ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାମୀ ବିବେକାନନ୍ଦଙ୍କ ୧୮୯୩ ଚିକାଗୋର ସାରଗର୍ଭକ ଭାଷଣର ଆବେଗରେ ଏକ ନ୍ୟାୟପୂର୍ଣ୍ଣ, ସମୃଦ୍ଧ ତଥା ଅର୍ନ୍ତଭୁକ୍ତି ବିଶ୍ୱ ସୃଷ୍ଟି କରିବାର କ୍ଷମତା ରଖିଛି ।
ପ୍ରତୀକାତ୍ମକ ଭାଷଣର ବାର୍ଷିକୀ ପାଳନ ଅବସରରେ ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
ଚିକାଗୋରେ ସ୍ୱାମୀ ବିବେକାନନ୍ଦଙ୍କ ସାରଗର୍ଭକ ୧୮୯୩ ଭାଷଣକୁ ମନେ ପକାଇବା, ଯାହା ଭାରତୀୟ ସଂସ୍କୃତିର ମହତ୍ୱକୁ ସୁନ୍ଦର ଭାବରେ ଦର୍ଶାଇଥିଲା । ତାଙ୍କ ଭାଷଣର ଆବେଗ ଏକ ନ୍ୟାୟପୂର୍ଣ୍ଣ, ସମୃଦ୍ଧ ଏବଂ ଅନ୍ତର୍ଭୂକ୍ତି ବିଶ୍ୱ ସୃଷ୍ଟି କରିବାର ସାମର୍ଥ୍ୟ ରଖିଛି ।
Recalling Swami Vivekananda’s iconic 1893 speech at Chicago, which beautifully demonstrated the salience of Indian culture. The spirit of his speech has the potential to create a more just, prosperous and inclusive planet. https://t.co/1iz7OgAWm3
— Narendra Modi (@narendramodi) September 11, 2021