ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ନ୍ୟୁୟର୍କରେ ଆମେରିକାର ଅନେକ ଅଗ୍ରଣୀ ଥିଙ୍କ ଟ୍ୟାଙ୍କର ବିଶେଷଜ୍ଞଙ୍କୁ ଭେଟିଥିଲେ ।

ପ୍ରଧାନମନ୍ତ୍ରୀ ଏବଂ ବିଶେଷଜ୍ଞମାନେ ବିଭିନ୍ନ ବିକାଶମୂଳକ ଏବଂ ଭୂ-ରାଜନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

ଅମୃତକାଳ ସମୟରେ ଏହାର ରୂପାନ୍ତର ଆରମ୍ଭ କରୁଥିବା ବେଳେ ଭାରତରେ ସେମାନଙ୍କର ଉପସ୍ଥିତି ବଢାଇବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆମନ୍ତ୍ରଣ କରିଥିଲେ ।

ପାରସ୍ପରିକ କାର୍ଯ୍ୟରେ ଅଂଶଗ୍ରହଣ କରିଥିବା ବିଭିନ୍ନ ଥିଙ୍କ ଟ୍ୟାଙ୍କ ବିଶେଷଜ୍ଞମାନେ ହେଲେ:

 

  • ନ୍ୟୁୟର୍କର କାଉନସିଲ ଅନ୍‍ ଫରେନ ରିଲେସନ (ସିଏଫଆର) ର ରାଷ୍ଟ୍ରପତିଙ୍କ ଦ୍ୱରା କ୍ଷମତାପ୍ରାପ୍ତ ତଥା ପ୍ରତିଷ୍ଠିତ ଫେଲୋ ଶ୍ରୀ ମାଇକେଲ୍ ଫ୍ରୋନ୍ ।
  • ନ୍ୟୁୟର୍କ ସ୍ଥିତ ଏସିଆ ସୋସାଇଟି ପଲିସି ଇନଷ୍ଟିଚ୍ୟୁଟର ଆନ୍ତର୍ଜାତୀୟ ସୁରକ୍ଷା ଏବଂ କୂଟନୀତି ପାଇଁ ଉପସଭାପତି ଶ୍ରୀ ଡାନିଏଲ୍ ରସେଲ ।
  • ବୋଷ୍ଟନ୍ ସ୍ଥିତ ଉତ୍ତର-ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ଆସୋସିଏଟ୍ ପ୍ରଫେସର ଡକ୍ଟର ମାକ୍ସ ଆବ୍ରାହମ୍ସ ।
  • ଶ୍ରୀ ଜେଫ୍ ଏମ୍ ସ୍ମିଥ୍‌, ନିର୍ଦ୍ଦେଶକ, ଏସିଆନ୍ ଷ୍ଟଡିଜ୍ ସେଣ୍ଟର, ଦି ହେରିଟେଜ୍ ଫାଉଣ୍ଡେସନ୍‌, ଡିସି
  • ୱାଶିଂଟନ୍ ଡିସିରେ ଅବସ୍ଥିତ "ଦି ମାରାଥନ ଇନିସିଏଟିଭ୍‌” ର ସହ-ପ୍ରତିଷ୍ଠାତା ଶ୍ରୀ ଏଲବ୍ରିଜ୍ କୋଲବି
  • ଶ୍ରୀ ଗୁରୁ ସୋଲେ, ପ୍ରତିଷ୍ଠାତା-ସଦସ୍ୟ, ନିର୍ଦ୍ଦେଶକ (ଭାରତ-ଆମେରିକା ବ୍ୟାପାର), ଇଣ୍ଡସ୍ ଇଣ୍ଟରନେସନାଲ ରିସର୍ଚ୍ଚ ଫାଉଣ୍ଡେସନ୍‌, ଟେକ୍ସାସ୍‌

 

Explore More
୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

୭୮ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣ
When PM Modi Fulfilled A Special Request From 101-Year-Old IFS Officer’s Kin In Kuwait

Media Coverage

When PM Modi Fulfilled A Special Request From 101-Year-Old IFS Officer’s Kin In Kuwait
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଡିସେମ୍ବର 21, 2024
December 21, 2024

Inclusive Progress: Bridging Development, Infrastructure, and Opportunity under the leadership of PM Modi