ପୂର୍ବତନ ପରମାଣୁ ଶକ୍ତି ଆୟୋଗ ଅଧ୍ୟକ୍ଷ ଡଃ ଶ୍ରୀକୁମାର ବାନାର୍ଜୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଡକ୍ଟର ଶ୍ରୀକୁମାର ବାନାର୍ଜୀ ଭାରତୀୟ ବିଜ୍ଞାନ, ବିଶେଷକରି ପରମାଣୁ ଶକ୍ତି ଏବଂ ଧାତବ ବିଦ୍ୟା କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସ୍ମରଣୀୟ ହୋଇ ରହିବେ । ସେ ଜଣେ ଉଲ୍ଲେଖନୀୟ ପରାମର୍ଶଦାତା ତଥା ଅନୁଷ୍ଠାନ ନିର୍ମାଣକାରୀ ମଧ୍ୟ ଥିଲେ । ତାଙ୍କ ବିୟୋଗରେ ମୁଁ ବିଶେଷଭାବେ ମର୍ମାହତ । ତାଙ୍କ ପରିବାର ପ୍ରତି ମୋର ସମବେଦନା । ଓମ୍ ଶାନ୍ତି” ।
Dr. Srikumar Banerjee will be remembered for his pioneering contributions to Indian science, especially in the areas of atomic energy and metallurgy. He was also an outstanding mentor and institution builder. Saddened by his passing away. Condolences to his family. Om Shanti.
— Narendra Modi (@narendramodi) May 23, 2021