ଆଇଆଇଟି ରୁର୍କି ପକ୍ଷରୁ ଆୟୋଜିତ ପ୍ରଥମ ଜୟ କୃଷ୍ଣ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶ୍ରୀ ପିକେ ମିଶ୍ର ଉଦବୋଧନ ଦେଇଛନ୍ତି। ଏହି ବକ୍ତୃତା କାର୍ଯ୍ୟକ୍ରମରେ କୋଭିଡ-19 ଏବଂ ଭାରତରେ ବିପର୍ଯ୍ୟୟ ପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ପ୍ରମୁଖ ସଚିବ କହିଥିଲେ ଯେ ବିପର୍ଯ୍ୟୟ ବିପତ୍ତି ପରିଚାଳନାର ପରିସର ବୃଦ୍ଧି ପାଇଛି। ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହାର ସୁଯୋଗ ସମ୍ପ୍ରସାରିତ ହୋଇଛି ଏବଂ ବିଭିନ୍ନ ପ୍ରସଙ୍ଗ ଏଥିରେ ସାମିଲ ହୋଇଛି। ବର୍ତ୍ତମାନ ଏହାକୁ ଏକ ସୀମିତ କ୍ଷେତ୍ର ମଧ୍ୟରେ ଦେଖାଯାଉନାହିଁ।

ମହାମାରୀ କାରଣରୁ ଦେଖାଦେଇଥିବା ପରିସ୍ଥିତିର ମୁକାବିଲା ପାଇଁ ଭବିଷ୍ୟତରେ ନିଆଯିବାକୁ ଥିବା ପଦକ୍ଷେପ ଉପରେ ମଧ୍ୟ ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ। ସେ ମଧ୍ୟ କହିଥିଲେ ଯେ କୋଭିଡ-19 ମହାମାରୀ ଏକ ଶିକ୍ଷା ଦେଇଛି ଯାହା ମାଧ୍ୟମରେ ଦେଶ ଏକ ଉନ୍ନତ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରିବ।

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
'India is our top performing market in the world': Blackstone CEO Stephen Schwarzman

Media Coverage

'India is our top performing market in the world': Blackstone CEO Stephen Schwarzman
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 13, 2025
March 13, 2025

Viksit Bharat Unleashed: PM Modi’s Policies Power India Forward