T20 Blind Cricket World Cup Winning Team meets PM Narendra Modi
T20 Blind World Cup winners present Shri Modi with an autographed bat, a ball and a team jersey with the Prime Minister’s name

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟି20 ଦୃଷ୍ଟିହୀନ ବିଶ୍ୱ କପ୍ କ୍ରିକେଟ ବିଜୟୀ ଭାରତୀୟ ଦଳର ସଦସ୍ୟମାନଙ୍କୁ ସାକ୍ଷାତ କରିଛନ୍ତି ।

ଏହି ଅବସରରେ ସେ ବିଜୟ ପାଇଁ ଦଳକୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତରେ ଆହୁରି ଭଲ ଖେଳ ପ୍ରଦର୍ଶନ କରିବା ପାଇଁ ଆହ୍ୱାନ ଜଣାଇଥିଲେ । ଦଳର ସଦସ୍ୟମାନଙ୍କ ଏକାଗ୍ରତା ଏବଂ ବିଶେଷ କୌଶଳର ସେ ବେଶ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଦଳର ସଦସ୍ୟମାନଙ୍କ କ୍ରିଡା ନୈପୁଣ୍ୟ କୋଟି କୋଟି ଲୋକଙ୍କ ସହ ଦିବ୍ୟାଙ୍ଗମାନଙ୍କ ପାଇଁ ପ୍ରେରଣାଦାୟୀ ହେବ ।

ଦଳର ସଦସ୍ୟମାନେ ହସ୍ତାକ୍ଷର କରିଥିବା ଏକ ବ୍ୟାଟ, ବଲ୍ ଏବଂ ପ୍ରଧାନମନ୍ତ୍ରୀଙ୍କ ନାମ ଥିବା ଟିମ୍ ଜର୍ସୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ ।

ପ୍ରଧାନମନ୍ତ୍ରୀ ମଧ୍ୟ ନିଜ ସ୍ୱାକ୍ଷରିତ ଏକ ବ୍ୟାଟ ଏବଂ ବଲ୍ ଭାରତୀୟ ଦଳକୁ ପ୍ରଦାନ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Ray Dalio: Why India is at a ‘Wonderful Arc’ in history—And the 5 forces redefining global power

Media Coverage

Ray Dalio: Why India is at a ‘Wonderful Arc’ in history—And the 5 forces redefining global power
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 25, 2025
December 25, 2025

Vision in Action: PM Modi’s Leadership Fuels the Drive Towards a Viksit Bharat