ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ଅଭିଯାନର ୧୦ ବର୍ଷ ପୂର୍ତ୍ତିକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି,ଏହା ୧୪୦ କୋଟି ଭାରତୀୟଙ୍କ ଶକ୍ତି ଦ୍ୱାରା ସଞ୍ଚାଳିତ ଏକ ଅସାଧାରଣ ଆନ୍ଦୋଳନ ।
ମାଇଁ ଗଭ ଇଣ୍ଡିଆ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
“ଏକ ଅସାଧାରଣ ଆନ୍ଦୋଳନ, ୧୪୦ କୋଟି ଭାରତୀୟଙ୍କ ଶକ୍ତି ଦ୍ୱାରା ସଞ୍ଚାଳିତ! #10YearsOfSwachhBharat”
A phenomenal movement, powered by 140 crore Indians! #10YearsOfSwachhBharat https://t.co/xVC3Uu2Mu0
— Narendra Modi (@narendramodi) October 2, 2024