ପ୍ରଫେସର ଏମ ଏସ ନରସିଂହଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ପ୍ରଫେସର ଏମ ଏସ ନରସିଂହ ଜଣେ ଉଦାହରଣୀୟ ଗଣିତଜ୍ଞ ରୂପେ ସ୍ମରଣୀୟ ହୋଇ ରହିବେ, ଯିଏକି ବିଶ୍ଵ ସ୍ତରରେ ଏକ ଅଭୂତପୂର୍ବ ପ୍ରଭାବ ପକାଇଥିଲେ । ଗଣିତ ବ୍ୟତୀତ ନିଜର କାର୍ଯ୍ୟ ପାଇଁ ମଧ୍ୟ ସେ ଏକ ଛାପ ଛାଡିଯାଇଛନ୍ତି । ତାଙ୍କ ବିୟୋଗରେ ମୁଁ ମର୍ମାହତ । ତାଙ୍କ ପରିବାର ଏବଂ ବନ୍ଧୁବର୍ଗଙ୍କ ପ୍ରତି ମୋର ସମବେଦନା । ଓମ ଶାନ୍ତି” ।
Professor M. S. Narasimhan will be remembered as an exemplary mathematician, who made a phenomenal impact worldwide. He also made a mark for his work beyond mathematics. Saddened by his demise. Condolences to his family and friends. Om Shanti.
— Narendra Modi (@narendramodi) May 16, 2021