ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦା ସିଲଭାଙ୍କ ଅସ୍ତ୍ରୋପଚାର ପରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ।
ବ୍ରାଜିଲ ରାଷ୍ଟ୍ରପତି ଏକ୍ସରେ କରିଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି:
“ରାଷ୍ଟ୍ରପତି @LulaOficial ଙ୍କ ସଫଳ ଅସ୍ତ୍ରୋପଚାର ହୋଇଛି ଏବଂ ସେ କ୍ରମେ ସୁସ୍ଥ ହେଉଛନ୍ତି ଜାଣି ମୁଁ ଖୁସି । ତାଙ୍କର ସୁସ୍ଥ ଓ ସବଳ ଜୀବନ କାମନା କରୁଛି ।”
I am happy to know that President @LulaOficial’s surgery went well and that he is on the path to recovery. Wishing him continued strength and good health. https://t.co/BAPKigvydK
— Narendra Modi (@narendramodi) December 12, 2024