#ShriRamBhajan ବ୍ୟବହାର କରି ନିଜର ରଚନା, କବିତା ଓ ଭଜନ ସେୟାର କରନ୍ତୁ

ଡିସେମ୍ବର 31 ରେ 'ମନ୍ କୀ ବାତ୍' କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ରାମ ମନ୍ଦିରକୁ ନେଇ ଦେଶରେ ଦେଖାଦେଇଥିବା ଉତ୍ସାହ ଓ ଉଦ୍ଦୀପନା ବିଷୟରେ ଉଲ୍ଲେଖ କରିଥିଲେ। ଶ୍ରୀରାମ ଓ ଅଯୋଧ୍ୟାକୁ ସମର୍ପିତ ନୂଆ ନୂଆ ଗୀତ, ଭଜନ ଓ କବିତା ରଚନା ସହ ବିଭିନ୍ନ ଉପାୟରେ ଲୋକେ ନିଜ ଭାବନା ଓ ଭକ୍ତିକୁ ପ୍ରକାଶ କରୁଛନ୍ତି। ପ୍ରଧାନମନ୍ତ୍ରୀ #ShriRamBhajan ବ୍ୟବହାର କରି ସୋସିଆଲ ମିଡିଆରେ ନିଜର କଳାତ୍ମକ ଅବଦାନକୁ ସେୟାର କରିବା ପାଇଁ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।

ସେୟାର
 
Comments
  • Your Suggestion
Comment 0