ଏସସିଓ ଶିଖର ସମ୍ମିଳନୀ ପୂର୍ଣ୍ଣ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଭାରତ ଏହି ଶିଖର ସମ୍ମିଳନୀର ସଫଳ ପରିଣାମ ପାଇଁ ନିଜର ପୂର୍ଣ୍ଣ ସହଯୋଗ ଦେବା ପାଇଁ ପ୍ରତିବଦ୍ଧ ଅଛି ।ପ୍ରଧାନମନ୍ତ୍ରୀ ମୋଦୀ
କହିଲେ ,'' ଆମେ ପୁଣିଥରେ ସେହି ପାହାଚରେ ପହଁଚିଯାଇଛନ୍ତି ଯେଉଁଠି ଭୌତିକ ଏବଂ ଡିଜିଟାଲ ସମ୍ପର୍କ ଭୌଗଳିକର ପରିଭାଷା ପରିବର୍ତ୍ତନ ହେଉଛି । ଏଥିପାଇଁ ଆମର ପଡ଼ୋଶୀ ଏବଂ ଏସସିଓ କ୍ଷେତ୍ରରେ ସମ୍ପର୍କ ଆମର ପ୍ରାଥମିକତା ।