ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଶ୍ରୀ ଲି ସେନ୍ ଲୁଙ୍ଗ ଭାରତର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) ଏବଂ ସିଙ୍ଗାପୁରର ପେନାଓ ମଧ୍ୟରେ ରିଅଲ୍ ଟାଇମ୍ ପେମେଣ୍ଟ ଲିଙ୍କେଜ୍ ର ଭର୍ଚୁଆଲ୍ ଶୁଭାରମ୍ଭରେ ଅଂଶଗ୍ରହଣ କରିଥିଲେ । ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ଏବଂ ସିଙ୍ଗାପୁରର ମନିଟାରୀ ଅଥରିଟୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରବି ମେନନ୍ ନିଜ ନିଜ ମୋବାଇଲ୍ ଫୋନ୍ ବ୍ୟବହାର କରି ପରସ୍ପର ମଧ୍ୟରେ ସୀମା ପାର ଅର୍ଥ କାରବାର କରିଥିଲେ ।
ସିଙ୍ଗାପୁର ହେଉଛି ପ୍ରଥମ ଦେଶ ଯେଉଁ ଠାରେ ସୀମା ପାର ପର୍ସନ୍ ଟୁ ପର୍ସନ୍ (ପି୨ପି) ଦେୟ ସୁବିଧା ଆରମ୍ଭ କରାଯାଇଛି । ଏହା ସିଙ୍ଗାପୁରରେ ଥିବା ପ୍ରବାସୀ ଭାରତୀୟ ବିଶେଷ କରି ପ୍ରବାସୀ ଶ୍ରମିକ / ଛାତ୍ରମାନଙ୍କୁ ସାହାଯ୍ୟ କରିବ ଏବଂ ସିଙ୍ଗାପୁର ଓ ଭାରତ ମଧ୍ୟରେ ତତକ୍ଷଣାତ ଡିଜିଟାଇଜେସନ ଓ ଫିନ୍ଟେକ୍ ଦ୍ୱାରା କମ୍ ମୂଲ୍ୟରେ ଟଙ୍କା ଟ୍ରାନ୍ସଫରର ଲାଭ ସାଧାରଣ ଲୋକଙ୍କୁ ମିଳିପାରିବ । କ୍ୟୁଆର କୋଡ୍ ମାଧ୍ୟମରେ ୟପିଆଇ ଦେୟ ଗ୍ରହଣ ସିଙ୍ଗାପୁରର ବଛା ବଛା ବ୍ୟବସାୟିକ ସ୍ଥଳୀରେ ପୂର୍ବରୁ ଉପଲବ୍ଧ ।
ଭର୍ଚୁଆଲ ଶୁଭାରମ୍ଭ ପୂର୍ବରୁ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଟେଲିଫୋନ୍ ଜରିଆରେ ପାରସ୍ପରିକ ସ୍ୱାର୍ଥ ଉପରେ ଆଲୋଚନା ହୋଇଥିଲା । ଭାରତ-ସିଙ୍ଗାପୁର ସମ୍ପର୍କକୁ ଆଗକୁ ନେବାରେ ସହଭାଗୀତା ପାଇଁ ପ୍ରଧାନମନ୍ତ୍ରୀ ଲିଙ୍କୁ ଧନ୍ୟବାଦ ଜଣାଇବା ସହ ଭାରତର ଜି -୨୦ ଅଧ୍ୟକ୍ଷତା ଅଧୀନରେ ତାଙ୍କ ସହ କାମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।
भारत और सिंगापुर की मित्रता बहुत पुरानी है, समय की कसौटी पर हमेशा खरी उतरी है।
— PMO India (@PMOIndia) February 21, 2023
हमारे people-to-people रिश्ते इसका मुख्य आधार रहे हैं: PM @narendramodi
UPI-Pay Now Link का लॉन्च, आज दोनों देशों के नागरिकों के लिए एक ऐसा उपहार है, जिसका वे उत्सुकता से इंतजार कर रहे थे।
— PMO India (@PMOIndia) February 21, 2023
मैं भारत और सिंगापुर के लोगों को इसकी बहुत-बहुत बधाई देता हूं: PM @narendramodi
आज के लॉन्च ने cross-border FinTech connectivity के एक नए अध्याय का शुभारम्भ किया है।
— PMO India (@PMOIndia) February 21, 2023
आज के बाद, सिंगापुर और भारत के लोग अपने मोबाइल फोन से उसी तरह पैसे ट्रांसफर कर पाएंगे, जैसे वे अपने-अपने देश के अंदर करते हैं: PM @narendramodi
डिजिटल इंडिया अभियान ने, Governance और public service delivery में अभूतपूर्व Reforms को भी संभव बनाया है।
— PMO India (@PMOIndia) February 21, 2023
ये भारत के डिजिटल इंफ्रास्ट्रक्चर की ही ताकत है कि, Covid pandemic के दौरान हम करोड़ों लोगों के बैंक खातों में सीधे पैसे ट्रांसफर कर पाए: PM @narendramodi
आज रियल टाइम डिजिटल ट्रांजेक्शन्स के मामले में भारत, विश्व के अग्रणी देशों में है।
— PMO India (@PMOIndia) February 21, 2023
आज UPI भारत में सबसे पसंदीदा payment mechanism बन गया है: PM @narendramodi