ପୁଡୁଚେରୀରେ ଆଜି ଶପଥ ଗ୍ରହଣ କରିଥିବା ସମସ୍ତ ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ପୁଡୁଚେରୀରେ ଆଜି ଶପଥ ଗ୍ରହଣ କରିଥିବା ସମସ୍ତ ମନ୍ତ୍ରୀମାନଙ୍କୁ ମୋର ଶୁଭ କାମନା । ଏହି ଦଳ ଦୃଢତାର ସହ କାର୍ଯ୍ୟ କରନ୍ତୁ ଏବଂ ସୁନ୍ଦର ପୁଡୁଚେରୀ ବାସୀଙ୍କ ଆଶା ଆକାଂକ୍ଷା ପୂରଣ କରନ୍ତୁ” ।
Best wishes to all those who took oath as Ministers in Puducherry today. May this team work with determination and fulfil the aspirations of the wonderful people of Puducherry.
— Narendra Modi (@narendramodi) June 27, 2021