ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୁୟାନାର ରାଷ୍ଟ୍ରପତି ଡ. ଇରଫାନ ଅଲି ଗୁୟାନାର ଜର୍ଜଟାଉନ୍‌ରେ ‘ଏକ ପେଡ୍ ମା’ କେ ନାମ୍‌’ (ମା’ଙ୍କ ନାମରେ ଗୋଟିଏ ଗଛ) ଅଭିଯାନରେ ଭାଗ ନେଇଥିଲେ । ଦୀର୍ଘସ୍ଥାୟିତ୍ଓ୍‌ବ ପାଇଁ ଏହା ଏକ ସହଭାଗୀ ପ୍ରତିବଦ୍ଧତା ବୋଲି ଶ୍ରୀ ମୋଦୀ କହିଥିଲେ ।

 

ଗୋଟିଏ ଏକ୍ସ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି :

“ସ୍ଥିରତା ପାଇଁ ଏକ ସହଭାଗୀ ପ୍ରତିବଦ୍ଧତା !

ଏକ ବିଶେଷ ଆବେଗ ସହ ଗୁୟାନାର ରାଷ୍ଟ୍ରପତି ତଥା ମୋର ବନ୍ଧୁ ଡ. ଇରଫାନ୍ ଅଲି ତାଙ୍କ ଜେଜେମା ଏବଂ ଶାଶୁଙ୍କ ସହ ଏକ ବୃକ୍ଷ ରୋପଣ କରି ‘ଏକ୍ ପେଡ୍ ମାଁ କେ ନାମ’ ଅଭିଯାନରେ ଭାଗ ନେଇଥିଲେ ।

@DrMohamedIrfaa1
@presidentaligy”

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
Budget a watershed moment in India's clean energy transition: Experts

Media Coverage

Budget a watershed moment in India's clean energy transition: Experts
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଫେବୃୟାର 2, 2025
February 02, 2025

Appreciation for PM Modi's Visionary Leadership and Progressive Policies Driving India’s Growth