Mr. Jeong Dong-chae, Special Envoy, South Korea calls on PM

କୋରିଆ ରାଷ୍ଟ୍ରପତି ମିଷ୍ଟର ମୁନ ଜେ-ଇନଙ୍କ ସ୍ଵତନ୍ତ୍ର ଦୂତ ମିଷ୍ଟର ଡୋଙ୍ଗ-ଚେ ଚୁଙ୍ଗ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସ୍ଵତନ୍ତ୍ର ଦୂତ ଭାବେ ମିଷ୍ଟର ଚୁଙ୍ଗଙ୍କୁ ଭାରତ ପଠାଇଥିବାରୁ ରାଷ୍ଟ୍ରପତି ମୁନଙ୍କ ମହତ ଉଦ୍ଦେଶ୍ୟକୁ ପ୍ରଶଂସା କରିଥିଲେ ।

  ଏହି ଅବସରରେ ପ୍ରଧାନମନ୍ତ୍ରୀ ମେ 2015ରେ ତାଙ୍କ କୋରିଆ ଗସ୍ତକୁ ମନେ ପକାଇଥିଲେ, ଯେଉଁଥିରେ କି ଦ୍ଵିପାକ୍ଷିକ ସମ୍ପର୍କ ସ୍ଵତନ୍ତ୍ର ସହଭାଗିତାକୁ ଉନ୍ନୀତ ହୋଇଥିଲା । ଏବେ କୋରିଆ ଭାରତର ପ୍ରମୁଖ ବିକାଶଶୀଳ ଭାଗିଦାରୀ ହୋଇପାରିଛି ବୋଲି ସେ ଅଭିହିତ କରିଥିଲେ । ବାଣିଜ୍ୟ ଓ ଆର୍ଥିକ କ୍ଷେତ୍ର ବ୍ୟତୀତ ପ୍ରତିରକ୍ଷା ସହଯୋଗ ଭଳି ନୂଆ ନୂଆ କ୍ଷେତ୍ରରେ ଦ୍ଵିପାକ୍ଷିକ ଭାଗିଦାରୀତା ମଜବୁତ ହେଉଥିବାରୁ ପ୍ରଧାନମନ୍ତ୍ରୀ ଏହାକୁ ସ୍ଵାଗତ କରିଥିଲେ ।

  ରାଷ୍ଟ୍ରପତି ମୁନଙ୍କ ସହିତ ମିଶି ଦ୍ଵିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ ଏବଂ ରାଷ୍ଟ୍ରପତି ମୁନଙ୍କ ସହିତ ଶୀଘ୍ର ସାକ୍ଷାତ ଲାଗି ସେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Kumbh Mela 2025: Impact On Local Economy And Business

Media Coverage

Kumbh Mela 2025: Impact On Local Economy And Business
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 29, 2024
December 29, 2024

Citizens Appreciate PM's Dedication to National Progress - #MannkiBaat

Appreciation for PM Modi’s vision of Viksit Bharat – Vikas bhi, Virasat bhi