ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କୁନୋ ଜାତୀୟ ଉଦ୍ୟାନରେ ୧୨ ଚିତାଙ୍କ ନୂଆ ବ୍ୟାଚକୁ ସ୍ୱାଗତ କରିଛନ୍ତି ।
କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଟ୍ୱିଟର ଉଦ୍ଧୃତି ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏହି ପଦକ୍ଷେପ ଦ୍ୱାରା ଭାରତର ବନ୍ୟପ୍ରାଣୀ ବିବିଧତାକୁ ପ୍ରୋତ୍ସାହନ ମିଳିବ ।”
India’s wildlife diversity receives a boost with this development. 🐆 https://t.co/ceF0dzPcXm
— Narendra Modi (@narendramodi) February 19, 2023