ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୧ ଜୁନ୍ ୨୦୨୩ରେ ହ୍ୱାଇଟ୍ ହାଉସ୍ରେ ଆୟୋଜିତ ଏକ ବ୍ୟକ୍ତିଗତ ସମାରୋହରେ ଆମେରିକା ରାଷ୍ଟ୍ରପତି ମହାମହିମ ମିଃ ଜୋ ବାଇଡେନ୍ ଏବଂ ପ୍ରଥମ ମହିଳା ମହାମହିମ ଡକ୍ଟର ଜିଲ୍ ବାଇଡେନଙ୍କୁ ସାକ୍ଷାତ କରିଛନ୍ତି ।
ସେମାନଙ୍କ ନିକଟତମ ପରିବାର ସଦସ୍ୟଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଭେଟିଥିଲେ।
ଏହି ସ୍ୱତନ୍ତ୍ର ସାକ୍ଷାତ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଂଶଗ୍ରହଣ ଦୁଇ ଦେଶ ମଧ୍ୟରେ ରହିଥିବା ନିବିଡ଼ ବନ୍ଧୁତାକୁ ପ୍ରମାଣିତ କରିଥାଏ।
PM @narendramodi was warmly welcomed by @POTUS @JoeBiden and @FLOTUS @DrBiden at the @WhiteHouse. pic.twitter.com/M51kYC7Sv5
— PMO India (@PMOIndia) June 22, 2023