ଆଜି ଛଠ୍ ର ପବିତ୍ର ସନ୍ଧ୍ୟା ଅର୍ଘ୍ୟ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଛଠ୍ ର ସନ୍ଧ୍ୟା ଅର୍ଘ୍ୟର ପବିତ୍ର ମୁହୂର୍ତ୍ତ ଅବସରରେ ଆପଣ ସମସ୍ତଙ୍କୁ ମୋର ଅଶେଷ ଶୁଭେଚ୍ଛା ଜଣାଇଛନ୍ତି । ସଂଯମ, ସଂକଳ୍ପ ଓ ସମର୍ପଣର ପ୍ରତୀକ ଏହି ମହାପର୍ବ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଏବଂ ସୌଭାଗ୍ୟ ନେଇ ଆସୁ । ଜୟ ଛଠୀ ମେୟା!”
छठ के संध्या अर्घ्य के पावन-पुनीत अवसर पर आप सभी को मेरी असीम शुभकामनाएं। सादगी, संयम, संकल्प और समर्पण का प्रतीक यह महापर्व हर किसी के जीवन में सुख-समृद्धि और सौभाग्य लेकर आए। जय छठी मइया!
— Narendra Modi (@narendramodi) November 7, 2024