ରାଷ୍ଟ୍ରସେବକ ନାନାଜୀ ଦେଶମୁଖଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ କହିଛନ୍ତି, “ମହାନ ସମାଜସେବୀ ଓ ଦେଶଭକ୍ତ ନାନାଜୀ ଦେଶମୁଖଙ୍କୁ ଆଜି ଜୟନ୍ତୀ ଅବସରରେ ପ୍ରଣାମ ଜଣାଉଛି । ଗ୍ରାମାଞ୍ଚଳ ଓ କୃଷକମାନଙ୍କ ବିକାଶ ପାଇଁ ସେ ଅହରହ ସଂଗ୍ରାମ କରିବା ସହିତ ନିଜର ସମଗ୍ର ଜୀବନ ଉତ୍ସର୍ଗ କରିଥିଲେ । ରାଷ୍ଟ୍ରନିର୍ମାଣରେ ତାଙ୍କ ଯୋଗଦାନ ଚିରସ୍ଥାୟୀ ଏବଂ ସର୍ବଦା ସ୍ମରଣୀୟ ରହିବ ।”
महान सामाजिक कार्यकर्ता और राष्ट्रसेवक नानाजी देशमुख को उनकी जयंती पर कोटि-कोटि नमन। उन्होंने गांवों और किसानों के कल्याण के लिए अपना संपूर्ण जीवन समर्पित कर दिया। राष्ट्रनिर्माण में उनका योगदान देशवासियों के लिए सदैव प्रेरणास्रोत बना रहेगा। pic.twitter.com/k0c7Sml2Ds
— Narendra Modi (@narendramodi) October 11, 2019