ତାମିଲନାଡୁର ରାଜ୍ୟପାଳ ଶ୍ରୀ ଆର୍. ଏନ୍. ରବି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;
“ତାମିଲ୍ନାଡୁର ରାଜ୍ୟପାଳ ଶ୍ରୀ ଆର୍. ଏନ୍. ରବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।”
Governor of Tamil Nadu, Shri R. N. Ravi, met Prime Minister @narendramodi. pic.twitter.com/hkekX4P9ov
— PMO India (@PMOIndia) July 16, 2024