୨୦୦୧ ଗୁଜରାଟ ଭୂକମ୍ପରେ ନିଖୋଜଙ୍କ ଉଦ୍ଦେଶ୍ୟରେ ସ୍ମୃତି ଭ୍ୟାନ୍ ଉଦଘାଟନୀ ଦିବସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ମରଣ କରିଛନ୍ତି ।
ଶ୍ରୀ ମୋଦୀ ଗତବର୍ଷ ଉଦଘାଟନ କରିଥିବା ବେଳର କିଛି ଝଲକ ସେୟାର କରିଛନ୍ତି ।
ଏଥିସହ ସେ କୁଚରେ ସ୍ମୃତି ଭ୍ୟାନ ପରିଦର୍ଶନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।
ମୋଦୀ ଷ୍ଟୋରୀ ଏକ୍ସ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରିଛନ୍ତି:
‘୨୦୦୧ ମସିହା ଗୁଜରାଟ ଭୂକମ୍ପରେ ଆମେ ନିଖୋଜ ହୋଇଯାଇଥିôବା ଲୋକଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଦେବାର ବର୍ଷେ ବିତିଗଲାଣି । ଏହା ଏକ ସ୍ମାରକ ଯାହା କି ସ୍ଥିରତା ଏବଂ ସ୍ମୃତିର ପ୍ରତୀକ । ଗତବର୍ଷର କିଛି ଝଲକ ସେୟାର କରୁଛି ଏବଂ ମୁଁ ଆପଣ ସମସ୍ତଙ୍କୁ କୁଚରେ ସ୍ମୃତି ଭ୍ୟାନ୍ ପରିଦର୍ଶନ କରିବାକୁ ଅନୁରୋଧ କରୁଛି ।’
It has been a year since we inaugurated Smriti Van, a heartfelt tribute to those we lost in the 2001 Gujarat Earthquake. This is a memorial which personifies resilience and remembrance. Sharing some glimpses from last year and I also urge you all to visit Smriti Van in Kutch... https://t.co/9sHTM2DIQe pic.twitter.com/f6Sk7JXgIH
— Narendra Modi (@narendramodi) August 29, 2023