PM congratulates Harivansh Narayan Singh on being elected as Deputy Chairperson of Rajya Sabha
Working closely with Chandra Shekhar Ji, Harivansh Ji knew in advance that Chandra Shekhar Ji would resign. However, he did not let his own paper have access to this news. This shows his commitment to ethics and public service: PM
Harivansh Ji is well read and has written a lot. He has served society for years: PM Modi

ଶ୍ରଦ୍ଧେୟ ସଭାପତି ମହୋଦୟ,

ମୁଁ ସର୍ବପ୍ରଥମେ ସଂସଦ ତରଫରୁ ଏବଂ ମୋ ତରଫରୁ ନବନିର୍ବାଚିତ ଉପସଭାପତି ଶ୍ରୀମାନ ହରିବଂଶଙ୍କୁ ହୃଦୟର ସହିତ ଅଶେଷ ଧନ୍ୟବାଦ ଜ୍ଞାପନ କରୁଛି । ଆମ ପାଇଁ ଖୁସିର କଥା ଯେ ସୁସ୍ଥ ହେବା ପରେ ଆମ ଅରୁଣଜୀ ଆଜି ଆମମାନଙ୍କ ପାଖରେ ଉପସ୍ଥିତ ଅଛନ୍ତି । ଆଜି ଅଗଷ୍ଟ 9 ତାରିଖ । ଅଗଷ୍ଟ କ୍ରାନ୍ତି ସ୍ୱାଧୀନତା ଆନ୍ଦୋଳନ ସହିତ ଜଡିତ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା ଏବଂ ସେଥିରେ ବଲିଆର ଅନେକ ଭୂମିକା ଥିଲା । 1857ରୁ ସ୍ୱାଧୀନତା ସଂଗ୍ରାମକୁ ନେଇ ବଲିଆ, ସ୍ୱାଧୀନତାର ଗଡ ଭାବେ କ୍ରାନ୍ତିର ବିଗୁଲ ବଜାଇବାରେ, ଜୀବନ ଉତ୍ସର୍ଗ କରିବାରେ ସର୍ବାଗ୍ରେ ରହିଛି । ମଙ୍ଗଳ ପାଣ୍ଡେ ହୁଅନ୍ତୁ, ଚିତ୍ତୁ ପାଣ୍ଡେ ହୁଅନ୍ତୁ ଏବଂ ଚନ୍ଦ୍ରଶେଖରଙ୍କ ପର୍ଯ୍ୟନ୍ତ ପରମ୍ପରା ଏବଂ ସେହିଭଳି ଜଣେ ହେଉଛନ୍ତି ହରିବଂଶଜୀ । ତାଙ୍କର ଜନ୍ମ ଜୟପ୍ରକାଶଜୀଙ୍କ ଗ୍ରାମରେ ହୋଇଥିଲା ଏବଂ ଆଜି ମଧ୍ୟ ସେହି ଗ୍ରାମ ସହ ସେ ଜଡିତ ଅଛନ୍ତି । ଜୟପ୍ରକାଶଙ୍କ ସ୍ୱପ୍ନ ସାକାର କରିବା ପାଇଁ ଯେଉଁ ଟ୍ରଷ୍ଟ ଚାଲିଛି ତାହାର ଟ୍ରଷ୍ଟି ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ହିରବଂଶ ସେହି କଲମର ଧନୀ ଯାହା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଏବଂ ମୋ ପାଇଁ ଏହା ମଧ୍ୟ ଖୁସିର କଥା ଯେ ସେ ବନାରସର ବିଦ୍ୟାର୍ଥୀ ଥିଲେ । ସେ ବନାରସରେ ଶିକ୍ଷାଲାଭ କରିଥିଲେ । ଏବଂ ସେହିଠାରୁ ଅର୍ଥଶାସ୍ତ୍ରରେ ସେ ସ୍ନାତୋକୋତ୍ତର ପ୍ରାପ୍ତ କରିଥିଲେ ଏବଂ ରିଜର୍ଭ ବ୍ୟାଙ୍କ ତାଙ୍କୁ ଚାକରିର ପ୍ରସ୍ତାବ ଦେଇଥିଲା । କିନ୍ତୁ ସେ ସେହି ପ୍ରସ୍ତାବରେ ସହମତ ହୋଇନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ନିଜ ଘରର ପରିସ୍ଥିତି ଯୋଗୁ ସେ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ କାର୍ଯ୍ୟ କରିଥିଲେ …. ସଭାପତି ମହୋଦୟ ଆପଣଙ୍କୁ ଜାଣି ଖୁସି ଲାଗିବ ଯେ ସେ ଜୀବନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବର୍ଷରେ ହାଇଦ୍ରାବାଦରେ କାର୍ଯ୍ୟ କରିଥିଲେ । କେତେବେଳେ ମୁମ୍ବାଇ, କେତେବେଳେ ହାଇଦ୍ରାବାଦ, କେତେବେଳେ ଦିଲ୍ଲୀ, କେତେବେଳେ କଲିକତା କିନ୍ତୁ ଏହିସବୁ ବଡ ସହର ଶ୍ରୀ ହିରବଂଶଙ୍କୁ ଆକର୍ଷିତ କରିପାରିନଥିଲା । ସେ କୋଲକତା ଚାଲିଯାଇଥିଲେ । ‘ରବିବାର’ ସମ୍ବାଦପତ୍ରରେ କାମ କରିବା ପାଇଁ ଏବଂ ଆମେ ଜାଣିଛୁ ଯେ ଏସ ପି ସିଂହ ନାଁ ବଡ…. ଟିଭି ଦୁନିଆରେ ଏକ ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ସହିତ ସେ କାମ କରିଥିଲେ । ଏବଂ ଜଣେ ଟ୍ରେନି ଭାବେ, ସାମ୍ବାଦିକ ଭାବେ ଧର୍ମବୀର ଭାରତୀଙ୍କ ସହିତ କାର୍ଯ୍ୟ କରିଥିଲେ । ଜୀବନର ପ୍ରାରମ୍ଭ ସେହିଠାରୁ କରିଥିଲେ । ଧର୍ମବୀରଙ୍କ ସହିତ ମିଶି କାର୍ଯ୍ୟ କରିଥିଲେ । ଦିଲ୍ଲୀରେ ଚନ୍ଦ୍ରଶେଖରଙ୍କ ସହିତ କାର୍ଯ୍ୟ କରିଥିଲେ । ଚନ୍ଦ୍ରଶେଖରଙ୍କ ପ୍ରିୟ ଥିଲେ ଏବଂ ପଦର ମର୍ଯ୍ୟାଦା ଏବଂ ମୂଲ୍ୟବୋଧ ସମ୍ବନ୍ଧରେ ମନୁଷ୍ୟର ସ୍ୱତନ୍ତ୍ରତା ଥାଏ । ଚନ୍ଦ୍ରଶେଖର ଇସ୍ତଫା ପ୍ରଦାନ କରିବାକୁ ଯାଉଥିଲେ, ଏହା ତାଙ୍କୁ ପୂର୍ବରୁ ଜଣାଥିଲା । ସେ ନିଜେ ଗୋଟିଏ ସମ୍ବାଦପତ୍ର ସହ ଜଡିତ ଥିଲେ । ସାମ୍ବାଦିକତାର ଦୁନିଆ ସହ ସଂଶ୍ଲିଷ୍ଟ ଥିଲେ । କିନ୍ତୁ ନିଜର ସମ୍ବାଦପତ୍ରରେ କେବେ ମଧ୍ୟ ଛାପି ନଥିଲେ ଯେ ଚନ୍ଦ୍ରଶେଖର ଇସ୍ତଫା ଦେବାକୁ ଯାଉଛନ୍ତି ବୋଲି । ସେ ନିଜ ପଦ ମର୍ଯ୍ୟାଦାକୁ ରକ୍ଷା କରି ଗୋପନୀୟତାକୁ ବଜାୟ ରଖିଥିଲେ । ନିଜ ସମ୍ବାଦପତ୍ରରେ ଖବର ପ୍ରକାଶିତ ହେଇଯାଉ, ଏବଂ ସମ୍ବାଦପତ୍ରର ପ୍ରଶଂସା ହେଉ ସେ କେବେ ହେବାକୁ ଦେଇନଥିଲେ ।

ହରିବଂଶ ରବିବାରରେ ବିହାର ଯାଇଥିଲେ, ସେତେବେଳେ ସଂଯୁକ୍ତ ବିହାର ଥିଲା । ପରେ ଝାଡଖଣ୍ଡ ଗଠନ ହୋଇଥିଲା । ସେ ରାଂଚି ଯାଇଥିଲେ । ପ୍ରଭାତ ଖବର ପାଇଁ ଏବଂ ଯେତେବେଳେ ସେ ଯୋଗଦେଇଥିଲେ ସେତେବେଳେ ତାହାର ସର୍କୁଲେସନ କେବଳ ଚାରିଶହ ଥିଲା । ଯାହାଙ୍କ ଜୀବନରେ ଏତେ ସୁଯୋଗ ଥିଲା, ବ୍ୟାଙ୍କରେ ମଧ୍ୟ ସୁଯୋଗ ଥିଲା । ପ୍ରତିଭାବାନ ବ୍ୟକ୍ତିତ୍ୱ ଥିଲେ, କିନ୍ତୁ ସେ ନିଜକୁ ଚାରିଶହ ସର୍କୁଲେସନ ଥିବା ସମ୍ବାଦପତ୍ର ସହ ଜଡିତ କରିଥିଲେ । ଚାରି ଦଶନ୍ଧିର ସାମ୍ବାଦିକତାର ଯାତ୍ରା ସମର୍ଥ ସାମ୍ବାଦିକତା ଥିଲା ଏବଂ ସାମ୍ବାଦିକତା ଯାହା ସମାଜ କାରଣରୁ ଜଡିତ ହୋଇଥିଲା, ନିଜର ପ୍ରଭାବଶକ୍ତି ବଢାଇବା କାରଣରୁ ନୁହେଁ । ମୁଁ ମାନୁଛି ଯେ ହରିବଂଶଙ୍କ ନିଯୁକ୍ତି, ଏହା ସମାଜ ପାଇଁ ସବୁଠାରୁ ବଡ ଅବଦାନ ଏବଂ ସେ ପ୍ରଭାବଶକ୍ତି ପାଇଁ ସାମ୍ବାଦିକତା କରିବାଠାରୁ ନିଜକୁ ଦୂରରେ ରଖିଥିଲେ । ଏବଂ ସେତେବେଳେ ପରମବୀର ଆଲବର୍ଟ ଏକ୍କା ଦେଶ ପାଇଁ ଶହିଦ ହୋଇଥିଲେ । ଥରେ ସମ୍ବାଦପତ୍ରରେ ଖବର ପ୍ରକାଶିତ ହୋଇଥିଲା ଯେ ଆଲବର୍ଟ ଏକ୍କାଙ୍କ ପତ୍ନୀ ଅତି ଦୟନୀୟ ଜୀବନ ଅତିବାହିତ କରୁଛନ୍ତି । 20 ବର୍ଷ ପୂର୍ବର କଥା । ହରିବଂଶ ଏହାକୁ ଏକ ସେବାମୂଳକ ଆହ୍ଵାନ ଭାବେ ଗ୍ରହଣ କରିଥିଲେ, ହରିବଂଶ ଲୋକମାନଙ୍କଠାରୁ ଅର୍ଥ ସଂଗ୍ରହ କରି ଚାରି ଲକ୍ଷ ଟଙ୍କା ସେହି ଶହିଦଙ୍କ ପତ୍ନୀଙ୍କ ପାଖରେ ପହଂଚାଇଥିଲେ ।

ଥରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନକ୍ସଲମାନେ ଅପହରଣ କରିଥିଲେ । ହରିବଂଶ ନିଜ ସମ୍ବାଦପତ୍ରର ସ୍ରୋତଗୁଡିକ ଜରିଆରେ, ଅଦମ୍ୟ ସାହସର ସହିତ ନକ୍ସଲ ଅଂଚଳକୁ ଯାଇଥିଲେ । ଲୋକମାନଙ୍କୁ ବୁଝାଇ ଶେଷର ତାଙ୍କୁ ମୁକୁଳାଇ ଆଣିପାରିଥିଲେ । ନିଜ ଜୀବନକୁ ବାଜି ଲଗାଇଦେଇଥିଲେ । ଏଭଳି ଏକ ବ୍ୟକ୍ତିତ୍ୱ ଯିଏ ଅନେକ ପୁସ୍ତକ ଅଧ୍ୟୟନ କରିଛନ୍ତି, ଅନେକ ପୁସ୍ତକ ଲେଖିଛନ୍ତି ଏବଂ ମୁଁ ଭାବେ ଯେ ସମ୍ବାଦପତ୍ର ପରିଚାଳନା, ସାମ୍ବାଦିକମାନଙ୍କଠାରୁ କାର୍ଯ୍ୟ ହାସଲ କରିବା ବୋଧହୁଏ ସହଜ ହୋଇଥିବ । ସମାଜ ମଙ୍ଗଳର ଅନୁଭୂତି ଏବଂ ନିଜର ପ୍ରଭାବଶକ୍ତିର ଅନୁଭବ ଭିନ୍ନ ଭିନ୍ନ । ଜଣେ ସାଂସଦ ଭାବେ ମୁଁ ନିଜର ଏକ ସଫଳ କାର୍ଯ୍ୟକାଳର ଅନୁଭବ ସମସ୍ତଙ୍କୁ କରାଇଛି । କିନ୍ତୁ ଅଧିକାଂଶ ସାଂସଦଙ୍କ ସ୍ଥିତି ଏଭଳି ଯେ ଏଠାରେ କ୍ରୀଡାବିତଙ୍କ ଅପେକ୍ଷା ଅମ୍ପାୟାର ଅଧିକ ବିବ୍ରତ ରହୁଛନ୍ତି । ଏଥିପାଇଁ ନିୟମ ଅନୁଯାୟୀ ଖେଳିବାକୁ ସମସ୍ତଙ୍କୁ ବାଧ୍ୟ କରିବା – ଏକ ବହୁତ ବଡ କାର୍ଯ୍ୟ, ଆହ୍ୱାନପୂର୍ଣ୍ଣ କାର୍ଯ୍ୟ । କିନ୍ତୁ ହରିବଂଶ ନିଶ୍ଚିତ ଭାବେ ଏହି କାର୍ଯ୍ୟ କରିବେ ବୋଲି ପୂର୍ଣ୍ଣ ଆଶା ।

ହରିବଂଶଙ୍କ ଶ୍ରୀମତୀ ଆଶା ଜୀ ସେ ନିଜେ ଚମ୍ପାରଣର । ଏହାର ଅର୍ଥ ଏକ ପ୍ରକାର ପୂରା ପରିବାର କେତେବେଳେ ଜେପିଙ୍କଠାରୁ ତ କେତେବେଳେ ଗାନ୍ଧୀଙ୍କ ଆନ୍ଦୋଳନ ସହ ସମ୍ପୃକ୍ତ ଏବଂ ଆଶାଜୀ ମଧ୍ୟ ଏମ.ଏ. ପଲିଟିକାଲ ସାଇନ୍ସର ଛାତ୍ରୀ, ତାଙ୍କର ଏହି ଶିକ୍ଷାଗତ ଜ୍ଞାନ ଏବେ ଅଧିକ ସହାୟତା କରିବ । ମୋର ବିଶ୍ୱାସ ଯେ ଏବେ ସଂସଦର ମନ୍ତ୍ର ହୋଇଯିବ ଯେ ଆମ ସମସ୍ତ ସାଂସଦଙ୍କୁ ହରିଙ୍କ କୃପା । ଏବେ ସବୁକିଛି ହରିଙ୍କ ଭରସାରେ । ଏବଂ ମୋର ବିଶ୍ୱାସ ଯେ ଆମେ ସମସ୍ତେ, ସେପଟର ନ ହେଲେ ଏପଟର ସମସ୍ତଙ୍କ ଉପରେ ଭଗବାନଙ୍କ କୃପା ରହୁ । ଏହି ନିର୍ବାଚନ ଏଭଳି ଥିଲା ଯେତେବେଳେ ଦୁଇ ପକ୍ଷରେ ଭଗବାନ ଥିଲେ । କିନ୍ତୁ ଜଣଙ୍କ ଆଗରେ ବି କେ ଥିଲେ । ବି.କେ ହରି, ଏମାନଙ୍କ ପାଖରେ କୌଣସି ବିକେ, ଭିକେ ନଥିଲେ । କିନ୍ତୁ ମୁଁ ବି କେ ହରିପ୍ରସାଦଙ୍କୁ ମଧ୍ୟ ଗଣତନ୍ତ୍ରର ମର୍ଯ୍ୟାଦା ପାଇଁ ନିଜ ଦାୟିତ୍ୱର ଅନୁପାଳନ କରି ଏବଂ ସମସ୍ତେ କହୁଥିଲେ ଯେ ପରିଣାମ ଜଣାଅଛି କିନ୍ତୁ ନିର୍ବାଚନ ପ୍ରକ୍ରୀୟା ଚାଲିବ । ଅନେକ ନୂତନ ଲୋକମାନଙ୍କର ପ୍ରଶିକ୍ଷଣ ମଧ୍ୟ ହୋଇଯାଇଥିବ – ଭୋଟ ଦେବା ପାଇଁ ।

ମୁଁ ସଂସଦର ସମସ୍ତ ମହାନୁଭବମାନଙ୍କର, ସମସ୍ତ ଆଦରଣୀୟ ସଦସ୍ୟମାନଙ୍କର ଏହି ସଂପୂର୍ଣ୍ଣ ପ୍ରକ୍ରୀୟାକୁ ଉତ୍ତମ ଭାବେ ଆଗକୁ ବଢାଇବା ପାଇଁ ଏବଂ ଉପସଭାପତିଙ୍କୁ, ମୋର ବିଶ୍ୱାସ ଯେ ତାଙ୍କର ଅନୁଭୂତି, ତାଙ୍କର ସମାଜ ପାଇଁ ସମର୍ପଣ…. ହରିବଂଶଙ୍କର ଗୋଟିଏ ବିଶେଷତ୍ୱ ଥିଲା ଯେ ସେ ଗୋଟିଏ ସ୍ତମ୍ଭଲେଖା(Column) ଚଲାଇଥିଲେ । ନିଜର ସମ୍ବାଦପତ୍ରରେ ଲେଖୁଥିଲେ ‘ଆମ ସାଂସଦ କେଉଁଭଳି ହେବା ଦରକାର’ । ସେତେବେଳେ ତାଙ୍କୁ ମଧ୍ୟ ଜଣାନଥିଲା ଯେ ସେ ସାଂସଦ ହେବେ । ସାଂସଦ କେଉଁଭଳି ହେବା ଦରକାର ଅଭିଯାନ ଚଳାଇଥିଲେ । ମୁଁ ଜାଣିଛି ଯେ ତାଙ୍କର ଯେଉଁ ସ୍ୱପ୍ନ ଥିଲା ତାକୁ ପୂରା କରିବାର ସୁଯୋଗ ତାଙ୍କୁ ମିଳିଛି, ଆମେ ସମସ୍ତ ସାଂସଦମାନଙ୍କୁ ଯେଉଁ ପ୍ରଶିକ୍ଷଣ ଆପଣଙ୍କ ଜରିଆରେ ମିଳିବ ଏବଂ ଯେଉଁ ଦଶରଥ ମାଂଝୀଙ୍କ ଆଲୋଚନା ଆଜି କେବେ କେବେ ହିନ୍ଦୁସ୍ଥାନରେ ଶୁଣିବାକୁ ମିଳୁଛି । ବହୁତ କମ ଲୋକଙ୍କୁ ସେହି ଦଶରଥ ମାଂଝୀଙ୍କ କଥା ଜଣାଅଛି । ସେହି ଦଶରଥ ମାଂଝୀଙ୍କ କଥାକୁ ଖୋଜିଖାଜି ପ୍ରଥମ ଥର ପାଇଁ କେହିଜଣେ ପ୍ରକାଶିତ କରିଥିଲେ ସେ ହେଉଛନ୍ତି ହରିବଂଶ ବାବୁ, ସମାଜର ନିମ୍ନ ସ୍ତରର ଲୋକମାନଙ୍କ ସହିତ ଜଡିତ ଥିବା ମହାନୁଭବ ଆଜି ଆମମାନଙ୍କର ମାର୍ଗଦର୍ଶନ କରିବାକୁ ଯାଉଛନ୍ତି ।

ମୋ ତରଫରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା, ଅନେକ ଅନେକ ଶୁଭକାମନା ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
India's Economic Growth Activity at 8-Month High in October, Festive Season Key Indicator

Media Coverage

India's Economic Growth Activity at 8-Month High in October, Festive Season Key Indicator
NM on the go

Nm on the go

Always be the first to hear from the PM. Get the App Now!
...
Text of PM’s address at the News9 Global Summit via video conferencing
November 22, 2024

गुटेन आबेन्ड

स्टटगार्ड की न्यूज 9 ग्लोबल समिट में आए सभी साथियों को मेरा नमस्कार!

मिनिस्टर विन्फ़्रीड, कैबिनेट में मेरे सहयोगी ज्योतिरादित्य सिंधिया और इस समिट में शामिल हो रहे देवियों और सज्जनों!

Indo-German Partnership में आज एक नया अध्याय जुड़ रहा है। भारत के टीवी-9 ने फ़ाउ एफ बे Stuttgart, और BADEN-WÜRTTEMBERG के साथ जर्मनी में ये समिट आयोजित की है। मुझे खुशी है कि भारत का एक मीडिया समूह आज के इनफार्मेशन युग में जर्मनी और जर्मन लोगों के साथ कनेक्ट करने का प्रयास कर रहा है। इससे भारत के लोगों को भी जर्मनी और जर्मनी के लोगों को समझने का एक प्लेटफार्म मिलेगा। मुझे इस बात की भी खुशी है की न्यूज़-9 इंग्लिश न्यूज़ चैनल भी लॉन्च किया जा रहा है।

साथियों,

इस समिट की थीम India-Germany: A Roadmap for Sustainable Growth है। और ये थीम भी दोनों ही देशों की Responsible Partnership की प्रतीक है। बीते दो दिनों में आप सभी ने Economic Issues के साथ-साथ Sports और Entertainment से जुड़े मुद्दों पर भी बहुत सकारात्मक बातचीत की है।

साथियों,

यूरोप…Geo Political Relations और Trade and Investment…दोनों के लिहाज से भारत के लिए एक Important Strategic Region है। और Germany हमारे Most Important Partners में से एक है। 2024 में Indo-German Strategic Partnership के 25 साल पूरे हुए हैं। और ये वर्ष, इस पार्टनरशिप के लिए ऐतिहासिक है, विशेष रहा है। पिछले महीने ही चांसलर शोल्ज़ अपनी तीसरी भारत यात्रा पर थे। 12 वर्षों बाद दिल्ली में Asia-Pacific Conference of the German Businesses का आयोजन हुआ। इसमें जर्मनी ने फोकस ऑन इंडिया डॉक्यूमेंट रिलीज़ किया। यही नहीं, स्किल्ड लेबर स्ट्रेटेजी फॉर इंडिया उसे भी रिलीज़ किया गया। जर्मनी द्वारा निकाली गई ये पहली कंट्री स्पेसिफिक स्ट्रेटेजी है।

साथियों,

भारत-जर्मनी Strategic Partnership को भले ही 25 वर्ष हुए हों, लेकिन हमारा आत्मीय रिश्ता शताब्दियों पुराना है। यूरोप की पहली Sanskrit Grammer ये Books को बनाने वाले शख्स एक जर्मन थे। दो German Merchants के कारण जर्मनी यूरोप का पहला ऐसा देश बना, जहां तमिल और तेलुगू में किताबें छपीं। आज जर्मनी में करीब 3 लाख भारतीय लोग रहते हैं। भारत के 50 हजार छात्र German Universities में पढ़ते हैं, और ये यहां पढ़ने वाले Foreign Students का सबसे बड़ा समूह भी है। भारत-जर्मनी रिश्तों का एक और पहलू भारत में नजर आता है। आज भारत में 1800 से ज्यादा जर्मन कंपनियां काम कर रही हैं। इन कंपनियों ने पिछले 3-4 साल में 15 बिलियन डॉलर का निवेश भी किया है। दोनों देशों के बीच आज करीब 34 बिलियन डॉलर्स का Bilateral Trade होता है। मुझे विश्वास है, आने वाले सालों में ये ट्रेड औऱ भी ज्यादा बढ़ेगा। मैं ऐसा इसलिए कह रहा हूं, क्योंकि बीते कुछ सालों में भारत और जर्मनी की आपसी Partnership लगातार सशक्त हुई है।

साथियों,

आज भारत दुनिया की fastest-growing large economy है। दुनिया का हर देश, विकास के लिए भारत के साथ साझेदारी करना चाहता है। जर्मनी का Focus on India डॉक्यूमेंट भी इसका बहुत बड़ा उदाहरण है। इस डॉक्यूमेंट से पता चलता है कि कैसे आज पूरी दुनिया भारत की Strategic Importance को Acknowledge कर रही है। दुनिया की सोच में आए इस परिवर्तन के पीछे भारत में पिछले 10 साल से चल रहे Reform, Perform, Transform के मंत्र की बड़ी भूमिका रही है। भारत ने हर क्षेत्र, हर सेक्टर में नई पॉलिसीज बनाईं। 21वीं सदी में तेज ग्रोथ के लिए खुद को तैयार किया। हमने रेड टेप खत्म करके Ease of Doing Business में सुधार किया। भारत ने तीस हजार से ज्यादा कॉम्प्लायेंस खत्म किए, भारत ने बैंकों को मजबूत किया, ताकि विकास के लिए Timely और Affordable Capital मिल जाए। हमने जीएसटी की Efficient व्यवस्था लाकर Complicated Tax System को बदला, सरल किया। हमने देश में Progressive और Stable Policy Making Environment बनाया, ताकि हमारे बिजनेस आगे बढ़ सकें। आज भारत में एक ऐसी मजबूत नींव तैयार हुई है, जिस पर विकसित भारत की भव्य इमारत का निर्माण होगा। और जर्मनी इसमें भारत का एक भरोसेमंद पार्टनर रहेगा।

साथियों,

जर्मनी की विकास यात्रा में मैन्यूफैक्चरिंग औऱ इंजीनियरिंग का बहुत महत्व रहा है। भारत भी आज दुनिया का बड़ा मैन्यूफैक्चरिंग हब बनने की तरफ आगे बढ़ रहा है। Make in India से जुड़ने वाले Manufacturers को भारत आज production-linked incentives देता है। और मुझे आपको ये बताते हुए खुशी है कि हमारे Manufacturing Landscape में एक बहुत बड़ा परिवर्तन हुआ है। आज मोबाइल और इलेक्ट्रॉनिक्स मैन्यूफैक्चरिंग में भारत दुनिया के अग्रणी देशों में से एक है। आज भारत दुनिया का सबसे बड़ा टू-व्हीलर मैन्युफैक्चरर है। दूसरा सबसे बड़ा स्टील एंड सीमेंट मैन्युफैक्चरर है, और चौथा सबसे बड़ा फोर व्हीलर मैन्युफैक्चरर है। भारत की सेमीकंडक्टर इंडस्ट्री भी बहुत जल्द दुनिया में अपना परचम लहराने वाली है। ये इसलिए हुआ, क्योंकि बीते कुछ सालों में हमारी सरकार ने Infrastructure Improvement, Logistics Cost Reduction, Ease of Doing Business और Stable Governance के लिए लगातार पॉलिसीज बनाई हैं, नए निर्णय लिए हैं। किसी भी देश के तेज विकास के लिए जरूरी है कि हम Physical, Social और Digital Infrastructure पर Investment बढ़ाएं। भारत में इन तीनों Fronts पर Infrastructure Creation का काम बहुत तेजी से हो रहा है। Digital Technology पर हमारे Investment और Innovation का प्रभाव आज दुनिया देख रही है। भारत दुनिया के सबसे अनोखे Digital Public Infrastructure वाला देश है।

साथियों,

आज भारत में बहुत सारी German Companies हैं। मैं इन कंपनियों को निवेश और बढ़ाने के लिए आमंत्रित करता हूं। बहुत सारी जर्मन कंपनियां ऐसी हैं, जिन्होंने अब तक भारत में अपना बेस नहीं बनाया है। मैं उन्हें भी भारत आने का आमंत्रण देता हूं। और जैसा कि मैंने दिल्ली की Asia Pacific Conference of German companies में भी कहा था, भारत की प्रगति के साथ जुड़ने का- यही समय है, सही समय है। India का Dynamism..Germany के Precision से मिले...Germany की Engineering, India की Innovation से जुड़े, ये हम सभी का प्रयास होना चाहिए। दुनिया की एक Ancient Civilization के रूप में हमने हमेशा से विश्व भर से आए लोगों का स्वागत किया है, उन्हें अपने देश का हिस्सा बनाया है। मैं आपको दुनिया के समृद्ध भविष्य के निर्माण में सहयोगी बनने के लिए आमंत्रित करता हूँ।

Thank you.

दान्के !