ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମିଳିତ ଜାତିସଂଘ ସାଧାରଣ ସଭାର ୭୭ତମ ଅଧିବେଶନର ଅଧ୍ୟକ୍ଷ ମହାମହିମ ଶ୍ରୀ ସାବା କରୋସିଙ୍କୁ ସ୍ୱାଗତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ ଟ୍ୱିଟରେ କହିଛନ୍ତି;
“ଭାରତକୁ ପ୍ରଥମ ଗସ୍ତରେ ଆସିଥିବା @UN_PGA ସାବା କରୋସିଙ୍କୁ ସ୍ୱାଗତ କରି ଖୁସି । ମିଳିତ ଜାତିସଂଘ ସହ ଭାରତର ବହୁପାକ୍ଷିକ ପ୍ରତିବଦ୍ଧତାକୁ ଦୋହରାଉଛି । ବିଶ୍ୱ ଜଳ ସମ୍ବଳଗୁଡିକର ସଂରକ୍ଷଣ ଓ ସଠିକ ବିନିଯୋଗ ସମ୍ପର୍କରେ ଆଲୋଚନା କଲୁ । #G20India ପାଇଁ ତାଙ୍କ ସମର୍ଥନକୁ ସ୍ୱାଗତ କରୁଛି ।”
Happy to welcome @UN_PGA Csaba Kőrösi on his first visit to India. Reaffirmed India's commitment to multilateralism, including at the UN. We discussed the importance of conserving and optimising global water resources. Welcomed his support for #G20India. pic.twitter.com/nLbLv1rYtg
— Narendra Modi (@narendramodi) January 30, 2023