ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଚାର୍ଯ୍ୟ ବିନୋବା ଭାବେଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି:
ମହାତ୍ମା ଗାନ୍ଧୀ ତାଙ୍କୁ ଏପରି ଜଣେ ବ୍ୟକ୍ତି ଭାବରେ ବର୍ଣ୍ଣନା କରିଛନ୍ତି ଯିଏ ଅସ୍ପୃଶ୍ୟତା ବିରୁଦ୍ଧରେ, ଭାରତର ସ୍ୱାଧୀନତା ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ଅହିଂସା ତଥା ଗଠନମୂଳକ କାର୍ଯ୍ୟରେ ଦୃଢ ବିଶ୍ୱସୀ । ସେ ଜଣେ ଉନ୍ନତ ବିଚାରକ ଥିଲେ ।
ଆଚାର୍ଯ୍ୟ ବିନୋବା ଭାବେଙ୍କୁ ତାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି
ଭାରତ ସ୍ୱାଧୀନତା ହାସଲ କରିବା ପରେ ଆଚାର୍ଯ୍ୟ ବିନୋବା ଭାଭେ ଗାନ୍ଧୀ ନୀତିକୁ ଆଗକୁ ବଢାଇଥିଲେ । ତାଙ୍କର ଜନ ଆନ୍ଦୋଳନ ଗରିବ ଏବଂ ଅବହେଳିତମାନଙ୍କ ପାଇଁ ଏକ ଉନ୍ନତ ମାନର ଜୀବନ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଥିଲା । ସାମୂହିକ ଆବେଗ ଉପରେ ତାଙ୍କର ଗୁରୁତ୍ୱ ସର୍ବଦା ପରବର୍ତ୍ତୀ ପୀଢିକୁ ପ୍ରେରଣା ଯୋଗାଇବ ।
Mahatma Gandhi described him as someone who was absolutely against untouchability, unwavering in his commitment to India’s freedom and a firm believer in non-violence as well as constructive work. He was a thinker par excellence.
— Narendra Modi (@narendramodi) September 11, 2021
Tributes to Acharya Vinoba Bhave on his Jayanti. pic.twitter.com/SEDDY1oo0A