ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଶ୍ରୀ ଗୁରୁ ରବିଦାସ ବିଶ୍ରାମ ଧାମ ମନ୍ଦିର ପରିଦର୍ଶନ କରିଛନ୍ତି ଏବଂ ରବିଦାସ ଜୟନ୍ତୀ ଅବସରରେ ତାଙ୍କର ପ୍ରଣାମ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆଜି ରବିଦାସ ଜୟନ୍ତୀର ଶୁଭ ଅବସରରେ ମୁଁ ଦିଲ୍ଲୀର ଶ୍ରୀ ଗୁରୁ ରବିଦାସ ବିଶ୍ରାମ ଧାମ ମନ୍ଦିର ଯାଇ ଦର୍ଶନ କରିଥିଲି ।
ସମସ୍ତ ଦେଶବାସୀଙ୍କୁ ରବିଦାସ ଜୟନ୍ତୀର ଶୁଭେଚ୍ଛା ।”
“ସନ୍ଥ ରବିଦାସ ଜୀଙ୍କର ଏହି ପବିତ୍ର ଧାମ ଲୋକମାନଙ୍କ ପାଇଁ ଏକ ପ୍ରେରଣା ଅଟେ । ମୁଁ ଭାଗ୍ୟବାନ ଯେ ଜଣେ ସାଂସଦ ଭାବରେ ମୁଁ ଏଠାରେ ବିକାଶମୂଳକ କାର୍ଯ୍ୟ ସମାପ୍ତ କରିବାର ସୁଯୋଗ ପାଇଛି ।”
“ଦିଲ୍ଲୀର ଶ୍ରୀ ଗୁରୁ ରବିଦାସ ବିଶ୍ରାମ ଧାମ ମନ୍ଦିରରେ ବିତାଇଥିବା ମୂହୂର୍ତ୍ତ ଅତ୍ୟନ୍ତ ସ୍ୱତନ୍ତ୍ର ।”
रविदास जयंती के पुण्य अवसर पर आज मैंने दिल्ली के श्री गुरु रविदास विश्राम धाम मंदिर जाकर दर्शन किए।
— Narendra Modi (@narendramodi) February 16, 2022
सभी देशवासियों को रविदास जयंती की शुभकामनाएं। pic.twitter.com/RbVj9wUB1k
संत रविदास जी का यह पवित्र धाम जन-जन के लिए एक प्रेरणास्थल है। मैं सौभाग्यशाली हूं कि एक सांसद के रूप में मुझे यहां के विकास कार्यों को पूरा करने का अवसर प्राप्त हुआ है। https://t.co/eH29NCJSJm
— Narendra Modi (@narendramodi) February 16, 2022
Very special moments at the Shri Guru Ravidas Vishram Dham Mandir in Delhi. pic.twitter.com/PM2k0LxpBg
— Narendra Modi (@narendramodi) February 16, 2022