୂର୍ବରୁ ଆଗତ କରାଯାଉଛି । ଦ୍ୱିତୀୟତଃ ସାଧାରଣ ବଜେଟ ସହିତ ରେଳ ବଜେଟକୁ ଯୋଡ଼ି ଦିଆଯାଇଛି । ସଂସଦରେ ଏ ସମ୍ପର୍କରେ ବ୍ୟାପକ ଚର୍ଚ୍ଚା ହେବ ଏବଂ ସେଥିରୁ ଆଗାମୀ ଦିନରେ କି ଲାଭ ମିଳିବ, ତାହା ମଧ୍ୟ ସର୍ବସମ୍ମୁଖକୁ ଆସିବ । ସମସ୍ତ ରାଜନୈତିକ ଦଳ ଉପରେ ମୋର ବିଶ୍ୱାସ ରହିଛି, ସେମାନେ ଏଥର ସଂସଦରେ ଉତ୍ତମ ଚର୍ଚ୍ଚା କରିବେ । ଏଥିସହିତ ଜନହିତ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକୁ ଆଗକୁ ବଢ଼ାଇବାରେ ସଂସଦର ସମୟ ଉପଯୋଗ କରିବେ ।

ଅନେକ-ଅନେକ ଧନ୍ୟବାଦ ।

  • krishangopal sharma Bjp February 03, 2025

    नमो नमो 🙏 जय भाजपा🙏🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹
  • krishangopal sharma Bjp February 03, 2025

    नमो नमो 🙏 जय भाजपा🙏🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷
  • krishangopal sharma Bjp February 03, 2025

    नमो नमो 🙏 जय भाजपा🙏🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹
  • krishangopal sharma Bjp February 03, 2025

    नमो नमो 🙏 जय भाजपा🙏🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷
  • krishangopal sharma Bjp February 03, 2025

    नमो नमो 🙏 जय भाजपा🙏🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹🌷🌹
  • Karishn singh Rajpurohit December 24, 2024

    जय श्री राम 🚩 वंदे मातरम् जय भाजपा विजय भाजपा
  • narendra shukla February 02, 2024

    जय माँ भारती
  • Dr.Gajanan Sanap February 01, 2024

    खेतिके फसल का दाम बाढव
Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
For PM Modi, women’s empowerment has always been much more than a slogan

Media Coverage

For PM Modi, women’s empowerment has always been much more than a slogan
NM on the go

Nm on the go

Always be the first to hear from the PM. Get the App Now!
...
PM Modi celebrates the contributions of extraordinary women in shaping a Viksit Bharat
March 08, 2025

On this International Women’s Day, Prime Minister Shri Narendra Modi has taken a significant step in celebrating the immense contributions of women across India by handing over his social media platforms to women who are making remarkable strides in diverse fields.

Shri Modi stated that since morning we are seeing inspiring posts by extraordinary women sharing their own journeys and inspiring other women. "Their determination and success remind us of the boundless potential women hold. Today and every day, we celebrate their contributions in shaping a Viksit Bharat" the Prime Minister added.

The Prime Minister posted on X:

"Since morning, you’ve all seen inspiring posts by extraordinary women sharing their own journeys and inspiring other women. These women belong to different parts of India and have excelled in different areas, but there’s one underlying theme - the prowess of India’s Nari Shakti.

Their determination and success remind us of the boundless potential women hold. Today and every day, we celebrate their contributions in shaping a Viksit Bharat."