ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନୂଆଦିଲ୍ଲୀସ୍ଥିତ ଲୋକ କଲ୍ୟାଣ ମାର୍ଗଠାରେ ନାରୀ ଶକ୍ତି ବିଜେତାଙ୍କ ସହ ମତ ବିନିମୟ କରିବେ ।

ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଆସନ୍ତାକାଲି ଠାରୁ ପ୍ରଧାନମନ୍ତ୍ରୀଙ୍କ ଟ୍ଵିଟର ଆକାଉଣ୍ଟର ପରିଚାଳନା ଦାୟିତ୍ଵ ମହିଳାଙ୍କ ହାତରେ ରହିବ । #SheInspiresUs.

ରାଷ୍ଟ୍ରପତି ଭବନରେ ଆସନ୍ତାକାଲି ସକାଳେ ଏକ ସମାରୋହରେ ରାଷ୍ଟ୍ରପତି ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିବେ ।

ପ୍ରତିବର୍ଷ ରାଷ୍ଟ୍ରୀୟ ପୁରସ୍କାର ବ୍ୟକ୍ତିବିଶେଷ, ଗୋଷ୍ଠୀ, ସଂସ୍ଥାକୁ ପ୍ରଦାନ କରାଯାଇଥାଏ, ଯେଉଁମାନେ ବିଶେଷ ଭାବେ ବଞ୍ଚିତ ଓ ଦୁର୍ବଳ ଶ୍ରେଣୀର ମହିଳାଙ୍କ ସଶକ୍ତିକରଣ ଦିଗରେ ବିଶେଷ କାର୍ଯ୍ୟ କରିଥାନ୍ତି ।

 

Explore More
ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି  : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ

ଲୋକପ୍ରିୟ ଅଭିଭାଷଣ

ପ୍ରତ୍ୟେକ ଭାରତୀୟଙ୍କ ରକ୍ତ ତାତିଛି : 'ମନ କୀ ବାତ' ରେ ପ୍ରଧାନମନ୍ତ୍ରୀ ମୋଦୀ
Maritime milestone: Indian Navy commissions INS Udaygiri and Himgiri; twin induction for first time

Media Coverage

Maritime milestone: Indian Navy commissions INS Udaygiri and Himgiri; twin induction for first time
NM on the go

Nm on the go

Always be the first to hear from the PM. Get the App Now!
...
PM greets everyone on the occasion of Ganesh Chathurthi
August 27, 2025

The Prime Minister Shri Narendra Modi greeted everyone on the occasion of Ganesh Chathurthi today.

In a post on X, he wrote: