ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଇଜିପ୍ଟ ଗସ୍ତ ସମୟରେ କାଇରୋ ସ୍ଥିତ ଅଲ-ହାକିମ ମସଜିଦ ପରିଦର୍ଶନ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କୁ ଇଜିପ୍ଟର ପର୍ଯ୍ୟଟନ ଏବଂ ପ୍ରାଚୀନତା ମନ୍ତ୍ରୀ ଡକ୍ଟର ମୁସ୍ତାଫା ୱାଜିରୀ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ବୋହରା ସମ୍ପ୍ରଦାୟର ନେତାମାନଙ୍କୁ ମଧ୍ୟ ଭେଟିଥିଲେ, ଯେଉଁମାନେ ଏହି ଫାତିମିଦ୍ ଯୁଗର ଶିଆ ମସଜିଦର ରକ୍ଷଣାବେକ୍ଷଣରେ ସକ୍ରିୟ ଭାବରେ ଜଡିତ ଥିଲେ ଏବଂ ଭାରତ ଏବଂ ଇଜିପ୍ଟ ମଧ୍ୟରେ ଲୋକଙ୍କ ସମ୍ପର୍କକୁ ଦୃଢ ଭାବରେ ଆଲୋକପାତ କରିଥିଲେ ।
Honored to visit the historic Al-Hakim Mosque in Cairo. It's a profound testament to Egypt's rich heritage and culture. pic.twitter.com/4VgzkagHcB
— Narendra Modi (@narendramodi) June 25, 2023
شرفت بزيارة مسجد الحاكم التاريخي في القاهرة. إن المسجد يعد شاهدا رائعا على ثراء تراث مصر وثقافتها. pic.twitter.com/gA1c3pEOuC
— Narendra Modi (@narendramodi) June 25, 2023