ଜିଆନି ଯୋଗୀନ୍ଦର ସିଂ ବେଦାନ୍ତ ଜୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ଵିଟ୍ ମାଧ୍ୟମରେ କହିଛନ୍ତି ଯେ, “ଜିଆନି ଯୋଗୀନ୍ଦର ସିଂ ବେଦାନ୍ତ ଜୀ ଜଣେ ବିଦ୍ୱାନ ଏବଂ ନମ୍ର ବ୍ୟକ୍ତି ଥିଲେ । ନିଃସ୍ୱାର୍ଥପର ମାନବ ସେବାରେ ସେ ତାଙ୍କ ଜୀବନକୁ ଉତ୍ସର୍ଗ କରିଥିଲେ । ଏକ କରୁଣା ଏବଂ ସୁସଂଗତ ସମାଜ ନିର୍ମାଣ ପାଇଁ ସେ କାର୍ଯ୍ୟ କରିଥିଲେ । ତାଙ୍କ ଦେହାନ୍ତରେ ମୁଁ ମର୍ମାହତ । ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା" ।
Giani Joginder Singh Vedanti Ji was scholarly and humble. His life was a manifestation of selfless human service. He worked to create a compassionate and harmonious society. Pained by his demise. Condolences to his family and admirers.
— Narendra Modi (@narendramodi) May 15, 2021