ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାକବି ସୁବ୍ରମଣ୍ୟମ ଭାରତୀଙ୍କୁ ତାଙ୍କର ୧୦୦ ତମ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି:
ତାଙ୍କର ୧୦୦ ତମ ପୂଣ୍ୟ ତିଥିରେ ସୁବ୍ରମଣ୍ୟମ ଭାରତୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତାଙ୍କର ସମୃଦ୍ଧ ଜ୍ଞାନ, ଆମ ଦେଶ ପାଇଁ ବହୁମୁଖୀ ଅବଦାନ, ସାମାଜିକ ନ୍ୟାୟ ଏବଂ ମହିଳା ସଶକ୍ତିକରଣ ଉପରେ ଉତ୍ତମ ଆଦର୍ଶକୁ ମନେ ପକାଉ । ଡିସେମ୍ବର ୨୦୨୦ ରେ ମୁଁ ଏଠାରେ ତାଙ୍କ ଉପରେ ଏକ ବକ୍ତୃକ୍ତା ପ୍ରଦାନ କରିଥିଲି ।
On his 100th Punya Tithi, paying homage to the remarkable Subramania Bharati. We recall his rich scholarship, multi-faceted contributions to our nation, noble ideals on social justice and women empowerment. Here is a speech I gave on him in December 2020. https://t.co/dAFph8Sfap
— Narendra Modi (@narendramodi) September 11, 2021
சிறப்புவாய்ந்த சுப்ரமணிய பாரதியாரின் 100வது நினைவு நாளில் அவருக்கு அஞ்சலி செலுத்துகிறேன். அவரது பெரும் புலமை, நாட்டுக்கு அவர் ஆற்றிய பன்முகப் பங்கு, சமூக நீதி மற்றும் பெண்களுக்கு அதிகாரமளித்தல் மீதான நன்னெறிகளை நாம் நினைவு கூறுகிறோம்.
— Narendra Modi (@narendramodi) September 11, 2021