ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀ ଚାନ୍ସସେଲର ବୁନ୍ଦେସ୍କାଞ୍ଜେଲର ଓଲାଫ୍ ସ୍କଲ୍ଜଙ୍କ କୋଭିଡ୍-୧୯ରୁ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:
‘ମୋର ବନ୍ଧୁ ବୁନ୍ଦେସ୍କାଞ୍ଜେଲର ଓଲାଫ୍ ସ୍କଲ୍ଜ କୋଭିଡ୍-୧୯ରୁ ଦ୍ରୁତ ଆରୋଗ୍ୟ ଲାଭ କରନ୍ତୁ ବୋଲି କାମନା କରୁଛି । ମୁଁ ତାଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ପାଇଁ ପ୍ରାର୍ଥନା କରୁଛି ।’
My friend @Bundeskanzler, wishing you a speedy recovery from COVID-19. I pray for good health and well-being.
— Narendra Modi (@narendramodi) December 18, 2023